Latest Odisha News

BREAKING NEWS

Browsing Category

ସାହିତ୍ୟ

ଅଭୁଲା ଗୀତ : ଜୋଛନା ଲୁଚନା

ଗାୟନ : ନିର୍ମଳା ମିଶ୍ର ସଙ୍ଗୀତ :  ବାଳକୃଷ୍ଣ ଦାଶ ଗୀତ :  ନାରାୟଣ ପ୍ରସାଦ ସିଂହ ଚଳଚ୍ଚିତ୍ର : ଅଦିନ ମେଘ ଜୋଛନା ଲୁଚନା ଜୋଛନା ଲୁଚନା, ଦୂର ନୀଳ ଗଗନେ ଏ ମନ ମନେନା, ଏଇ ମଧୁ ଲଗନେ ଜୋଛନା ଲୁଚନା , ଲୁଚନା ସମୀରେ ସୁରଭି ଭରା ଆକାଶେ…

ସମାଜର ଅବହେଳିତ ବର୍ଗଙ୍କ ବ୍ୟଥା ହିଁ ମୋ ସାହିତ୍ୟ ସ୍ଵର : ଆଶୁତୋଷ ମିଶ୍ର

ଓଡ଼ିଆ ସାହିତ୍ୟର ଗଳ୍ପ ଓ କବିତା ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ । ସାହିତ୍ୟ ସର୍ଜନା ଦିଗରେ ସେ ବାଲ୍ୟକାଳରୁ ସମର୍ପିତ । ଓଡ଼ିଆ ସାହିତ୍ୟ ଜଗତର ‘ନବ ପ୍ରତିଭା’ ଆଶୁତୋଷ ମିଶ୍ରଙ୍କ ସହ ‘ସ୍ୱଳ୍ପ ଆଳାପ’…

କବିତା : ମୌସୁମୀ

ଗଦାଧର ସାହୁ ସମସ୍ତେ କୁହନ୍ତି ଆମେ ଜାଣି ନାହୁଁ ଆମେ କରି ନାହୁଁ କିଛି କାହା ଦୋଷେ ଆଉ ଅଭିମାନ କରି ମୌସୁମୀ ଛପି ରହିଛି । ପ୍ରତ୍ଯେକ ମଣିଷ ଖୋଳ ପିନ୍ଧା ଏଠି ନିଜର ସୁବିଧା ଦେଖେ କେବେ ଖୋଜେ ନାହିଁ ମୋ ପାଇଁ କିଏ ସେ ସଢୁଛି ଯନ୍ତଣା ଦୁଃଖେ । ଆକାଶ ତତଲା ପବନ ତତଲା ଜଳ…

ଭାଷା ଭାଗବତ : ପ୍ରୟୋଗ-ନିର୍ଭର ଭାଷା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ସଭିଏଁ ଏଠି ସର୍ବଜାଣ କେହି ଖୋଜନି କାହା ଖୁଣ ନ ହୋଇ ତର୍କପରାୟଣ ଜଣାଇଦିଅ ଯାହା ଜାଣ ଅସଂଖ୍ୟ ଅଭ୍ୟାସର ଦାସ ଅତୀତ କାଳେ କରି ବାସ ପାଆଂତି ଅପୂର୍ବ ଉଲ୍ଲାସ ମନରେ ଜନ୍ମେନି ସାହସ ପୂର୍ବରୁ କେଉଁ କବି କ'ଣ ଲେଖିଲେ,…

କବିତା : ଏଥର ଚୁପ ରୁହ

ନିରଞ୍ଜନ ନାୟକ ସରଳ ମଣିଷମାନେ ଚିତ୍କାର କର ଯେତେ ଗଳା ଫଟାଇ କାକୁତି ମିନତି ହୁଅ କେହି ଶୁଣିବେନି ରାସ୍ତା ରେ ଧାରଣା ! ସଂଗ୍ରାମ ! ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ହଙ୍ଗର ଷ୍ଟ୍ରାଇକ ଏସବୁର କ’ଣ ମୂଲ୍ୟ ଅଛି ! ସେମାନେ ପରା କିଣିନିଅନ୍ତି ତୁମ ଦଳର ଯେଉଁ ଦଳପତି…

ଭାଷା ଭାଗବତ : ଏହି ଦୁରବସ୍ଥା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ନଦୀ ପିଏନି ନିଜ ଜଳ ଗଛ ଖାଏନି ନିଜ ଫଳ ଫୁଲ ଶୁଂଘେନି ନିଜ ବାସ ସୂର୍ଯକୁ ଅଲୋଡ଼ା ପ୍ରକାଶ ପାରସ୍ପରିକ ନିର୍ଭରତା ଯୋଗୁଁ ସଂଭବ ବିଶ୍ବ ସତ୍ତା ସଭିଏଁ କରୁଥାଂତି ଦାନ ତେଣୁ ତ ରହିଛି ଜୀବନ ସ୍ବୟଂଚାଳିତ ଯେଣୁ ବାୟୁ…

ହରେକୃଷ୍ଣ ମହତାବ ରାଜ୍ୟ ପାଠାଗାରରେ ପୁସ୍ତକ ପ୍ରଦର୍ଶନୀ

ଭୁବନେଶ୍ବର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ହରେକୃଷ୍ଣ ମହତାବ ରାଜ୍ୟ ପାଠାଗାରରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ୧୬୨ ତମ ଜୟନ୍ତୀ ପାଳନ ଅବସରରେ ଏକ ପୁସ୍ତକ ପ୍ରଦର୍ଶନୀ ଆୟୋଜିତ ହୋଇଯାଇଛି । ଏହି ଅବସରରେ ବିଭାଗୀୟ ନିର୍ଦ୍ଦେଶକ ଦିଲୀପ ରାଉତରାଏ ଉଦଘାଟକ, ପୂର୍ବତନ…

କବିତା : ଚାଲ ଆଜି ଫେରିଯିବା

ମଞ୍ଜୁ ରାଣୀ ବେହେରା ଚାଲ ଆଜି ଫେରିଯିବା ପ୍ରକୃତିର କୋଳକୁ ମାଟି ମା ପାଖକୁ। ସେଇ ଗୋଧୂଳିର ଦାଣ୍ଡ ଝଙ୍କାଳିଆ ବରଗଛ କୋଇଲିର ମଧୁର ମୂର୍ଚ୍ଛନା ପହିଲି ବରଷାରେ ମହକୁଥିବାମାଟି ଲିପାଘର ଅଗଣା। ଚାଷୀଭାଇର ସବୁଜିମା କ୍ଷେତ ବିଲ, ପୋଖରୀ ବାଡିବଗିଚାର ସୁଆଦିଆ ପିଜୁଳି। ଗାଁ ମଝିର…

ଭାଷା ଭାଗବତ : ବହିକୁ ଆଦର

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ବହିକୁ ଅଧିକ ଆଦର ମିଳିବ ଜାଣି ଧୈର୍ଯ ଧର ତହିଁରେ ଥିଲେ ସ୍ବାନୁଭୂତି ପାଇବ ନିରବ ସ୍ବୀକୃତି ପାଠକ ବହିଟିଏ ପଢ଼ି ନିଜ ମନକୁ ନିଜେ ଗଢ଼ି ଆଗକୁ ପାରେ ଯଦି ବଢ଼ି ବହିକୁ ଦିଏନି ଫୋପାଡ଼ି …

ଗୁରୁଙ୍କ ପ୍ରତି ଆସ୍ଥା

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’ ଥରେ ଗୁରୁ ଏବଂ ଶିଷ୍ୟ ଏକ ଗାଁ ଦେଇ ଯାଉଥିଲେ । ଅଳ୍ପ ଦୂର ଚାଲିବା ପରେ ଗୁରୁ ଶିଷ୍ୟଙ୍କୁ କନାଖଣ୍ଡେ ମାଗିଲେ । ଆଜ୍ଞାକାରୀ ଶିଷ୍ୟ କିଛି ବିଚାର ନ କରି ନିଜ ଧୋତିରୁ ଖଣ୍ଡେ ଚିରି ସଙ୍ଗେ ସଙ୍ଗେ ଦେଲେ । ଗୁରୁ ସେହି…