Latest Odisha News

BREAKING NEWS

Browsing Category

ସାହିତ୍ୟ

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୯୦)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ହେଇ, ଦୟାକରି ଅନ୍ତତଃ ଆଜି ଦିନଟା ତମେ ଦୁହେଁ ମତେ ହତାଶ କଲାଭଳିଆ କଥାବାର୍ତ୍ତା ନକଲେ ଚଳନ୍ତାନି? ମୋ' ଖୁସିବାସିଆ ମୁଡ଼୍‌ଟାକୁ ଆଜି ତମେ ବିଗାଡ଼ି ଦେଉଛ!” ଗୋଟେ ନାଟକୀୟ ଶୈଳୀରେ ମୁଣ୍ଡ ଉପରେ ଦି’ହାତ ରଖି…

ଭାଷା ଭାଗବତ : ବ୍ୟଥାହତ ବ୍ୟକ୍ତି

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ' ତର୍କରେ ହୋଇଲେ ବିଜୟୀ ଚଳିଲେ ନିଜ ଅନୁଯାୟୀ ସଂପର୍କ ହୁଏନାହିଁ ସ୍ଥାୟୀ ତର୍କଶୀଳ ହିଁ ହୁଏ ଦାୟୀ ବିଶ୍ବାସ-ନିର୍ଭର ସଂପର୍କ ପାଇଁ ଅଲୋଡ଼ା ଯୁକ୍ତିତର୍କ ଏତିକି ବୁଝିଗଲେ ଜଣେ ନିଜ ଇଚ୍ଛାକୁ ତୁଚ୍ଛ ମଣେ ସ୍ବେଚ୍ଛାଚାଳିତ…

ତମାଖୁ ସେବନ ଏବଂ ମଧୁମେହ

ମହମ୍ମଦ ଇମ୍ରାନ୍ ଅଲୀଙ୍କ ଆଲେଖ୍ୟ ତମାଖୁ ଏକ ଉଦ୍ଭିଦ ଜାତୀୟ ଜିନିଷ ଅଟେ । ଏହି ତମାଖୁ ପତ୍ରକୁ ବ୍ୟବହାର ତମାଖୁ ଜାତୀୟ ଦ୍ରବ୍ୟ ପ୍ରସ୍ତୁତ କରାଯାଉଛି। ଯାହା ବଜାରରେ ଅତି ସହଜରେ ଉପଲବ୍ଧ ହେଉଛି । ସାଧାରଣତଃ ବଜାରରେ ତିନି ପ୍ରକାରର ତମାଖୁ ଦ୍ରବ୍ୟ ଦେଖିବାକୁ ମିଳୁଛି । ଯେଉଁ ତମାଖୁ…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୮୯)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ କିନ୍ତୁ ବୀରା କ'ଣ ପାଇଁ ଏତେ ଭାବପ୍ରବଣ ହୋଇପଡ଼ୁଥିଲା କେଜାଣି? ସେ ଏ ପରିମଲ୍ ପରିବାରର ସଦସ୍ୟଙ୍କୁ ସବୁଦିନ ପାଇଁ ଛାଡ଼ି ଚାଲି ଯାଉ ନଥିଲା । ତଥାପି ତାଙ୍କ ଘର ଦୁଆରମୁହଁ ଡେଇଁବା ମାତ୍ରେ ତା' ଭିତରେ ସୃଷ୍ଟି…

କବିତା : ଫେରିବାର ଥାଏ ବୋଲି

ସୁନନ୍ଦା (ବି) ମହାପାତ୍ର  ଫେରିବାର ଥାଏ ବୋଲି ଫେରିବାକୁ ହୁଏ, ନହେଲେ,ଥରେ ଗଲେ କିଏ ଅବା ଫେରିବାକୁ ଚାହେଁ ! ଫେରିଲେ କି ଫେରିଆସେ ଯାହା ଚାହେଁ ମନ ? ମନାଏ କି କେହି ଭାଙ୍ଗି ଅଭିମାନ ? ଧାଏଁ କି ପଛେ କେହି ଭିଡ଼ି କି ଆଣେ କେହି ? ଅଳି କି କରେ କେହି ‘ଆସ ଫେରି ଆସ’…

ଭାଷା ଭାଗବତ : ସଂସ୍କୃତି ସଂରକ୍ଷଣ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ ଅସଲି କର୍ତବ୍ୟ ପାସୋରି ଦରକାରୀ କାମ ନ କରି ବାରଂବାର ଗଲେ ବି ହାରି ଦାୟିତ୍ୱ ରହୁନି କାହାରି ଅଜାଗାରେ କରି ଗୁହାରି ନିଜ କାମ ନିଜେ ନ କରି ରହିଛୁଁ ଯେହେତୁ ନିଷ୍କ୍ରିୟ ହେଉନି ମନେ ଜ୍ଞାନୋଦୟ ସଂସ୍କାର ଶିଖାଇବା ପାଇଁ…

ଓଡ଼ିଆ ଉପନ୍ୟାସ “ଯାଜ୍ଞସେନୀ”ର ସଂସ୍କୃତ ଅନୂଦିତ ପୁସ୍ତକ ଉନ୍ମୋଚିତ

ନୂଆଦିଲ୍ଲୀ: ଭାରତର ଇତିହାସରେ ଯାଜ୍ଞସେନୀ ଦ୍ରୌପଦୀ, ଅହଲ୍ୟା ଏବଂ ଶ୍ରବଣ କୁମାରଙ୍କ ଭଳି ଅନେକ ଚରିତ୍ର ଅଛନ୍ତି । ଏହି କଥାକୁ ନୂଆ ପୀଢ଼ି ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ଆମର ବିଶ୍ୱବିଦ୍ୟାଳୟଗୁଡ଼ିକ ଉକ୍ତ ବିଷୟ ଉପରେ ଅନୁସନ୍ଧାନ ସହ ବାଖ୍ୟାନ କରିବା ପାଇଁ ଦାୟିତ୍ୱ ନେବାକୁ ଆହ୍ୱାନ…

ଲୋଭ କଳସ

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’ ଲୋଭ ଏପରି ଏକ ଶଦ୍ଦ ଯାହା ମଣିଷ କୁ ମୃତ୍ୟୁ ଆଡ଼କୁ ନେଇଯାଏ । ସତ୍ତ୍ୱ ଗୁଣରୁ ଜ୍ଞାନର ଉଦୟ ହୁଏ । ରଜୋଗୁଣରୁ ଲୋଭ ଏବଂ ତମୋଗୁଣରୁ ଅବହେଳା ଓ ଭ୍ରମ ଉତ୍ପନ୍ନ । ମନରେ କୌଣସି ବସ୍ତୁ ପ୍ରତି ଲୋଭ ଜନ୍ମିଲେ ତାକୁ ମାୟାବନ୍ଧନ ବୋଲାଯାଏ ।…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୮୮)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ମାତ୍ର ଏଇ ଛଅ ସପ୍ତାହ ହେଲା ତୁମକୁ ଜାଣିଥିଲେ ବି ଲାଗୁଛି ତମକୁ ଯେମିତି ଆମେ ଅନେକ ବର୍ଷ ତଳୁ ଜାଣୁ । ତେଣୁ ମୋ'ର କହିବାର କଥା ହେଲା, ଯେ ତମେ ଯେବେ ବି ଆମ କାହାର ବି ସାହାଯ୍ୟ ଇଚ୍ଛା କର, ଆମେ ତମ ପାଖରେ…

କବିତା : ତୁମେ ଆସିବ ବୋଲି

ଡମ୍ବରୁଧର ବେହେରା ପ୍ରେମର ସରସ ଜଳେ ଅପେକ୍ଷା କରିଛି ମୁହଁ ଆଉ ଉଠରେ ହସର ଲିପିଷ୍ଟିକ୍ ମାଖି ଆଖିରେ ଆଖିଏ ସ୍ବପ୍ନ ନେଇ ସବୁଜ ଶାଢ଼ୀ ପିନ୍ଧି ମନ,ପ୍ରାଣ,ହୃଦୟରେ ଆଶାର ଦୀପାଳି ଜାଳି ପୂର୍ଣ୍ଣିମା ଜହ୍ନର ଆଲୁଅରେ ଯୁଗଳ ସାରସ ପରି ତୁମ ପ୍ରେମ ଓ ପ୍ରଣୟର ଜଳ ଶୂନ୍ୟ ଜଳଦର…