Latest Odisha News

BREAKING NEWS

Browsing Category

ସାହିତ୍ୟ

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୯୮)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ମୁଁ ଅଲବତ୍ କରିପାରିବି । ତୁ ଭୁଲିଯାଆନା ଯେ ମୋ ସମ୍ମତି ଦେଇ କୌଣସି ବି ଫର୍ମରେ ମୁଁ ଦସ୍ତଖତ ଦେଇନି । ଏବେ ତୁ ସ୍ଥିର କର ।” “ମମ୍‌...” “ତୁ ଏବେ ହିଁ ସ୍ଥିର କର । ଜଲ୍‌ଦି ସ୍ଥିର କର ।”…

ଭାଷା ଭାଗବତ : ଉପହାସ୍ୟ ଚିଂତା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଏବେ କେତେକ ପ୍ରଭୁଭକ୍ତ ବିଚିତ୍ର ବ୍ୟାଧିରେ ପୀଡ଼ିତ ' ଧର୍ମୀୟ ଭାବନା ଆହତ ' ନାମରେ ତାହା ପରିଚିତ ପଢ଼ି ବାକ୍ୟ ଓ ଶୁଣି ବାଣୀ ସତରେ କାହିଁକି କେଜାଣି ମନେ ହୁଅଂତି ମିଛେ ଗୁଣି ହୋଇଗଲା ବିଶ୍ବାସ ହାନି ଏ ଧର୍ମ ଅଟେ…

ଅଭୁଲା ଗୀତ : ବନଫୁଲ ବନେ

ଗାୟନ : ପ୍ରଫୁଲ୍ଲ କୁମାର ସିଂହଦେଓ ଗୀତ : କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ ଚଳଚ୍ଚିତ୍ର : ରୋଲସ୍ ଟୁ ଏଇଟ୍‌, ୧୯୫୦ ବନଫୁଲ ବନେ ବନଫୁଲ ବନେ ଝାଉଁଳିଲା ବନଫୁଲ ବନେ ଝାଉଁଳିଲା ଦଗାଦିଆ ଭଅଁର ସେ ଦୂର ଦେଖା ଦେଲାରେ ଦଗାଦିଆ ଭଅଁର ସେ ଦୂର ଦେଖା ଦେଲାରେ ସଞ୍ଜ ଗଡ଼ି ରାତି ହେଲା…

ମାତୃଭାଷା ପ୍ରତି ମମତା ମତେ ସାହିତ୍ୟ-ମନସ୍କ କରାଇଲା : ଚନ୍ଦ୍ରା ମିଶ୍ର

ସମ୍ପ୍ରତି ଓଡ଼ିଶା ସାହିତ୍ୟରେ ଜଣେ ଅଗ୍ରଣୀ ଲେଖିକା ଭାବରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଚନ୍ଦ୍ରା ମିଶ୍ର । ବିଦେଶ ମାଟିରେ ପ୍ରଥମ ଓଡ଼ିଆ ସେବିକା ଭାବରେ ନିଜ କର୍ମମୟ ଜୀବନ ଆରମ୍ଭ କରିଥିବା ଶ୍ରୀମତୀ ମିଶ୍ର ମାତୃଭୂମି ଓ ମାତୃଭାଷାର ପ୍ରେମରେ ସଦା ସର୍ବଦା ନିମଜ୍ଜିତା ।ଗଳ୍ପ,…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୯୭)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ “ହଉ, ତୁ ଆଗରେ ଚାଲ । ମୁଁ ରୁମ୍‌ଟିକୁ ସଜାଡ଼ି ଦେଇ ଯାଉଛି ।” ବୀରା କହିଲା । ଲିଭିଂ ରୁମ୍‌ରେ ପହଞ୍ଚି ବୀରା ଦେଖିଲା ଯେ ସୋଫା ଉପରେ ସୁନୈନା ଗଡ଼ୁଛି, ତା' ମମ୍‌ଙ୍କ କୋଳରେ ଗୋଟେ ପାଦ ରଖିଦେଇଛି ଯିଏ ତା'ର…

କବିତା : ପ୍ରିୟ ବନ୍ଧୁ

ଦୀପକ କୁମାର ନାୟକ ହସ ଟିକେ ତୋର କାହାକୁ ଦେବାର ନାହିଁ ଲୁହ ଟୋପେ ତୋର ଗଙ୍ଗାକୂଳକୁ ଯିବାର ନାହିଁ ବନ୍ଧୁଟିଏ ତୋର ଚଲା ବାଟେ ହେବି ଫୁଲ l ଦୁଃଖ ଆସିଲେ ଥିବି ପାଖେ ସୁଖ ଦେବି ନେବିନାହିଁ ଭାଗ ତୋ ସୁଖର

ଭାଷା ଭାଗବତ : ସରଳ ଲିଖନ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଗୋଟି ଗୋଟି ଅକ୍ଷର ଲେଖି ଶୁଦ୍ଧ, ଅଶୁଦ୍ଧ ଆଗ ଦେଖି ବାରଂବାର ସାରି ଶୋଧନ ପାଠକଂକୁ କରିବା ଦାନ ବହିରେ ଥାଏ ବାସି ଜ୍ଞାନ ମନରେ ରହେ ସଜ ଜ୍ଞାନ ନିଜର ସ୍ମୃତିକୁ ଭରସା କଲେ ଉନ୍ନତ ହୁଏ ଭାଷା ଘରେ ଥାଇ କରି ଅଭ୍ୟାସ…

ଜ୍ଞାନ-ବିଜ୍ଞାନ ଓ ଈଶ୍ବର ବିଶ୍ୱାସ

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ ଏବେ ସମଗ୍ର ଭାରତବର୍ଷ ପାଇଁ ଏକ ପରୀକ୍ଷାର ଦିନ ! ସାରା ବିଶ୍ୱରେ ନିଜ ଗୌରବ ଗରିମାକୁ ପ୍ରତିଷ୍ଠା କରିବାର ଏକ ସ୍ଵର୍ଣ୍ଣିମ ଅବସର ! ଚାରିବର୍ଷ ତଳେ ଅଳ୍ପକେ ବିଫଳ ହୋଇଥିବା ଏକ ପ୍ରକଳ୍ପର ପୁନଃ ପ୍ରୟାସ ! ଭାରତୀୟ ମହାକାଶ ଗବେଷଣା ସଂସ୍ଥା ବା ଇସ୍ରୋ…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୯୬)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ “ହାଏ ବୀରା ଦି’,” ବୀରାର ବେଡ଼୍‌ରୁମ୍‌କୁ ଉଙ୍କିମାରି ଚାହିଁ ଶ୍ରେୟା କହିଲା, “ମମ୍‌ କହୁଛନ୍ତି ଆଉ ପନ୍ଦର ମିନିଟ୍ ଭିତରେ ଡିନର୍ ପ୍ରସ୍ତୁତ ହୋଇଯିବ ।” “ହଉ, ଠିକ୍ ଅଛି । ଭିତରକୁ ଆ, ଏଇଠି ବସ”, ବୀରା…

କବିତା : ସମୁଦ୍ରରେ ଘର

ସଂଘମିତ୍ରା ରାଏଗୁରୁ  ପ୍ରେମକୁ ପଞ୍ଜୁରୀ ଘୃଣାକୁ ଆକାଶ ଯାଚିଦେଇ ଯିଏ ପାଲଟିଯାଏ ଇଶ୍ଵର ତାକୁ ସଭିଙ୍କର ଡର ରକ୍ତ ନଈରେ ପହଁରି ହୁଏନା ବୋଲି ମୁଁ ତୋଳେ ସମୁଦ୍ରରେ ଘର । କାନ୍ଥ-ବାଡ,ଝରକା-କବାଟ…ପ୍ରତି ଅବୟବ ତରଳି ବୋହି ଯାଉଥିଲା ବେଳେ ନଥିବା ଅଗଣାରୁ ଶୁଭେ ମେଘର ମହ୍ଲାର…