Latest Odisha News

BREAKING NEWS

Browsing Category

ସାହିତ୍ୟ

ସର୍ବଗିଳାଙ୍କ ଲୀଳା

ଶ୍ରୀମାନ ସର୍ବଗିଳାଙ୍କ ଲଘୁକଥା ଗିରିଆ ଗରଗର ହେଇ ଗୁଡ଼ାଏ ଗାଳିଦେଉଛି । ଗାଁ ଗାଁ ସହର ସହର ବୁଲି ଗର୍ଜନକରି କାନ ଫଟାଉଛି ।ଅଣ୍ଟାରେ ଗାମୁଛା ଭିଡୁଛି । ଝୁଲିପଡ଼ିଥିବା- ନିଶକୁ ମୋଡ଼ି ଖଡା କରାଉଛି । ସମ-ଧର୍ମୀ ଭାଇ ବିରାଦରିଙ୍କୁ ଏକାଠି କରି କହୁଛି.... ଆହେ! ଦେଖ ହୋ.. ଇଏ ଭଲଲୋକ ନୁହଁ…

କବିତା : ମୌସୁମୀ ଧରାରେ ହସେ

ରାଜ କିଶୋର ନାୟକ ଯୂଇ ଜାଇ ହେନା କଦମ୍ବ ଫୁଟନ୍ତି ବରଷା ତ ଯେବେ ଆସେ ବାସ ଚହଟାଇ ସଜ ମଲ୍ଲୀ ଫୁଲେ ମୌସୁମୀ ଧରାରେ ହସେ (୦) ଯାଇଛି ନିଦାଘ ଆସିଅଛି ଏବେ ଆଷାଢ ବରଷା ଟୋପା ଟୋପା ନୁହେଁ ସେତ ମୁକ୍ତାର ଝଲକ ଧରା ପୃଷ୍ଠ ଅପରୂପା ସବୁଜ ଘାସରେ ମୋତି ମାଣିକର ସତେକି ପସରା ବସେ…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୮୦)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ବୀରା ଜାଣିଥିଲା ଏହାର କାରଣ କ’ଣ! ସିଡ଼୍ ତା'ର ପୁରା ନାଁ “ସିଦ୍ଧାର୍ଥ”କୁ ଘୃଣା କରେ ଏବଂ ଏ ନାଁ ଧରି ଡାକୁଥିବା ଲୋକମାନଙ୍କୁ ବି । ଏହି “ସିଦ୍ଧାର୍ଥ” ଡାକଟା ଛଡ଼ା ଆଉ ପ୍ରାୟ କୌଣସି ଜିନିଷ ତାକୁ ଏତେ ବିରକ୍ତ…

ଭାଷା ଭାଗବତ : ଅଲୋଡ଼ା ଜ୍ଞାନ-ଭିକ୍ଷା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଯାହାକୁ ଯାହା ଲାଗେ ଭଲ ତାହା କରିଲେ କଲବଲ ହୋଇ ପାଏନି ଭଲ ଫଳ ସାରେ ସଂବଳ ଆଉ ବଳ ଭଲ ଲାଗେ କି ଭଲ ହୁଏ ପାର୍ଥକ୍ଯ ବୁଝିପାରେ ଯିଏ ସେ କରିଚାଲେ ଆତ୍ମୋନ୍ନତି ହୁଏନି ଖୁବ୍‌ ବେଶି କ୍ଷତି କ୍ଷଣିକାନଂଦ ପ୍ରାପ୍ତି ପାଇଁ…

ଏଟିଏଲ୍‌ସିର ୪୪ତମ ପରିଚାଳନା ସଂସଦ ବୈଠକ

ଭୁବନେଶ୍ୱର : ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଦ୍ୱାରା ପ୍ରତିଷ୍ଠିତ ଆଦିବାସୀ ଭାଷା ଓ ସଂସ୍କୃତି ଏକାଡେମୀ (ଏଟିଏଲ୍‌ସି)ର ୪୪ତମ ପରିଚାଳନା ସଂସଦ ବୈଠକ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ପ୍ରଶିକ୍ଷଣ ତଥା ଗବେଷଣା ପ୍ରତିଷ୍ଠାନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ…

ସ୍ୱଳ୍ପ ଗଳ୍ପ : ଏକ ବିରଳ ଧାରବାହିକତା, ମଧ୍ୟାନ୍ତର କଥା

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୭୬  ଆଗ ଆମର ସ୍ମରଣରେ ରହୁ ଏତକ । ଶିଜୋ କାନାକୁରି ବୋଲି ଗୋଟିଏ ନାଆଁ । ଆଉ ଏହି କାନାକୁରି ନାମବାଚକ ବିଶେଷ୍ୟ ଜଣକ ହେଉଛନ୍ତି ଜଣେ ଧାବକ। ମାରାଥନ୍ ଧାବକ। ମାରାଥନ୍ ଧାବକମାନେ ଯେ ଲକ୍ଷ୍ୟ ପର୍ଯ୍ୟନ୍ତ ଏକ ଦୀର୍ଘପଥକୁ…

ପୁସ୍ତକ ପରିଚୟ : ଅୟୁତସ୍ବପ୍ନା

ରାଜ କିଶୋର ମହାପାତ୍ରଙ୍କ ସମୀକ୍ଷା କବିତା ସଙ୍କଳନ : ଅୟୁତ ସ୍ବପ୍ନା କବି : ମନୋଜ ମିଶ୍ର ପ୍ରକାଶକ ‐ ସତ୍ୟମ ବୁକ୍ ଏଜେନ୍ସୀ, ଭୁବନେଶ୍ବର ପୃଷ୍ଠା ‐ ୧୨୮, ମୂଲ୍ୟ ‐ ଟ୧୨୦/ କବିତା ଓ ଗୀତର ଫ୍ୟୁଜନରେ ବନ୍ଧା କବି ମନୋଜ ମିଶ୍ର ଖୁବ୍ କମ୍ ଶବ୍ଦରେ କବିତାର କଳେବର ଗଢ଼ନ୍ତି । ସଂସାରର…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୭୯)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ବୀରା ହସିବାକୁ ଚେଷ୍ଟା କଲା । ତା' ହସଟି ଜୋର ଜବରଦସ୍ତ ହସୁଥିବା ପରି ମଧ୍ୟ ଜଣାପଡ଼ୁଥିଲା । “ସୌଭାଗ୍ୟ ତ ମୋ'ର ସାର୍ । ଅନେକ କୃତଜ୍ଞ ଆପଣଙ୍କ ପାଖରେ । ମତେ ସାଙ୍ଗରେ ଦିଲ୍ଲୀ ନେଇଯିବା ପାଇଁ ଆପଣ ରାଜି…

କବିତା : ପ୍ରତୀକ୍ଷା

ପଞ୍ଚାନନ ମିଶ୍ର ମୁଁ ବସି ରହିଥିବି ଏଠି ଏଇ ନଈକୂଳେ ଚାହିଁ ରହିଥିବି ତମ ଫେରିବା ରାସ୍ତାକୁ ନଈ ସେପାରିରୁ । କିଛି ମୂହୁର୍ତ୍ତ ପରେ ଅବଶ୍ୟ ଦିଶିବ ନୌକାଟିଏ ସେ ନୌକାରେ ଜଣେ ଅନିନ୍ଦ୍ୟସୁନ୍ଦରୀ ତୁମ ପରି ଆସୁଥିବ ନୌକା ବାହି ଧୀରେ ଧୀରେ ହାତରେ ଥିବ ଆହୁଲା କାଟି କାଟି ଜଳର…

ଭାଷା ଭାଗବତ : ମୁଖ୍ଯ ଅସୁବିଧା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ମତକୁ ନ ଦେଇ ଗୁରୁତ୍ବ ଆମେ ରହିଲେ କର୍ମରତ ହେବା ସମାଧାନର ଅଂଶ ସ୍ବଭାଷା କରିବାନି ଧ୍ବଂସ କେହି ବି ନାହାଂତି ବଇରି ତେବେ ବି ମିଛେ ଡରି ଡରି ପାଳୁଛୁଁ ମନେ କୁଂଠା, ଦ୍ବିଧା ତାହା ହିଁ ମୁଖ୍ଯ ଅସୁବିଧା ଯାହା ଶୁଣଂତି,…