Latest Odisha News

BREAKING NEWS

Browsing Category

ସାହିତ୍ୟ

ହରପ୍ରିୟା ସାହୁଙ୍କ ‘ସପ୍ତବର୍ଣ୍ଣା’ ଏବଂ ‘ଶିଶୁ କବିତା ସମଗ୍ର’ ରାଜ୍ୟପାଳଙ୍କ ଉନ୍ମୋଚିତ

ଭୁବନେଶ୍ୱର : ସୁଶ୍ରୀ ହରପ୍ରିୟା ସାହୁଙ୍କ କବିତା ସଂକଳନ " ଶିଶୁ କବିତା ସମଗ୍ର" ଏବଂ ସାତଟି କବିତା ପୁସ୍ତକର ଏକତ୍ରିତ ରୂପ 'ସପ୍ତବର୍ଣ୍ଣା' ରାଜ ଭବନ ପରିସରରେ ରାଜ୍ୟପାଳ ଗଣେଶୀ ଲାଲଙ୍କ କରକମଳରେ ଉନ୍ମୋଚିତ ହୋଇଯାଇଛି । ଏକକାଳୀନ ଏତେ ସଂଖ୍ୟକ ପୁସ୍ତକ ପାଇଁ ରାଜ୍ୟପାଳ କବୀଙ୍କୁ ଅଭିନନ୍ଦନ…

ଗଳ୍ପ : ବର୍ଷା

ମଞ୍ଜୁ ରାଣୀ ବେହେରା କେଜାଣି କେଉଁଠି ଥିଲା ଏ ଅଦିନିଆ ବର୍ଷା ଏକା ସାଙ୍ଗରେ ଘଡ଼ ଘଡି, ବିଜୁଳି, ପବନ ଓ ସେଥିରେ କରକାପାତ। ତିନି ଘଣ୍ଟା ହେଲା ଲଗାତାର ବର୍ଷୁଛି ଯେ ଥମିବାର ନା ନାହିଁ। ରାସ୍ତାର ଡାହାଣ କଡ଼ରେ ଜରି ଟଣା ଏକ ଭଙ୍ଗା ଚାଳରୁ ବଇରି ସାଜିଥିବା ସେଇ ଶୂନ୍ୟ ଆକାଶକୁ ଦେଖି…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର(୬୮)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ “ନା, ଆମେ ଜାଣିନେ...” ସିଡ଼୍ କହିଲା ପରେ ରୋହାନ୍ ଚମ୍‌କି ପଡ଼ି ପଚାରିଲା, “କ’ଣ ଜାଣିନେ?” “ମୁଁ ଏୟା କହିବାକୁ ଚାହେଁ ଯେ ବୀରା ଏବେ ଏବେ ତା' ଭଉଣୀକୁ ହରାଇବାର ଯେଉଁ ଦୁଃଖ ଓ ଯନ୍ତ୍ରଣା ସହୁଛି, ତାକୁ…

ଭାଷା ଭାଗବତ : ବିଚ୍ୟୁତି ଓ ଭ୍ରାଂତି

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଭାଷାର ପ୍ରଚଳିତ ରୀତି ଥିଲେ କି ନ ଥିଲେ ବି ଯୁକ୍ତି ଜନସମାଜେ ଥାଏ ଚଳି ଧ୍ବନି ଓ ରୂପ କେତେ ଭଳି ଥାଉ, ନ ଥାଉ ଯୌକ୍ତିକତା ଗ୍ରହଣଶୀଳ ଲୋକ ମଥା ରୀତିକୁ କରିଲେ ସ୍ବୀକାର ଭାଷାଟେ ଚଳେ ନିରଂତର କେତେକ ସୁଜ୍ଞାନୀ ପଂଡିତ…

ଭଲ ବିଚାର

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’ ଜଣେ ଧନୀ ଲୋକ ଥିଲେ । ସେ ଦାନ ପୂଣ୍ୟ କରୁଥିଲେ । କିନ୍ତୁ ଧନୀକଙ୍କର ଉଦ୍ଦେଶ୍ୟ ଯେମିତି ସମସ୍ତେ କୁହନ୍ତୁ, ମୁଁ ଦାନ ପୂଣ୍ୟ କରୁଛି । ଏହା ଚାରିଆଡେ ପ୍ରଚାର ଓ ପ୍ରସାର ହେଉ । ଦିନେ ଏହାର ସୁଯୋଗ ପାଇ ଧନୀକଟି ଜଣେ ସାଧୁଙ୍କ ସହିତ…

ଅନୁବାଦ କବିତା : ଗୋଟିଏ ହାତ

ମୂଳ ବଙ୍ଗଳା: ବୁଦ୍ଧଦେବ ବସୁ  ଆକାଶରେ ମେଘ ଭର୍ତ୍ତି ଜନଶୂନ୍ୟ ରାସ୍ତା ଘାଟ ଚାରିଦିଗ ନୀରବ ନିଥର ରାସ୍ତାକଡ ଘର ସବୁ ନିବିଡ ଅନ୍ଧାର ନିଦ୍ରିତ ସହର। ମୋ ଦେହରେ କ୍ଳାନ୍ତି ଭରା ଅସୁମାରି ନିଦ ମୋ ଆଖିରେ ଚାଲିଚାଲି ଫେରୁଛି ଘରକୁ ଲାଗୁଛି ଆସିବ ବର୍ଷା ଖୁବ୍ ଶୀଘ୍ର ପହୁଣ୍ଡ…

ଭାଷା ଭାଗବତ : ଭାଷା ନିୟଂତ୍ରଣ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଶବ୍ଦର ଗମନାଗମନ ଚାଲିଛି ଯେଣୁ ପ୍ରତି କ୍ଷଣ କିଏ ଗ୍ରହଣ କରେ କ'ଣ ? ତାହା ତାହାର ଇଚ୍ଛାଧୀନ ପୂରା ଭାଷାକୁ ନିୟଂତ୍ରଣ କରିବା ଚେଷ୍ଟା ଆସ୍ଫାଳନ ଯାହାର ଯେତେ ପ୍ରୟୋଜନ କରଂତି ସେପରି ଲିଖନ ସବୁ ପଦରେ ଖୋଜି ଖୁଣ…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର(୬୭)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ “ବେକାରିଆ କଥା ସବୁ...”, ରାଗ ତମତମ ହୋଇ ସିଡ଼୍ ନିଜକୁ ନିଜେ କହୁଥାଏ, “ଏକେ ତ ଏଠି ବୀରା ଯିଏ ତା' ଭଉଣୀକୁ ହରେଇ ସାରିଛି । ଆଉ, ବୋଧହୁଏ, ତା' ବାପାମା’ଙ୍କୁ ବି... ଅଥଚ ସେ ନିଜେ କେବଳ ନିଜ ସମସ୍ୟା କଥା…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର(୬୬)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ତା'ହେଲେ ରୋହାନ୍ ଆଖିରେ ଏତେ ରାଗ କ'ଣ ପାଇଁ! ଆଉ ସିଡ଼୍ ଯଦି କହେ, ଯେ ସେ ରୋହାନ୍‌କୁ ଈର୍ଷା କରୁନି ବୋଲି, ତେବେ ସେ ମିଛ କହୁଛି ବୋଲି ବୁଝିବାକୁ ହେବ । ଯା’ହେଲେ ବି ରୋହାନ୍ ବେଶୀ ସୁନ୍ଦର, ବୁଦ୍ଧିମାନ…

ଭାଷା ଭାଗବତ : କବିତା ଲିଖନ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ପୂର୍ବାପର ସଂପୃକ୍ତ ଚିଂତା ସ୍ନିଗ୍‌ଧ ଶବ୍ଦରେ ହେଲେ ଗୁଂଥା ତହିଁର ପ୍ରବହମାନତା ସଂସାରେ ବୋଲାଏ କବିତା ଏହାର ବହୁ ବ୍ୟତିକ୍ରମ ଶୁଭିଲେ ସୁଦ୍ଧା ମନୋରମ ନ ଥିଲେ ଅନନ୍ୟ ଭାବନା କବିତା ରୂପେ ନୁହେ ଗଣା ଶବ୍ଦରେ କଲେ…