Latest Odisha News

BREAKING NEWS

Browsing Category

ସାହିତ୍ୟ

ସମାଜରେ ଘଟୁଥିବା ଘଟଣାବଳୀର ଅନୁଶୀଳନ ହିଁ ମୋ ସାହିତ୍ୟ ସର୍ଜନାର ମୂଳ ଉତ୍ସ : ପ୍ରସେନଜିତ ସେଠୀ

ଓଡ଼ିଆ ସାହିତ୍ୟର ଗଳ୍ପ ଓ କବିତା ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ । ସାହିତ୍ୟ ସର୍ଜନା ଦିଗରେ ସେ ବାଲ୍ୟକାଳରୁ ସମର୍ପିତ । ଓଡ଼ିଆ ସାହିତ୍ୟ ଜଗତର ‘ନବ ପ୍ରତିଭା’ ପ୍ରସେନଜିତ ସେଠୀଙ୍କ ସହ ‘ସ୍ୱଳ୍ପ ଆଳାପ’…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର(୭୭ )

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ପ୍ରାୟ ଅଧମିନିଟ୍‌ର ନୀରବତା ପରେ କଥା ଆରମ୍ଭ କଲାବେଳକୁ ତାଙ୍କ କଣ୍ଠସ୍ୱର ଥରୁଥାଏ । “ଏ ତ ଖୁବ୍ ଭୟଙ୍କର କଥା । ସେ ପିଲାମାନଙ୍କୁ ମୁଁ ଭଲଭାବରେ ଜାଣି ନ ଥିଲେ ବି, ମତେ ବହୁତ ଦୁଃଖ ଲାଗୁଛି । ମୁଁ ଏବେ…

କବିତା : ଐଶାନ୍ୟ ଈଶ୍ୱର

ବଳରାମ ପୂଜାରୀ ପ୍ରୟାଣ ପାରିଧିରୁ ଫେରୁଥିଲେ ସବୁତକ ପ୍ରତାରିତ ପ୍ରାରବ୍ଧ , ଆଞୁଳାଏ ପରମାୟୁ ପ୍ରତୀକ୍ଷାରେ ବାଟବଣା ? ବାଟ ମାରଣିଆଁ ବେଣା ଚେରିଆ ନିଅଣ୍ଟିଆ ନିଃଶ୍ଵାସ ! ଅପହୃତ ଅଣନିଃଶ୍ବାସୀ ଏଠି ? ସବୁତକ ଆମନ୍ତ୍ରିତ ଅଣସ୍ଵିକୃତ ଆୟୁଷ ? ପହଡ଼ ପକାଉଥିଲେ, ଅମୁହାଁ…

ଭାଷା ଭାଗବତ : ଶୁଦ୍ଧତା ବିନାଶୀ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ସମସ୍ୟା କଲେ ଆଲୋଚନା ସମାଧାନ ପଡ଼େନି ଜଣା ପୁରୁଣା ସମସ୍ୟାକୁ ଘାଂଟି ସମାଧାନ ହୁଏନି ଭେଟି ନୂଆ ଢଂଗରେ କରି ଚିଂତା ସ୍ବୀକାର କଲେ ବାସ୍ତବତା ଉଦ୍‌ଭୂତ ହୁଏ ସମାଧାନ ଏହା ହିଁ ପ୍ରକୃତି ବିଧାନ ଏକ ପ୍ରକାର ଉପଚାର…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୭୬)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ “ଫୋନ୍ ଉଠାଇବାମାତ୍ରେ ହିଁ ରୋହାନ୍ ଜାଣିଗଲା ଯେ ଏ ଫୋନ୍ କଲ୍‌ଟି ତା' ମା’ଙ୍କର । କାନରେ ରିସିଭର୍ ଦେଇ ସେ ତାଙ୍କ କୋହଭରା କାନ୍ଦ ଶୁଣିପାରୁଥିଲା । ତା' ମା’, ମିସେସ୍ ସୁରେଖା ସୁମନ୍‌, ଜଣେ ଖୁବ୍ ଟାଣୁଆ…

ଭାଷା ଭାଗବତ : ଭାଷାର ଗତିରୋଧ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଭାଷାରେ ଥିଲେ ବି ବିଚ୍ୟୁତି ତ୍ରୁଟି ଓ ବିଭିନ୍ନ ବିକୃତି ସ୍ଥଗିତ ହୁଏନାହିଁ ଗତି ବିଲୁପ୍ତ ହୁଏନାହିଁ ସ୍ଥିତି ଭାଷାର ଏହି ମୁଖ୍ଯ ଗୁଣ କରୁଛି ନିଶ୍ଚୟ ପ୍ରମାଣ ଭାଷା ଚଳଇ ନିରଂତର କ୍ଷତି ବି ହୁଏନି ତହିଁର ଭାଷାର…

ଗପ : ଉପଦ୍ରବ

ଅମିତ୍ ଜେନା                                                                    ହରିପୁର ଗାଁ ମଝିରେ ନରି ଅଜା ର ଘର । ପୁଅ ମାନେ ସହର ଗଲା ପରଠୁ ନରି ଅଜା ଆଉ ଫୁଲ ଆଈ ଟିକେ ଏକଲା ପଡିଯାଇଛନ୍ତି । ପୁଅ ମାନଙ୍କ ପାଖକୁ ବୁଲି ଯିବାକୁ ବୁଢ଼ାବୁଢ଼ୀ ଅନେକ ଦିନରୁ ମନ ବଳେଇଲେଣି…

ଦକ୍ଷତା ବିକାଶର କୌଶଳ

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ କେବଳ ଦକ୍ଷତା ବିକାଶ ଉପରେ ନୁହେଁ ବରଂ ଦକ୍ଷତା ଭିତ୍ତିକ ନିଯୁକ୍ତି ସୁଯୋଗ ଉପରେ ମଧ୍ୟ ଭାରତକୁ ଗୁରୁତ୍ୱ ଦେବାକୁ ପଡିବ । ଯାହା ଫଳରେ ଶିଳ୍ପଗୁଡିକର ଆବଶ୍ୟକତା ଅନୁଯାୟୀ ଦକ୍ଷତା ବିକାଶ ଶିକ୍ଷିତ ବେକାରୀ ସଙ୍କଟରୁ ମୁକ୍ତି ପାଇପାରିବ । ପ୍ରକୃତ କଥା…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର(୭୫)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ୟା’ ପରେ କ'ଣ ହେଲା, ବୀରା କିଛି ବି ମନେ ପକେଇ ପାରେନା । କେବଳ ଏତିକି ସେ ଅନୁଭବ କରିଥିଲା ଯେ ତା' ଚାରିପାଖର ପୃଥିବୀ ହଠାତ୍ ଘୂରିବାକୁ ଆରମ୍ଭ କରିଥିଲା । ତା'ର ସମଗ୍ର ଦେହ ଅବଶ ହୋଇଯାଉଥିଲା, ସେ ଆଉ ଅଧିକ…

କବିତା: ଅଦୃଶ୍ୟ ପ୍ରାଚୀର

ସଞ୍ଜିତା ପ୍ରଧାନ  ବିକଶିତ ପଥକୁ ଅବରୋଧ କରି କୁଟିଳ ଅଟ୍ଟହାସ୍ୟ ହସି ଦେଖ ସେ ଆଗେଇ ଯାଉଛି , ବିଶୃଙ୍ଖଳାର ଡିଣ୍ଡିମ ପିଟି ବାଧା ସୃଷ୍ଟି କରି ଚାଲିଛି , ସେ ଅପ୍ରତିମ , ଅପ୍ରତିଦ୍ବନ୍ଦୀ ସେ ବିଶ୍ଵରୂପୀ , ନିରାକାର ଅଦୃଶ୍ୟ ପ୍ରାଚୀର । କେତେବେଳ ଅନ୍ଧବିଶ୍ୱାସର ଦ୍ୱାହିଦେଇ ,…