Latest Odisha News

BREAKING NEWS

Browsing Category

ସାହିତ୍ୟ

କବିତା : ସ୍ବପ୍ନପ୍ରିୟା-ତୁମ ଗାଁ ବର୍ଷା

ପ୍ରଳୟ ନାୟକ ଉତ୍ତରରେ ହେଇ , ଏ ଦୂର ଦିଗଚକ୍ର ଛୁଇଁ ତୋ ଗାଁ ମଥାନରେ ମେଘ, ଆଉ ଏଠି….. ମୋ ଗାଁ ସୁଧାର ଆକାଶ ପରେ କାକକୃଷ୍ଣ ମଦିର ଉତ୍ସବ, ଶୁଣୁଛି ମୁଁ ଘୋର ବଜ୍ରନାଦ ସମଗ୍ର ଆକାଶ ବ୍ୟାପି ଚମ୍ପାବତୀ ଶମ୍ପା’ର ତାଣ୍ଡବ, ଜାଣେ ତୋତେ ବିଜୁଳି ବାଜିଲେ ଭାରି ଡର ଲାଗେ ମୋତେ…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର(୭୨)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ଏତେ ଲୋକଙ୍କ ଭିତରୁ କେବଳ ତା’ସହ ହିଁ କାହିଁକି ଏମିତି ଘଟିଲା? ଏ ଯନ୍ତ୍ରଣା ଠକି ହେଇଯାଇଥିବାର, ହାରିଯାଇଥିବାର ଏ ଅନୁଭବ ଏକଦମ ଅସହ୍ୟ ସତରେ । ନିଜର ପ୍ରିୟ ପରିଜନଙ୍କୁ ହରେଇଥିବା ଜଣେ ମଣିଷ ହିଁ ଏ ଯବଣାକୁ…

ଭାଷା ଭାଗବତ : ନିଜର ପଥ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ସଂକଳ୍ପବଦ୍ଧ ଦୃଢ଼ ଚିତ୍ତ ବାଛିନିଏ ନିଜର ପଥ ହୁଏ ଚିଂତାର ଅଗ୍ରଦୂତ ନ ହୋଇ ବୃଥା ବିଚଳିତ ଏପରି ନିଷ୍ଠାବାନ୍ କବି ମନରେ ନାନା କଥା ଭାବି ତହିଁରୁ ଅଳ୍ପ କିଛି ବାଛି ରଖେ ଅକ୍ଷରାକାରେ ସଂଚି ତତ୍କାଳ ପ୍ରାପ୍ତ ମତାମତ…

କବିତା : ମେଘ

ଗଜାନନ ମିଶ୍ର ଯାଇଛି ଛିଣ୍ଡି ମେଘଙ୍କ ଡେଣା! କଟି ଯାଇଛି ତଳ ଉପର ହେଉ ହେଉ ସବୁ ସୂତ୍ର ମାଟି ଆଉ ଆକାଶର! ଯେତେ ଯାହା ଗଛଙ୍କ ଡାଳ ପତ୍ର ଆଉ ଫୁଲଫଳ ସବୁ ଆତଙ୍କିତ। ଚାଲୁ ନି ଡଙ୍ଗା ପାଣିରେ କି ଉଡୁନି ପବନରେ ଜରି ପୋଷାକ। ବର୍ଷ ପରେ ବର୍ଷ ଝରକା କବାଟ ମେଲା ଆଉ ଚାଲିଛି…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର(୭୧)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ଭୟଭୀତ ହୋଇ ବୀରା ହଠାତ୍ ଉଠିପଡ଼ିଲା । ବେଡ଼୍‌ସିଟ୍‌ରେ ତା\'ର ଗୋଡ଼ ଦୁଇଟି ଛନ୍ଦି ହୋଇଯାଇଥିଲା, ଆଉ ସେ ଥରୁଥିଲା, ଭୀଷଣ ଭାବରେ । ଏସି ଚାଲୁଥିଲା । ମାତ୍ର ଏସିର ଥଣ୍ଡା ହାୱା ଯୋଗୁଁ ନୁହେଁ, ବରଂ ସେ ଦେଖିଥିବା…

ଭାଷା ଭାଗବତ : ବିଶ୍ବାସ ଭଂଗ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ କେବେ ବିଶ୍ବାସ ହେଲେ ଭଂଗ ତା'ପରେ ଅନ୍ୟାନ୍ୟ ପ୍ରସଂଗ ହୁଅଂତି ତୁଚ୍ଛ ଓ ନଗଣ୍ୟ ଏପରି ମଣିଷର ମନ ବିଶ୍ବାସ ବଳେ ଚଳେ ବିଶ୍ବ ଘଟିଲେ ତହିଁର ବିନାଶ ହୋଇପାରେନି ଯୋଡ଼ାଯୋଡ଼ି ଦୂରତା ଯାଉଥାଏ ବଢ଼ି ଶୁଣାଇ ମଧୁର ବଚନ ନ କଲେ…

ଅଭୁଲା ଗୀତ : ଜୟତୁ ମହାଲକ୍ଷ୍ମୀ

ସଙ୍ଗୀତ : ନଚିକେତା ଘୋଷ ଗାୟନ : ହେମନ୍ତ କୁମାର ଗୀତ : ସତ୍ୟ ନାରାୟଣ ପଣ୍ଡା ଚଳଚ୍ଚିତ୍ର : ମହାଲକ୍ଷ୍ମୀ ପୂଜା, ୧୯୫୯ ଜୟତୁ ମହାଲକ୍ଷ୍ମୀ ଅନନ୍ତ ଆକାଶେ ଅଗଣିତ ତାରକା ନୁହେଁ କି ମା’ ତବ ମହିମା ସାଗର ଗରଭେ ମଣି ମୋତି ମାଳିକା ସବୁ ତ ତୁମରି ମହିମା ଅନନ୍ତ ଆକାଶେ ଅଗଣିତ…

କବିତା ମୋ ମନର ସ୍ୱତଃସ୍ଫୂର୍ତ୍ତ ପ୍ରବାହର ଧାରା : ସୁମନ୍ତ କୁମାର ପାଢ଼ୀ

ଓଡ଼ିଆ ସାହିତ୍ୟର ଜଣେ ସମ୍ବେଦନଶୀଳ ଓ ପ୍ରାଣବନ୍ତ ପ୍ରତିଭା ସୁମନ୍ତ କୁମାର ପାଢ଼ୀ । ସାହିତ୍ୟ ସର୍ଜନାରେ ସେ ସାଉଣ୍ଟିଛନ୍ତି ବିପୁଳ ପାଠକୀୟତା । ତାଙ୍କ ସର୍ଜନା କ୍ଷେତ୍ରର ପରିସୀମା ମପାଯାଇ ପାରେନା । ଭାବ ଓ ଭାଷାର ସମ୍ମିଶ୍ରଣରେ ସେ ରୁଦ୍ଧିମନ୍ତ କରିଚାଲିଛନ୍ତି ଓଡ଼ିଆ ବାଣୀ ଭଣ୍ଡାରକୁ ।…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର(୭୦)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ବାହାରକୁ ମୁଣ୍ଡ କାଢି, ଏପଟସେପଟ ଚାହିଁ ଭଲଭାବରେ ଦେଖିଲା, କେହି ବି ଦେଖାଗଲେନି । ଏଥର କବାଟ ବନ୍ଦକରି ଫେରି ଆସିଲା ବେଳକୁ ଚଟାଣ ଉପରେ ପଡ଼ିଥିବା ଗୋଟେ ଲଫାପା ଉପରେ ତା'ର ନଜର ପଡ଼ିଗଲା । କୌତୁହଳବଶତଃ,…

ଭାଷା ଭାଗବତ : ବ୍ୟକ୍ତିତ୍ୱ ଅନେକ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ବ୍ୟକ୍ତି ହେଲେ ହେଁ ଜଣେ ଲୋକ ବ୍ୟକ୍ତିତ୍ବ ସର୍ବଦା ଅନେକ ରୂପରେ ହୁଏ ପ୍ରକଟିତ ଏହା ଏ ସଂସାରର ସତ ବ୍ୟକ୍ତିଟେ ଦେଇ ମନ, ଧ୍ୟାନ କରିଲେ ବ୍ୟକ୍ତିତ୍ବ ଗଠନ ତହିଁରେ ବହୁ ଉପାଦାନ ଆପେ ହୋଇଥାଆଂତି ଲୀନ କାହାଠୁ ପାଇ ଦୋଷ,…