Latest Odisha News

BREAKING NEWS

Browsing Category

ପୁସ୍ତକ ପରିଚୟ

ପୁସ୍ତକ ପରିଚୟ : ତୂଳି

ତୂଳି କବି : ପ୍ରଦୀପ କୁମାର ପଣ୍ଡା ପ୍ରକାଶକ : ଟାଇମପାସ ୯୫୦ (ପି) ଗ୍ରୀନ ଭିଲ୍ଲା ବରମୁଣ୍ଡା , ଭୁବନେଶ୍ୱର ପୃଷ୍ଠା : ୧୦୪ ମୂଲ୍ୟ : ୧୧୫ କବିର ସତ୍ତା ପ୍ରେମ ଓ ପ୍ରେମରୁ ସଂଜାତ ପ୍ରତିପ୍ରେମର ସୃଜନ କବିତା, କବିତାରୁ ଚିତ୍ର , ଚିତ୍ର ପାଇଁ ତୂଳି ଓ ସେ ତୂଳିର ରଙ୍ଗରେ ଅନେକ…

ପୁସ୍ତକ ପରିଚୟ : ରାଗ ବିଦ୍ରୋହ

ରାଗ ବିଦ୍ରୋହ କବି : ରାମକୃଷ୍ଣ ପ୍ରକାଶକ : ସମନ୍ମୟ ବାଲୁଗାଁ , ଖୋର୍ଦ୍ଧା-୩୦ ପୃଷ୍ଠା : ୧୦୮ ମୂଲ୍ୟ : ୧୦୦ କବିତାର ଭାବକୁ ବିଭିନ୍ନ ରାଗରେ ପରିବେଷଣ କରୁଥିବା କବି ରାମକୃଷ୍ଣଙ୍କର ବାଉନଟି କବିତାକୁ ନେଇ କବିତା ସଙ୍କଳନ ' ରାଗ ବିଦ୍ରୋହ ' ଏକ ସ୍ୱତନ୍ତ୍ର ସୃଷ୍ଟି । ପ୍ରତିଟି…

ପୁସ୍ତକ ପରିଚୟ : ଶ୍ରୀଜଗନ୍ନାଥ

ଶ୍ରୀଜଗନ୍ନାଥ ମୂଳ ବଙ୍ଗଳା : ଶେଖ ମକବୁଲ ଇସଲାମ ଅନୁବାଦ : ପ୍ରଦୀପ କୁମାର ରାୟ ପ୍ରକାଶକ ଆଦିତ୍ୟ ଭାରତ ଇ ୩୯୫ , ସେକ୍ଟର - ୬ ସିଡିଏ କଟକ - ୭୫୩୦୧୪ ପୃଷ୍ଠା : ୯୪ ମୂଲ୍ୟ : ୧୨୦ ଟଙ୍କା ଓଡ଼ିଶା ତଥା ଓଡ଼ିଆ ପ୍ରାଣର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭାବ ଶାସ୍ତ୍ର ଏବଂ…

ପୁସ୍ତକ ପରିଚୟ : ରେଡରୋଜ

ରେଡରୋଜ ଗାଳ୍ପିକା : ସ୍ବର୍ଣ୍ଣଲତା ମହାପାତ୍ର ପ୍ରକାଶକ : ପଶ୍ଚିମା ପବ୍ଲିକେଶନ୍ ନୟାପଲ୍ଲୀ, ଭୁବନେଶ୍ୱର-୧୨ ପୃଷ୍ଠା : ୧୬୦ ମୂଲ୍ୟ : ୧୩୦ ଚବିଶଟି ଗଳ୍ପକୁ ନେଇ ଗାଳ୍ପିକା ସ୍ଵର୍ଣ୍ଣଲତା ମହାପାତ୍ରଙ୍କର ଗଳ୍ପ ସଙ୍କଳନ ରେଡରୋଜ ଏକ ସ୍ୱତନ୍ତ୍ର ସୃଷ୍ଟି । ଅତି ସରଳ, ସାଧାରଣ…

ପୁସ୍ତକ ପରିଚୟ : ପ୍ରୀତିନୀଡ଼

କବିତା ସଙ୍କଳନ : ପ୍ରୀତିନୀଡ଼ କବି : ନିରଞ୍ଜନ ସେଠୀ ପ୍ରକାଶକ : ସାଇସ୍ମୃତି ପବ୍ଲିକେଶନ ଏଲ . ପି ୮୩୨ ଓ ୮୩୪ ପ୍ରଶାନ୍ତି ବିହାର , ପଟିଆ ଭୁବନେଶ୍ୱର, ଯୋଗାଯୋଗ : ୮୯୮୪୬୯୨୨୨୯  ପୃଷ୍ଠା : ୧୩୭ ମୂଲ୍ୟ : ୧୬୦ କବିତା କହିଲେ ପ୍ରଥମେ ଭାବ, ଲୟ , ଏବଂ ଶବ୍ଦ ମାଧୁର୍ଯ୍ୟ କଥା…

ପୁସ୍ତକ ପରିଚୟ : ହୄଦୟକୁ ରାସ୍ତା

ହୄଦୟକୁ ରାସ୍ତା ଗାଳ୍ପିକା : ଡ.ସୁଚିତ୍ରା ରଥ ପ୍ରକାଶନ: ସାଇ ଯମୁନା ପବ୍ଲିକେଶନ୍ସ ଝାଞ୍ଜିରୀମଙ୍ଗଳା, କଟକ ମୂଲ୍ୟ : ୧୫୦ଟଙ୍କା ପୄଷ୍ଠା: ୧୩୬ ଗାଳ୍ପିକା ଡକ୍ଟର ସୁଚିତ୍ରା ରଥଙ୍କ ଗଳ୍ପ ସଙ୍କଳନ 'ହୄଦୟକୁ ରାସ୍ତା' ବାଇଶିଟି ଗଳ୍ପକୁ ନେଇ ବେଶ୍ ପରିପୂର୍ଣ୍ଣ ତା' ନିଜସ୍ବପଣରେ ।…

ପୁସ୍ତକ ପରିଚୟ : ସମ୍ପର୍କର ବାଲିରାଜା ଏବଂ ମର୍ତ୍ତ୍ୟପୁର

ସମ୍ପର୍କର ବାଲିରାଜା ଏବଂ ମର୍ତ୍ତ୍ୟପୁର କବି : ଡକ୍ଟର ଶମ୍ବୁନାଥ ରାଉତ ପ୍ରକାଶକ : ବୁକମେଟ ପବ୍ଲିଶର କଟକ ଓଡ଼ିଶା ପୃଷ୍ଠା : ୧୪୨ ମୂଲ୍ୟ : ୧୫୦ କବି ଶମ୍ବୁନାଥ ରାଉତଙ୍କ କବିତା ସଙ୍କଳନ " ସମ୍ପର୍କର ବାଲିରାଜା ଏବଂ ମର୍ତ୍ତ୍ୟପୁର " ଏକ ସ୍ୱତନ୍ତ୍ର ସୃଷ୍ଟି । ବାଉନଟି କବିତା…

ପୁସ୍ତକ ପରିଚୟ : ହେନା ଫୁଲର ବାସ୍ନା

ହେନା ଫୁଲର ବାସ୍ନା ଗାଳ୍ପିକ : ରବି ପଣ୍ଡା ପ୍ରକାଶକ : ପକ୍ଷୀଘର ପ୍ରକାଶନୀ ମଧୁସୂଦନ ନଗର, ଭୁବନେଶ୍ୱର ପୃଷ୍ଠା : ୨୩୪ ମୂଲ୍ୟ : ୨୦୦ ଚଉଦଟି ଭିନ୍ନ ଭିନ୍ନ କାହାଣୀକୁ ନେଇ ଗାଳ୍ପିକ ରବି ପଣ୍ଡାଙ୍କର ପ୍ରେମ ଗଳ୍ପ ସଙ୍କଳନ 'ହେନା ଫୁଲର ବାସ୍ନା' ଏକ ସ୍ବତନ୍ତ୍ର ସୃଷ୍ଟି ।…