Latest Odisha News

BREAKING NEWS

Browsing Category

ସାହିତ୍ୟ ସମ୍ବାଦ

‘ଅମୃତ ସନ୍ଧାନୀ ମନୋଜ’ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର : ଦିଲ୍ଲୀ ଲେଖିକା ସଙ୍ଘ ଦ୍ୱାରା ଆୟୋଜିତ , ଭୁବନେଶ୍ୱରସ୍ଥିତ ଜାତୀୟ ଅଭିଲେଖାଗାର ପରିସରରେ , ଅନିତା ପଣ୍ଡାଙ୍କ ସମ୍ପାଦିତ "ଅମୃତ ସନ୍ଧାନୀ ମନୋଜ" ପୁସ୍ତକ ଉନ୍ମୋଚିତ ହୋଇଯାଇଛି। ଏହି ପୁସ୍ତକଟିରେ ମନୋଜ ଦାସଙ୍କ ଜୀବନ ଓ ସାହିତ୍ୟକୁ ନେଇ ୩୯ ଜଣ ଲେଖକ ଓ ଲେଖିକାଙ୍କ ଆଲେଖ୍ୟ…

ସଂଘମିତ୍ରା ମିଶ୍ରଙ୍କ ସମ୍ପାଦିତ ‘ବିଜୟ ବିଭବ’ ଉନ୍ମୋଚିତ

ଭୁବନେଶ୍ୱର : ବିଶିଷ୍ଟ ନାଟ୍ୟକାର ବିଜୟ ମିଶ୍ରଙ୍କ ସ୍ମୃତିରେ , ପ୍ରକାଶନୀ ସଂସ୍ଥା ପକ୍ଷୀଘର ଆନୁକୂଲ୍ୟରେ ସଂଘମିତ୍ରା ମିଶ୍ରଙ୍କ ସମ୍ପାଦନାରେ, ବିଜୟ ମିଶ୍ରଙ୍କ ରଚିତ ନାଟକ ସମୂହକୁ ନେଇ ଏକ ସମାଲୋଚନା ପୁସ୍ତକ 'ବିଜୟ ବିଭବ' ଉନ୍ମୋଚିତ ହୋଇଯାଇଛି l ବଟକୃଷ୍ଣ ତ୍ରିପାଠୀଙ୍କ ସଭାପତିତ୍ୱରେ…

ଚନ୍ଦ୍ରଶେଖର ହୋତା ପାଇଲେ ‘ ଯୁବ ସାହିତ୍ୟ ଏକାଡେମୀ ପୁରସ୍କାର’

ବାଙ୍ଗାଲୋର : ଯୁବ ପ୍ରାବନ୍ଧିକ ତଥା ସମାଲୋଚକ ଚନ୍ଦ୍ରଶେଖର ହୋତା ବାଙ୍ଗାଲୋରସ୍ଥିତ ଭାରତୀୟ ବିଦ୍ୟା ଭବନ ପ୍ରେକ୍ଷାଳୟରେ ୨୦୨୦ ମସିହା ପାଇଁ "ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର" ଗ୍ରହଣ କରିଛନ୍ତି । ପ୍ରସିଦ୍ଧ ହିନ୍ଦୀ କବି ଅରୁଣ କମଳ ଏବଂ କେନ୍ଦ୍ର ସାହିତ୍ୟ ଏକାଡେମୀର ସଭାପତି…

ପରପାରିରେ କବୀ ପ୍ରମିଳା ଶତପଥୀ

ବାଲେଶ୍ୱର : ଆଧୁନିକ ଓଡ଼ିଆ ପଦ୍ୟ ସାହିତ୍ୟର ଯଶସ୍ବୀ ପ୍ରତିଭା , ୨୯ ଖଣ୍ଡ କବିତା ସଙ୍କଳନର ସ୍ରଷ୍ଟା କବୀ ପ୍ରମିଳା ଶତପଥୀଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୦ ବର୍ଷ ହୋଇଥିଲା । କିଛିଦିନ ପୂର୍ବେ ସେ କରୋନାରେ ସଂକ୍ରମିତ ହୋଇଥି ଚିକିତ୍ସିତ ହେଉଥିଲେ ଏବଂ ଚିକିତ୍ସାଧୀନ…

ଉନ୍ମୋଚିତ ହେଲା ‘ଅଫେରା ବସନ୍ତ’

ଭୁବନେଶ୍ୱର : ବର୍ଷା ପବ୍ଲିକେଶନ ଦ୍ୱାରା ପ୍ରକାଶିତ କବୀ ମମତା ରାଣୀ ନାୟକଙ୍କ ଗୀତି କବିତା ପୁସ୍ତକ "ଅଫେରା ବସନ୍ତ ",ସ୍ଥାନୀୟ ଓଡ଼ିଶା ସାମ୍ବାଦିକ ୟୁନିୟନ ପରିସରରେ ଉନ୍ମୋଚିତ ହୋଇଯାଇଛି। ଏହି ଅବସରରେ ପ୍ରସନ୍ନ କୁମାର ଜେନା, କୃପାସିନ୍ଧୁ ମିଶ୍ର, ସଙ୍ଘମିତ୍ରା ମିଶ୍ର, ପ୍ରଣବ ଜ୍ୟୋତି…

ଦାସିଆ ସାଂସ୍କୃତିକ ପରିଷଦର ବାର୍ଷିକ ଉତ୍ସବ ଓ ରାଜ୍ୟସ୍ତରୀୟ ସାରସ୍ୱତ ସମାରୋହ

ଉମରକୋଟ : ରାଜ୍ୟର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ " ଦାସିଆ ସାଂସ୍କୃତିକ ପରିଷଦ"ର ବାର୍ଷିକ ଉତ୍ସବ ଓ ରାଜ୍ୟସ୍ତରୀୟ ସାରସ୍ୱତ ସମାରୋହ, ସ୍ଥାନୀୟ ଏସ. ଏସ. ଇଣ୍ଟରନ୍ୟାସନାଲଠାରେ ଅନୁଷ୍ଠିତ ହୋଇଯାଇଛି ଲ ଏହି ଅବସରରେ ପରିଷଦର ମୁଖପତ୍ର " ପ୍ରେରଣା " ଓ ବାସନ୍ତୀ ଲତା ଜେନାଙ୍କ କବିତା ସଙ୍କଳନ…

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ‘ଗାନ୍ଧିଜୀ ଇନ୍ ଓଡ଼ିଶା’ ଉନ୍ମୋଚିତ

ଭୁବନେଶ୍ୱର : ଓଡ଼ିଶା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନ ସମୟର କୃତି ଓ କୀର୍ତ୍ତିର ସ୍ମୃତିରେ ଇଂରାଜୀ ଭାଷାରେ ରଚିତ ପୁସ୍ତକ "ଗାନ୍ଧିଜୀ ଇନ୍ ଓଡ଼ିଶା " ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉନ୍ମୋଚିତ ହୋଇ ଯାଇଛି। ଏହି…

କେଦାର ମିଶ ଓ ସଞ୍ଜୟ କୁମାର ବାଗ ପାଇବେ ଡ. ପ୍ରଫେସର ଭୁବନେଶ୍ୱର ବେହେରା ସାହିତ୍ୟ ସମ୍ମାନ

ଭବାନୀପାଟଣା : ମହାବୀର ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ୨୦୨୦ ପାଇଁ କେଦାର ମିଶ୍ର ଏବଂ ୨୦୨୧ ପାଇଁ ସଞ୍ଜୟ କୁମାର ବାଗ, ରାଜ୍ୟସ୍ତରୀୟ ଡ. ପ୍ରଫେସର ଭୁବନେଶ୍ୱର ବେହେରା ସାହିତ୍ୟ ସମ୍ମାନ ପାଇବେ ବୋଲି ସୂଚନା ଦିଆଯାଇଛି। ଡ. ପ୍ରଫେସର ଭୁବନେଶ୍ୱର ବେହେରା ସାହିତ୍ୟ ସମ୍ମାନ ଚୟନ କମିଟି…

ଓଡ଼ିଆ ଭାଷା ସାହିତ୍ୟକୁ ଗୌରୀ କୁମାରଙ୍କ ଦାନ ଅତୁଳନୀୟ

ଭୁବନେଶ୍ୱର : ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ , ସଭାପତି ହୃଷିକେଶ ମଲ୍ଲିକଙ୍କ ପୋୖରହିତ୍ୟରେ , ସ୍ଥାନୀୟ ସଂସ୍କୃତି ଭବନରେ ବାଗ୍ମୀ ଗୌରୀ କୁମାର ବ୍ରହ୍ମାଙ୍କର ରାଜ୍ୟସ୍ତରୀୟ ଶ୍ରଦ୍ଧୋତ୍ସବ ପାଳନ ଉପଲକ୍ଷେ, ଏକ ସାରସ୍ୱତ ସଭା ଆୟୋଜିତ ହୋଇଯାଇଛି। ଏହି ସଭାରେ ବିବେକାନନ୍ଦ ପାଣିଗ୍ରାହୀ…

ସାହିତ୍ୟ ପତ୍ରିକା ‘ଶିଳାଶ୍ରୀ’ର ପୂଜା ସଂଖ୍ୟା ଓ ‘ତଥାସ୍ତୁ’ ଉନ୍ମୋଚିତ

ଭୁବନେଶ୍ୱର : ତ୍ରୈମାସିକ ସାହିତ୍ୟ ପତ୍ରିକା ଶିଳାଶ୍ରୀର ପୂଜା ବିଶେଷାଙ୍କ ଏବଂ ଶିଳାଶ୍ରୀ ପ୍ରକାଶନୀ ପକ୍ଷରୁ ପ୍ରକାଶିତ ମଞ୍ଜୁଳା ତ୍ରିପାଠୀଙ୍କ କବିତା ସଙ୍କଳନ "ତଥାସ୍ତୁ " ସ୍ଥାନୀୟ ବୁଦ୍ଧ ମନ୍ଦିର ସଭାଗୃହରେ ଉନ୍ମୋଚିତ ହୋଇ ଯାଇଛି। ଏହି ଅବସରରେ ଲତିକା ମହାପାତ୍ର ( ସଙ୍ଗୀତ),…