Latest Odisha News

BREAKING NEWS

Browsing Category

ସାହିତ୍ୟ ସମ୍ବାଦ

‘ଇନ୍ଟାକ’ର ବାର୍ଷିକ ଐତିହ୍ୟ କୁଇଜ୍ ପ୍ରତିଯୋଗିତା

ଭୁବନେଶ୍ୱର : ଇଣ୍ଡିଆନ ନେସନାଲ ଟ୍ରଷ୍ଟ ଫର ଆର୍ଟ ଆଣ୍ଡ କଲ୍ଚରାଲ ହେରିଟେଜ ( ଇନ୍ଟାକ ) ପକ୍ଷରୁ ବାର୍ଷିକ ଐତିହ୍ୟ କୁଇଜ୍ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନଲାଇନ ମାଧ୍ୟମରେ ଆୟୋଜିତ ହୋଇଯାଇଛି। ଏହି ପ୍ରତିଯୋଗିତାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ, ଇନ୍ଟାକର ରାଜ୍ୟ ଆବାହକ ତଥା…

ଓଡ଼ିଶା ଓ ଦକ୍ଷିଣ ଏସିଆ ରାଷ୍ଟ୍ରର ନୌବାଣିଜ୍ୟ ସମ୍ପର୍କରେ ଆଲୋଚନା ଚକ୍ର ଆୟୋଜିତ

ଭୁବନେଶ୍ୱର : ପ୍ରାଚୀନ ଶିକ୍ଷା ଓ ସାଂସ୍କୃତିକ ନ୍ୟାସ ଆନୁକୂଲ୍ୟରେ କେଦାରନାଥ ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ଓଡ଼ିଶାର ପ୍ରାଚୀନତା ଓ ଦକ୍ଷିଣ ଏସିଆ ରାଷ୍ଟ୍ରଗୁଡ଼ିକ ସହ ଏହାର ନୌବାଣିଜ୍ୟ ସମ୍ପର୍କ ବିଷୟରେ ଏକ ଆଲୋଚନା ଚକ୍ର ଆୟୋଜିତ ହୋଇଯାଇଛି । ପ୍ରତିଷ୍ଠାନର ସଭାୀପତି ରଘୁନାଥ…

ଇନ୍ଦ୍ରପ୍ରସ୍ଥ ସାହିତ୍ୟ ଉତ୍ସବର ‘ମୌସୁମୀ’ କବିତା ଆସର

ଭୁବନେଶ୍ୱର : ଇନ୍ଦ୍ରପ୍ରସ୍ଥ ସାହିତ୍ୟ ଉତ୍ସବ ଓଡ଼ିଶା ଶାଖା ତରଫରୁ ଅନଲାଇନ ମାଧ୍ୟମରେ 'ମୌସୁମୀ' କବିତା ଆସର ଆୟୋଜିତ ହୋଯାଇଛି । ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ କବି ଫନି ମହାନ୍ତି ମୁଖ୍ୟ ଅତିଥି ଭାବରେ ଏବଂ ସୁଚେତା ମିଶ୍ର ଓ ସଂଜିତ ବଳ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ ।…

ମୋ ଲେଖା ମୋ ଦୁନିଆ ପକ୍ଷରୁ ରାଜ୍ୟ ସ୍ତରୀୟ ଅନଲାଇନ କବିତା ଆସର

କଳାହାଣ୍ଡି : ପବିତ୍ର ଜନ୍ମାଷ୍ଟମୀ ଅବସରରେ 'ମୋ ଲେଖା ମୋ ଦୁନିଆ' ଅନୁକୂଲ୍ୟରେ ଏକ ରାଜ୍ୟ ସ୍ତରୀୟ ଅନଲାଇନ କବିତା ଆସର ଆୟୋଜିତ ହୋଇଯାଇଛି । ଏହି କବିତା ଆସରରେ ମୁଖ୍ୟ ଅତିଥି ଭାବରେ କଲିକତାରୁ କବି ତଥା ଯୋଗଗୁରୁ ସନାତନ ମହାକୁଡ଼ ଯୋଗ ଦେଇଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ…

ପ୍ରତିଭା ରାୟ ପାଇବେ ‘ଉତ୍କଳ ରତ୍ନ’

କଟକ : ବିଶିଷ୍ଟ ସାରସ୍ୱତ ଅନୁଷ୍ଠାନ "ଉତ୍କଳ ସାହିତ୍ୟ ସମାଜ " ପକ୍ଷରୁ ସାହିତ୍ୟିକା ପ୍ରତିଭା ରାୟଙ୍କୁ ଚଳିତ ବର୍ଷ ପାଇଁ ସର୍ବୋଚ୍ଚ ସମ୍ମାନ "ଉତ୍କଳ ରତ୍ନ" ପ୍ରଦାନ କରାଯିବ ବୋଲି ସୂଚନା ଦିଆଯାଇଛି। ସେଇ ଭଳି ଭୀମ ପୃଷ୍ଟି , "ଶୁକଦେବ ସାହୁ ଉପନ୍ୟାସ ସମ୍ମାନ ," ଆର୍ଯ୍ୟ ଯଜ୍ଞଦତ୍ତ,…

ନିରଞ୍ଜନ ସେଠୀଙ୍କ ‘ସୁନା ଠାକୁର’ ସହ ପାଞ୍ଚୋଟି ‘ଆଧୁନିକ ସଙ୍ଗୀତ’ ଲୋକାର୍ପିତ

ଭୁବନେଶ୍ୱର : ଭାରତୀୟ ବିଦ୍ୟା ଭବନ ପ୍ରେକ୍ଷାଳୟର , ଭୁବନେଶ୍ୱର ପରିସରରେ କବି ନିରଞ୍ଜନ ସେଠୀଙ୍କ ରଚିତ, ପୁଣ୍ୟବ୍ରହ୍ମ ଶୀର୍ଷକରେ , କଣ୍ଠଶିଳ୍ପୀ ଶ୍ରୀଚରଣଙ୍କ କଣ୍ଠରେ ଗୋଟିଏ ଗୀତ 'କଳା ଠାକୁର' ଏବଂ ସ୍ମୃତିନୀଡ଼ ଶୀର୍ଷକରେ ପାଞ୍ଚୋଟି 'ଆଧୁନିଜ ଗୀତ' ଲୋକାର୍ପିତ ହୋଇଯାଇଛି। ଏହି…

ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ଅନଲାଇନ ଆଲୋଚନା ଚକ୍ର

ଭୁବନେଶ୍ୱର : ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ, ବ୍ୟାସକବି ଫକୀରମୋହନ ଭବନ, ନୟାପଲ୍ଲୀ, ଭୁବନେଶ୍ୱର, ଆନୁକୂଲ୍ୟରେ ଗୁଗୁଲ ମିଟ ମାଧ୍ୟମରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍କନ୍ଦ ପୁରାଣ , ପାଞ୍ଚ ରାତ୍ରର ପ୍ରଚାର ପ୍ରସାର ନିମନ୍ତେ…

ଆଜାଦୀ କା ଅମୃତ ମହୋତ୍ସବ ସହ ୫୪ତମ ସଂସ୍କୃତି ଚର୍ଚ୍ଚା ସମ୍ପାନ ଅନୁଷ୍ଠିତ

ଭୁବନେଶ୍ୱର : ରାଜ୍ୟ ଅଭିଲେଖାଗାର ପରିସରରେ, ଆଜାଦୀକା ଅମୃତ ମହୋତ୍ସବ ପାଳନ ଅବସରରେ "ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ସମ୍ବାଦପତ୍ରମାନଙ୍କ ଭୂମିକା" ଶୀର୍ଷକରେ, ' ୫୪ତମ ସଂସ୍କୃତି ଚର୍ଚ୍ଚା ସମ୍ପାନ' ଅନୁଷ୍ଠିତ ହୋଇଯାଇଛି। ନିର୍ଦ୍ଦେଶକ ରଞ୍ଜନ କୁମାର ଦାସଙ୍କ ସଭାପତିତ୍ୱରେ, ଏହି…

ସିଂହଭୂମି ଓଡ଼ିଆ ପକ୍ଷରୁ ସପ୍ତମ ଡିଜିଟାଲ କବିତା ଆସର

କେନ୍ଦୁଝର : ୭୫ତମ ସ୍ୱାଧୀନତା ଦିବସ ଉପଲକ୍ଷେ ସିଂହଭୂମି ଓଡ଼ିଆ ପକ୍ଷରୁ ସପ୍ତମ ଡିଜିଟାଲ କବିତା ଆସର ଅନୁଷ୍ଠିତ ହୋଇଯାଇଛି । ସମ୍ପାଦକ ସରୋଜ କୁମାର ପ୍ରଧାନଙ୍କ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ ସହ ଆରମ୍ଭ ହୋଇଥିବା ଏହି ଆସରରେ କୋହ୍ଲାଣ ବିଶ୍ୱବିଦ୍ୟାଳୟର କୁଳପତି ଗଙ୍ଗାଧର ପଣ୍ଡା…

କିଟ୍‍ ବିଶ୍ୱବିଦ୍ୟାଳୟର ୧୭ତମ ସମାବର୍ତ୍ତନ

ବିଗତ ବର୍ଷଗୁଡ଼ିକରେ ଅତିବାହିତ ହୋଇଥିବା ସମୟ ଏବଂ ୨୦୨୧ଠାରୁ ଆରମ୍ଭ ହୋଇଥିବା ସମୟ ମଧ୍ୟରେ ଏକ ବିରାଟ ପରିବର୍ତ୍ତନ ଦେଖା ଦେଇଛି। ଠିକ୍‍ ଏକ ଶତାବ୍ଦୀ ତଳେ ସ୍ପେନିସ୍‍ ଫ୍ଲୁ ଭଳି ଏକ ମାରାତ୍ମକ ମହାମାରୀ ସମଗ୍ର ବିଶ୍ୱକୁ କବଳିତ କରିଥିଲା। ଶହେବର୍ଷ ପରେ ଗତବର୍ଷ ବିଶ୍ୱ ଯେଉଁ ସଙ୍କଟମୟ…