Latest Odisha News

BREAKING NEWS

Browsing Category

ସାହିତ୍ୟ ସମ୍ବାଦ

ସିଂହଭୂମି ଓଡ଼ିଆ ପକ୍ଷରୁ ସପ୍ତମ ଡିଜିଟାଲ କବିତା ଆସର

କେନ୍ଦୁଝର : ୭୫ତମ ସ୍ୱାଧୀନତା ଦିବସ ଉପଲକ୍ଷେ ସିଂହଭୂମି ଓଡ଼ିଆ ପକ୍ଷରୁ ସପ୍ତମ ଡିଜିଟାଲ କବିତା ଆସର ଅନୁଷ୍ଠିତ ହୋଇଯାଇଛି । ସମ୍ପାଦକ ସରୋଜ କୁମାର ପ୍ରଧାନଙ୍କ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ ସହ ଆରମ୍ଭ ହୋଇଥିବା ଏହି ଆସରରେ କୋହ୍ଲାଣ ବିଶ୍ୱବିଦ୍ୟାଳୟର କୁଳପତି ଗଙ୍ଗାଧର ପଣ୍ଡା…

କିଟ୍‍ ବିଶ୍ୱବିଦ୍ୟାଳୟର ୧୭ତମ ସମାବର୍ତ୍ତନ

ବିଗତ ବର୍ଷଗୁଡ଼ିକରେ ଅତିବାହିତ ହୋଇଥିବା ସମୟ ଏବଂ ୨୦୨୧ଠାରୁ ଆରମ୍ଭ ହୋଇଥିବା ସମୟ ମଧ୍ୟରେ ଏକ ବିରାଟ ପରିବର୍ତ୍ତନ ଦେଖା ଦେଇଛି। ଠିକ୍‍ ଏକ ଶତାବ୍ଦୀ ତଳେ ସ୍ପେନିସ୍‍ ଫ୍ଲୁ ଭଳି ଏକ ମାରାତ୍ମକ ମହାମାରୀ ସମଗ୍ର ବିଶ୍ୱକୁ କବଳିତ କରିଥିଲା। ଶହେବର୍ଷ ପରେ ଗତବର୍ଷ ବିଶ୍ୱ ଯେଉଁ ସଙ୍କଟମୟ…

ଫକୀରମୋହନଙ୍କ ଅଣନାତୁଣୀଙ୍କୁ ଅନୁରୋଧ ପତ୍ର

ରାଉରକେଲା : କଲଚରାଲ ଏକାଡେମୀ , ରାଉରକେଲା ପକ୍ଷରୁ ଓଡ଼ିଆ ସାହିତ୍ୟର ମହାନ ସ୍ରଷ୍ଟା ଫକୀର ମୋହନ ସେନାପତିଙ୍କ ଅଣ ନାତୁଣୀ ମିନାକ୍ଷୀ ଦତ୍ତଙ୍କୁ ଏକ ଅନୁରୋଧ ପତ୍ର ପ୍ରଦାନ କରାଯାଇଛି। ନିକଟରେ ଫକୀରମୋହନଙ୍କ ରଚିତ ରେବତୀ ଗଳ୍ପଟି ପୃଥିବୀର ୩୬ଟି ଭାଷାରେ ଅନୂଦିତ ହୋଇ ଓଡ଼ିଶା ତଥା ଓଡ଼ିଆ…

ଆଇଆଇଏମ୍‍ସି ପକ୍ଷରୁ ଓଡ଼ିଆ ସାମ୍ବାଦିକତା ଦିବସ ପାଳିତ

ଢେଙ୍କାନାଳ : ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍‍ସି) ଢେଙ୍କାନାଳ ପକ୍ଷରୁ ଅନଲାଇନ ମାଧ୍ୟମରେ 'ଓଡ଼ିଆ ସାମ୍ବାଦିକତା ଦିବସ' ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଅନୁବାଦକ ତଥା ସ୍ତମ୍ଭକାର ପ୍ରଫେସର ଯତୀନ୍ଦ୍ର ନାୟକ ଯୋଗଦେଇଥିଲେ l ‘ସାମ୍ବାଦିକତା ଓ…

ଦାସିଆ ସାଂସ୍କୃତିକ ପରିଷଦର ରାଜ୍ୟସ୍ତରୀୟ କବିତା ଆସର

ଉମରକୋଟ : ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ 'ଦାସିଆ ସାଂସ୍କୃତିକ ପରିଷଦ', ତରଫରୁ ଗୁଗୁଲ ମିଟ ମାଧ୍ୟମରେ ଏକ ରାଜ୍ୟସ୍ତରୀୟ କବିତା ଆସର ଓ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ଓଡ଼ିଆ ବିଭାଗର ପ୍ରାଧ୍ୟାପକ ଶେଷlନନ୍ଦ ମିଶ୍ର ଓ କାର୍ତ୍ତିକ ମଲ୍ଲିକ ମୁଖ୍ୟବକ୍ତା ଭାବରେ…

କେଦାରନାଥ ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ‘ଫୋକଲୋର ଅଫ ଓଡ଼ିଶା’

ଭୁବନେଶ୍ୱର : କେଦାରନାଥ ଗବେଷଣା ପ୍ରତିଷ୍ଠାନ ଆନୁକୂଲ୍ୟରେ ଅନଲାଇନ ମାଧ୍ୟମରେ "ଫୋକଲୋର ଅଫ ଓଡ଼ିଶା" ଶୀର୍ଷକରେ , 'କେଦାରନାଥ ସ୍ମାରକୀ ବକ୍ତୃତାମାଳା' ଅନୁଷ୍ଠିତ ହୋଇଯାଇଛି । ପ୍ରତିଷ୍ଠାନର ସଭାପତି ରଘୁନାଥ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ବିଶିଷ୍ଟ ଲୋକ ସଂସ୍କୃତି…

ଅକ୍ଟୋବର ୨ରେ ଉନ୍ମୋଚିତ ହେବ ‘ ଗାନ୍ଧୀ ସୌରଭ ‘ ସ୍ମରଣୀକା

ବ୍ରହ୍ମପୁର : ମହାତ୍ମା ଗାନ୍ଧୀଙ୍କ ବ୍ରହ୍ମପୁର ଆଗମନର ଶହେ ବର୍ଷ ପୂର୍ତ୍ତି ଅବସରରେ, ଶତ ବାର୍ଷିକୀ ଉତ୍ସବ ପାଳନ ସ୍ମରଣୀକା କମିଟିର  ଏକ ବୈଠକ , ସ୍ଥାନୀୟ କେ.ସି. ପବ୍ଲିକ ସ୍କୁଲ ପରିସରରେ , ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ଏକ ସ୍ମରଣୀକା "ଗାନ୍ଧୀ ସୌରଭ" ଆସନ୍ତା ଅକ୍ଟୋବର ୨ ରେ…

ରଞ୍ଜନ କୁମାର ଦାସଙ୍କ କବିତା ସଙ୍କଳନ ‘ସମୟର ସାତରଙ୍ଗ’ ଉନ୍ମୋଚିତ

ଭୁବନେଶ୍ବର: ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍‌ ଇନ୍‌ ବୁକସ ଆନୁକୂଲ୍ୟରେ ଆୟୋଜିତ ଏକ ଉତ୍ସବରେ , କବି ତଥା ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଦ୍ବାଦଶ କବିତା ସଙ୍କଳନ "ସମୟର ସାତରଙ୍ଗ" ଉନ୍ମୋଚିତ ହୋଇଯାଇଛି। ଏହି ଅବସରରେ ଓଡ଼ିଶା ସାହିତ୍ୟ ଏକାଡେମୀ ସଭାପତି ହୃଷିକେଶ ମଲ୍ଲିକ ମୁଖ୍ୟଅତିଥି ଭାବେ…

‘ମହାପାତ୍ର ନୀଳମଣି ସାହୁଙ୍କ ସ୍ମରଣୀୟ ଗଳ୍ପ’ କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ

ଭୁବନେଶ୍ୱର : ବିଶିଷ୍ଟ ସାହିତ୍ୟିକ ସ୍ବର୍ଗତଃ ମହାପାତ୍ର ନୀଳମଣି ସାହୁଙ୍କ ପୁତ୍ର ସ୍ବର୍ଗତଃ ଗୁରୁପ୍ରସାଦ ମହାପାତ୍ରଙ୍କ ସଂକଳିତ ପୁସ୍ତକ ‘ମହାପାତ୍ର ନୀଳମଣି ସାହୁଙ୍କ ସ୍ମରଣୀୟ ଗଳ୍ପ’ ନୂଆଦିଲ୍ଲୀଠାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି ।…

ଦେବଦାସ ଛୋଟରାୟଙ୍କ ‘ ବିଜୁବାବୁ ‘ ରାଜ୍ୟପାଳଙ୍କ ଦ୍ୱାରା ଉନ୍ମୋଚିତ

ଭୁବନେଶ୍ବର : ବିଶିଷ୍ଟ ଲେଖକ ଦେବଦାସ ଛୋଟରାୟଙ୍କ ଲିଖିତ ପୁସ୍ତକ "ବିଜୁବାବୁ" ରାଜଭବନ ପରିସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି । ପ୍ରକାଶନ ସଂସ୍ଥା ପେନ୍‌ ଇନ୍‌ ବୁକ୍ସ ଦ୍ୱାରା ପ୍ରକାଶିତ ଏ ପୁସ୍ତକ , ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ…