Latest Odisha News

BREAKING NEWS

Browsing Category

ସାହିତ୍ୟ ସମ୍ବାଦ

ନିରଞ୍ଜନ ସେଠୀଙ୍କ ‘ ପୁଣ୍ୟବ୍ରହ୍ମ ‘ ‘ ପ୍ରୀତିନୀଡ଼’ ଓ ‘ନଥିବା ଲୋକର ଛାଇ’…

ଭୁବନେଶ୍ୱର : ମିରାମ୍ବିକା ପ୍ରଡକ୍ସନ ଏବଂ ସାଇ ସୃତି ପବ୍ଲିକେସନ ଆନୁକୂଲ୍ୟରେ କବି ନିରଞ୍ଜନ ସେଠୀଙ୍କ ରଚିତ ଜୀବନ, ଯନ୍ତ୍ରଣା ଓ ଜଗନ୍ନାଥ ଆଧାରିତ ଛଅଟି ଗୀତର ଅଡିଓ 'ପୁଣ୍ୟବ୍ରହ୍ମ' ଏବଂ ପ୍ରୀତିନୀଡ଼' ଓ "ନଥିବା ଲୋକର ଛାଇ' ଦୁଇଟି କବିତା ଉନ୍ମୋଚିତ ହୋଇଯାଇଛି । ଏହି ଅବସରରେ ସୂଚନା ଓ…

‘ଆଜିର ଦିନଟି ମୋର’ ଓ ‘ଉର୍ବଶୀର ଗାଁ’ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ

ଭୁବନେଶ୍ୱର : ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ତଥା ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତ କୁଲାଙ୍ଗେଙ୍କ ରଚିତ ‘ଆଜିର ଦିନଟି ମୋର’ ଓ କବି ରବିପ୍ରିୟ ଦାଶଙ୍କ କବିତା ସଙ୍କଳନ ‘ଉର୍ବଶୀର ଗାଁ’ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା, ନବୀନ ନିବାସ ଠାରେ ଉନ୍ମୋଚିତ ହୋଇଯାଇଛି ।…

ଦାସିଆ ସାଂସ୍କୃତିକ ପରିଷଦର ରାଜ୍ୟସ୍ତରୀୟ କବିତା ଆସର

ଉମରକୋଟ : ଓଡ଼ିଶାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ' ଦାସିଆ ସାଂସ୍କୃତିକ ପରିଷଦ ' ପକ୍ଷରୁ ଗୁଗୁଲ ମିଟ ମାଧ୍ୟମରେ ଏକ ରାଜ୍ୟସ୍ତରୀୟ କବିତା ଆସର ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ଯୁବକବି ଧର୍ମରାଜ ମାଝୀ ମୁଖ୍ୟ ଅତିଥି ଓ ବରିଷ୍ଠ ଆଇନଜୀବି ତଥା ସମାଜସେବୀ ଶ୍ରୀନିବାସ ପଟ୍ଟନାୟକ…

ଅନଲାଇନ ମାଧ୍ୟମରେ ‘କଥାକାର ଅଡିଓ ବୁକ୍‍ସ’ ପ୍ରକାଶନର ସୁବର୍ଣ୍ଣ ଜୟନ୍ତୀ ପାଳନ

ଭୁବନେଶ୍ୱର: ଆମେ ଓଡ଼ିଆ , ଆମ ଓଡ଼ିଶା ଓ କଥାକାର ଅଡିଓ ବୁକସ ( କେ.ଏ.ବି ) ଆନୁକୂଲ୍ୟରେ କଥାକାର ଅଡିଓ ବୁକ୍‍ସର ‘ହାତବାକ୍‍ସ’ ଶୀର୍ଷକ ସୁବର୍ଣ୍ଣ ଜୟନ୍ତୀ ସଂସ୍କରଣର ଲୋକାର୍ପଣ କାର୍ଯ୍ୟକ୍ରମ ଅନଲାଇନ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କେ.ଏ.ବି.ର ପଚାଶତମ ଭେଟି ଭାବରେ…

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ଵାରା ‘ଫଲ ଅଫ ଲଭ’ ଉନ୍ମୋଚିତ

ନୂଆଦିଲ୍ଲୀ : କବୀ ଐଶ୍ୱର୍ଯ୍ୟା ବିଶ୍ବାଳଙ୍କ ଇଂରାଜୀ କବିତା ସଙ୍କଳନ 'ଫଲ ଅଫ ଲଭ' କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି। ଐଶ୍ୱର୍ଯ୍ୟା ପେଶାରେ ଜଣେ ଡାକ୍ତର ଏବଂ  ସମାଜସେବୀ । ପୂର୍ବରୁ ହିନ୍ଦୀ ଓ ଇଂରାଜୀ ଭାଷାରେ ତାଙ୍କର ଦୁଇଟି ପୁସ୍ତକ ପ୍ରକାଶ ପାଇ…

ଅନଲାଇନ ମାଧ୍ୟମରେ ‘ଫକୀରମୋହନ : ନବ ଜାଗୃତି ପୁରୁଷ’ ଶୀର୍ଷକ ଆଲୋଚନା ଚକ୍ର

ଭୁବନେଶ୍ୱର : ଫକୀର ମୋହନ ଫାଉଣ୍ଡେସନ ଭୁବନେଶ୍ୱର ଏବଂ ନୂଆ ଦିଲ୍ଲୀର ମିଳିତ ସହଯୋଗରେ ଅନଲାଇନ ମାଧ୍ୟମରେ 'ଫକୀରମୋହନ : ନବ ଜାଗୃତି ପୁରୁଷ' ଶୀର୍ଷକ ଏକ ଆଲୋଚନା ଚକ୍ର ଆୟୋଜିତ ହେଇଯାଇଛି । କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଏହି ଆଲୋଚନା ଚକ୍ରକୁ ଉଦଘାଟନ କରି ଫକୀର ମୋହନଙ୍କ ବ୍ୟକ୍ତିତ୍ୱ…

ଭୀମ ପୃଷ୍ଟି ପାଇବେ ପ୍ରଥମ ‘ବିଭୂତି ପଟ୍ଟନାୟକ ଉପନ୍ୟାସ ସମ୍ମାନ’

ଭୁବନେଶ୍ୱର : ବିଶିଷ୍ଟ ଲେଖକ ଭୀମ ପୃଷ୍ଟି ୨୦୨୧ ମସିହା ପାଇଁ ପ୍ରଥମ 'ବିଭୂତି ପଟ୍ଟନାୟକ ଉପନ୍ୟାସ ସମ୍ମାନ' ପାଇବେ ବୋଲି କାଦମ୍ବିନୀ ମିଡ଼ିଆ ପକ୍ଷରୁ ସୂଚନା ଦିଆଯାଇଛି  । ମାସିକ ସାହିତ୍ୟ ପତ୍ରିକା ‘କାଦମ୍ବିନୀ’ ପକ୍ଷରୁ ଓଡ଼ିଆ କଥା ସାହିତ୍ୟର ବହୁ ଜନପ୍ରିୟ ଲେଖକ ତଥା ଓଡ଼ିଆ ଉପନ୍ୟାସର…

ରାଜ୍ୟପାଳଙ୍କ ଦ୍ୱାରା “ପ୍ରଫେସର ଡକ୍ଟର ନାରାୟଣ ରାଓ ଆଜ ସୀନ ବାଏ ମେନି ଆଏଜ” ଉନ୍ମୋଚିତ

ଭୁବନେଶ୍ୱର : ବିଶିଷ୍ଟ ଐତିହାସିକ ପ୍ରଫେସର ନାରାୟଣ ରାଓଙ୍କ ୮୦ ବର୍ଷ ପୁର୍ତ୍ତି ଉପଲକ୍ଷେ ରାଜ୍ୟ ରାଜଭବନ ପରିସରରେ ଏକ ନିରାଡମ୍ବର ଉତ୍ସବରେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ୱାରା ପ୍ରଫେସର ରାଓଙ୍କର ଛାତ୍ର ଓ ପରିବାର ବର୍ଗଙ୍କ ଦ୍ୱାରା ସଂକଳିତ "ପ୍ରଫେସର ଡ଼ ନାରାୟଣ ରାଓ ଆଜ…

ଦାସିଆ ସାଂସ୍କୃତିକ ପରିଷଦ ପକ୍ଷରୁ ଅନଲାଇନ କବିତା ଆସର

ଉମରକୋଟ : ବିଶିଷ୍ଟ ସାଂସ୍କୃତିକ ଅନୁଷ୍ଠାନ , ଦାସିଆ ସାଂସ୍କୃତିକ ପରିଷଦ ପକ୍ଷରୁ ରାଜ୍ୟସ୍ତରୀୟ ଷଷ୍ଠ ଅନଲାଇନ କବିତା ଆସର ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ନଳିନୀ ରଞ୍ଜନ ମିଶ୍ର ମୁଖ୍ୟ ଅତିଥି ଅତିଥି ଭାବରେ ଯୋଗ ଦେଇଥିଲେ। କବି ଏମ . ହିମାଂଶୁ ଆଚାରୀଙ୍କ ସ୍ୱାଗତ ଭାଷଣ ସହ ଆରମ୍ଭ…

ଆଭାସୀ ତ୍ରିଦିବସୀୟ ରଜ ଆସରରେ କାଳିଦାସ ଓ ଭଞ୍ଜ ସାହିତ୍ୟ ଚର୍ଚ୍ଚା

ଭୁବନେଶ୍ୱର : ଅଖିଳ ଭାରତୀୟ ସାହିତ୍ୟ ପରିଷଦ , ଓଡ଼ିଶା ଆନୁକୂଲ୍ୟରେ ରଜ ଅବସରରେ ଅନଲାଇନ ମାଧ୍ୟମରେ ତିନିଦିନ ଧରି ଆଭାସୀ ରଜ ଆସରରେ ରଜ , କାଳିଦାସ ଓ ଉପେନ୍ଦ୍ର ଭଞ୍ଜ ସାହିତ୍ୟ ଚର୍ଚ୍ଚା ଆୟୋଜିତ ହୋଇଯାଇଛି। ପହିଲି ରଜ ଅବସରରେ ପରିଷଦର ଉପାଧ୍ୟକ୍ଷ ଅଭୟ କୁମାର ନାୟକଙ୍କ ଅଧ୍ୟକ୍ଷତାରେ…