Latest Odisha News

BREAKING NEWS

Browsing Category

Science

ବୈଜ୍ଞାନିକଙ୍କ ତଥ୍ୟ ସଂଗ୍ରହ କରୁଛି ଆଦିତ୍ୟ ଏଲ୍‌-୧, ସୁପର-ଥର୍ମାଲ୍ ଓ ଶକ୍ତିଶାଳୀ ଆୟନ ମାପିବା ଆରମ୍ଭ

ନୂଆଦିଲ୍ଲୀ: ତଥ୍ୟ ସଂଗ୍ରହ କରିବା ଆରମ୍ଭ କଲା ଆଦିତ୍ୟ ଏଲ୍‌-୧। ସୋସିଆଲ ମିଡିଆଲରେ ସୂଚନା ଜାରି କଲା ଇସ୍ରୋ। ଆଦିତ୍ୟ ଏଲ୍‌-୧ ମିଶନ ସହିତ ଜଡିତ ଗୁରୁତ୍ୱପୂର୍ଣ୍ଣ ସୂଚନା ଭାରତୀୟ ମହାକାଶ ଗବେଷଣା ସଂଗଠନ ସୋସିଆଲ ମିଡିଆରେ ସେୟାର କରିଛି। ସୂଚନା ଅନୁଯାୟୀ, ଆଦିତ୍ୟ ଏଲ୍‌-୧ ବୈଜ୍ଞାନିକ ତଥ୍ୟ…

କିପରି ଧ୍ୱଂସ ହେବ ପୃଥିବୀ ? ବୈଜ୍ଞାନିକ କଲେ ଭବିଷ୍ୟବାଣୀ

ନୂଆଦିଲ୍ଲୀ: ଇସ୍ରୋ ଏବଂ ନାସା ପରି ସ୍ପେସ୍ ଏଜେନ୍ସିମାନେ ବର୍ତ୍ତମାନ ଏପରି ଗ୍ରହ ଖୋଜିବାରେ ବ୍ୟସ୍ତ ଅଛନ୍ତି, ଯେଉଁଠାରେ ଭବିଷ୍ୟତରେ ମାନବ ଜୀବନ ସମ୍ଭବ ହେବ। ବର୍ତ୍ତମାନ ପୃଥିବୀ ହେଉଛି ସୌର ଜଗତର ଏକମାତ୍ର ଗ୍ରହ ଯେଉଁଠାରେ ବାୟୁମଣ୍ଡଳ ଅଛି ଏବଂ ମନୁଷ୍ୟ ସହଜରେ ବସବାସ କରିପାରୁଛନ୍ତି।…

‘ସମୁଦ୍ରଯାନ’ ଜଣାଇବ ଗଭୀର ସମୁଦ୍ରର ରହସ୍ୟ: ମିଶନରେ ଯିବେ ୩ଜଣ ମଣିଷ

ନୂଆଦିଲ୍ଲୀ: ଚନ୍ଦ୍ର ଓ ସୂର୍ଯ୍ୟ ମିଶନ ପରେ ଏବେ ଗଭୀର ସମୁଦ୍ରର ରହସ୍ୟ ଜାଣିବା ପାଇଁ ଆଉ ପାଦେ ଆଗେଇଛି ଭାରତ। ସମୁଦ୍ରର ଗଭୀର ଜଳ ରାଶି ଓ ଏହାର ସମ୍ପଦ ସମ୍ପର୍କରେ ତଥ୍ୟ ଯୋଗାଡ଼ ଏହି ମିଶନର ଲକ୍ଷ୍ୟ । ସମୁଦ୍ରର ଅନେକ ଗଭୀରରେ ବୈଜ୍ଞାନିକ ଅନୁସନ୍ଧାନ ପାଇଁ ଭାରତ ଆରମ୍ଭ କରିବାକୁ ଯାଉଛି…

ସଫଳତାର ସହ ପୃଥିବୀର ତୃତୀୟ କକ୍ଷପଥ ଅତିକ୍ରମ କଲା ସୌର ଅଭିଯାନ ଆଦିତ୍ୟ ଏଲ-୧

ନୂଆଦିଲ୍ଲୀ: ଭାରତର ସୂର୍ଯ୍ୟ ମିଶନ ଆଦିତ୍ୟ ଏଲ-୧କୁ ନେଇ ଇସ୍ରୋର ଆଉ ଏକ ସଫଳତା । ପୃଥିବୀ ଚାରିପଟେ ତୃତୀୟ କକ୍ଷପଥ ଅତିକ୍ରମ କଲା ଆଦିତ୍ୟ ଏଲ-୧ । ରାତି ପ୍ରାୟ ୨ଟା ୩୦ ମିନିଟ ସମୟରେ କକ୍ଷପଥ ପରିବର୍ତ୍ତନ କରି ଚତୁର୍ଥ କକ୍ଷପଥରେ ପ୍ରବେଶ କରିଛି ସୂର୍ଯ୍ୟ ମିଶନ ଆଦିତ୍ୟ ଏଲ-୧ । ଏବେ…

ହ୍ଵାଟ୍ସଆପର ଏହି ନୂଆ ଅପ୍ଡେଟ୍ ଉପଭୋକ୍ତାମାନଙ୍କୁ ବେଶ୍ ଆକର୍ଷିତ କରିବ

ନୂଆଦିଲ୍ଲୀ: ବିଶ୍ବର ଲୋକପ୍ରିୟ ମେସେଜିଂ ପ୍ଲାଟଫର୍ମ ହ୍ଵାଟ୍ସଆପ ଏବେ ନୂଆ ନୂଆ ଫିଚର ଯୋଡିବାରେ ଲାଗିଛି। ୟୁଜର୍ସମାନଙ୍କ ଆଗ୍ରହ ବଢାଇବା ପାଇଁ ଦିନକୁ ଦିନ ହ୍ଵାଟ୍ସଆପରେ ନୂଆ ନୂଆ ଫିଚର ଯୋଡ଼ା ହେଉଛି। କିଛି ଦିନ ପୂର୍ବରୁ କମ୍ପାନୀ ଆଇଓଏସ୍ ଏବଂ ଏଣ୍ଡ୍ରୋଏଡ୍ ବ୍ୟବହାରକାରୀଙ୍କୁ…

ଚନ୍ଦ୍ରକୁ ଯିବ ମହିନ୍ଦ୍ରା ଥାର୍: ଆନନ୍ଦ ମହିନ୍ଦ୍ରା କହିଲେ ଏମିତି

ନୁଆଦିଲ୍ଲୀ: ନିକଟରେ ଆନନ୍ଦ ମହିନ୍ଦ୍ରା ଏକ ଭିଡ଼ିଓ କ୍ଲିପ୍ ସେୟାର କରିଛନ୍ତି, ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ସେ ତାଙ୍କ ସୋସିଆଲ୍ ମିଡ଼ିଆରେ ଏକ ଭିଡ଼ିଓ ସେୟାର କରିଛନ୍ତି, ଯେଉଁଥିରେ ଏକ ମହିନ୍ଦ୍ରା ଥାର୍ ଚନ୍ଦ୍ର ପୃଷ୍ଠରେ ଅବତରଣ କରୁଥିବାର ଦେଖିବାକୁ ମିଳିଛି । ଯାହାକୁ…

ହ୍ରଦ ସଫା କରୁଛି ‘ଏ-ଆଇ’ ବୋଟ୍, ଥରକେ କାଢୁଛି ୨ କୁଇଣ୍ଟାଲ୍ ମଇଳା

ଶିଲଙ୍ଗ: ପ୍ରତ୍ୟକ କ୍ଷେତ୍ରରେ ବିଜ୍ଞାନ ବର୍ତ୍ତମାନ ଉନ୍ନତ ଜ୍ଞାନ କୌଶଳ ମାଧ୍ୟମରେ ଅନେକ କିଛି କାର୍ଯ୍ୟ କରୁଛି । ବିଜ୍ଞାନ ବଳରେ ମଣିଷ ଅନେକ ଅସାଧ୍ୟକୁ ସାଧନ କରିପାରୁଛି । ଠିକ୍ ସେମିତି ଏକ ଅସମ୍ଭବକୁ ସମ୍ଭବ କରି ଦେଖାଇଛି ‘ଏ-ଆଇ’ ।  ଏବେ ହ୍ରଦ ସଫା କରିବ ‘ଏ-ଆଇ’ ବୋଟ୍ । ଏହା ଶୁଣି…

ଚନ୍ଦ୍ରପୃଷ୍ଠରେ ୧୦୦ ମିଟର ବୁଲିଲାଣି ରୋଭର ‘ପ୍ରଜ୍ଞାନ’

ନୂଆଦିଲ୍ଲୀ: ଆଜି ନୂଆ ରେକର୍ଡ ସୃଷ୍ଟି କରିଛି ଚନ୍ଦ୍ରପୃଷ୍ଠରେ ବିଚରଣ କରି ଅନୁସନ୍ଧାନ ଜାରି ରଖିଥିବା ରୋଭର ‘ପ୍ରଜ୍ଞାନ’ । ଲ୍ୟାଣ୍ଡିଂ ଜୋନ ‘ଶିବଶକ୍ତି ପଏଣ୍ଟ’ଠାରୁ ବର୍ତ୍ତମାନ ସୁଦ୍ଧା ରୋଭର ‘ପ୍ରଜ୍ଞାନ’ ୧୦୦ ମିଟର ବିଚରଣ କରିସାରିଛି । ଏନେଇ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ…

ଚନ୍ଦ୍ରପୃଷ୍ଠରୁ ଲ୍ୟାଣ୍ଡର ବିକ୍ରମ୍‌ର ଫଟୋ ପଠାଇଲା ‘ପ୍ରଜ୍ଞାନ’

ନୁଆଦିଲ୍ଲୀ: ଇସ୍ରୋର ସୂଚନା ଅନୁଯାୟୀ ଚନ୍ଦ୍ରଯାନ-୩ର ରୋଭର ‘ପ୍ରଜ୍ଞାନ’ ପ୍ରଥମ କରି ଆଜି ସକାଳ ସମୟରେ ତା’ର ନେଭିଗେସନ୍ କ୍ୟାମେରା ଦ୍ୱାରା ଚନ୍ଦ୍ରପୃଷ୍ଠରେ ଥିବା ଲ୍ୟାଣ୍ଡର ‘ବିକ୍ରମ୍‌’ର ଫଟୋ ଉଠାଇ ସେୟାର୍ କରିଛି । ଆଜି ସକାଳ ୭ଟା ୩୫ ମିନିଟ୍ ସମୟରେ ରୋଭରରେ ଲାଗିଥିବା ନେଭିଗେସନ୍…

ନକ୍ସଲଗଡରୁ ଇସ୍ରୋ: ଚର୍ଚ୍ଚାରେ ମାଲକାନଗିରିର ଯୁବ ବୈଜ୍ଞାନିକ ଜୟନ୍ତ

ମାଲକାନଗିରି: ଉପାନ୍ତ ଅଞ୍ଚଳରୁ ଇସ୍ରୋ ବୈଜ୍ଞାନିକ। ଚନ୍ଦ୍ରଯାନ ୩ ପ୍ରକଳ୍ପରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି ମାଲକାନଗିରିର ଯୁବ ବୈଜ୍ଞାନିକ ଜୟନ୍ତ କୁମାର ହାଲଦାର । ଜୟନ୍ତ କେରଳ ତିରୁଅନନ୍ତପୁରମ ସ୍ଥିତ ବିକ୍ରମ ସାରାଭାଇ ସ୍ପେଶ ସେଣ୍ଟରରେ ମେକାନିଜମ୍ ବିଭାଗରେ ବରିଷ୍ଠ…