Latest Odisha News

BREAKING NEWS

Browsing Category

ଶିକ୍ଷା ଓ ନିଯୁକ୍ତି

Sikhya O Nijukti

ଆରମ୍ଭ ହେବ ନ୍ୟୁଜିଲାଣ୍ଡ-ଭାରତ ଶିକ୍ଷା ସପ୍ତାହ

ବେଙ୍ଗାଲୁରୁ: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ୱବିଦ୍ୟାଳୟ ଏବଂ କାର୍ଯ୍ୟନିର୍ବାହୀମାନଙ୍କୁ ନେଇ ଏକ ଭର୍ଚୁଆଲ୍ ଶିକ୍ଷା କନକ୍ଲେଭ ଆସନ୍ତା ଅକ୍ଟୋବର ୫ ରୁ ୯ ମଧ୍ୟରେ ଅନୁଷ୍ଠିତ ହେବ । ସକାଳ ୧୦.୩୦ ରୁ ୧୧.୩୦ ମଧ୍ୟରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ। ନ୍ୟୁଜିଲାଣ୍ଡ ଏବଂ ଭାରତର…

ଓଜେଇଇ ୨୦୨୦: ପ୍ରକାଶ ପାଇଲା ପରୀକ୍ଷା ସୂଚୀ, ଜାଣନ୍ତୁ ସବିଶେଷ ବିବରଣୀ

ଭୁବନେଶ୍ୱର: ଅକ୍ଟୋବର ୧୨ରୁ ୧୯ ଯାଏଁ ରାଜ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି ଓଜେଇଇ ପରୀକ୍ଷା। ଏନେଇ ଓଜେଇଇ ପକ୍ଷରୁ ଗୁରୁବାର ଦିନ ପରୀକ୍ଷା ସୂଚୀ ଜାରି କରାଯାଇଛି । ତଦନୁଯାୟୀ ଚଳିତ ଥର ୩ଟି ସିଫ୍ଟରେ ପରୀକ୍ଷା ଅନୁଷ୍ଠିତ ହେବ । କମ୍ପ୍ୟୁଟର ବେସଡ୍ ପରୀକ୍ଷା ହେବାକୁ ଥିବା ବେଳେ ପ୍ରାୟ…

UPSC ସିଭିଲ ସର୍ଭିସେସ୍ ପ୍ରିଲିମସ୍ ୨୦୨୦: ସ୍ଥଗିତାଦେଶ ଆବେଦନକୁ ଖାରଜ କଲା ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ୟୁପିଏସସି ସିଭିଲ ସର୍ଭିସେସ୍ ପ୍ରାଥମିକ ପରୀକ୍ଷା ୨୦୨୦କୁ ସ୍ଥଗିତ ରଖିବାକୁ କରାଯାଇଥିବା ଆବେଦନକୁ ବୁଧବାର ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଏହି ପରୀକ୍ଷା ଅକ୍ଟୋବର ୦୪ ରେ ହେବ। ସର୍ବୋଚ୍ଚ ଅଦାଲତ, ଶେଷଥର ଆଶାୟୀଙ୍କୁ ଧ୍ୟାନରେ ରଖିବାକୁ କେନ୍ଦ୍ରକୁ ନିର୍ଦ୍ଦେଶ…

GATE ପରୀକ୍ଷା ୨୦୨୦: ଆବେଦନର ତାରିଖ ଅକ୍ଟୋବର ୭କୁ ବୃଦ୍ଧି

ନୂଆଦିଲ୍ଲୀ: ଆଇଆଇଟି ବମ୍ବେ GATE ୨୦୨୧ ପଞ୍ଜୀକରଣ ତାରିଖକୁ ଅକ୍ଟୋବର ୭ ପର୍ଯ୍ୟନ୍ତ ବୃଦ୍ଧି କରିଛି। GATE ୨୦୨୧ ପାଇଁ ଯୋଗ୍ୟ ପ୍ରାର୍ଥୀମାନେ ଅନଲାଇନରେ ପଞ୍ଜୀକୃତ ହୋଇ ଆବେଦନ ଫର୍ମକୁ gate.iitb.ac.in କିମ୍ବା ସିଧାସଳଖ appsgate.iitb.ac.in ରେ ଦାଖଲ କରିପାରିବେ ।…

UPSCର ନିର୍ଦେଶ, ଅକ୍ଟୋବରରେ ହେବ ମିଳିତ ଜିଓ ସାଇଣ୍ଟିଷ୍ଟ ମୁଖ୍ୟ ପରୀକ୍ଷା

ନୂଆଦିଲ୍ଲୀ: ଅକ୍ଟୋବର ୧୭-୧୮ରେ ସମଗ୍ର ଭାରତରେ ମିଳିତ ଜିଓ-ସାଇଣ୍ଟିଷ୍ଟ (ମେନ୍) ପରୀକ୍ଷା-୨୦୨୦ କୁ କେନ୍ଦ୍ର ଜନସେବା ଆୟୋଗ (ୟୁପିଏସ୍ସି) ପରିଚାଳନା କରିବା ନେଇ ସୂଚନା ମିଳିଛି । ଛାତ୍ରମାନଙ୍କ ସୁବିଧା ପାଇଁ ଆୟୋଗ ଏହାର ୱେବସାଇଟ୍ http://upsconline.nic.in ରେ  ସବିଶେଷ  ତଥ୍ୟ…

+୩ ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ମାର୍କ‌: ସବୁଠୁ ଆଗରେ ବିଜେବି

ଭୁବନେଶ୍ୱର: ପ୍ରକାଶ ପାଇଲା ଯୁକ୍ତ ୩ ପ୍ରଥମ ପର୍ଯ୍ୟାୟ କଟ ଅଫ୍ ମାର୍କ । ପ୍ରଥମ ପର‌୍ୟ୍ୟାୟରେ ମନୋନୀତ ହୋଇଛନ୍ତି ୧ଲକ୍ଷ ୫୮,୫୪୦ ଜଣ । କଳାରେ ନାମ ଲେଖାଇବେ ୯୫,୬୪୯ । ସେଲ୍ଫ ଫାଇନାନ୍ସି୧୦୮୧, ବାଣିଜ୍ୟରେ ୧୬,୬୮୨, ସଂସ୍କୃତରେ ୩୮୧୮, ଫିଜିକ୍ସରର ୨୩,୮୧୭ଜଣ, ବାୟୋଲୋଜି ରେ ୪୯୩ ଜଣ ନାମ…

ଆଜି ପ୍ରକାଶ ପାଇବ ଯୁକ୍ତ ୩ ପ୍ରଥମ ମେରିଟ୍ ଲିଷ୍ଟ

ଭୁବନେଶ୍ୱର: ଆଜି ପ୍ରକାଶ ପାଇବ ଯୁକ୍ତ ୩ ଆଡମିଶନର ପ୍ରଥମ ମେରିଟ୍ ଲିଷ୍ଟ । ଆଜି ହିଁ ସାମ୍ସ ଆକାଉଂଟରେ ଆଡମିଶନ ଲାଗି ଇ-ଡିପୋଜିଟ୍ କରିବେ ଛାତ୍ରଛାତ୍ରୀ । ରାଜ୍ୟରେ ପ୍ରାୟ ୧୦୨୯ଟି କଲେଜ ପାଇଁ ୨ଲକ୍ଷ ୧୨ ହଜାର ୯୮୮ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି । ଅକ୍ଟୋବର ୮ରେ ଦ୍ୱିତୀୟ ମେରିଟ…

ଆଜି JEE ଆଡ୍‌ଭାନ୍ସଡ ପରୀକ୍ଷା

ଭୁବନେଶ୍ୱର: ଆଜି ଜେଇଇ ଆଡଭାନ୍ସଡ ପରୀକ୍ଷା । ଓଡ଼ିଶାର ଭୁବନେଶ୍ୱର, କଟକ, ସମ୍ବଲପୁର, ବ୍ରହ୍ମପୁର ଓ ରାଉରକେଲାରେ ମୋଟ ୧୮ଟି କେନ୍ଦ୍ରରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ଏଥିମଧ୍ୟରୁ ଭୁବନେଶ୍ୱରରେ କେବଳ ୯ଟି ପରୀକ୍ଷା କେନ୍ଦ୍ର ହୋଇଛି । ଓଡ଼ିଶାରୁ ପ୍ରାୟ ୩ ହଜାର ପରୀକ୍ଷାର୍ଥୀ ଦୁଇଟି…

ୟୁଜି, ପିଜି ପ୍ରଥମ ବର୍ଷ ଛାତ୍ର-ଛାତ୍ରୀଙ୍କ ପାଇଁ ଆସିଲା ନିର୍ଦେଶାବଳୀ

ନୂଆଦିଲ୍ଲୀ: ୟୁଜିସି ୨୦୨୦-୨୧ ଶିକ୍ଷାବର୍ଷ ପାଇଁ ପ୍ରଥମ ବର୍ଷର ଗ୍ରାଜୁଏଟ (ୟୁଜି) ଏବଂ ସ୍ନାତକୋତ୍ତର (ପିଜି) ଛାତ୍ରଛାତ୍ରୀ ମାନଙ୍କ ପାଇଁ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛି। ଶୁକ୍ରବାର ଦିନ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖ୍ରିଆଲ୍ ନିଶଙ୍କ ଟ୍ୱିଟରରେ ଛାତ୍ରଛାତ୍ରୀଙ୍କୁ ଏହା…

ପାଠ୍ୟକ୍ରମରୁ ହଟିଲା ନେହେରୁଙ୍କ ନୀତି ଓ ଅଯୋଧ୍ୟା ବିବାଦ

ଗୁଆହାଟି: ଆସାମ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (AHSEC) ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ନୀତି, ଶିଖ ବିରୋଧୀ ଦଙ୍ଗା, ଅଯୋଧ୍ୟା ବିବାଦ, ମହିଳା ସଶକ୍ତିକରଣ ଏବଂ ସଂଖ୍ୟାଲଘୁ ଅଧିକାର ଆଦି ବିଷୟକୁ ପାଠ୍ୟକ୍ରମରୁ ବାଦ ଦେଇଛି । ମହାମାରୀ ସମୟରେ ଛାତ୍ରମାନଙ୍କ ଉପରେ…