Latest Odisha News

BREAKING NEWS

Browsing Category

ଶିକ୍ଷା ଓ ନିଯୁକ୍ତି

Sikhya O Nijukti

ଘୁଞ୍ଚିଲା ମାଟ୍ରିକ ମୂଲ୍ୟାୟନ ତାରିଖ, ୨୦ ବଦଳରେ ୨୧ରୁ ହେବ ଖାତା ଦେଖା

ଭୁବନେଶ୍ୱର: ଘୁଞ୍ଚିଲା ମାଟ୍ରିକ ମୂଲ୍ୟାୟନ ତାରିଖ। ମେ’ ୨୦ ପରିବର୍ତ୍ତେ ୨୧ ତାରିଖରୁ ଖାତା ଦେଖା ଆରମ୍ଭ ହେବ। ଆଜି ଲୋକ ସେବା ଭବନରେ ସକାଳ ୧୧ ଟା ୩୦ରେ ବିଭାଗୀୟ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏସଂପର୍କରେ ବୈଠକ ବସି ଚୁଡାନ୍ତ ନିଷ୍ପତ୍ତି ହୋଇଛି। ସାମୁଦ୍ରିକ ଝଡ ଅମ୍ଫାନ ପାଇଁ ଆସନ୍ତା ୨୦…

ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ମାଟ୍ରିକ ଖାତାଦେଖା: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ଆସନ୍ତା ୨୦ ତାରିଖରୁ ଆରମ୍ଭ ହେଉଛି ମାଟ୍ରିକ ଖାତାଦେଖା । ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଏଥର ୧୦ କିଲୋମିଟର ଭିତରେ ଖାତା ଦେଖା କେନ୍ଦ୍ର କରାଯାଉଛି । ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ କହିଛନ୍ତି, ୧୦ କିଲୋମିଟର ଦୂରରୁ କେତେ ଜଣ ଆସୁଛନ୍ତି ସେମାନଙ୍କୁ ଚିହ୍ନଟ କରାଯାଉଛି ।…

ଡ. ଶିତିକଣ୍ଠ ମିଶ୍ର ଆଇଆଇଟିଟିଏମ୍ ପରିଚାଳନା କମିଟି ସଦସ୍ୟ ମନୋନୀତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ ଡିମ୍‌ଡ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ୍ ମ୍ୟାନେଜମେଂଟର ଡିନ୍ ତଥା ଉପଦେଷ୍ଟା ଡଃ ଶିତିକଣ୍ଠ ମିଶ୍ର ଗୋୱାଲିୟର ସ୍ଥିତ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟୁରିଜିମ୍ ଆଣ୍ଡ ଟ୍ରାଭେଲ୍ ମ୍ୟାନେଜମେଂଟ ପରିଚାଳନା କମିଟିର ବିଶେଷଜ୍ଞ…

ରାଜସ୍ଥାନ ହାଇକୋର୍ଟରେ ଘରୋଇ ସ୍କୁଲ ଛାତ୍ରଛାତ୍ରୀଙ୍କ ସ୍କୁଲ ଫି’ ଛାଡ ଆବେଦନ ଖାରଜ

ଜୟପୁର: ଖାରଜ ହେଲା ଲକଡାଉନ୍ ସମୟରେ ଘରୋଇ ସ୍କୁଲର ଛାତ୍ରଛାତ୍ରୀଙ୍କ ସ୍କୁଲ ଫି’ ଛାଡ ଆବେଦନ । ଏହାକୁ ରାଜସ୍ଥାନ ହାଇକୋର୍ଟ ଖାରଜ କରିଛନ୍ତି । କୋର୍ଟ କହିଛନ୍ତି ଯେ, ପୂର୍ବରୁ ରାଜ୍ୟ ସରକାର ଏପ୍ରିଲ୯ରେ ସ୍କୁଲ ଫି ସ୍ଥଗିତ ରଖିବା ପାଇଁ ଏକ ନିର୍ଦ୍ଦେଶନାମା ଜାରି କରିଥିଲେ । ତେଣୁ ଏହି…

ସ୍କୁଲ ଫି ଛାଡ଼କୁ ବିରୋଧ କଲେ ଘରୋଇ ବିଦ୍ୟାଳୟ

କଟକ: କୋଭିଡ଼ ୧୯ ମହାମାରୀ ସତ୍ତ୍ୱେ ଟ୍ୟୁସନ ତଥା ଅନ୍ୟ ସ୍କୁଲ ଫି ଛାଡ଼କୁ ବିରୋଧ କରିଛନ୍ତି ଓଡ଼ିଶାର ବେସରକାରୀ ବିଦ୍ୟାଳୟ । ଓଡ଼ିଶା ଅଭିଭାବକ ସଂଘ ଦ୍ୱାରା ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଦିଆଯାଇଥିବା ଜନ ସ୍ୱାର୍ଥ ମାମଲାରେ, ଉଚ୍ଚ ନ୍ୟାୟାଳୟ ବେସରକାରୀ ବିଦ୍ୟାଳୟ ମାନଙ୍କ ଠାରୁ ଉତ୍ତର ମାଗିଥିବା…

ମ୍ୟାଟ୍ରିକ ଖାତା ଦେଖା ପ୍ରସଙ୍ଗ: ଶିକ୍ଷକଙ୍କ ପାଇଁ ୫୦ଲକ୍ଷ ବୀମା ରାଶି ଦାବି କଲା ଶିକ୍ଷକ ସଂଘ ଓଷ୍ଟା

କଟକ: ମ୍ୟାଟ୍ରିକ ଖାତା ଦେଖୁଥିବା ପ୍ରତ୍ୟକ ଶିକ୍ଷକ ମାନଙ୍କୁ ୫୦ଲକ୍ଷ ରାଶି ବିଶିଷ୍ଟ ବୀମା ଭୁକ୍ତ କରିବାକୁ ଦାବି ରଖିଛି ରାଜ୍ୟ ମାଧ୍ୟମିକ ଶିକ୍ଷକ ସଂଘ ଓଷ୍ଟା । କରୋନା ମହାମାରୀ ସମୟରେ ନିଜ ଜୀବନକୁ ବାଜି ଲଗାଇ ମ୍ୟାଟ୍ରିକ ଖାତା ମୂଲ୍ୟାୟନରେ ନିଜକୁ ନିୟୋଜିତ କରିଥିବା ଶିକ୍ଷକଙ୍କ…

ଲକଡ଼ାଉନରେ ହେବ ଅନଲାଇନ ପ୍ଲେସମେଣ୍ଟ: ଜାମିଆ ମିଲିଆ ଇସ୍ଲାମିଆ ବିଶ୍ୱବିଦ୍ୟାଳୟ

ନୂଆଦିଲ୍ଲୀ: ଦେଶବ୍ୟାପୀ ଲକଡ଼ାଉନ ମଧ୍ୟରେ ପୂର୍ବ ସ୍ନାତକ, ସ୍ନାତକ ତଥା ଡିପ୍ଲୋମା କୋର୍ସ ଛାତ୍ରଛାତ୍ରୀଙ୍କ ଅନଲାଇନ ପ୍ଲେସମେଣ୍ଟ ଡ୍ରାଇଭ କାର‌୍ୟ୍ୟକ୍ରମ ପାଇଁ ଯୋଜନା କରୁଥିବା ଜାମିଆ ମିଲିଆ ଇସ୍ଲାମିଆ ବିଶ୍ୱବିଦ୍ୟାଳୟ ପ୍ଲେସମେଣ୍ଟ ସେଲ୍ ପକ୍ଷରୁ ସୂଚନା ମିଳିଅଛି । ବିଶ୍ୱବିଦ୍ୟାଳୟ…

ରେକର୍ଡ ସୃଷ୍ଟି କଲା କିଟ୍: କୋଭିଡ ୧୯ ମହାମାରୀରେ ୩୦ଲକ୍ଷର ପ୍ଲେସମେଣ୍ଟ୍ ପ୍ୟାକେଜ୍ !

ଭୁବନେଶ୍ୱର: ଦେଶବ୍ୟାପୀ କରୋନା ର ବିକ୍ଷୁବ୍ଧ ପରିସ୍ଥିତି ମଧ୍ୟରେ କିଟରେ ଆମାଜନ କମ୍ପାନୀ ସର୍ବାଧିକ ୩୦ଲକ୍ଷର ପ୍ଲେସମେଣ୍ଟ୍ ପ୍ୟାକେଜ ଦେଇ ଏକ ରେକର୍ଡ କରିଛି । ମିଳିଥିବା ସୂଚନା ଅନୁଯାୟୀ, ଆମାଜନ୍‌, ଆସେନଚର୍‌, କାପ୍‌ଗେମିନି, ଓିପ୍ରୋ ଓ କଗ୍ନିଜେଣ୍ଟ ଭଳି ମୋଟ ୧୫୦ କମ୍ପାନୀ ଚଳିତବର୍ଷ…

ପିଲାଙ୍କ ଶିକ୍ଷାଗତ ଅଧିକାର ଅକ୍ଷୁର୍ଣ୍ଣ ରହିବା ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଶିକ୍ଷାବିତ୍‌

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ଯେପରି ପିଲାଙ୍କ ଶିକ୍ଷାଗତ ଅଧିକାର ଅକ୍ଷୁର୍ଣ୍ଣ ରୁହେ ସେଥିପାଇଁ ଚିନ୍ତାବ୍ୟକ୍ତ କରି ୧୦୦ରୁ ଅଧିକ ଶିକ୍ଷାବିତ୍ ଓ ସାମାଜିକ କାର୍ୟ୍ୟକର୍ତ୍ତା ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଚିଠି ଲେଖିଛନ୍ତି । ଅଧିକ ପଢନ୍ତୁ: କାନ୍ଦି ପକାଇଲେ କରୋନା ଯୋଦ୍ଧା, ବଖାଣିଲେ…

କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟରେ ଉଦ୍‌ବୋଧନ ଦେବେ ସୁପର୍ ୩୦ ର ଶିକ୍ଷକ ଆନନ୍ଦ କୁମାର

ପାଟନା: କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟ, ବର୍କେଲେ ଠାରେ ଆୟୋଜିତ ହେବାକୁ ଥିବା ଏକ ବୈଠକରେ ଛାତ୍ରଛାତ୍ରୀଙ୍କୁ ଉଦ୍‌ବୋଧନ ଦେବେ ପ୍ରଖ୍ୟାତ ଗଣିତଜ୍ଞ ତଥା ସୁପର୍ ୩୦ର ପ୍ରତିଷ୍ଠାତା ଆନନ୍ଦ କୁମାର । କରୋନା ମହାମାରୀ ସମୟରେ ଆମେରିକାରେ ରହୁଥିବା ପ୍ରାୟ ୮୦୦୦୦ ଛାତ୍ରଛାତ୍ରୀ ମାନଙ୍କ…