Latest Odisha News

BREAKING NEWS

Browsing Category

ଶିକ୍ଷା ଓ ନିଯୁକ୍ତି

Sikhya O Nijukti

କୋଭିଡ-୧୯ ଲକଡାଉନ; ଜୁନ୍ ୧୭ ଯାଏଁ ବନ୍ଦ ରହିବ ଏହି ୨ ବିଶ୍ବବିଦ୍ୟାଳୟ

ଭୁବନେଶ୍ୱର: ସୀମିତ କର୍ମଚାରୀଙ୍କୁ ନେଇ ବିଶ୍ୱବିଦ୍ୟାଳୟ ଖୋଲିବା ଲାଗି ଓଡ଼ିଶା ସରକାର ଅନୁମତି ଦେବାର ଗୋଟିଏ ଦିନ ପରେ କଟକସ୍ଥିତ ରେଭେନ୍ସା ବିଶ୍ୱବିଦ୍ୟାଳୟ ଏବଂ ସମ୍ବଲପୁରର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଅଧିକାରୀମାନେ ଜୁନ୍ ୧୭ ପର୍ଯ୍ୟନ୍ତ ଅନୁଷ୍ଠାନଗୁଡ଼ିକ ବନ୍ଦ ରହିବ ବୋଲି…

ଅନ୍‌ଲାଇନ୍‌ରେ ପାଠ ପଢ଼ିବେ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଲକଡାଉନ୍‌ରେ ଖୋଲିଲା ବିଶ୍ୱବିଦ୍ୟାଳୟ । କରୋନାକୁ ଦୃଷ୍ଟିରେ ରଖି ସମସ୍ତ ବିଶ୍ୱବିଦ୍ୟାଳୟ ଗୁଡିକୁ ଚିଠି ଲେଖିଛନ୍ତି ଉଚ୍ଚଶିକ୍ଷା ସଚିବ । କରୋନା ପାଇଁ ପ୍ରତ୍ୟେକ୍ଷ ଭାବେ ଶିକ୍ଷାଦାନ ନକରିବାକୁ ପରାମର୍ଶ ଦେବା ସହ ଆବଶ୍ୟକ ପଡିଲେ ଅନଲାଇନରେ କ୍ଲାସ ପାଇଁ ନିର୍ଦ୍ଦେଶ ଦିଆଯାଇଛି…

ଦୂରଦର୍ଶନରେ ଦଶମ ପିଲାଙ୍କ ପାଇଁ ସ୍ୱତନ୍ତ୍ର କ୍ଲାସ

ଭୁବନେଶ୍ୱର: ଏଣିକି ଦୂରଦର୍ଶନ ଜରିଆରେ ପାଠ ପଢ଼ିବେ ଦଶମ ଶ୍ରେଣୀ ପିଲା । କରୋନା ପାଇଁ ଲକ୍‌ଡାଉନ୍ ଜାରି ରହିଥିବାରୁ ପିଲାଙ୍କ ପାଠପଢାରେ ବାଧା ସୃଷ୍ଟି ହେଉଛି। ଏହି ସମସ୍ୟାର ସମାଧାନ ନିମନ୍ତେ ଦୂରଦର୍ଶନର ସହାୟତା ନିଆଯିବ। ଲକ୍‌ଡାଉନ ସମୟରେ ଦୂରଦର୍ଶନ ଜରିଆରେ ଦଶମ ପାଠ ପଢାଯିବ ବୋଲି…

ଜୁନ୍ ୧୭ ପରେ ଯେକୌଣସି ସମୟରେ ପରୀକ୍ଷା: ମନ୍ତ୍ରୀ

ଭୁବନେଶ୍ୱର: ଜୁନ୍ ୧୭ରେ ସ୍କୁଲ, କଲେଜ ଖୋଲିବା ପରେ ଯେକୌଣସି ସମୟରେ ହୋଇପାରେ ପରୀକ୍ଷା । ଆଜି ଏନେଇ ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ । ଜୁନ୍ ୧୭ ପରେ ବାକି ରହିଯାଇଥିବା ପରୀକ୍ଷା ହେବ । ଛୁଟି ସମୟରେ ପଢ଼ାପଢ଼ି କରିବାକୁ ପିଲାଙ୍କୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ପିଜି…

ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ମାନି ମାସିକ ଫି ହ୍ରାସ କଲା ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ୍‌

ଭୁବନେଶ୍ୱର: ଲକ୍‌ଡାଉନକୁ ଦୃଷ୍ଟିରେ ରଖି ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ ପ୍ରଥମ ତିନିମାସର ଫି ହ୍ରାସ କରିଛି । ଅନୁଷ୍ଠାନର କର୍ତ୍ତୃପକ୍ଷଙ୍କ ନିକଟରୁ ସୂଚନା ମିଳିଛି ଯେ, ଅଭିଭାବକମାନେ ଏନେଇ ଆବେଦନ କରି ଏହି ସ୍କୁଲ୍ ଫି ପାଇପାରିବେ । ଯଦି ଏହି ଲକ୍‌ଡାଉନର ଅବଧି ଆଗକୁ ଆହୁରି…

ଭାରତ ଲକ୍‌ଡାଉନ୍‌: ମେ ୩ ପରେ ମ୍ୟାଟ୍ରିକ୍ ଖାତା ମୂଲ୍ୟାଙ୍କନ ହେବ: ମନ୍ତ୍ରୀ

ଭୁବନେଶ୍ୱର: ଦେଶରେ ଆସନ୍ତା ମେ ୩ ତାରିଖରେ ହଟିବ ଲକ୍‌ଡାଉନ୍ । ମେ ୩ ତାରିଖ ଲକ୍‌ଡାଉନ ହଟିଯିବା ପରେ ହିଁ ବାର୍ଷିକ ମ୍ୟାଟ୍ରିକ୍ ପରୀକ୍ଷା ଖାତା ମୂଲ୍ୟାଙ୍କନ ହେବାନେଇ ସୂଚନା ପ୍ରଦାନ କରିଛନ୍ତି ରାଜ୍ୟ ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । “ଏପ୍ରିଲ୍ ୧୪ ପରେ ଖାତା…

ଅଗଷ୍ଟରୁ ଆରମ୍ଭ ହେବ ‘ଗଣିତ କଳିକା’; ଉପକୃତ ହେବେ ୩୭ ଲକ୍ଷ ୭୧ ହଜାର ୨୪୯ ଛାତ୍ରଛାତ୍ରୀ

ଭୁବନେଶ୍ୱର: ପ୍ରାଥମିକ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଗଣିତରେ ଅଧିକ ଦକ୍ଷ ଓ ପାରଙ୍ଗମ କରିବା ଲାଗି ରାଜ୍ୟ ସରକାର ଆରମ୍ଭ କରୁଛନ୍ତି ଗଣିତ କଳିକା କାର୍ଯ୍ୟକ୍ରମ । ‘ଗଣିତ କଳିକା’ ନାମରେ ଏହି କାର୍ଯ୍ୟକ୍ରମ ରାଜ୍ୟବ୍ୟାପି ପ୍ରାଥମିକ ସ୍କୁଲଗୁଡ଼ିକରେ ଲାଗୁ ହେବାକୁ ଥିବା ବେଳେ ଏଥିପାଇଁ ମୋଟ୍…

ଲକ୍‌ଡାଉନରେ ସ୍କୁଲ ଫି ହ୍ରାସ ପ୍ରସଙ୍ଗ; ମୁଖ୍ୟମନ୍ତ୍ରୀଙ୍କ ଅପିଲକୁ ମାନିବାକୁ ନାରାଜ ଘରୋଇ ସ୍କୁଲ୍ !

ଭୁବନେଶ୍ୱର: କରୋନା ମହାମାରୀ ସଂକ୍ରମଣ ଯୋଗୁଁ ଏବେ ଓଡ଼ିଶା ସମେତ ସାରା ଦେଶରେ ଚାଲିଛି ଲକ୍‌ଡାଉନ୍ । ଏବେ ସମସ୍ତ ସରକାରୀ ଓ ବେସରକାରୀ ଘରୋଇ ସ୍କୁଲ ଗୁଡ଼ିକ ବନ୍ଦ ରହିଥିବା ଯୋଗୁଁ ବିଦ୍ୟାଳୟମାନଙ୍କରେ ପାଠପଢା ସମ୍ପୂର୍ଣ୍ଣ ବନ୍ଦ ରହିଛି । ମାତ୍ର, ୱାଟସଆପ ମାଧ୍ୟମରେ ଅନେକ ଘରୋଇ…

ଏପ୍ରିଲରୁ ଜୁନ ଯାଏଁ ଦେୟ ହ୍ରାସ କିମ୍ବା ବିଳମ୍ବ କରିବାକୁ ଘରୋଇ ଶିକ୍ଷାନୁଷ୍ଠାନ ଗୁଡିକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ୱର: କରୋନା ସଂକ୍ରମଣରୁ ପିଲାଙ୍କୁ ଦୁରେଇ ରଖିବା ନେଇ ଆସନ୍ତା ଜୁନ ୧୭ ଯାଏଁ ଓଡିଶାର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବା ନେଇ ଗୁରୁବାର ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଏହାକୁ ଦୃଷ୍ଟିରେ ରଖି ଏପ୍ରିଲରୁ ଜୁନ୍ ପର୍ଯ୍ୟନ୍ତ ସମସ୍ତ ଘରୋଇ ସ୍କୁଲ ଶୁଳ୍କ ହ୍ରାସ /…

ଜୁନ ୧୭ ଯାଏଁ ବନ୍ଦ ରହିବ ଓଡ଼ିଶାର ସମସ୍ତ ଶିକ୍ଷାନୁଷ୍ଠାନ

ଭୁବନେଶ୍ୱର: କରୋନା ମୁକାବିଲା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଲକଡାଉନ ଅବଧିକୁ ଏପ୍ରିଲ୍ ୩୦ ତାରିଖ ପର୍ଯ୍ୟନ୍ତ ବଢାଯାଇଛି। ଏହି ପରିପ୍ରେକ୍ଷୀରେ ଆସନ୍ତା ଜୁନ ୧୭ ଯାଏଁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ଓଡ଼ିଶା ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି। ରାଜ୍ୟ…