Latest Odisha News

BREAKING NEWS

Browsing Category

ଶିକ୍ଷା ଓ ନିଯୁକ୍ତି

Sikhya O Nijukti

ମେ ୮ରୁ ସର୍ଟଲିଷ୍ଟ୍ ପ୍ରାର୍ଥୀଙ୍କ ନାମ ଘୋଷଣା କରିବ ଆଇଆଇଏମ

ନୂଆଦିଲ୍ଲୀ: ଶିକ୍ଷାବର୍ଷ ୨୦୨୦-୨୨ ନିମନ୍ତେ ପ୍ରବନ୍ଧନରେ ସ୍ନାତକୋତ୍ତର ପାଇଁ ଆବେଦନ କରିଥିବା ପ୍ରତ୍ୟାଶୀଙ୍କ ସଂକ୍ଷିପ୍ତ ସୂଚୀ ମେ ୮ରେ ପ୍ରକାଶ ପାଇବ ବୋଲି ଭାରତୀୟ ପ୍ରବନ୍ଧନ ସଂସ୍ଥାନ (ଆଇଆଇଏମ) ପକ୍ଷରୁ ସୂଚନା ମିଳିଛି । କ୍ୟାଟ୍ - ୨୦୧୯ ପରୀକ୍ଷାଫଳ ପ୍ରକାଶିତ ହେବାର ୩ ମାସ ସତ୍ତ୍ୱେ…

ଲକଡ଼ାଉନ-୩ ପ୍ରଭାବ: ବାତିଲ ହେଲା IGNOU ଶେଷବର୍ଷ ବାର୍ଷିକ ପରୀକ୍ଷା

ଭୁବନେଶ୍ୱର: ପରିବର୍ଦ୍ଧିତ ଲକଡ଼ାଉନକୁ ନଜରରେ ରଖି ଆସନ୍ତା ଜୁନ ୧ ତାରିଖରେ ହେବାକୁ ଥିବା ଶେଷବର୍ଷ ପରୀକ୍ଷାକୁ ବାତିଲ କରାଯାଇଥିବା ଭୁବନେଶ୍ୱର IGNOU ଆଞ୍ଚଳିକ ନିର୍ଦ୍ଦେଶକ ଏସ କେ ତ୍ରିପାଠୀ ସୁଚନା ଦେଇଛନ୍ତି । ସଂଶୋଧିତ ତାରିଖର ସୁଚନା ପରୀକ୍ଷାର ପନ୍ଦର ଦିନ ପୁର୍ବରୁ…

ପିଲାଙ୍କୁ ପରାମର୍ଶ ଦେବ ହେଲ୍ପଲାଇନ ‘ଭରସା’

ଭୁବନେଶ୍ୱର: ଲକଡ଼ାଉନ ସମୟରେ ପିଲାଙ୍କୁ ମାନସିକ ଚାପମୁକ୍ତ କରିବ - ଭରସା । କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ଓଡ଼ିଶା ତତ୍ତ୍ୱାବଧାନରେ ନିର୍ମିତ ଏହି ହେଲ୍ପଲାଇନ ପିଲାଙ୍କ ମାନସିକ ତଥା ଭାବନାତ୍ମକ ଚାପ କୁ ହ୍ରାସ କରିବା ଦିଗରେ ସାହାଯ୍ୟ କରିବ । ଏହି ହେଲ୍ପଲାଇନ ମାଧ୍ୟମରେ ଯେ କୌଣସି…

ଜୁଲାଇ ୨୪ରେ +୩ ଶେଷ ବର୍ଷ ପରୀକ୍ଷା

ଭୁବନେଶ୍ୱର: ଆସନ୍ତା ଜୁଲାଇ ୨୪ରେ ହେବ ଯୁକ୍ତ ୩ ଶେଷବର୍ଷ ପରୀକ୍ଷା । ସେହିପରି ଅଗଷ୍ଟ ୨୦ରେ ପିଜି ଶେଷ ସେମିଷ୍ଟାର ପରୀକ୍ଷା ହେବ। ପିଜି ଆଡମିସନ ପାଇଁ ଏକକ ପରୀକ୍ଷା ସେପ୍ଟେମ୍ବରରୁ ଅକ୍ଟୋବର ମଧ୍ୟରେ ହେବ । ଏନେଇ ଆଜି ୧୧ଟି ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କ ସହ ଭିଡିଓ କନ୍‌ଫରେନ୍ସିଂରେ…

ସୋଆର ୯୩ ରୁ ୯୮ ପ୍ରତିଶତ ଛାତ୍ରଛାତ୍ରୀ ଅନଲାଇନରେ ପଢ଼ୁଛନ୍ତି ପାଠ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ଅଧୀନସ୍ଥ ବିଭିନ୍ନ ଶିକ୍ଷାନୁଷ୍ଠାନରେ ୯୩ ରୁ ୯୮ ପ୍ରତିଶତ ଛାତ୍ରଛାତ୍ରୀ ଅନଲାଇନ ଶିକ୍ଷା ଗ୍ରହଣ କରୁଛନ୍ତି । କରୋନା ମହାମାରୀକୁ ନେଇ ସାରା ଦେଶ ଏବେ ଲକଡାଉନରେ ଥିବାବେଳେ ଛାତ୍ରଛାତ୍ରୀଙ୍କର ପାଠପଢ଼ା ମଧ୍ୟ ବାଧାପ୍ରାପ୍ତ…

ଆସନ୍ତା ଶିକ୍ଷାବର୍ଷରୁ ସଡକ ସୁରକ୍ଷା ବିଷୟ ପଢିବେ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀ !

ଭୁବନେଶ୍ୱର: ୨୦୨୦-୨୧ ଶିକ୍ଷାବର୍ଷରୁ ଓଡିଶାର ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ବିଦ୍ୟାଳୟ ପାଠ୍ୟକ୍ରମରେ ସଡକ ସୁରକ୍ଷା ବିଷୟ ଅନ୍ତର୍ଭୂକ୍ତ ହେବାର ସମ୍ଭାବନା ନାହିଁ। ଗଣମାଧ୍ୟମକୁ ସୂଚନା ଦେଇ ବାଣିଜ୍ୟ ଏବଂ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ଯେ କୋଭିଡ-୧୯ର ମୁକାବିଲା ଲାଗି…

ଜୁଲାଇରେ ଜେଇଇ ମେନ୍ ଓ ନିଟ୍ ପରୀକ୍ଷା

ନୂଆଦିଲ୍ଲୀ: ଜେଇଇ ମେନ୍ ଓ ନିଟ୍ ପ୍ରବେଶିକା ପରୀକ୍ଷା ଲାଗି ଘୋଷଣା ହୋଇଛି ତାରିଖ । ଜୁଲାଇ ୧୮ରୁ ଜେଇଇ ମେନ୍ ପରୀକ୍ଷା ଅନୁଷ୍ଠିତ ହେବ । ଜୁଲାଇ ୧୮ରୁ ପରୀକ୍ଷା ଆରମ୍ଭ ହେବାକୁ ଥିବାବେଳେ ଏହା ୨୩ ପର‌୍ୟ୍ୟନ୍ତ ଚାଲିବ । ସେହିଭଳି ଜୁଲାଇ ୨୬ରୁ ନିଟ୍ ପରୀକ୍ଷା ଅନୁଷ୍ଠିତ ହେବ । ଏନେଇ ମାନବ…

ୟୁପିଏସ୍‌ସି ପ୍ରିଲିମିନାରୀ ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ: ସ୍ଥଗିତ ହେଲା ୟୁପିଏସ୍‌ସି ପ୍ରିଲିମିନାରୀ ପରୀକ୍ଷା । ଆସନ୍ତା ମେ’ ୩୧ ତାରିଖରେ ହେବାକୁ ଥିବା ୟୁପିଏସ୍‌ସି ପରୀକ୍ଷାକୁ ପରବର୍ତ୍ତୀ ବିଜ୍ଞପ୍ତି ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ କେନ୍ଦ୍ର ଜନସେବା ଆୟୋଗ ନିଷ୍ପତ୍ତି ନେଇଛି । ସୂଚନା ଅନୁସାରେ, ଆସନ୍ତା ୨୦ତାରିଖ ସୁଦ୍ଧା…

ସମସ୍ୟାକୁ ସୁଯୋଗରେ ପରିଣତ କରନ୍ତୁ ଛାତ୍ରଛାତ୍ରୀ: ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ କରୋନା ଯୋଗୁଁ ଜାରି ହୋଇଥିବା ଲକଡାଉନ୍ ପାଠପଢାରେ ବଡ ସମସ୍ୟା ସୃଷ୍ଟି କରିଛି । ତେବେ ଛାତ୍ରଛାତ୍ରୀ ଏହି ସମସ୍ୟାକୁ ସୁଯୋଗରେ ପରିଣତ କରନ୍ତୁ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଅନୁରୋଧ କରିଛନ୍ତି । ସେ କହିଛନ୍ତି, ଲକଡାଉନ୍ ସରିବା ପରେ ଜୁନ୍ ୧୭ ପରେ ଯେ କୌଣସି…

ଲକଡାଉନ ୨.୦: ମେ ୪ରୁ ହ୍ବାଟ୍ସଆପରେ ପାଠ ପଢିବେ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାରେ ଦ୍ୱିତୀୟ ଶ୍ରେଣୀରୁ ୧୦ମ ପର‌୍ୟ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ହ୍ବାଟ୍ସଆପ ମାଧ୍ୟମରେ ଇ-ଶିକ୍ଷା ଯୋଗାଇବା ପଦକ୍ଷେପ ସଫଳ ହେବା ପରେ ଓଡ଼ିଶା ସରକାର ଆସନ୍ତା ୪ ତାରିଖରୁ ସାରା ରାଜ୍ୟରେ ଶିକ୍ଷା ସଂଯୋଗ ମାଧ୍ୟମରେ ଏହି ସେବା ବୃଦ୍ଧି କରିବାକୁ ନିଷ୍ପତ୍ତି…