Latest Odisha News

BREAKING NEWS

Browsing Category

ଶିକ୍ଷା ଓ ନିଯୁକ୍ତି

Sikhya O Nijukti

ଭାଇରାଲ ହୋଇଥିବା ପ୍ରଶ୍ନପତ୍ର ଚଳିତ ବର୍ଷର ନୁହେଁ, ପୂର୍ବ ବର୍ଷର

ଭୁବନେଶ୍ୱର: ମାଟ୍ରିକ ପରୀକ୍ଷା ଆରମ୍ଭ ହେବାର ଘଂଟେ ନପୁରୁଣ ଧର୍ମଗଡରେ ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ ହୋଇଥିଲା । ମୋବାଇଲରୁ ମୋବାଇଲକୁ ଘୁରି ବୁଲିଥିଲା ମାତୃଭାଷା ପ୍ରଶ୍ନପତ୍ର । ତେବେ ଏହାରି ଭିତରେ ଏହି ପ୍ରଶ୍ନପତ୍ର ଚଳିତ ବର୍ଷର ନୁହେଁ, ପୂର୍ବ ବର୍ଷର ବୋଲି ଖବର ଆସିଛି । ପରୀକ୍ଷା…

ପୁଣି ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ!

ଭୁବନେଶ୍ୱର: ସବୁ ବ୍ୟବସ୍ଥା ମାରିଲା ଫେଲ୍ । ପୁଣି ଭାଇରାଲ ହେଲା ମାଟ୍ରିକ ପ୍ରଶ୍ନପତ୍ର । ପରୀକ୍ଷାର ପ୍ରଥମ ଦିନରେ ହିଁ ମୋବାଇଲରୁ ମୋବାଇଲ ଘୁରି ବୁଲୁଛି ମାତୃଭାଷା ପ୍ରଶ୍ନପତ୍ର । ଏପରି ଅଭିଯୋଗ ଆସିଛି କଳାହାଣ୍ଡି ଜିଲ୍ଲା ଧର୍ମଗଡରୁ । ତେବେ ଏହି ପ୍ରଶ୍ନପତ୍ର ଅସଲି କି ନକଲି ତାହା…

ଆଜିଠୁ ଆରମ୍ଭ ମ୍ୟାଟ୍ରିକ ପରୀକ୍ଷା; ୨,୭୬୩ଟି କେନ୍ଦ୍ରରେ ପରୀକ୍ଷା ଦେବେ ୫ ଲକ୍ଷ ୪୭ ହଜାର ପରିକ୍ଷାର୍ଥୀ

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହେଉଛି ମାଟ୍ରିକ ପରୀକ୍ଷା । ମୋଟ ୨ ହଜାର ୭୬୩ଟି କେନ୍ଦ୍ରରେ ପରୀକ୍ଷା ଦେବେ ୫ ଲକ୍ଷ ୪୭ ହଜାର ପରିକ୍ଷାର୍ଥୀ । ସକାଳ ୧୦ଟାରେ ପ୍ରଥମ ସିଟିଂ ପରୀକ୍ଷା ଆରମ୍ଭ ହେବ । ପ୍ରଥମ ଦିନ ରହିଛି ମାତୃଭାଷାରେ ପରୀକ୍ଷା। ଏନେଇ ମାଧ୍ୟମିକ ପରିଷଦ ପକ୍ଷରୁ ସମସ୍ତ ପ୍ରସ୍ତୁତି…

ଅପ୍ରେଲ ୫ ରୁ ୧୬ ତାରିଖ ପର୍ଯ୍ୟନ୍ତ ବିଶାଳ ଆର୍ମି ନିଯୁକ୍ତି ମେଳା

ଭୁବନେଶ୍ୱର: ଅପ୍ରେଲ ୫ ରୁ ୧୬ ତାରିଖ ପର୍ଯ୍ୟନ୍ତ ପାରାଦୀପ ସ୍ଥିତ ଗୋପବନ୍ଧୁ ଷ୍ଟାଡିୟମରେ ବିଶାଳ ଆର୍ମି ନିଯୁକ୍ତି ମେଳା ଆୟୋଜିତ ହେବ । କଟକ, ମୟୁରଭଞ୍ଜ, କେନ୍ଦ୍ରାପଡା, ଜଗତସିଂହପୁର, ନୟାଗଡ଼, ବାଲେଶ୍ଵର, ଖୋର୍ଦ୍ଧା, ଯାଜପୁର, ପୁରୀ ଓ ଭଦ୍ରକ ଆଦି ୧୦ ଟି ଜିଲ୍ଲାର ଇଛୁକ ପାର୍ଥିମାନେ…

ଓଡ଼ିଶାର ଶିକ୍ଷା ଉଦ୍ୟୋଗୀ ଡଃ ବିଜୟ ସାହୁଙ୍କୁ ମିଳିଲା ‘ଇଟି ନାଓ ବିଜିନେସ ଲିଡ଼ର୍ ଅଫ ଦି ଇୟର’ ଆୱାର୍ଡ଼

ଭୁବନେଶ୍ୱର: ଓଡ଼ିଶାର ବିଶିଷ୍ଟ ଶିକ୍ଷା ଉଦ୍ୟୋଗୀ ତଥା ‘ସାଇ ଇଣ୍ଟରନ୍ୟାସନାଲ’ ଗ୍ରୁପର ପ୍ରତିଷ୍ଠାତା ଡଃ ବିଜୟ କୁମାର ସାହୁଙ୍କୁ ରବିବାର ଦିନ ମୁମ୍ବାଇ ଇକୋନୋମିକ୍ସ ଟାଇମ୍ସର ‘ଇଟି ନାଓ ବିଜିନେସ ଲିଡ଼ର୍ ଅଫ ଦି ଇୟର’ ଆୱାର୍ଡ଼’ ପ୍ରଦାନ କରାଯାଇଛି । ଖ୍ୟାତନାମା ଧର୍ମଗୁରୁ ଗୌର ଗୋପାଳ ଦାସ…

ମାର୍ଚ୍ଚ ୧୭ରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଏକକ ପରୀକ୍ଷା ଆରମ୍ଭ: ମିଳିବ ରିପୋର୍ଟକାର୍ଡ଼

ଭୁବନେଶ୍ୱର: ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ଲାଗି ଓଡ଼ିଶା ସରକାରଙ୍କ ଗଣଶିକ୍ଷା ବିଭାଗ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ଆସନ୍ତା ମାର୍ଚ୍ଚ ୧୭ରୁ ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଏକକ ପରୀକ୍ଷା ଆସନ୍ତା ଆରମ୍ଭ ହେବ । ଏହି ପରୀକ୍ଷା ଗୁଡ଼ିକ ବୋଲି ସୂଚନା ମିଳିଛି । ପରୀକ୍ଷା…

ଫିକ୍ସିଂ ଅଭିଯୋଗ: ବଦଳିବ ୨୦ଟି ଯୁକ୍ତ ୨ ପରୀକ୍ଷା କେନ୍ଦ୍ର

ଭୁବନେଶ୍ୱର: ଯୁକ୍ତ ୨ ପରୀକ୍ଷା ପାଇଁ ବଦଳିବ ୨୦ଟି ପରୀକ୍ଷା କେନ୍ଦ୍ର । ଫିକ୍ସିଂ ଅଭିଯୋଗ ଆସିବା ପରେ ବିଜ୍ଞପ୍ତି ପ୍ରକାଶ ପାଇଥିବା ୧୧୪୨ କେନ୍ଦ୍ର ମଧ୍ୟରୁ ୨୦ଟି କେନ୍ଦ୍ର ପରିବର୍ତ୍ତନ କରାଯିବ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ପରିଚାଳନା କମିଟି ବୈଠକରେ ନିଷ୍ପତି ହୋଇଛି…

‘ସାଇ ଇଣ୍ଟରନ୍ୟାସନାଲ ସ୍କୁଲ’ରେ ଜୁନିଅର କନଫ୍ଲୁଏନ୍ସ-୨୦୨୦ ପାଳିତ

ଭୁବନେଶ୍ୱର: ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ପ୍ଳେ ସ୍କୁଲ୍ ସାଇ ଆଙ୍ଗନ୍‌ର ସାଂସ୍କୃତିକ ଉତ୍ସବ ଜୁନିୟର କନଫ୍ଲୁଏନ୍ସ-୨୦୨୦ ସ୍କୁଲର ଇନ୍ଦ୍ରପ୍ରସ୍ଥ ଅଡ଼ିଟୋରିଅମ୍ ପରିସରରେ ମହାସମାରୋହରେ ପାଳିତ ହୋଇଯାଇଅଛି । ଏହି ବାର୍ଷିକ ସାଂସ୍କୃତିକ କାର୍ଯ୍ୟକ୍ରମ ସ୍କୁଲର ପୂର୍ଣ୍ଣାଙ୍ଗ ଶିକ୍ଷା…

ଭୁବନେଶ୍ୱରର ‘ଜେଏସଏସ ଏସଟିପି’କୁ ମିଳିଲା ‘ଏସଟିପିଆଇ ଏକ୍ସପୋର୍ଟ’ ଆୱାର୍ଡ଼

ଭୁବନେଶ୍ୱର: ଭୁବନେଶ୍ୱରର ଜେଏସଏସ ସଫ୍ଟୱେୟାର ଟେକ୍ନୋଲୋଜି ପାର୍କସ (ଏସଟିପି)କୁ ମିଳିଛି ଏସଟିପିଆଇ ଏକ୍ସପୋର୍ଟ ଆୱାର୍ଡ଼ । ‘ହାଇୟେଷ୍ଟ କଣ୍ଟ୍ରିବ୍ୟୁସନ ଅଫ ଏକ୍ସପୋର୍ଟସ ଏଣ୍ଡ ଏମ୍ଳଏମେଣ୍ଟବାଏ ପ୍ରାଇଭେଟ ଏସଟିପିଆଇ ଆଇଟି ପାର୍କ’ କ୍ୟାଟେଗୋରୀରେ ଶୁକ୍ରବାର ଦିନ ‘ଜେଏସଏସ ଏସଟିପି’କୁ ଏହି…

ରାଜ୍ୟରେ ୫୮ହଜାର ୮୯ ସ୍କୁଲକୁ ମିଳିବ ସ୍ୱତନ୍ତ୍ର ଅନୁଦାନ: ଉପକୃତ ହେବେ ୬୦ଲକ୍ଷ ଛାତ୍ରଛାତ୍ରୀ !

ଭୁବନେଶ୍ୱର: ରାଜ୍ୟରେ ଶିକ୍ଷା ବ୍ୟବସ୍ଥାରେ ଆମୁଳଚୂଳ ପରିବର୍ତ୍ତନ ଆଣିବା ପାଇଁ ଶିକ୍ଷା ବିଭାଗ ଦୃଢ ପଦକ୍ଷେପ ଗ୍ରହଣ କରୁଛନ୍ତି । ଆବଶ୍ୟକତା ଅନୁଯାୟୀ, ସ୍କୁଲଗୁଡିକର ଅଭାବ ଦୂର କରିବା ପାଇଁ ବିଭାଗ ଯୋଜନା କରୁଥିବା ବେଳେ ରାଜ୍ୟର ଥିବା ସମସ୍ତ ୫୮ହଜାର ୮୯ଟି ସ୍କୁଲକୁ ସାମିଲ କରାଯାଇଛି ।…