Latest Odisha News

BREAKING NEWS

Browsing Category

ଶିକ୍ଷା ଓ ନିଯୁକ୍ତି

Sikhya O Nijukti

ଜୁନିୟର୍ କଲେଜରେ ପ୍ରସ୍ତୁତ ହେବ ଅଧ୍ୟାପକଙ୍କ ତାଲିକା; ବରିଷ୍ଠତା ଯାଞ୍ଚ କରିବ ସ୍କୁଲ ଓ ଗଣଶିକ୍ଷା ବିଭାଗ

ଭୁବନେଶ୍ୱର: ରାଜ୍ୟରେ ଥିବା ସବୁ ଜୁନିୟର କଲେଜରେ ଶିକ୍ଷାଦାନ କରୁଥିବା ଅଧ୍ୟାପକଙ୍କର ତାଲିକା ପ୍ରସ୍ତୁତ କରାଯିବ । ସେମାନଙ୍କ ମଧ୍ୟରୁ କେତେଜଣ ସରକାରୀ ଏବଂ କେତେ ଅନୁଦାନପ୍ରାପ୍ତ କଲେଜରେ ନିଯୁକ୍ତି ପାଇଛନ୍ତି ତାହା ମଧ୍ୟ ସ୍ପଷ୍ଟ କରାଯିବ । ତେବେ ଏହି ବ୍ୟବସ୍ଥାରେ କେବଳ ପଦାର୍ଥ…

ଏବେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପୂର୍ବରୁ ହେବ ପ୍ରି-ଏକଜାମ; ୪ଟି ବିଷୟ ଲାଗି ୩୦୦ ମାର୍କ !

ଭୁବନେଶ୍ୱର: ଛାତ୍ରଛାତ୍ରୀଙ୍କ ଲାଗି ରାଜ୍ୟ ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆରମ୍ଭ ହେବ ଏକ ଅଭିନବ ପ୍ରୟାସ । ଆସନ୍ତା ଶିକ୍ଷାବର୍ଷରୁ ଦ୍ୱାଦଶ ଶ୍ରେଣୀ ପରୀକ୍ଷାର ୬ମାସ ପୂର୍ବରୁ ଏକ ପ୍ରି-ଏକ୍‌ଜାମ୍ କରାଯିବ । ଯେଉଁଥିରେ ୪ଟି ବିଷୟ ଯଥା, ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ,…

ଗଣଶିକ୍ଷା ବିଭାଗର ଅଭିନବ ପ୍ରୟାସ: ଷଷ୍ଠରୁ ଦଶମ ଶ୍ରେଣୀ ପିଲାଙ୍କ ଲାଗି ହେବ କୋଶ୍ଚିନ ବ୍ୟାଙ୍କ୍‌

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍କୁଲ୍ ଛାତ୍ରଛାତ୍ରୀଙ୍କ ଲାଗି ଆରମ୍ଭ କରାଯାଇଛି ଅଭିନବ ପ୍ରୟାସ । ରାଜ୍ୟର ଷଷ୍ଠରୁ ଦଶମ ଶ୍ରେୀ ପିଲାଙ୍କ ଲାଗି ଗଣଶିକ୍ଷା ବିଭାଗ କରିବ କୋଶ୍ଚିନ ବ୍ୟାଙ୍କ । ଏପରିକି ଓଡ଼ିଆ ଭାଷା ସମେତ ୭ଟି ଆଞ୍ଚଳିକ ଭାଷାରେ ପ୍ରସ୍ତୁତି ହେବ…

ଏଥର ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ ହେଲେ ନିସ୍ତାର ନାହିଁ: ସମୀର ଦାଶ

ଭୁବନେଶ୍ୱର: ଏଥର ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ ହେଲ ଆଉ ନିସ୍ତାର ନାହିଁ । ଯେଉଁଠି ଭାଇରାଲ ହେବ, ସେଠି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସମ୍ପୃକ୍ତ ସେଂଟର ଦାୟିତ୍ୱରେ ଥିବା ଅଧିକାରୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ହେବ ବୋଲି ସ୍କୁଲ ଓ ଗଣ ଶିକ୍ଷାମନ୍ତ୍ରୀ ସମୀର ରଂଜନ ଦାସ କହିଛନ୍ତି ।…

ମେ’ ପ୍ରଥମ ସପ୍ତାହରେ ଓଜେଇଇ ପରୀକ୍ଷା; ଆଜିଠୁ ଅନଲାଇନ୍ ଆବେଦନ ଆରମ୍ଭ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ପରୀକ୍ଷା ମେ’ ପ୍ରଥମ ସପ୍ତାହରେ ଅନୁଷ୍ଠିତ ବୋକୁ ଯାଉଛି । ଏକ ବିଜ୍ଞପ୍ତିରେ ଓଜେଇଇ ଚେୟାରମ୍ୟାନ୍ ସୁଦୀପ କୁମାର ଚାନ୍ଦ କହିଛନ୍ତି ଯେ ମାର୍ଚ୍ଚ ୨୦ ତାରିଖ ମଧ୍ୟରେ ଛାତ୍ରଛାତ୍ରୀମାନେ…

ଓଡ଼ିଶା ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ପୋର୍ଟାଲ ଲଞ୍ଚ କଲା ‘ଓପିଏସସି’

କଟକ: ଓଡିଶା ଲୋକସେବା ଆୟୋଗ (ଓପିଏସସି) ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଓ ରେଜଲ୍ଟ ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିବା ନିମନ୍ତେ ବୁଧବାର ଦିନ ଏକ ୱେବ ପୋର୍ଟାଲ ଲଞ୍ଚ କରିଛନ୍ତି । ଓପିଏସସି ଅଧ୍ୟକ୍ଷ ଲକ୍ଷ୍ମୀ ଚରଣ ପଟ୍ଟନାୟକ କହିଛନ୍ତି ଯେ, www.opsc.gov.in ଜରିଆରେ ଆଶାୟୀ…

କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମ ଆୟୋଜିତ

କୋରାପୁଟ: ଫେବୃଆରୀ ୪ରୁ ୮ ତାରିଖ ପର୍ଯ୍ୟନ୍ତ କୋରାପୁଟ ସୁନାବେଡ଼ାସ୍ଥିତ କ୍ୟାମ୍ପସରେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ତରଫରୁ ଏକ ଭାରତ ଶ୍ରେଷ୍ଠ ଭାରତ ଦିବସ କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ଦେଶର ବିଭିନ୍ନ ରାଜ୍ୟର ବିବିଧ ସଂସ୍କୃତିର ଲୋକମାନଙ୍କୁ ଏକତ୍ରିତ କରିବା ଏବଂ ପାରସ୍ପରିକ…

ଶିକ୍ଷା କାର୍ଯ୍ୟାଳୟରେ ଥିବା ସମସ୍ତ କିରାଣୀଙ୍କ ହେବ ବଦଳି; ମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାରେ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ) ତଥା ବ୍ଲକ ଶିକ୍ଷା ଅଧିକାରୀଙ୍କ ଅଧିନରେ ଥିବା ସମସ୍ତ କିରାଣୀମାନଙ୍କ ଅନ୍ୟସ୍ଥ୍‌ାନକୁ ବଦଳି କରାଯିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଏସମ୍ପର୍କରେ ସୂଚନାଦେଇ ମଙ୍ଗଳବାର ଦିନ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର…

ସିଏ ଫାଉଣ୍ଡେସନ୍ ପରୀକ୍ଷାରେ ଓଡିଆ ଝିଅ ଟପ୍ପର

ଭୁବନେଶ୍ୱର: ସର୍ବଭାରତୀୟ ଚାଟାର୍ଡ ଆକାଉଣ୍ଟାଣ୍ଟ୍ ଫାଉଣ୍ଡେସନ୍ ପରୀକ୍ଷାରେ ୯୧.୨୫ ପ୍ରତିଶତ ମାର୍କ ରଖି ଟପ୍ପର ହୋଇଛନ୍ତି କଳାହାଣ୍ଡିର ଝିଅ ସାଇନା ଅଗ୍ରୱାଲ୍ । ଇନଷ୍ଟିଚ୍ୟୁଟ୍ ଅଫ୍ ଚାଟାର୍ଡ ଆକାଉଣ୍ଟସ୍ ଅଫ୍ ଇଣ୍ଡିଆ (ଆଇସିଏଆଇ) ଦ୍ୱାରା ସୋମବାର ଦିନ ପରୀକ୍ଷା ଫଳାଫଳ ଘୋଷିତ…

ସୋଆ ସାହିତ୍ୟ ଉତ୍ସବ: କବିତାକୁ ବ୍ୟାପକ କରିବାକୁ ଡଃ ରମାକାନ୍ତ ରଥଙ୍କ ମତ

ଭୁବନେଶ୍ୱର: କବିତାକୁ ସାଧାରଣ ପାଠକଙ୍କ ମଧ୍ୟରେ ବ୍ୟାପକ କରିବାର ଆବଶ୍ୟକତା ରହିଛି ବୋଲି ମତ ପ୍ରକାଶ କରିଛନ୍ତି ବିଶିଷ୍ଟ କବି ଡଃ ରମାକାନ୍ତ ରଥ । ଦୁଇ ଦିନିଆ ପ୍ରଥମ ସୋଆ ସାହିତ୍ୟ ଉତ୍ସବରେ ପ୍ରାୟ ୧୦୦ ଜଣ ଲେଖକ, କବି, ଭାଷାକାର ଓ ସମାଲୋଚକ ଯୋଗ ଦେଇଥିବା ବେଳେ ରବିବାର ଏହାର ଉଦ୍‌ଯାପନୀ…