Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

Busts Pakistan-Linked Terror Module: ଆତଙ୍କବାଦୀ ଷଡ଼ଯନ୍ତ୍ର ପଣ୍ଡ; ୫ ଆତଙ୍କୀ ଗିରଫ, IED ତିଆରି ସାମଗ୍ରୀ…

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ଚାଲିଥିବା କାର୍ଯ୍ୟାନୁଷ୍ଠାନରେ ଦିଲ୍ଲୀ ପୋଲିସକୁ ଆଉ ଏକ ବଡ଼ ସଫଳତା ମିଳିଛି। ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସେଲ୍ ଦେଶର ବିଭିନ୍ନ ରାଜ୍ୟରୁ ପାଞ୍ଚ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି। ଏହି ଅଭିଯୁକ୍ତମାନଙ୍କଠାରୁ IED ତିଆରିରେ ବ୍ୟବହୃତ ସାମଗ୍ରୀ ମଧ୍ୟ…

Nepal Violence: ନେପାଳରେ ଫସିଛନ୍ତି ୨୩ ଓଡିଆ ପର୍ଯ୍ୟଟକ

ଭୁବନେଶ୍ୱର: ଗତ କିଛି ଦିନ ଧରି ନେପାଳରେ ଚାଲିଥିବା ହିଂସା ଏବେ ଟିକେ ଶାନ୍ତ ହେଉଛି । ସୋସିଆଲ ମିଡିଆ ଉପରେ ପ୍ରତିବନ୍ଧକ ଏବଂ ଦୁର୍ନୀତି ବିରୋଧରେ ଜେନ-ଜେଡ୍ ଯୁବପିଢ଼ିଙ୍କ ପ୍ରଦର୍ଶନ ପରେ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ହେଲେ ଏବେ ବି ନେପାଳରେ…

Sarapancha Suspended: ସରକାରୀ ଟଙ୍କା ଆତ୍ମସାତ କରି ନିଲମ୍ବିତ ହେଲେ ସରପଞ୍ଚ

ଭଦ୍ରକ: ଦୁର୍ନୀତି ବିରୋଧରେ ପୁଣି କଡ଼ା କାର୍ଯ୍ୟାନୁଷ୍ଠାନ। ନିଲମ୍ବିତ ହେଲେ ସରପଞ୍ଚ। ଭଦ୍ରକ ଚାନ୍ଦବାଲି ବ୍ଲକ ଗୋପୀନାଥପୁର ପଞ୍ଚାୟତ ସରପଞ୍ଚ ବାପୁନ ବାରିକଙ୍କୁ ନିଲମ୍ବନ କଲେ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ସଚିବ। ଜାତୀୟ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନାରେ ୮ଜଣ ନାବାଳକ ଓ…

PM Visit Odisha: ଖୁବ ଶୀଘ୍ର ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ୱର: ଖୁବ ଶୀଘ୍ର ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି। ଚଳିତ ମାସ ଶେଷରେ ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଓଡ଼ିଶା ଆସିବା ପାଇଁ ଆମନ୍ତ୍ରଣ ଦିଆଯାଇଛି। କେଉଁ ତାରିଖରେ ଓଡ଼ିଶା ଆସିବେ ତାହା କିଛି ଦିନ ମଧ୍ୟରେ ସ୍ପଷ୍ଟ ହୋଇପାରେ। ମାସ ଶେଷ ଆଡ଼କୁ, ଅର୍ଥାତ…

Physiotherapists Not Doctors: ଫିଜିଓଥେରାପିଷ୍ଟ ଡାକ୍ତର ନୁହଁନ୍ତି, ବ୍ୟବହାର କରିପାରିବେ ନାହିଁ…

ନୂଆଦିଲ୍ଲୀ: ଫିଜିଓଥେରାପିଷ୍ଟ ନୁହନ୍ତି ଡାକ୍ତର । ସେମାନେ Dr. ପ୍ରିଫିକ୍ସ ବ୍ୟବହାର କରିପାରିବେ ନାହିଁ । ସ୍ୱାସ୍ଥ୍ୟ ସେବା ମହାନିର୍ଦ୍ଦେଶାଳୟ ଫିଜିଓଥେରାପିଷ୍ଟଙ୍କ ପାଇଁ "ଡାକ୍ଟର" ପ୍ରିଫିକ୍ସ ବ୍ୟବହାରକୁ ହଟାଇବା ପାଇଁ ନୂତନ ଫିଜିଓଥେରାପି ପାଠ୍ୟକ୍ରମରେ ପରିବର୍ତ୍ତନ କରିବାକୁ କହିଛି,…

ରାଜ୍ୟରେ ସାରର କୌଣସି ଅଭାବ ନାହିଁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଲୋକସେବା ଭବନ ଠାରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟରେ ସାର ଯୋଗାଣ ସ୍ଥିତିର ସମୀକ୍ଷା କରି ସମସ୍ତ ଜିଲ୍ଲାରେ ଥିବା ପ୍ୟାକ୍ସ ଏବଂ ଲ୍ୟାମ୍ପ୍‌ସ ଜରିଆରେ ସାର ଆବଣ୍ଟନ କାର୍ଯ୍ୟକୁ ଠିକ ଭାବରେ ତଦାରଖ କରିବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତ ଜିଲ୍ଲାପାଳଙ୍କୁ କଡାକଡି…

Trump-Netanyahu: ଆମେରିକାକୁ ପ୍ରଶଂସା, ନେତାନ୍ୟାହୁଙ୍କୁ ନିନ୍ଦା?

ନୂଆଦିଲ୍ଲୀ: ଇସ୍ରାଏଲ ମଙ୍ଗଳବାର କତାର ରାଜଧାନୀ ଦୋହା ଉପରେ ବଡ ବିମାନ ଆକ୍ରମଣ କରିଛି। ଦୋହାରେ ଇସ୍ରାଏଲର ଆକ୍ରମଣ ପାଇଁ ନେତାନ୍ୟାହୁଙ୍କୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡିଛି । ହେଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଦୋହାରେ ସାମରିକ ଆକ୍ରମଣକୁ ଯଥାର୍ଥ କହିଛନ୍ତି।…

Harishankar Rout Quits BJD: ‘ ଆଗକୁ ଭାଙ୍ଗିଯିବ ବିଜେଡି’, କହି ଦଳ ଛାଡିଲେ ଛାତ୍ର ନେତା

ଭୁବନେଶ୍ବର: ଆଗକୁ ବିଜେଡି ଭାଙ୍ଗିଯିବ । ଆଜି କିଛି ଏପରି ଅଭିଯୋଗ କରି ଦଳ ଛାଡିଛନ୍ତି ପୂର୍ବତନ ଛାତ୍ର ନେତା ହରିଶଙ୍କର ରାଉତ । ତିନି ଫର୍ଦ୍ଦର ଅଭିଯୋଗ ଦାଖଲ କରି ସେ ଦଳ ଛାଡିଛନ୍ତି । ହରିଶଙ୍କର ଦଳୀୟ ଆଭ୍ୟନ୍ତରୀଣ ଗୋଷ୍ଠୀ ବିବାଦକୁ କାରଣ ଦର୍ଶାଇ ଏବଂ ବରିଷ୍ଠ ବ୍ୟୁରୋକ୍ରାଟରୁ…

Odisha police: ଅପରେସନ୍ ପ୍ରହାର: ନିଶାଦ୍ରବ୍ୟ ଚୋରା ଚାଲାଣ ମାମଲାରେ ୭ଦିନରେ ୧୫୭ ଗିରଫ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟକୁ ନିଶାମୁକ୍ତ କରିବା ତଥା ନିଶା କାରବାର ଉପରେ ରୋକ ଲଗାଇବା ପାଇଁ ଓଡିଶା ପୋଲିସ ତରଫରୁ "ଅପରେସନ୍ ପ୍ରହାର" ଆରମ୍ଭ କରାଯାଇଛି। ଗତ ୧ ତାରିଖରୁ ୦୭ ତାରିଖ ମଧ୍ୟରେ ରାଜ୍ୟର ସମସ୍ତ ଜିଲ୍ଲା ପୋଲିସ ଏହି ଅଭିଯାନରେ ସାମିଲ ହୋଇ ବିଭିନ୍ନ…

Nepal Gen Z divided: ନେପାଳ ଜେନ୍-ଜେଡରେ ଫାଟ! ଅନ୍ତରୀଣ ସରକାର ରେସରେ କୁଲମାନ ଘିସିଂଙ୍କ ଏଣ୍ଟ୍ରି….ଭାରତ ସହିତ…

କାଠମାଣ୍ଡୁ: ନେପାଳରେ ଏବେ ସ୍ଥିତି ସୁଧୁରିଥିବା ବେଳେ ଏକ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ ପାଇଁ ପ୍ରସ୍ତୁତି ଚାଲିଛି। ପ୍ରଧାନମନ୍ତ୍ରୀ ପଦ ପାଇଁ ଅନେକ ଦାବିଦାରଙ୍କ ନାମ ବାହାରକୁ ଆସୁଛି। ଜେନ ଜେଡ ପୂର୍ବତନ ମୁଖ୍ୟ ବିଚାରପତି ସୁଶୀଳା କାର୍କିଙ୍କ ପରେ, ନେପାଳର ପ୍ରଧାନମନ୍ତ୍ରୀ ପଦ ପାଇଁ…