Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

Trump Warns China: ‘୨୦୦% ପର୍ଯ୍ୟନ୍ତ ଶୁଳ୍କ, ଚୀନକୁ ଧ୍ୱଂସ କରିଦେବ’, କାହିଁକି ଜିନପିଙ୍ଗଙ୍କୁ…

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର କହିଛନ୍ତି ଯେ ଚୀନ୍ ଆମେରିକାକୁ ଚୁମ୍ବକ ଦେବାକୁ ପଡିବ। ଯଦି ଏହା ନକରେ, ତେବେ ସେମାନଙ୍କ ଉପରେ ୨୦୦ ପ୍ରତିଶତ ଶୁଳ୍କ କିମ୍ବା ଅନ୍ୟ କିଛି ଲାଗୁ କରିବାକୁ ପଡିବ। ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ବିବାଦ ମଧ୍ୟରେ, ଚୀନ୍ ବିରଳ ଚୁମ୍ବକ…

Indian Pangolin: କ୍ରାଇମବ୍ରାଞ୍ଚ ଏସଟିଏଫ କବ୍‌ଜାରେ ବଜ୍ରକାପ୍ତା ବେପାରୀ, ଲକ୍ଷାଧିକ ଟଙ୍କାର କାତି ଜବତ

ଭୁବନେଶ୍ବର: କ୍ରାଇମବ୍ରାଞ୍ଚ STF କବ୍‌ଜାରେ ବଜ୍ରକାପ୍ତା ବେପାରୀ। ବୌଦ୍ଧରୁ ଆଣି ଭୁବନେଶ୍ବରରେ ବିକୁଥିବା ବେଳେ ମାଡ଼ିବସିଲା ଏସଟିଏଫ। ଲକ୍ଷାଧିକ ଟଙ୍କାର ବଜ୍ରକାପ୍ତା ଅଙ୍ଗ ଜବତ ସହ ଅଭିଯୁକ୍ତ ଗିରଫ। ଗିରଫ ବ୍ୟକ୍ତି ହେଲେ ବୌଦ୍ଧ ଜିଲ୍ଲା ଗୋଛାବାଡର ସ୍ବାଭିମାନ ନାୟକ। ସେ ଜୀବନ୍ତ…

Malaria Awareness: ମଶାରି ବ୍ୟବହାର ପାଇଁ ଅଭିନବ ପ୍ରୟାସ: ପ୍ରତିଦିନ ଘଣ୍ଟ ମାରି ସଚେତନ କରୁଛନ୍ତି ଆଶାକର୍ମୀ

ରାୟଗଡ଼ା: ରାୟଗଡ଼ା ଜିଲ୍ଲାରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିଲା ବେଳେ ଦୁର୍ଗମ ଅଞ୍ଚଳରେ ଜଣେ ଆଶା ଦିଦିଙ୍କ ମ୍ୟାଲେରିଆରୁ ଗ୍ରାମବାସୀଙ୍କୁ ଦୂରେଇ ରଖିବାକୁ ଏକ ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି। ରାୟଗଡ଼ା ଜିଲ୍ଲା ବୈରାଗୀ ହାଲୁଆ ପଞ୍ଚାୟତରେ ଗୋସେଇଁ କଣ୍ଟୁଆ ଗ୍ରାମର ଆଶା…

Soumyaranjan Patnaik: ଫେରିଲା ପାଣ୍ଡିଆନ୍ ଚର୍ଚ୍ଚା: ବର୍ଷିଲେ ସୌମ୍ୟରଞ୍ଜନ ପଟ୍ଟନାୟକ…

ଭୁବନେଶ୍ୱର: ରାଜ୍ୟରେ ପୁଣି ପାଣ୍ଡିଆନ୍ ତାତି। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ହସ୍ପିଟାଲରେ ଥିବା ବେଳୁ ପୂର୍ବତନ ୫ଟି ସଚିବ ଭିକେ ପାଣ୍ଡିଆନଙ୍କୁ ନେଇ ଜୋରଦାର ଚର୍ଚ୍ଚା ହୋଇଆସୁଛି। ବିଜେଡିରେ ପାଣ୍ଡିଆନ୍ ଫ୍ୟାକ୍ଟର ନେଇ ପୁଣି ବର୍ଷିଛନ୍ତି ରାଜନେତା ସୌମ୍ୟରଞ୍ଜନ ପଟ୍ଟନାୟକ।…

ଆନ୍ଦୋଳନ ସ୍ଥଗିତ ରଖିଲା ଅମଲା ସଂଘ, ଆଜିଠୁ କାର୍ଯ୍ୟରେ ଦେବେ ଯୋଗ

ଭୁବନେଶ୍ୱର: ଆନ୍ଦୋଳନ ସ୍ଥଗିତ ରଖିଲା ଅମଲା ସଂଘ। ୧୫ ଦିନ ପରେ ଅମଲା ଆନ୍ଦୋଳନ ସ୍ଥଗିତ। ଆନ୍ଦୋଳନ ସ୍ଥଗିତ ନେଇ ଅମଲା ସଂଘ ସଭାପତିଙ୍କ ସୂଚନା। ସରକାରଙ୍କ ପ୍ରତିଶ୍ରୁତି ପରେ ଅମଲା ଆନ୍ଦୋଳନ ସ୍ଥଗିତ। ଏଥିସହ ବନ୍ୟା ସ୍ଥିତି ଓ ପୂଜା ପାର୍ବଣକୁ ଦୃଷ୍ଟିରେ ରଖି ମଧ୍ୟ ନିଷ୍ପତ୍ତି ନିଯାଇଛି।…

OTET Paper leak: ଓଟିଇଟି ପେପର୍ ଲିକ୍ ମାମଲା: ଦୁଇ ଅଭିଯୁକ୍ତଙ୍କ ଜାମିନ ଆବେଦନକୁ ଖାରଜ କଲେ କୋର୍ଟ

କଟକ: ଓଡିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (OTET) ପ୍ରଶ୍ନପତ୍ର ଲିକ୍ ମାମଲାରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି କଟକ କୋର୍ଟ। କଟକର ଅତିରିକ୍ତ ଜିଲ୍ଲା ଏବଂ ସେସନ୍ସ ଜଜ୍ ଦୁଇ ଅଭିଯୁକ୍ତ ଜିତନ ମହାରଣା ଏବଂ ପ୍ରଶାନ୍ତ ଖମାରୀଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି। ମାଧ୍ୟମିକ ଶିକ୍ଷା…

କେବଳ ଲିଭରରେ ନୁହେଁ ,କିଡନୀରେ ମଧ୍ୟ ହୁଏ ଫ୍ୟାଟ; ଜାଣନ୍ତୁ କାରଣ…

ଭୁବନେଶ୍ବର: ଫ୍ୟାଟି କିଡନୀ ରୋଗ ହେଉଛି ଏକ ଅବସ୍ଥା ଯେଉଁଥିରେ କିଡନୀ ଟିସୁରେ ଅତିରିକ୍ତ ଚର୍ବି ଜମା ହୋଇଯାଏ। ଏହା ମୁଖ୍ୟତଃ ଏପରି ଲୋକଙ୍କଠାରେ ଦେଖାଯାଏ ଯେଉଁମାନେ ଶାରୀରିକ କାର୍ଯ୍ୟକଳାପ କରି ନଥାନ୍ତି, ଜଙ୍କଫୁଡ୍ ଏବଂ ଅତ୍ୟଧିକ ଚିନି କିମ୍ବା ତେଲଯୁକ୍ତ ଖାଦ୍ୟ ବ୍ୟବହାର ଭଳି…

Ama Sasana Byabastha: ରାଜ୍ୟରେ ‘ଆମ ଶାସନ ବ୍ୟବସ୍ଥା’ ଆରମ୍ଭ, ଲୋକଙ୍କ ଅଭିଯୋଗ ଶୁଣିବେ ଖୋଦ୍…

ଭୁବନେଶ୍ୱର: ଆଜିଠୁ ‘ଆମ ଶାସନ ବ୍ୟବସ୍ଥା ଆରମ୍ଭ ହେବାକୁ ଯାଉଛି। ବିଜେଡି ସରକାର ଅମଳରେ ଯେପରି ୫ଟି-ମୋ ସରକାର ଚାଲିଥିଲା ସେହିପରି ଢାଞ୍ଚାରେ ଏହି ‘ଆମ ଶାସନ କାର୍ଯ୍ୟକାରୀ ହେବ। ଲୋକଙ୍କ ଅଭିଯୋଗ ଶୁଣିବେ ଖୋଦ୍ ମୁଖ୍ୟମନ୍ତ୍ରୀ ଓ ପ୍ରଶାସନ। ଏଥିରେ ୫-ଟି ଅଧ୍ୟକ୍ଷ କି ସଚିବ ଭଳି ପଦବି…

Amala Sangha strike: ଅମଲାଙ୍କୁ କଡ଼ା ତାଗିଦ୍: ଧାରଣାରେ ଥିବା ରାଜସ୍ୱ କର୍ମଚାରୀଙ୍କ ଉପରେ ହେବ ଶୃଙ୍ଖଳାଗତ…

ଭୁବନେଶ୍ୱର: ରାଜସ୍ୱ ଅମଲାମାନଙ୍କ ସମୂହ ଛୁଟିକୁ ନେଇ କ୍ଷୁବ୍ଧ ରାଜସ୍ବ ଓ ବିପର୍ଯ୍ୟନ ପରିଚଳାନା ବିଭାଗ। ଜିଲ୍ଲାସ୍ତରରେ ରାଜସ୍ୱ ଅମଲା କର୍ମଚାରୀଙ୍କ ଧର୍ମଘଟ ଓ ସମୂହ ଛୁଟି ସମ୍ପର୍କରେ ଜିଲ୍ଲାପାଳମାନଙ୍କୁ ଦିଆଯାଇଥିବା ନିର୍ଦ୍ଦେଶ ଅନୁଯାୟୀ ଓଡିଶା ସରକାର ଜିଲ୍ଲାପାଳମାନଙ୍କୁ ଆକ୍ସନ୍…

Udaygiri And Himgiri: ଆହୁରି ବଳଶାଳୀ ହେବ ଭାରତୀୟ ନୌସେନା, ଯୋଗଦେବ INS ହିମଗିରି ଏବଂ INS ଉଦୟଗିରି, ଜାଣନ୍ତୁ…

ନୂଆଦିଲ୍ଲୀ: ଆଜି ଭାରତୀୟ ନୌସେନା ସମୁଦ୍ରର ଦୁଇଟି ସେଣ୍ଟିନେଲ୍, INS ଉଦୟଗିରି ଏବଂ INS ହିମଗିରି ପାଇବାକୁ ଯାଉଛି। ଏହା ପ୍ରଥମ ଥର ଯେ ଦୁଇଟି ଭାରତୀୟ ଜାହାଜରେ ନିର୍ମିତ ଦୁଇଟି ଯୁଦ୍ଧଜାହାଜକୁ ଏକକାଳୀନ ନୌସେନାରେ ସାମିଲ କରାଯାଉଛି। ଏହା ସହିତ ଭାରତ ପାଖରେ ଏକ ତିନି-ଫ୍ରିଗେଟ୍…