Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ପାର୍ବଣ ପାଇଁ ସୁରକ୍ଷା କଡ଼ାକଡ଼ି, ଏଥର ଟ୍ୱିନସିଟିରେ ୬୧ ପ୍ଲାଟୁନ୍ ଫୋର୍ସ ମୁତୟନ

ଭୁବନେଶ୍ୱର: ପାର୍ବଣ ପାଇଁ କଟକ-ଭୁବନେଶ୍ୱରରେ ସୁରକ୍ଷା କଡ଼ାକଡ଼ି। ସାମ୍ୱାଦିକ ସମ୍ମିଳନୀରେ ପୋଲିସ୍ କମିଶନର ଦେଇଛନ୍ତି ସୂଚନା। ଏଥର ଟ୍ୱିନସିଟିରେ ମୁତୟନ ହେବେ ୬୧ ପ୍ଲାଟୁନ୍ ଫୋର୍ସ। ପୋଲିସ ସହ ୨୦ ପ୍ଲାଟୁନ୍ ହୋମଗାର୍ଡ ମୁତୟନ ହେବେ। ମୋଟ ୧୯୩ ମଣ୍ଡପ ପାଇଁ ସୁରକ୍ଷା ବ୍ୟବସ୍ଥା ହୋଇଛି।…

Asia Cup 2025 Controversy: ବୟକଟରୁ ଟ୍ରଫି ଚୋରି ଯାଏଁ…ବିବାଦରେ ଏସିଆ କପ୍: ବେଇଜ୍ଜତ୍ ଭୁଲି ପାରିବନି…

ନୂଆଦିଲ୍ଲୀ: ଏସିଆ କପ୍ ୨୦୨୫ ଟାଇଟେଲ ଜିତିଲା ଭାରତ । ପ୍ରଥମ ଥର ପାଇଁ ଫାଇନାଲରେ ପାକିସ୍ତାନ ସହ ମୁହାଁମୁହିଁ ହୋଇଥିବା ଟିମ୍ ଇଣ୍ଡିଆ ୫ ୱିକେଟରେ ଟିମ୍ ପାକିସ୍ତାନକୁ ହରାଇ ନବମ ଥର ପାଇଁ ଏସିଆ ଦଖଲ କରିଛି ଭାରତ । ତେବେ ଟସ୍ ପଡିବା ଠାରୁ ଆରମ୍ଭ କରି ଫାଇନାଲରେ ଭାରତ ମୁକୁଟ ପିନ୍ଧିବା…

ଆପ୍ ଷ୍ଟୋରରେ ନମ୍ବର ୱାନ୍ ଆପ୍ ହେଲା Arattai; ଦେଶୀ ମେସେଜିଂ ଆପ୍ ହ୍ୱାଟ୍ସଆପ୍ କୁ ଦେବ ଟକ୍କର

ନୂଆଦିଲ୍ଲୀ: ଭାରତୀୟ ଟେକ୍ କମ୍ପାନୀ Zoho ଏକ Arattai ନାମକ ଏକ ନୂତନ ମେସେଜିଂ ଏବଂ କଲିଂ ଆପ୍ ଲଞ୍ଚ କରିଛି, ଯାହାକୁ ହ୍ୱାଟସଆପର ଏକ ଭାରତୀୟ ବିକଳ୍ପ ଭାବରେ ପ୍ରଚାର କରାଯାଉଛି। ଏହା ଭଏସ୍ ଏବଂ ଭିଡିଓ କଲିଂ, ଗ୍ରୁପ୍ ଚାଟ୍, ଚ୍ୟାନେଲ୍, ଷ୍ଟୋରି ଏବଂ ଅନଲାଇନ୍ ମିଟିଂ ଭଳି ଫିଚର ପ୍ରଦାନ…

Cuttack Bali Yatra: ଉପର ପଡ଼ିଆରେ ବି ହେବ ବାଲିଯାତ୍ରା

କଟକ: ଐତିହାସିକ ବାଲିଯାତ୍ରାକୁ ନେଇ ବିଚାର କରୁଛି ଜିଲ୍ଲା ପ୍ରଶାସନ। ଉପର ପଡ଼ିଆରେ ହୋଇପାରେ ବାଲିଯାତ୍ରା। ଏନେଇ କୋର୍ଟଙ୍କୁ ଦିଆଯିବ ସତ୍ୟପାଠ। ରୂପରେଖ କ’ଣ ହେବ କୋର୍ଟଙ୍କୁ ଅବଗତ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ଜିଲ୍ଲାପାଳଙ୍କ ଆବାସିକ ବାସଭବନରେ ବସିଥିବା ବୈଠକରେ ନିଷ୍ପତ୍ତି…

Odisha Cabinet: ୪ଟି ପ୍ରସ୍ତାବକୁ କ୍ୟାବିନେଟ୍ ମୋହର, ମହିଳା କର୍ମଚାରୀ ଚାହିଁଲେ କରିପାରିବେ ଓଭରଟାଇମ୍‌

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟ୍ ବୈଠକରେ ୪ଟି ପ୍ରସ୍ତାବ ଉପରେ ମୋହର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବସିଥିଲା ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ। ବୈଠକରେ ମୁଖ୍ୟ ଶାସନ ସଚିବଙ୍କ ସମେତ ବିଭାଗୀୟ ମନ୍ତ୍ରୀ ଓ ସତିବ ଉପସ୍ଥିତ ଥିଲେ। ବୈଠକରେ ୪ଟି…

Illegal Cough Syrup: ବିସ୍କୁଟ ଦୋକାନରେ ବେଆଇନ କଫ୍ ସିରପ୍ ବେପାର, ମାଡ଼ି ବସିଲା ଅନୁଗୁଳ NTPC ପୋଲିସ

ଅନୁଗୁଳ: ବିସ୍କୁଟ ଦୋକାନରେ ଚାଲିଛିଲା ବେଆଇନ କଫ୍ ସିରପ୍ ବେପାର। ମାଡିବସିଲା ପୋଲିସ। ବିସ୍କୁଟ ଦୋକାନରେ ମାଆ-ପୁଅ ଆରମ୍ଭ କରିଥିଲେ ବେଆଇନ କଫ୍ ସିରପ୍ ବେପାର। ବିଶେଷ ସୂତ୍ରରୁ ଖବର ପାଇ ମାଡ଼ି ବସିଲା ଅନୁଗୁଳ NTPC ପୋଲିସ । ଦୋକାନରୁ ଜବତ କଲା ୬୯୭ ବୋତଲ କଫ୍ ସିରପ୍ । NDPS ଆକ୍ଟ…

Karur Stampede: କରୁର ଦଳାଚକଟା ପାଇଁ ଦାୟୀ କିଏ?, ସିବିଆଇ ତଦନ୍ତ ଦାବି କଲା ଟିଭିକେ, ଶୁଣାଣି କରିବେ କୋର୍ଟ, …

କରୁର: ଶନିବାର ତାମିଲନାଡୁର କରୁରରେ ଏକ ଟିଭିକେ (ତମିଲାଗା ଓ୍ବେତ୍ରି କଝଗମ) ରାଲି ସମୟରେ ଘଟିଥିବା ଦଳାଚକଟା ସମଗ୍ର ରାଜ୍ୟକୁ ଚକିତ କରିଦେଇଛି। ଏହି ଦୁଃଖଦ ଘଟଣା ୪୦ ଜଣଙ୍କ ମୃତ୍ୟୁ ଏବଂ ୬୦ ରୁ ଅଧିକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ମହିଳା ଏବଂ ପିଲାମାନେ ଥିଲେ। ଅଭିନେତାରୁ…

ପରାଜୟ ସମ୍ଭାଳି ପାରିଲାନି ପାକ, ରାଗିକି ଚେକ୍ ଫୋପାଡ଼ିଦେଲେ କ୍ୟାପଟେନ…

ନୂଆଦିଲ୍ଲୀ: ଏସିଆ କପ୍ ୨୦୨୫ରେ ଟାଇଟଲ ଜିତି ଟିମ୍ ଇଣ୍ଡିଆ ନବମ ଥର ପାଇଁ ବିଜେତା ହୋଇଛି। ତେବେ ଫାଇନା ରେ ଇଣ୍ଡିଆ ସହ ପାକିସ୍ତାନର ମୁକାବିଲା ହୋଇଥିଲା। ଯେଉଁଥିରେ ପାକିସ୍ତାନ ହାରର ସାମ୍ନା କରିଥିଲା। ତେବେ ପରାଜୟକୁ ସହଜରେ ଗ୍ରହଣ କରି ନପାରି ପାକିସ୍ତାନ ଅଧିନାୟକ ସଲମାନ ଆଗା…

Ind vs Pak: ହରାଇବା ପରେ ପାକିସ୍ତାନୀ ଖେଳାଳିଙ୍କୁ ଏମିତି ପରିହାସ କରିଥିଲା ଟିମ୍ ଇଣ୍ଡିଆ, ଭାଇରାଲ ହେଉଛି ସଞ୍ଜୁ…

ନୂଆଦିଲ୍ଲୀ: ଏସିଆ କପ୍ ୨୦୨୫ରେ ପାକିସ୍ତାନ ଥରେ କି ଦୁଇଥର ନୁହେଁ, ବରଂ ତିନିଥର ଭାରତର ହାତରେ ପରାଜୟ ବରଣ କରିଥିଲା। ଏହିପରି, ଟିମ୍ ଇଣ୍ଡିଆ ଗୋଟିଏ ବି ମ୍ୟାଚ୍‌ ନ ହାରି ୨୦୨୫ ଏସିଆ କପ୍ ଟାଇଟଲ୍ ଜିତିଥିଲା। ଟିମ୍ ଇଣ୍ଡିଆ ୯ମ ଥର ପାଇଁ ଏସିଆ କପ୍ ଟାଇଟଲ୍ ଜିତିଥିଲା। ଏସିଆ କପ୍ ଇତିହାସରେ…

Ind defeat Pak: ଏସିଆ କପରେ ବି ହାରିକି ଗୁମୁରି କାନ୍ଦୁଛି ପାକିସ୍ତାନ, ପ୍ରଧାନମନ୍ତ୍ରୀଙ୍କ ପରେ, କ୍ରୀଡ଼ା ମନ୍ତ୍ରୀ…

ନୂଆଦିଲ୍ଲୀ: ଏସିଆ କପ୍ ୨୦୨୫ ରେ ଟିମ୍ ଇଣ୍ଡିଆର ପ୍ରଭାବଶାଳୀ ବିଜୟ ପାକିସ୍ତାନ ଭାରି ବାଧିଛି । ଯାହାକୁ ନେଇ ଏବେ ସୋସିଆଲ ମିଡିଆ ୟୁଜର୍ସଙ୍କ ଠାରୁ ଆରମ୍ଭ କରି ଭାରତୀୟ ରାଜନେତାମାନେ ପାକିସ୍ତାନର ଖୁବ୍ ମଜା ଉଡାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଏବଂ କିରନ୍ ରିଜିଜୁଙ୍କ ପରେ, କ୍ରୀଡ଼ା…