Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

Corrupt Employees: ଦୁର୍ନୀତିଖୋର କର୍ମଚାରୀଙ୍କୁ ନେଇ ରାଜସ୍ୱ ମନ୍ତ୍ରୀଙ୍କ ବଡ଼ ପ୍ରତିକ୍ରିୟା, କହିଲେ ସମସ୍ତଙ୍କୁ…

ଭୁବନେଶ୍ୱର: ଏଣିକି ସାବାଡ ହେବେ ଦୁର୍ନୀତିଖୋର କର୍ମଚାରୀ। ସରକାରଙ୍କଠାରୁ କେହି ବର୍ତ୍ତିପାରିବେନି। କାରଣ ରାଜ୍ୟ ସରକାର ଆଣିବେ କଠୋର ନିୟମ। ତେବେ ଦୁର୍ନୀତିଖୋର କର୍ମଚାରୀଙ୍କୁ ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଶୁକ୍ରବାର ଏକ ବଡ଼ ପ୍ରତିକ୍ରିୟା ରଖିଛନ୍ତି। ଦୁର୍ନୀତିଖୋରଙ୍କୁ…

Ex-Sri Lankan President Arrested: ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ରାନିଲ ବିକ୍ରମସିଂଘେ ଗିରଫ

କଲମ୍ବୋ: ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ରାନିଲ ବିକ୍ରମସିଂଘେ ଗିରଫ। ତାଙ୍କୁ ଦୁର୍ନୀତି ଅଭିଯୋଗରେ ଗିରଫ କରାଯାଇଛି। ବ୍ୟକ୍ତିଗତ କାମରେ ସରକାରୀ ଅର୍ଥର ଅପବ୍ୟବହାର ଅଭିଯୋଗରେ ଗିରଫ ହୋଇଛନ୍ତି ରାନିଲ ବିକ୍ରମସିଂଘେ। ଶ୍ରୀଲଙ୍କାର ସମ୍ବାଦପତ୍ର ଦି ଡେଲି ମିରର ଏକ ରିପୋର୍ଟ ଅନୁଯାୟୀ,…

Odisha Election 2024: ମୁଁ କାନ ମୋଡ଼ିବାକୁ ରାଜନୀତିକୁ ଆସିନାହିଁ, ଜନତାଙ୍କ ଆଗରେ କାନ ଦେଖାଇ ଦେଉଛି: ଧର୍ମେନ୍ଦ୍ର

ଭୁବନେଶ୍ବର: ଓଡ଼ିଆ ଅସ୍ମିତା ଏକ ରାଜନୈତିକ ପ୍ରସଙ୍ଗ ନୁହେଁ, ବରଂ ଏକ ସାଂସ୍କୃତିକ ଅବବୋଧ। ତେବେ ଗତ ନିର୍ବାଚନ ବେଳେ ତତ୍‌କାଳୀନ ପରିସ୍ଥିତି ଯୋଗୁଁ ଏହା ରାଜନୈତିକ ପ୍ରସଙ୍ଗ ପାଲଟିଥିଲା ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। 'ଭଏସେସ୍‌ ଏଣ୍ଡ୍‌ ଭୋଟ୍‌ସ:…

PMGSY Road: ପିଏମଜିଏସ୍‌ୱାଇ ରାସ୍ତା ନିର୍ମାଣ କ୍ଷେତ୍ରରେ ଓଡିଶା ଦେଶରେ ଚତୁର୍ଥ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ଗ୍ରାମ୍ୟ ଉନ୍ନୟନ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା କରିଛନ୍ତି । ଏନେଇ ଆୟୋଜିତ ବୈଠକରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ୫ ବର୍ଷ ଭିତରେ ୩୦ ହଜାର କିଲୋମିଟର ରାସ୍ତା ଓ ୫୦୦ ସେତୁ ନିର୍ମାଣ ପାଇଁ ଲକ୍ଷ୍ୟ…

OTET Question Paper Leak: ଓଟିଇଟି କେଳେଙ୍କାରୀ: ୨ ଅଭିଯୁକ୍ତଙ୍କ ଜାମିନ୍‌ ଆବେଦନର ଶୁଣାଣି ଶେଷ

କଟକ: ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା । ୨ ଅଭିଯୁକ୍ତଙ୍କ ଜାମିନ୍ ଆବେଦନ ଶୁଣାଣି ଶେଷ ହୋଇଛି । ଦୁଇ ଅଭିଯୁକ୍ତ ବିଜୟ ମିଶ୍ର ଓ ଜୟନ୍ତ ରାଉତଙ୍କ ଜାମିନ୍ ଆବେଦନର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଲେ କଟକ ଏଡିଜେ-୩ କୋର୍ଟ । ସେପଟେ ଦୁଇ ଅଭିଯୁକ୍ତଙ୍କ ରିମାଣ୍ଡରେ ନେଇଥିଲା…

BMC : ରାଜଧାନୀରେ ହେବ କୁକୁର ଗଣନା; କାନରେ ଲାଗିବ ଟ୍ୟାଗ …

ଭୁବନେଶ୍ବର: କୁକୁରଙ୍କ ସଂଖ୍ୟା ଜାଣିବା ପାଇଁ ରାଜଧାନୀରେ ହେବ ଡଗ୍ ସେନସସ । ରାଜଧାନୀ ଭୁବନେଶ୍ୱରରେ ଉଭୟ ବୁଲା ଏବଂ ପୋଷା କୁକୁର ଗଣନା ହେବ ବୋଲି ଶୁକ୍ରବାର BMC ମେୟର ସୁଲୋଚନା ଦାସ ସୂଚନା ଦେଇଛନ୍ତି। ବିଏମ୍‌ସି ମେୟର କହିଛନ୍ତି;କୁକୁରଙ୍କ କାନରେ ଟ୍ୟାଗ ଲଗାଯିବ। ବିଏମ୍‌ସି ପାଖରେ…

Masood Azhar: ଏମିତି ଚାନ୍ଦା ଆଦାୟ କରିଥିଲା ଜୈଶ !

ନୂଆଦିଲ୍ଲୀ: ପାକିସ୍ତାନରେ ସକ୍ରିୟ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ଚୁପଚାପ ଆରମ୍ଭ କରିଥିଲା ଅର୍ଥ ସଂଗ୍ରହ ଅଭିଯାନ। 313 ଟି ନୂଆ ପ୍ରଶିକ୍ଷଣ ଶିବିର ବା ମରକଜ ଓ ସୁରକ୍ଷିତ ଠିକଣା ବନାଇବାକୁ 3ହଜାର 910 କୋଟି ଟଙ୍କା ସଂଗ୍ରହ କରିଥିଲା। ଅଭିଯାନ ଦ୍ବାରା ଜୈଶର ଆତଙ୍କୀ ଭିତ୍ତିଭୂମିକୁ…

Second Mediation Conference: ଓଡ଼ିଶାରେ ହେବ ଦ୍ବିତୀୟ ମେଡିଏସନ ସମ୍ମିଳନୀ: ଆଇନ ମନ୍ତ୍ରୀ

ଭୁବନେଶ୍ବର: ସେପ୍ଟେମ୍ବର ୨୮ରେ ଭୁବନେଶ୍ୱରରେ ହେବ ଦ୍ବିତୀୟ ମେଡିଏସନ ସମ୍ମିଳନୀ । ଏନେଇ ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ପ୍ରଥମମ ସମ୍ମିଳନୀ ଦିଲ୍ଲୀରେ ହୋଇଥିବାବେଳେ, ଦ୍ବିତୀୟଟି ଏବେ ଓଡ଼ିଶାରେ ହେବ । ସଚିବ ସ୍ତରୀୟ ବୈଠକ ସହ ହାଇକୋର୍ଟ ମଧ୍ୟ ପ୍ରସ୍ତୁତି ଆରମ୍ଭ…

Puri Jagannath Temple: ସେପ୍ଟେମ୍ବର ୧୫ରୁ ଆରମ୍ଭ ହେବ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ: ଆଇନ ମନ୍ତ୍ରୀ

ପୁରୀ: ପୁରୀ ଶ୍ରୀମନ୍ଦିରରେ ଶୃଙ୍ଖଳିତ ଧାଡ଼ି ଦର୍ଶନ ସେପ୍ଟେମ୍ବର ୧୫ ତାରିଖରୁ ଆରମ୍ଭ ହେବ । କାର୍ତ୍ତିକରେ ଲକ୍ଷାଧିକ ଭକ୍ତ ପୁରୀ ଆସିବେ ବୋଲି ଧାଡ଼ି ଦର୍ଶନ ବ୍ୟବସ୍ଥା ହେବା ନେଇ ଦାବି ହୋଇଆସୁଥିଲା । ପାଖାପାଖି ଏକ ବର୍ଷ ହେବ ଧାଡ଼ି ଦର୍ଶନ ନେଇ ଯୋଜନା ହେଉଥିବେବେଳେ, ଏନେଇ ଆଜି ସୂଚନା…

Modi-Macron:ପିଏମ୍ ମୋଦୀ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସହ ହେଲେ କଥା; ଏହି ପ୍ରସଙ୍ଗଗୁଡ଼ିକ ଉପରେ ହେଲା ଆଲୋଚନା…

ନୂଆଦିଲ୍ଲୀ: ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ମଧ୍ୟରେ ଆନ୍ତର୍ଜାତୀୟ ପରିସ୍ଥିତି ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା। ଫୋନ୍ ଯୋଗେ କଥାବର୍ତ୍ତାରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାଷ୍ଟ୍ରପତି ମାକ୍ରୋନ୍ ୟୁକ୍ରେନ ଓ…