Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

Pm Modi to visit Japan, China: ପିଏମ୍ ମୋଦୀ ଏହି ଦିନ ଜାପାନ ଏବଂ ଚୀନକୁ କରିବେ ଗସ୍ତ…ଜାଣନ୍ତୁ…

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୯ ଅଗଷ୍ଟରୁ ୧ ସେପ୍ଟେମ୍ବର ପର୍ଯ୍ୟନ୍ତ ବିଦେଶ ଗସ୍ତରେ ରହିବେ। ଜାପାନ ପ୍ରଧାନମନ୍ତ୍ରୀ ଶିଗେରୁ ଇଶିବାଙ୍କ ନିମନ୍ତ୍ରଣ କ୍ରମେ, ପ୍ରଧାନମନ୍ତ୍ରୀ ମୋଦୀ ୧୫ତମ ଭାରତ-ଜାପାନ ବାର୍ଷିକ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ୨୯-୩୦ ଅଗଷ୍ଟ ୨୦୨୫…

କୋର୍ସ ସରିବା ସତ୍ତ୍ବେ ସାର୍ଟିଫିକେଟ ନ ଦେବା ପଡ଼ିଲା ମହଙ୍ଗା; ୨୯ ଛାତ୍ରଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ…

ଭୁବନେଶ୍ବର:କୋର୍ସ ସରିବା ସତ୍ତ୍ବେ ସାର୍ଟିଫିକେଟ ନ ଦେବା ପଡ଼ିଲା ମହଙ୍ଗା । ନଖରା ସ୍ଥିତ ଘରୋଇ ଇଞ୍ଜିନିୟରିଂ କଲେଜକୁ ରାଜ୍ୟ ମାନବାଧିକାର କମିଶନଙ୍କ ଛାଟ । ୨୯ ଜଣ ଛାତ୍ରଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ସାର୍ଟିଫିକେଟ ବାବଦକୁ ଆହୁରି ୨୦ ହଜାର…

Vedanta Jharsuguda: ଜୀବିକା ନିର୍ବାହ, ବୟନ ପରିବର୍ତ୍ତନ: ଗ୍ରାମୀଣ ମହିଳାମାନଙ୍କୁ ସଶକ୍ତ ଜୀବନ ଗଠନରେ ସାହାଯ୍ୟ…

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାର ଗ୍ରାମାଂଚଳରେ, ପ୍ରାଚୀନ ପରମ୍ପରା ଏବଂ ନିପୁଣ କାରିଗରୀ ଦୀର୍ଘକାଳ ଧରି ଦୈନନ୍ଦିନ ଜୀବନର ଏକ ଅଂଶ ହୋଇଯାଇଛି। ସମ୍ବଲପୁରୀ ହସ୍ତତନ୍ତର ସ୍ପନ୍ଦନଶୀଳ ଢାଂଚାଠାରୁ ଟେରାକୋଟା କଳାର ମାଟିର ସୁନ୍ଦରତା ପର୍ଯ୍ୟନ୍ତ, ଏହି ସାଂସ୍କୃତିକ ଅଭିବ୍ୟକ୍ତିଗୁଡ଼ିକ ପିଢ଼ି ପରେ…

Odisha police: ଚଳିତ ବର୍ଷ ଚାନ୍ଦା ଆଦାୟକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଡିଜିପିଙ୍କ ନିର୍ଦ୍ଦେଶ

ଭୁବନେଶ୍ବର:ଆଗକୁ ଆସୁଛି ପାର୍ବଣ ଋତୁ। ଏହି ସମୟରେ କିଛି ବ୍ୟକ୍ତିବିଶେଷ  ବେଆଇନ ଚାନ୍ଦା ଆଦାୟ କରି ପୂଜା ଉତ୍ସବ ପାଳନ କରିବା ଭଳି ଘଟଣା ବିଭିନ୍ନ ସମୟରେ ନଜରକୁ ଆସିଥାଏ । ଏହାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ  ଚାନ୍ଦା ଆଦାୟକୁ ସମ୍ପୂର୍ଣ୍ଣ ବନ୍ଦ କରିବା ସହ  ଚାନ୍ଦା ଆଦାୟକାରୀଙ୍କ…

Odisha Civil Service 2023: ପ୍ରକାଶ ପାଇଲା ଓଡ଼ିଶା ସିଭିଲ ସର୍ଭିସେସ୍ – ୨୦୨୩ର ମେନ୍ ଏଗଜାମ ରେଜଲ୍ଟ

କଟକ: ପ୍ରକାଶ ପାଇଲା ୨୦୨୩ OCS ଲିଖିତ ପରୀକ୍ଷା ଫଳ। ଓଡ଼ିଶା ସିଭିଲ ସର୍ଭିସେସ୍ – ୨୦୨୩ର ମେନ୍ ଏଗଜାମରେ ୮୦୬ ଜଣ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ଏଥିରେ ୨୯୩ ଜଣ ମହିଳା ପ୍ରାର୍ଥୀ ଅଛନ୍ତି। ଓପିଏସସି ୱେବସାଇଟରେ ରେଜଲ୍ଟ ଉପଲବ୍ଧ ରହିଛି। ଯେଉଁମାନେ ଲିଖିତ ପରୀକ୍ଷାରେ ପାସ୍ କରିଛନ୍ତି…

Terror Links: ଆତଙ୍କବାଦୀ ସଂଗଠନ ସହ ଲିଙ୍କରେ ଥିବା ୨ ସରକାରୀ କର୍ମଚାରୀଙ୍କୁ ବହିଷ୍କାର

ଶ୍ରୀନଗର: ଶୁକ୍ରବାର ଦିନ ଉପରାଜ୍ୟପାଳ ମନୋଜ ସିହ୍ନା ଦୁଇ ଜଣ ସରକାରୀ କର୍ମଚାରୀଙ୍କୁ ସରକାରୀ ଚାକିରିରୁ ବହିଷ୍କାର କରିଛନ୍ତି। ସେମାନେ ଦୁହେଁ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୈବା, ଆଇନ ପ୍ରବର୍ତ୍ତନ(law enforcement)  ଏବଂ ଗୁଇନ୍ଦା ସଂସ୍ଥା ପାଇଁ କାମ କରୁଥିଲେ। ଜମ୍ମୁ ଏବଂ…

Odia Language on Peace Pole in Cupertino: ଆମେରିକାର ଶାନ୍ତି ସ୍ତମ୍ଭରେ ସ୍ଥାନ ପାଇଲା ଓଡ଼ିଆ ଭାଷା

ଭୁବନେଶ୍ବର: ବିଶ୍ବସ୍ତରରେ ବଢୁଛି ଓଡିଆ ଭାଷାର ଆଦର। ଆମେରିକାର ଶାନ୍ତି ସ୍ତମ୍ଭରେ ସ୍ଥାନ ପାଇଲା ଓଡ଼ିଆ ଭାଷା। ଯାହା ପ୍ରତି ଓଡ଼ିଆଙ୍କ ପାଇଁ ଗର୍ବ ଏବଂ ଗୌରବର ମୁହୂର୍ତ୍ତ। ଓଡିଶାର ଗୀତ, ନୃତ୍ୟକୁ ଓଡ଼ିଶା ବାହାରେ, ଦେଶ ବାହାରେ ପରିବେଷଣ କରି ଏହାର ଗୁରୁତ୍ବକୁ ବଢାଯାଉଥିବା ବେଳେ ଏବେ…

Online Gaming Bill: ଆଇନ୍‌ରେ ପରିଣତ ହେଲା ଅନ୍‌ଲାଇନ୍ ଗେମିଂ ବିଲ୍‌- ୨୦୨୫

ନୂଆଦିଲ୍ଲୀ: ଆଇନ୍‌ରେ ପରିଣତ ହେଲା ଅନ୍‌ଲାଇନ୍ ଗେମିଂ ବିଲ୍‌-୨୦୨୫। ସଂସଦରେ ପାରିତ ପରେ ମିଳିଲା ରାଷ୍ଟ୍ରପତିଙ୍କ ମଞ୍ଜୁରୀ। ଅନ୍‌ଲାଇନ୍‌ ମନି ଗେମ୍‌କୁ କରାଯାଇଛି ନିଷିଦ୍ଧ। ଦୋଷୀ ସାବସ୍ତ୍ୟ ହେଲେ ଯିବେ ୫ ବର୍ଷ ଜେଲ୍‌। ୨ କୋଟି ପର୍ଯ୍ୟନ୍ତ ଜରିମାନା ପ୍ରାବଧାନ ମଧ୍ୟ ରହିଛି। ଏହି…

China’s Wang meets Pak Army chief: ଭାରତ ପରେ ପାକ୍ ଗସ୍ତରେ ଚୀନ୍ ବିଦେଶ ମନ୍ତ୍ରୀ: ମୁନିରଙ୍କୁ ଭେଟି…

ନୂଆଦିଲ୍ଲୀ: ଶୁକ୍ରବାର ଦିନ ଚୀନର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟୀ ପାକିସ୍ତାନର ସେନା ମୁଖ୍ୟ ଅସୀମ ମୁନିରଙ୍କୁ ଭେଟିଛନ୍ତି। ଏହି ସମୟରେ ଉଭୟ ଆଞ୍ଚଳିକ ସୁରକ୍ଷା, ଆତଙ୍କବାଦ ବିରୋଧୀ ଏବଂ ପାରସ୍ପରିକ ସ୍ୱାର୍ଥ ସମ୍ବଳିତ ବିଷୟ ଉପରେ ଆଲୋଚନା କରିଛନ୍ତି। ଏହି ବୈଠକ ପରେ ସେନା ଏକ ବିବୃତ୍ତି ଜାରି…

Weather update: ଆଗାମୀ ୨୪ ଘଣ୍ଟା ପାଇଁ ସୁନ୍ଦରଗଡ଼କୁ ରେଡ ଆଲର୍ଟ; ଏପଟେ ଆହୁରି ୫ ଦିନ ବର୍ଷା…

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷା ଜାରି ରହିଛି । ଏପଟେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ, ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଅତ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସୁନ୍ଦରଗଡ଼କୁ ରେଡ ଆଲର୍ଟ ଜାରି ହୋଇଛି। ସେହିପରି…