Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଚାପୁଡ଼ା ମାରିଲେ ଦୃର୍ବୁତ୍ତ!, ଜନଶୁଣାଣି ବେଳେ ଚୁଟି ଟାଣିବାକୁ ଚେଷ୍ଟା କଲେ….

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ଉପରେ ଆକ୍ରମଣ। ଜନଶୁଣାଣୀ ବେଳେ ଚାପୁଡ଼ା ମାରିଲେ ଦୃର୍ବୁତ୍ତ, ଚୁଟି ଟାଣିବାକୁ ଚେଷ୍ଟା କଲେ। ବୁଧବାର ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଏକ ଜନଶୁଣାଣି କରୁଥିବା ସମୟରେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା। ଆକ୍ରମଣ ପାଇଁ ପୋଲିସ ୩୫ ବର୍ଷୀୟ…

ଆଜି ପ୍ରବଳ ବର୍ଷା ନେଇ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ବର: ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା ଉପରେ ଥିବା ଏହି ଅବପାତ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି କ୍ରମଶଃ ଦୁର୍ବଳ ହେଉଛି । ଆସନ୍ତା ୧୨ ଘଣ୍ଟାରେ ଏହା ଦୁର୍ବଳ ହୋଇ ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହେବ । ଆଜି ପ୍ରବଳ ବର୍ଷା ପାଇଁ ୧୧ଟି ଜିଲ୍ଲାକୁ ୟେଲୋ ଆଲର୍ଟ ୱାର୍ଣ୍ଣିଂ ଜାରି…

ନାବାଳିକାଙ୍କୁ ବିବାହ ପରେ ନିର୍ଯାତନା ଘଟଣା;ଫେରାର ପୋଲିସ ଏସଆଇ ଗିରଫ

ଜଗତସିଂହପୁର:ଫେରାର ପୋଲିସ ଏସଆଇ ଅମିତ ପାଢ଼ୀ ରାଜ୍ୟ ବାହାରୁ ଗିରଫ । ଜଗତସିଂହପୁର ପୋଲିସର ସ୍ବତନ୍ତ୍ର ୪ ଜଣିଆ ଟିମ୍‌ ଗିରଫ କରିଥିବା ସୂଚନା ରହିଛି । ନାବାଳିକାଙ୍କୁ ବିବାହ ସହ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ଘଟଣାରେ ଗିରଫ ହୋଇଛନ୍ତି ଏସଆଇ ଅମିତ ପାଢ଼ୀ । ସେ ୪ ମାସ ହେଲା ଫେରାର…

ଶ୍ରୀ ଭାଗବତ ସାର ୧୩୪: ଆମେ ଆମ ଚାରିପାଖରେ ଅନୁଭବ କରୁଥିବା ପ୍ରକୃତି ହିଁ ଆମର ପ୍ରଧାନ ଗୁରୁ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତରେ ବର୍ଣିତ ଅବଧୂତଙ୍କ ଚବିଶି ଗୁରୁ ଏକ ସାଧାରଣ ବର୍ଣନା ନୁହେଁ ଏହା ମଣିଷ ପାଇଁ ମହାଶିକ୍ଷାର ବର୍ଣନା। ଆମେ ଆମ ଚାରିପାଖରେ ଅନୁଭବ କରୁଥିବା ପ୍ରକୃତି ହିଁ ଆମର ପ୍ରଧାନ ଗୁରୁ, ପ୍ରକୃତିର ପ୍ରତ୍ୟେକ ଉପାଦାନ ଠାରୁ…

ସାମ୍ବାଦିକଙ୍କୁ ଧମକ ଦେବା ଅଭିଯୋଗରେ ପିଇଓ ଗିରଫ

ଯାଜପୁର: ସାମ୍ବାଦିକଙ୍କୁ ଧମକ ଦେବା ଅଭିଯୋଗରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (ପିଇଓ)ଙ୍କୁ ଗିରଫ କରାଯାଇଛି।ଆବାସ ଯୋଜନା ତଦନ୍ତ ସମୟରେ ଅଧିକାରୀ ମଦ ପିଉଥିବାର ଏକ ଭିଡିଓ ସାମ୍ନାକୁ ଆସିଥିଲା। ଗିରଫ ଅଧିକାରୀ ଜଣକ ବିତନା ପିଇଓ ଶୁଶାନ୍ତ ସାହୁ ବୋଲି ଜଣାପଡି ଲଛି। ସୋସିଆଲ…

ଭାଙ୍ଗିଲା ମଞ୍ଚ, ଅଳ୍ପକେ ବର୍ତ୍ତିଲେ ରାଜ୍ୟପାଳ

ଭଦ୍ରକ: ଭଦ୍ରକ ଜିଲ୍ଲାରେ ଏକ କାର୍ଯ୍ୟକ୍ରମ ସମୟରେ ସମ୍ଭାବ୍ୟ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ରାଜ୍ୟପାଳ ହରି ବାବୁ କମଭମପତି। ସେ କାର୍ଯ୍ୟକ୍ରମସ୍ଥଳ ଛାଡିବାର କିଛି ମିନିଟ୍ ପରେ ମଞ୍ଚର ଏକ ଅଂଶ ଭୁଶୁଡ଼ି ପଡ଼ିଥିଲା। ପ୍ରବଳ ବର୍ଷା ମଧ୍ୟରେ ଏହି ଘଟଣା ଘଟିଥିଲା। ଯାହା ଅସ୍ଥାୟୀ…

ଶ୍ରୀମନ୍ଦିର ଉପରକୁ ଆଉ ଚଢି ପାରିବେନି କୌଣସି ବ୍ୟକ୍ତି, ବ୍ୟାରିକେଡ଼ ସହ ହେଲା ପୋଲିସ ମୁତୟନ

ପୁରୀ: ଶ୍ରୀମନ୍ଦିର ଉପରେ ବାରମ୍ବାର ଭକ୍ତ ଚଢ଼ିଯିବା ଘଟଣା ଗୁରୁତର ଭାବେ ନେଇଛି ପୋଲିସ। ଶ୍ରୀମନ୍ଦିର ଉପରକୁ କିଭଳି ଆଉ ଭକ୍ତ ଚଢ଼ି ପାରିବେ ନାହିଁ ସେହି ସ୍ଥାନ ଗୁଡିକୁ ପୋଲିସ ପକ୍ଷରୁ ଚିହ୍ନଟ କରାଯାଇଛି। ଉକ୍ତ ସ୍ଥାନକୁ ପୋଲିସ ପକ୍ଷରୁ ବ୍ୟାରିକେଡ଼ କରାଯାଇଛି। ଅନେକ ସମୟରେ ଭାବାବେଗର…

ବେଆଇନ ଟୁର ଆଣ୍ଡ୍ ଟ୍ରାଭେଲ୍ସ ସଂସ୍ଥା ଉପରେ ପୋଲିସର ଚଢାଉ

ପୁରୀ: ପୁରୀ ସହରରେ ଛତୁ ଫୁଟିଲା ଭଳି ଖୋଲିଛି ଟୁର ଆଣ୍ଡ ଟ୍ରାଭେଲ ସଂସ୍ଥା। ସହରର ବିଭିନ୍ନ ସ୍ଥାନରେ ବେଆଇନ ଭାବରେ ବିନା ପଞ୍ଜିକରଣରେ ଟୁର ଆଣ୍ଡ ଟ୍ରାଭେଲ ସଂସ୍ଥା ବ୍ୟବସାୟ କରୁଥିବା ନେଇ ଅଭିଯୋଗ ଆସିବା ପରେ ପୋଲିସ ଚଢାଉ ଅଭିଯାନ ଆରମ୍ଭ କରିଛି। ବେଆଇନ୍ ଭାବରେ ଟୁର ଆଣ୍ଡ ଟ୍ରାଭେଲ…

ଲଗେଜ ଓଜନ କରିବା ପରେ ରେଲୱେ ଷ୍ଟେସନରେ ମିଳିବ ଏଣ୍ଟ୍ରି, ଖୁବଶୀଘ୍ର ଏୟାରପୋର୍ଟ ଭଳି ନିୟମ ହେବ ଲାଗୁ

ନୂଆଦିଲ୍ଲୀ: ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଯାଉଛି। ଭାରତୀୟ ରେଳବାଇ ଏବେ ବିମାନ କମ୍ପାନୀ ପରି ଲଗେଜ୍ ନିୟମ ଲାଗୁ କରିବାକୁ ଯାଉଛି। ପ୍ରସ୍ତାବିତ ନିୟମ ଅନୁଯାୟୀ, ପ୍ରମୁଖ ରେଳ ଷ୍ଟେସନଗୁଡ଼ିକରେ…

ଯୁକ୍ତ ୨ ନାମଲେଖା; ପ୍ରଥମ ପର୍ଯ୍ୟାୟରେ ୩.୮୬ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ମନୋନୀତ

ଭୁବନେଶ୍ୱର: ଓଡ଼ିଶାରେ ଯୁକ୍ତ ୨ ଷ୍ଟ୍ରିମ୍‌ରେ ପ୍ରଥମ ପର୍ଯ୍ୟାୟ ପ୍ରବେଶ ପାଇଁ ୩.୮୬ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କୁ ମନୋନୀତ କରାଯାଇଛି। ସୋମବାର ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ଦ୍ୱାରା ଘୋଷଣା କରାଯାଇଥିବା ପ୍ରଥମ ଚୟନ କଟ-ଅଫ୍ ତାଲିକା ଅନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ୪,୩୫,୦୯୨…