Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ରାଜସ୍ଥାନର ମନିକା ବିଶ୍ୱକର୍ମା ହେଲେ ମିସ୍‌ ୟୁନିଭର୍ସ ଇଣ୍ଡିଆ ୨୦୨୫

ଜୟପୁର: କଥାରେ ଅଛି କଷ୍ଟ କଲେ କୃଷ୍ଣ ମିଳେ। ଆଉ ଯଦି ଜଣେ ବ୍ୟକ୍ତଙ୍କ ସ୍ୱପ୍ନ ବଡ଼ ହୁଏ ଏବଂ ଜିତିବାର ଉତ୍ସାହ ଅକ୍ଷୁର୍ଣ୍ଣ ରହେ, ତେବେ ମନରେ ଯାହା ସ୍ଥିର ହୁଏ ତାହା ପୁରଣ ହୋଇପାରେ। ଆଉ ଏହାକୁ ସତ ପ୍ରମାଣ କରିଛନ୍ତି ରାଜସ୍ଥାନର ୨୨ବର୍ଷୀୟା ସୁନ୍ଦରୀ ମନିକା ବିଶ୍ବକର୍ମା। ରାଜସ୍ଥାନର…

ଅଗ୍ନି-5 ମିସାଇଲକୁ ନେଇ ବଢିଲା ପାକିସ୍ତାନର ଚିନ୍ତା !

ନୂଆଦିଲ୍ଲୀ: ଭାରତର ଅଗ୍ନି-5 ମିସାଇଲକୁ ନେଇ ପାକିସ୍ତାନରେ ବଢୁଛି ଭୟ। ଇସଲାମାବାଦସ୍ଥିତ ଥିଙ୍କ ଟ୍ୟାଙ୍କ ଷ୍ଟ୍ରାଟେଜିକ ଭିଜନ ଇନଷ୍ଟିଚ୍ୟୁଟ ବା ଏସଭିଆଇ ଏନେଇ ଶହବାଜ ସରିଫ ସରକାର ଓ ସେନା ମୁଖ୍ୟ ଅସିମ ମୁନିରଙ୍କୁ ଚେତାବନୀ ଦେଇଛି। ଭାରତର ଲମ୍ବା ଦୂରତା ବିଶିଷ୍ଟ ଇଣ୍ଟର କଣ୍ଟିନେଣ୍ଟାଲ…

ଅନଲାଇନ୍ ଗେମିଂ ବିଲ୍ କ’ଣ? ମୋଦି କ୍ୟାବିନେଟ୍ ବୈଠକରେ ମିଳିଲା ମଞ୍ଜୁରୀ..

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଅନଲାଇନ୍ ଗେମିଂ ବିଲ୍ ମଞ୍ଜୁର ହୋଇଛି, ଯାହା ଯୋଗୁଁ ଅନଲାଇନ୍ ବେଟିଂ ଏବେ ଏକ ଦଣ୍ଡନୀୟ ଅପରାଧ ପାଲଟିଛି । ଏବେ ଗେମିଂ ବିଲ୍ ଆସନ୍ତାକାଲି ଲୋକସଭାରେ ଉପସ୍ଥାପିତ ହୋଇପାରେ । ଭାରତରେ ଅନଲାଇନ୍ ଗେମିଂ…

ଲାଞ୍ଚ ନେବା ମାମଲାରେ ପୂର୍ବତନ ସହକାରୀ ଇଞ୍ଜିନିୟରଙ୍କୁ ତିନି ବର୍ଷ ସଶ୍ରମ କାରାଦଣ୍ଡ

ବାଲେଶ୍ୱର: ଲାଞ୍ଚ ନେବା ମାମଲାରେ ପୂର୍ବତନ ସହକାରୀ ଇଞ୍ଜିନିୟରଙ୍କୁ ସଶ୍ରମ କାରାଦଣ୍ଡ। ମଙ୍ଗଳବାର ଦିନ ବାଲେଶ୍ୱରର ଏକ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଲାଞ୍ଚ ଗ୍ରହଣ କରିବା ଅଭିଯୋଗରେ ଲିଫ୍ଟ ଇରିଗେସନ ଡିଭିଜନର ପୂର୍ବତନ ସହକାରୀ ଯନ୍ତ୍ରୀ (ଏଷ୍ଟିମେଟର) କୁମୁଦ ଚନ୍ଦ୍ର ପ୍ରଧାନଙ୍କୁ ତିନି…

ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା ମୁହାଁ ଅବପାତ…

ଭୁବନେଶ୍ଵର: ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା ମୁହାଁ ଅବପାତ। ଯାହା ଫଳରେ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିପାରେ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ। ସୂଚନା ଅନୁଯାୟୀ, ଦାରିଙ୍ଗବାଡ଼ିର ପ୍ରାୟ ୫୦ କିମି ଉତ୍ତର-ଉତ୍ତରପଶ୍ଚିମ, ଭବାନୀପାଟଣାର ୯୦ କିମି ପୂର୍ବ ଏବଂ…

ଏହି ରାଜ୍ୟରେ ଗୋଟିଏ ଦିନରେ ବସ୍‌ରେ ମାଗଣା ଯାତ୍ରା କଲେ ୧୮ ଲକ୍ଷରୁ ଅଧିକ ମହିଳା, ସୃଷ୍ଟି ହେଲା ରେକର୍ଡ

ଅମରାବତୀ: ସମସ୍ତେ ମାଗଣାରେ ଯାତ୍ରା କରିବାକୁ ଚାହାଁନ୍ତି । ଅନେକ ରାଜ୍ୟ ମହିଳାମାନଙ୍କୁ ବସରେ ମାଗଣାରେ ଯାତ୍ରା କରିବା ପାଇଁ ଏହି ସୁବିଧା ପ୍ରଦାନ କରିଛନ୍ତି । ଆନ୍ଧ୍ରପ୍ରଦେଶରେ ବର୍ତ୍ତମାନ ଆରମ୍ଭ ହୋଇଥିବା ସ୍ତ୍ରୀ ଶକ୍ତି ଯୋଜନା ଅଧୀନରେ, ସୋମବାର ୧୮ ଲକ୍ଷରୁ ଅଧିକ ମହିଳା ମାଗଣା ବସ୍…

ସୁଦର୍ଶନଙ୍କ ନାଁ ପଛରେ ବିରୋଧୀଙ୍କ ବଡ଼ ରଣନୀତି…

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ରୋଚକ ହେବ ଲଢେଇ। ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ବି ସୁଦର୍ଶନ ରେଡ୍ଡୀଙ୍କୁ ପ୍ରାର୍ଥୀ ଘୋଷଣା କରିଛି ବିରୋଧୀ ଇଣ୍ଡିଆ ମେଣ୍ଟ। ଇଣ୍ଡିଆ ମେଣ୍ଟର ସବୁ ଦଳଙ୍କ ସହମତିରେ ସୁଦର୍ଶନଙ୍କ ନାଁରେ ମୋହର ବାଜିଛି। ଏପରିକି ଆମ ଆଦମୀ ପାର୍ଟି ମଧ୍ୟ…

କଟକ ସହରରେ ଗଣେଶ ପୂଜା ପାଇଁ ଗାଇଡଲାଇନ, ରାତି ୧୦ଟା ସୁଦ୍ଧା…

କଟକ: କଟକ ସହରରେ ଗଣେଶ ପୂଜା ଉତ୍ସବକୁ ସୁରୁଖୁରୁରେ ପରିଚାଳନା କରିବା, ସୁରକ୍ଷା, ଭିଡ଼ ନିୟନ୍ତ୍ରଣ ଏବଂ ଶବ୍ଦ ନିୟନ୍ତ୍ରଣ ସମ୍ପର୍କରେ କମିଶନରେଟ୍ ପୋଲିସ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। କଟକ ଡେପୁଟି ପୋଲିସ କମିଶନର (ଡିସିପି) ଖିଲାରି ଋଷିକେଶ ଜ୍ଞାନଦେଓ କହିଛନ୍ତି ଯେ ସହରର…

ବାଇପାସ୍ ପ୍ରକଳ୍ପକୁ କ୍ୟାବିନେଟ ମୋହର: ଭୁବନେଶ୍ବର-କଟକରେ ହେବ ୬ ଲେନ୍ ବିଶିଷ୍ଟ ରିଙ୍ଗ୍ ରୋଡ….

ଭୁବନେଶ୍ବର; ଭୁବନେଶ୍ବର-କଟକରେ ହେବ ୬ ଲେନ୍ ବିଶିଷ୍ଟ ରିଙ୍ଗ୍ ରୋଡ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆର୍ଥିକ ବ୍ୟାପାର କ୍ୟାବିନେଟ କମିଟି ଓଡ଼ିଶାରେ ଏକ ୬ ଲେନ୍ ପ୍ରବେଶ-ନିୟନ୍ତ୍ରିତ ଭୁବନେଶ୍ବର ରିଙ୍ଗ ରୋଡ୍ ନିର୍ମାଣକୁ ଅନୁମୋଦନ କରିଛି । ଏହି ପ୍ରକଳ୍ପକୁ…

ତିରୁପତି ବ୍ୟତୀତ ଆନ୍ଧ୍ରପ୍ରଦେଶର ସମସ୍ତ ବିମାନବନ୍ଦରରେ ଖୋଲିବ ବାର୍, ଜାଣନ୍ତୁ କ’ଣ ନୂଆ ନୀତି..

ଅମରାବତୀ: ଆନ୍ଧ୍ରପ୍ରଦେଶର ବିମାନବନ୍ଦରଗୁଡ଼ିକରେ ଏବେ ବାର ଖୋଲିବ । ସରକାର ତାଙ୍କର ନୂତନ ବାର ନୀତି ୨୦୨୫୨୮ରେ ପ୍ରକାଶ କରିଛନ୍ତି । ଏହା ଅଧୀନରେ, ଏବେ ରାଜ୍ୟର ସମସ୍ତ ବିମାନବନ୍ଦରରେ ବାର ଖୋଲିବାକୁ ଅନୁମତି ଦିଆଯିବ । ତିରୁପତି ବ୍ୟତୀତ ସମସ୍ତ ବିମାନବନ୍ଦରରେ ବାର ଖୋଲିବାକୁ ଅନୁମତି…