Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ନିଯୁକ୍ତି ମେଳାରେ ନୂଆ କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଗୁରୁମନ୍ତ୍ର: ‘ଦୁର୍ନୀତିରୁ ଦୂରେଇ ରୁହ, ଲୋକଙ୍କ…

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ ଯୁବପିଢ଼ିଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କ୍ଷେତ୍ରରେ ଆଉ ଏକ ବଡ଼ ପଦକ୍ଷେପ ନିଆଯାଇଛି। ରବିବାର ଦିନ ରାଜଧାନୀ ଭୁବନେଶ୍ୱରସ୍ଥିତ ରେଳ ଅଡିଟୋରିୟମଠାରେ ଆୟୋଜିତ ୧୬ତମ 'ନିଯୁକ୍ତି ମେଳା'ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୋଟ ୧,୩୨୬ ଜଣ…

ଖୁରାନିଆଙ୍କ ଅବସର ପୂର୍ବରୁ ବଡ଼ ଖବର: ଡିଜି ପାହ୍ୟାକୁ ଉନ୍ନୀତ ହେଲେ ୧୯୯୪ ବ୍ୟାଚ୍‌ର ଦୁଇ ଆଇପିଏସ୍ ଅଧିକାରୀ

ଭୁବନେଶ୍ୱର: ରାଜ୍ୟ ପୋଲିସ ପ୍ରଶାସନ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ଓଡ଼ିଶା କ୍ୟାଡରର ଦୁଇ ଜଣ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କୁ ପଦୋନ୍ନତି ମିଳିଛି। ୧୯୯୪ ବ୍ୟାଚ୍‌ର ଦକ୍ଷ ଆଇପିଏସ୍ ଅଧିକାରୀ ସଞ୍ଜୀବ ପଣ୍ଡା ଏବଂ ଯଶୱନ୍ତ କୁମାର ଜେଠୱାଙ୍କୁ ଅତିରିକ୍ତ ପୋଲିସ…

ବାଲିଅନ୍ତା ସୌମ୍ୟ ହତ୍ୟାକାଣ୍ଡରେ ନୂଆ ମୋଡ଼: କ୍ରାଇମବ୍ରାଞ୍ଚକୁ ପେନ୍‌ଡ୍ରାଇଭ୍ ଦେଲେ ବାପା, ଖୋଲିବ କି ହ୍ୱାଟ୍ସଆପ୍…

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ବାଲିଅନ୍ତା ଅଞ୍ଚଳରେ ଘଟିଥିବା ବହୁଚର୍ଚ୍ଚିତ ଜିଆରପି କନଷ୍ଟେବଳ ସୌମ୍ୟ ରଞ୍ଜନ ସ୍ୱାଇଁ ହତ୍ୟା ମାମଲାରେ ଏବେ ଏକ ନୂଆ ମୋଡ଼ ଆସିଛି । କ୍ରାଇମବ୍ରାଞ୍ଚର ତଦନ୍ତ ପ୍ରକ୍ରିୟା ଏବଂ ନିକଟରେ ଦାଖଲ ହୋଇଥିବା ଚାର୍ଜସିଟ୍‌କୁ ନେଇ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି…

Earthquake shakes Colombia:ଶକ୍ତିଶାଳୀ ଭୂମିକମ୍ପରେ ଥରିଲା ଏହି ଦେଶ;୪୭ ମୃତ,ଭଗ୍ନାବଶେଷ ତଳେ ଅନେକ ଫସିଛନ୍ତି

ନୂଆଦିଲ୍ଲୀ:କଲମ୍ବିଆରେ ଭୟଙ୍କର ଭୂମିକମ୍ପ । କଲମ୍ବିଆରେ ଭୂକମ୍ପର ଶକ୍ତିଶାଳୀ ଝଟକା ଅନୁଭୂତ ହୋଇଛି। ୭.୪ ତୀବ୍ରତା ବିଶିଷ୍ଟ ଏହି ଭୂକମ୍ପ ଯୋଗୁଁ ଅନେକ କୋଠାବାଡ଼ି କ୍ଷତିଗ୍ରସ୍ତ ହୋଇଛି ଏବଂ ଏହି ଭୂକମ୍ପରେ ୪୭ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ୟୁରୋପୀୟ-ମେଦିଟେରେନିଆନ୍…

ସ୍ମାର୍ଟ ମିଟର ନାଁରେ ଉପଭୋକ୍ତାଙ୍କୁ ଶୋଷଣ ଅଭିଯୋଗ: ବିଜେପି ସରକାର ଓ ଟାଟା ପାୱାରକୁ ଘେରିଲା ବିଜେଡି

ଭୁବନେଶ୍ୱର: ରାଜ୍ୟରେ ସ୍ମାର୍ଟ ମିଟର ସ୍ଥାପନ ଏବଂ ବିଜୁଳି ସେବା ପରିଚାଳନାକୁ ନେଇ ରାଜ୍ୟ ବିଜେପି ସରକାର ଓ ବିଦ୍ୟୁତ ବିତରଣ କମ୍ପାନୀ ଟାଟା ପାୱାର ବିରୋଧରେ ବିଷୋଦ୍‌ଗାର କରିଛି ବିଜୁ ଜନତା ଦଳ । ଉଭୟଙ୍କ ମଧ୍ୟରେ ଥିବା ଅସାଧୁ ମେଣ୍ଟ ଯୋଗୁଁ ରାଜ୍ୟର ନିରୀହ ବିଦ୍ୟୁତ ଉପଭୋକ୍ତାମାନେ ଶୋଷଣର…

ସୌରଭ ଗାଙ୍ଗୁଲିଙ୍କୁ ହତ୍ୟା ଧମକ: କୋଲକାତାର ଠାକୁରପୁକୁର ଥାନାରେ ଏତଲା ଦେଲେ ପରିବାର

କୋଲକାତା: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ବିସିସିଆଇର ପୂର୍ବତନ ସଭାପତି ସୌରଭ ଗାଙ୍ଗୁଲି ଏବଂ ତାଙ୍କ ପତ୍ନୀ ଡୋନା ଗାଙ୍ଗୁଲିଙ୍କୁ ହତ୍ୟା ଧମକ ମିଳିଛି। ଏହି ଘଟଣା ସାମ୍ନାକୁ ଆସିବା ପରେ କୋଲକାତାରେ ଆଲୋଡ଼ନ ସୃଷ୍ଟି ହୋଇଛି ଏବଂ ଏହି ହାଇ-ପ୍ରୋଫାଇଲ୍ ପରିବାରର ସୁରକ୍ଷାକୁ…

ଗାଡ଼ି ଚାଳକ ସାବଧାନ! ବୈଧ ବୀମା ନଥିଲେ ଏବେ ଜବତ ହେବ ଗାଡ଼ି, କଟାଯିବ ଇ-ଚାଲାଣ

ଭୁବନେଶ୍ୱର: ରାଜ୍ୟରେ ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ଏବେ ରାଜ୍ୟ ପରିବହନ ବିଭାଗ କଠୋର ଆଭିମୁଖ୍ୟ ଗ୍ରହଣ କରିବାକୁ ଯାଉଛି। ରାସ୍ତାରେ ଯାତାୟାତ କରୁଥିବା ଗାଡ଼ିଗୁଡ଼ିକର ଯଦି ବୈଧ ବୀମା ନଥାଏ, ତେବେ ଉକ୍ତ ଗାଡ଼ିକୁ ସିଧାସଳଖ ଜବତ କରାଯିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି ।…

Jail Term For Bribery:ଲାଞ୍ଚ ମାମଲାରେ ବଲାଙ୍ଗିରର ୨ ବନାଧିକାରୀ ଦଣ୍ଡିତ;୩ ବର୍ଷ ଜେଲ୍

ଭୁବନେଶ୍ବର:ପ୍ରାୟ ଦୁଇଲକ୍ଷ ଟଙ୍କା ଲାଞ୍ଚ ନେବା ମାମଲାରେ ବଲାଙ୍ଗୀର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ୨ ବନ ଅଧିକାରୀଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି। ସେମାନେ ହେଲେ ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼ ଡିଭିଜନର ପୂର୍ବତନ ଡିଏଫ୍ଓ ପ୍ରଣବ କୁମାର ମହାନ୍ତି ଓ ଘାସିଆଁ ଦକ୍ଷିଣ ରେଞ୍ଜ୍ର…

Low-Pressure Area Likely Over Bay:୧୨ରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା;ଆଗାମୀ ୭ ଦିନ ପ୍ରବଳ ବର୍ଷା…

ଭୁବନେଶ୍ବର: ଆସୁଛି ଆଉ ଏକ ଲଘୁଚାପ। ୧୨ ତାରିଖ ବେଳକୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି । ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହା ସମୁଦ୍ର ପତ୍ତନଠାରୁ ୩.୧ କିମି ଉଚ୍ଚତା ପର୍ଯ୍ୟନ୍ତ…

Former JPSC Chairman L.Khiangte:JPSCର ପୂର୍ବତନ ଅଧ୍ୟକ୍ଷ ଏଲ୍. ଖିଆଙ୍ଗଟେ ଗିରଫ; ଛାତ୍ର ଆନ୍ଦୋଳନ ମଧ୍ୟରେ ବଡ଼…

ରାଞ୍ଚି: ଝାଡ଼ଖଣ୍ଡ ପବ୍ଲିକ୍ ସର୍ଭିସ୍ କମିଶନ୍ (JPSC) ପରୀକ୍ଷାରେ କଥିତ ଅନିୟମିତତାର ତଦନ୍ତ କରୁଥିବା CID ଏକ ବଡ଼ ପଦକ୍ଷେପ ସ୍ୱରୂପ ସୋମବାର ଦିନ କମିଶନଙ୍କ ପୂର୍ବତନ ଅଧ୍ୟକ୍ଷ ଏଲ୍. ଖିଆଙ୍ଗଟେ (L. Khiangte) ଙ୍କୁ ଗିରଫ କରିଛି। ରିପୋର୍ଟ ଅନୁଯାୟୀ, CID ଦଳ ତାଙ୍କ ବାସଭବନରୁ ତାଙ୍କୁ…