Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ପାକିସ୍ତାନରେ ବଡ଼ ହଲଚଲ୍…ଇତିହାସ ଦୋହରାଇବ ଜୁଲାଇ !

ନୂଆଦିଲ୍ଲୀ: ପାକିସ୍ତାନରେ ପୁଣି ଏକ ବଡ଼ ରାଜନୈତିକ ହଲଚଲ ଦେଖିବାକୁ ମିଳିପାରେ । ପରଦା ପଛରେ ରାଷ୍ଟ୍ରପତି ଆସିଫ ଅଲ୍ଲୀ ଜର୍ଦ୍ଦାରୀ ଓ ସେନା ମୁଖ୍ୟ ଅସିମ ମୁନିରଙ୍କ ମଧ୍ୟରେ ଛକାପଞ୍ଝା ଲାଗିଥିବା ଚର୍ଚ୍ଚା ହେଉଛି । କୁହାଯାଉଛି, ଜର୍ଦ୍ଦାରୀଙ୍କୁ ରାଷ୍ଟ୍ରପତି ପଦରୁ ହଟାଇବାକୁ ପ୍ରସ୍ତୁତି…

ସାବଧାନ୍!, ଭ୍ୟୁ ପାଇଁ ସୋସିଆଲ ମିଡିଆରେ ପକାନ୍ତୁନି ବନ୍ୟପ୍ରାଣୀଙ୍କ ଭିଡିଓ, ନହେଲେ….

ଭୁବନେଶ୍ୱର: ସାବଧାନ କ’ଣ ଆପଣ ବି ଜୀବଜନ୍ତୁଙ୍କ ଭିଡିଓ ନିଜ ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି କି? ତେବେ ସତର୍କ ହୋଇଯାଆନ୍ତୁ, କାରଣ ବର୍ତ୍ତମାନ ସୋସିଆଲ ମିଡିଆରେ ବନ୍ୟପ୍ରାଣୀଙ୍କ ଭିଡିଓ ଅପଲୋଡ୍ କରି ଭ୍ୟୁ ହାସଲ କରିବା ଏକ ଟ୍ରେଣ୍ଡ ଚାଲିଥିବା ବେଳେ ଏହାକୁ ବିରୋଧ କରି କଠୋର…

ଭିଜିଲାନ୍ସ ଜାଲରେ ଫସିଲେ ପଶୁଚିକିତ୍ସକ ଓ ପ୍ରୋଗ୍ରାମ ଆସିଷ୍ଟାଣ୍ଟ

ଭୁବନେଶ୍ୱର: ଲାଞ୍ଚ ନେବା ଅଭିଯୋଗରେ ସୋମବାର ଦିନ ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲରେ ନିୟୋଜିତ ଜଣେ ବ୍ଲକ ପଶୁଚିକିତ୍ସା ଅଧିକାରୀ ଏବଂ ଜଣେ ପ୍ରୋଗ୍ରାମ ଆସିଷ୍ଟାଣ୍ଟଙ୍କୁ ଓଡ଼ିଶା ଭିଜିଲାନ୍ସ ଅଧିକାରୀମାନେ ଗିରଫ କରିଛନ୍ତି। ଗିରଫ ଅଧିକାରୀମାନେ ହେଲେ ପଶୁଚିକିତ୍ସା ଅଧିକାରୀ ଶୁଭ ପ୍ରକାଶ…

ନନ୍ଦନକାନନରେ ନୂଆ ଅତିଥି: ଜନ୍ମ ନେଲେ ୧୧ଟି ହଳଦିଆ ଆନାକୋଣ୍ଡା

ଭୁବନେଶ୍ବର: ନନ୍ଦନକାନନରେ ଖୁସିଖବର। ଏଠାରେ ଜନ୍ମ ନେଲେ ଆଉ ୧୧ ହଳଦିଆ ଆନାକୋଣ୍ଡା। ଗତ ୨୯ରେ ଜନ୍ମ ନେଇଥିଲେ ୭ ହଳଦିଆ ଆନାକୋଣ୍ଡା ଶାବକ। ଏହାକୁ ମିଶାଇ ନନ୍ଦନକାନନରେ ହେଲେ ୨୫ ହଳଦିଆ ଆନାକୋଣ୍ଡା। ଏମାନଙ୍କ ମଧ୍ୟରେ ୨ଟି ଅଣ୍ଡିରା, ୨ଟି ମାଈ ଓ ୩ଟି ମଧ୍ୟମ ବୟସ୍କ ଥିବାବେଳେ ଲିଙ୍ଗ…

ଯୁକ୍ତ-୨ ଆଡମିଶନ୍: ପ୍ରକାଶ ପାଇଲା ଫାଷ୍ଟ୍ ସିଲେକ୍ସନ୍ ମେରିଟ୍ ଲିଷ୍ଟ୍, ଆଗରେ ରେଭେନ୍ସା…

ଭୁବନେଶ୍ବର: ଆଜି ଯୁକ୍ତ-୨ ଇ-ପ୍ରବେଶ ପାଇଁ ପ୍ରଥମ ଚୟନ ଯୋଗ୍ୟ ତାଲିକା ପ୍ରକାଶ ପାଇଛି । ଯେଉଁଥିରେ ମୋଟ ୪,୪୬,୨୦୫ ଆବେଦନକାରୀଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୪,୧୩,୮୦୪ ଜଣ ଛାତ୍ରଛାତ୍ରୀଙ୍କୁ ମନୋନୀତ କରାଯାଇଛି । ପ୍ରଥମ ସିଲେକ୍ସନରେ ପ୍ରାୟ  ୯୨.୭୫% ପିଲା ଚୟନ ହୋଇଛନ୍ତି ।…

ଆୟକର ବିଭାଗରେ ହାଜର ହେଲେ ସ୍ଵର୍ଗତ ନବ ଦାସଙ୍କ ପୁଅ ଵିଶାଳ ଦାସ

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ବର୍ଷା। ଅତ୍ୟଧିକ ବର୍ଷା ଯୋଗୁଁ ଭଦ୍ରକ, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରେ କ୍ଷୟକ୍ଷତି ହୋଇଛି। ତେବେ କୌଣସି ନଦୀରେ ବିପଦ ସଙ୍କେତ ସ୍ଥିତି ନାହିଁ। କିନ୍ତୁ ନଦୀ ଗୁଡିକରେ ଜଳସ୍ତର ବଢ଼ୁଛି। ଏନେଇ ସମସ୍ତ ଜିଲ୍ଲାପାଳମାନଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ…

ବଢୁଛି ନଦୀଗୁଡିକରେ ଜଳସ୍ତର, ଜିଲ୍ଲାପାଳମାନଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ବର୍ଷା। ଅତ୍ୟଧିକ ବର୍ଷା ଯୋଗୁଁ ଭଦ୍ରକ, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରେ କ୍ଷୟକ୍ଷତି ହୋଇଛି। ତେବେ କୌଣସି ନଦୀରେ ବିପଦ ସଙ୍କେତ ସ୍ଥିତି ନାହିଁ। କିନ୍ତୁ ନଦୀ ଗୁଡିକରେ ଜଳସ୍ତର ବଢ଼ୁଛି। ଏନେଇ ସମସ୍ତ ଜିଲ୍ଲାପାଳମାନଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ…

ନବରଙ୍ଗପୁର ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା ଆରମ୍ଭ

ନବରଙ୍ଗପୁର: ଆଜିଠାରୁ ପୁଣି ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା। ଆଜି ଠାରୁ ୧୦ ତାରିଖ ପର୍ଯ୍ୟନ୍ତ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହେବ। ଏନେଇ ବର୍ତ୍ତମାନ ସୁଦ୍ଧା ୯୩୮ ଜଣ ରୋଗୀ ଚିକିତ୍ସା ପାଇଁ ନାମ ପଞ୍ଜିକରଣ…

ଛାନିଆ ଚୀନ ପାକିସ୍ତାନ!, ଭାରତ ବି ବନେଇଲାଣି ଏହି ଘାତକ ଅସ୍ତ୍ର….

ନୂଆଦିଲ୍ଲୀ: ଯୁଦ୍ଧାସ୍ତ୍ରରେ ଏବେ ଶକ୍ତିଶାଳୀ ହେଉଛି ଭାରତ । ଶତ୍ରୁ ଦେଶକୁ ମାତ୍ ଦେବାକୁ ଅଧିକ ଘାତକ ଅସ୍ତ୍ରଶସ୍ତ୍ର ପ୍ରସ୍ତୁତ କରିବାରେ ଲାଗିଛି । ଭାରତ ପ୍ରତିରକ୍ଷା ସଂସ୍ଥା ଅସ୍ତ୍ରଶସ୍ତ୍ର କ୍ଷେତ୍ରରେ ଆଉ ଏକ ବଡ ପଦକ୍ଷେପ ନେଇଛି । ଯାହା ଶତ୍ରୁଦେଶ ଚୀନ ଏବଂ ପାକିସ୍ତାନକୁ ଚିନ୍ତାରେ…

ପୁଣି ଥରେ ଟ୍ରମ୍ପଙ୍କୁ ଟାର୍ଗେଟ କଲେ ମସ୍କ, କହିଲେ, ଟ୍ରୁଥ୍ ସୋସିଆଲ କ’ଣ?

ନୂଆଦିଲ୍ଲୀ: ପୁଣି ଏବେ ସ୍ପେସଏକ୍ସ ଏବଂ ଟେସଲା ମାଲିକ ଏଲୋନ ମସ୍କ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି । ଟ୍ରମ୍ପ ଆମେରିକାରେ ତୃତୀୟ ପକ୍ଷ ଗଠନ କରିବା ପାଇଁ ମସ୍କଙ୍କ ବିରୁଦ୍ଧରେ ଟ୍ରୁଥ୍ ସୋସିଆଲରେ ପୋଷ୍ଟ କରି ଖୁବ୍ ବର୍ଷିବା ପରେ , ଏବେ…