Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ମରାଠୀ ଭାଷା ପାଇଁ ଏକାଠି…ବଦଳିବ ମହାରାଷ୍ଟ୍ର ରାଜନୀତି !

ନୂଆଦିଲ୍ଲୀ: ମହାରାଷ୍ଟ୍ର ରାଜନୀତିରେ ବଡ଼ ଟୁଇଷ୍ଟ ! ୨୦ବର୍ଷ ପରେ ଗୋଟିଏ ମଞ୍ଚରେ ଠାକରେ ଭାଇ। ମୁମ୍ବାଇ ଓ୍ବର୍ଲିରେ ଶିବସେନା ୟୁବିଟି ଓ ମହାରାଷ୍ଟ୍ର ନବନିର୍ମାଣ ସେନାର ମିଳିତ ରାଲି କରାଯାଇଛି । ରାଲିର ନାଁ ଥିଲା ମରାଠୀ ବିଜୟ ରାଲି । ଏଥିରେ ଉଦ୍ଧବ ଠାକରେ ଓ ରାଜ ଠାକରେଙ୍କୁ ଏକାଠି…

ଏମିତି ହୁଏ ଦଲାଇ ଲାମାଙ୍କ ପୁନର୍ଜନ୍ମ !

ନୂଆଦିଲ୍ଲୀ: ଦଲାଇ ଲାମାଙ୍କ ଉତ୍ତରାଧିକାରୀଙ୍କୁ ନେଇ ଚର୍ଚ୍ଚା ଚାଲିଛି । ଦଲାଇ ଲାମାଙ୍କ ପୁନର୍ଜନ୍ମ ପ୍ରସଙ୍ଗରେ ଚୀନର ହସ୍ତକ୍ଷେପକୁ କଡା ବିରୋଧ କରିଛନ୍ତି ତିବ୍ବତର ନିର୍ବାସିତ ସରକାରର ମୁଖ୍ୟ ପେନପା ତ୍ସେରିଙ୍ଗ । ପୁନର୍ଜନ୍ମ ଏକ ଆଧ୍ୟାତ୍ମିକ ପ୍ରକ୍ରିୟା । ତେଣୁ ପରବର୍ତ୍ତୀ ଦଲାଇ ଲାମା…

ବର୍ଷା ଋତୁରେ ହଠାତ୍ କେଶ ଝଡ଼ିବା ଆରମ୍ଭ ହେଉଛି କି? ଏହାର କାରଣ…

ଭୁବନେଶ୍ବର: ଯଦି ଆପଣଙ୍କ କେଶ ହଠାତ୍ ଝଡ଼ିବାକୁ ଆରମ୍ଭ କରେ ଏବଂ ଆପଣ କୌଣସି ନିର୍ଦ୍ଦିଷ୍ଟ କାରଣ ବୁଝିପାରୁନାହାଁନ୍ତି, ତେବେ ଏହା ସ୍କଲ୍ପ ସଂକ୍ରମଣ( (Scalp Infection) ) ଯୋଗୁଁ ହୋଇପାରେ। ଆଜିକାଲି କେଶ ଝଡ଼ିବା ଏକ ସାଧାରଣ ସମସ୍ୟା ହୋଇଗଲାଣି । କିନ୍ତୁ ଯେତେବେଳେ କେଶ ଶୀଘ୍ର…

‘ପ୍ୟାଡମ୍ୟାନ୍’ ବନିଲେ ରାହୁଲ ଗାନ୍ଧୀ: ସାନିଟାରୀ ନାପକିନ୍ ପ୍ୟାକେଟରେ ଫଟୋ ନେଇ ତେଜିଲା ବିବାଦ….

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ପାଇଁ ଏବେ ବିହାର ରାଜନୀତି ବେଶ୍ ଚଳଚଞ୍ଚଳ ହୋଇଛି । ଭୋଟରଙ୍କୁ ନିଜ ଆଡକୁ ଢଳିବା ପାଇଁ ପ୍ରତିଶ୍ରୁତିର ବର୍ଷା କରୁଛନ୍ତି ବିଭିନ୍ନ ଦଳ । ଏହାରି ଭିତରେ 'ପ୍ୟାଡମ୍ୟାନ୍' ଚଳଚ୍ଚିତ୍ର ଦ୍ୱାରା ଅନୁପ୍ରାଣିତ ହୋଇ, ବିହାରରେ କଂଗ୍ରେସର ନିର୍ବାଚନ…

ମରାଠୀ ଭାଷା ଶିଖିବାକୁ ବାଧ୍ୟ, ଯଦି କେହି ଅଭିନୟ କରନ୍ତି ତେବେ ତାଙ୍କୁ ଦଣ୍ଡ ଦିଆଯିବା ଉଚିତ: ରାଜ ଠାକରେ

ମୁମ୍ବାଇ: ଆଜି ମହାରାଷ୍ଟ୍ରରେ ଭାଷା ବିବାଦକୁ ନେଇ ରାଜ ଠାକରେ ଏବଂ ଉଦ୍ଧବ ଠାକରେ ଏକାଠି ହୋଇଥିଲେ। ଉଭୟ ଭାଇ ୨୦ ବର୍ଷ ପରେ ଏକାଠି ମଞ୍ଚ ସେୟାର କରିଛନ୍ତି। ଏହି ସମୟରେ ରାଜ୍ ଏବଂ ଉଦ୍ଧବ ଉଭୟ ମରାଠୀ ଭାଷାରେ ଭାଷଣ ଦେଇଥିଲେ ଏବଂ ବିଜେପି ଉପରେ ପ୍ରବଳ ଆକ୍ରମଣ କରିଥିଲେ। ଏହି ମଞ୍ଜରେ ରାଜ୍…

ପୁଣି ଭାରତ ବିରୋଧରେ ବିଷ ଉଗାରିଲେ ପାକ୍ ପ୍ରଧାନମନ୍ତ୍ରୀ: ପହଲଗାମ ଆକ୍ରମଣ ଦୁର୍ଭାଗ୍ୟଜନକ କହି ଲଗାଇଲେ ବଡ ଅଭିଯୋଗ…

ନୂଆଦିଲ୍ଲୀ: ଭାରତ ବିରୋଧରେ ବଡ ଅଭିଯୋଗ ଆଣିଛି ପାକିସ୍ତାନ । ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଶହବାଜ ସରିଫ ଅପରେସନ ସିନ୍ଦୂରକୁ ଉଲ୍ଲେଖ କରି ଭାରତ ଆଞ୍ଚଳିକ ଶାନ୍ତିକୁ ଅସ୍ଥିର କରିବା ପାଇଁ ବ୍ୟବହାର କରିଥିଲା ବୋଲି ଅଭିଯୋଗ କରିଛନ୍ତି । ସରିଫ୍ ଭାରତକୁ ଟାର୍ଗେଟ କରି କହିଛନ୍ତି, ଭାରତ…

ବ୍ରାହ୍ମଣୀରେ ବଢୁଛି ଜଳସ୍ତର; ଖୋଲିଲା ମନ୍ଦିରା ଡ୍ୟାମ୍‌ର ୮ ଗେଟ୍‌

ରାଉରକେଲା:ଗତ ସପ୍ତାହେ ଧରି ବ୍ରାହ୍ମଣୀରେ ଜଳସ୍ତର ବଢୁଥିବାରୁ ଶୁକ୍ରବାର ମନ୍ଦିରା ଡ୍ୟାମ୍‌ର ୧୧ଟି ଗେଟ୍‌ରୁ ୮ଟି ଗେଟ୍‌ ଖୋଲାଯାଇଛି। ଡ୍ୟାମ୍‌ର ଜଳସ୍ତର ୬୭୮.୯୦ ଫୁଟ୍‌ ରହିଛି । ଝାଡ଼ଖଣ୍ଡରେ ଲଗାଣବର୍ଷା କାରଣରୁ ବ୍ରାହ୍ମଣୀର ଜଳସ୍ତର ବଢ଼ୁଥିବାରୁ ତଳିବାସିନ୍ଦାଙ୍କ ଚିନ୍ତା ବଢ଼ିଛି।…

ଅମରନାଥ ଯାତ୍ରାରେ ବସ୍ ଦୁର୍ଘଟଣା, ୩୬ଯାତ୍ରୀ ଆହତ

ଶ୍ରୀନଗର: ଅମରନାଥ ଯାତ୍ରା ଜୁଲାଇ ୩ତାରିଖରୁ ଆରମ୍ଭ ହୋଇଛି। ହଜାର ହଜାର ଭକ୍ତ ବାବା ବର୍ଫାନୀଙ୍କ ଦର୍ଶନ ପାଇଁ ଯାଉଛନ୍ତି। କନ୍ତୁ ଶନିବାର ଯାତ୍ରା ସମୟରେ ରାମବନ ଜିଲ୍ଲାରେ ଏକ ବଡ଼ ଦୁର୍ଘଟଣା ଘଟିଥିଲା। ଚନ୍ଦ୍ରକୋଟ ଲଙ୍ଗର ସ୍ଥଳ ନିକଟରେ, ପହଲଗାମ ଅଭିମୁଖେ ଯାଉଥିବା ଶ୍ରଦ୍ଧାଳୁଙ୍କ…

କାହିଁକି ଲକ୍ଷ୍ନୌରେ ଲାଗିଲା ଇରାନ ସର୍ବୋଚ୍ଚ ନେତାଙ୍କ ପୋଷ୍ଟର?, ପ୍ରଶ୍ନ ଉଠାଇଲେ ହିନ୍ଦୁ ସଂଗଠନ….

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନିଙ୍କ ଏକ ପୋଷ୍ଟର ଲଗାଯାଇଛି। ଏହି ପୋଷ୍ଟରଟି ସିଆ ଧାର୍ମିକ ନେତା ମୌଲାନା ୟାସୁବ ଆବାସଙ୍କ ବାସଭବନ ଅବଧ ପଏଣ୍ଟରେ ଲଗାଯାଇଛି, ଯାହା ଏବେ ବିବାଦ ତେଜିଛି । ମୁସଲିମ ନେତାମାନେ ଏହାକୁ ଏକ…

ମୁଣ୍ଡ ଟେକିଲାଣି ଅଲ-କାଏଦା, ଭାରତ ପାଇଁ କେତେ ବିପଦ?

ନୂଆଦିଲ୍ଲୀ: ପଶ୍ଚିମ ଆଫ୍ରିକାର ଏକ ମରୁଭୂମି ଦେଶ ମାଲିର ଧୂଳିପୂର୍ଣ୍ଣ ରାସ୍ତାରେ ବର୍ତ୍ତମାନ ଚାଞ୍ଚଲ୍ୟ ଖେଳିଯାଇଛି । ଅଲ-କାଏଦା ଆତଙ୍କବାଦୀମାନେ ଏକ ସିମେଣ୍ଟ କାରଖାନାରୁ ତିନି ଜଣ ଭାରତୀୟ ଶ୍ରମିକଙ୍କୁ ଅପହରଣ କରିନେଇଛନ୍ତି । ଆଉ ତାଙ୍କ ଭିତରେ ଜଣେ ଓଡିଆ ଯୁବକ ଥିବା ସୂଚନା ରହିଛି ।…