Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ମୁଣ୍ଡ ଟେକିଲାଣି ଅଲ-କାଏଦା, ଭାରତ ପାଇଁ କେତେ ବିପଦ?

ନୂଆଦିଲ୍ଲୀ: ପଶ୍ଚିମ ଆଫ୍ରିକାର ଏକ ମରୁଭୂମି ଦେଶ ମାଲିର ଧୂଳିପୂର୍ଣ୍ଣ ରାସ୍ତାରେ ବର୍ତ୍ତମାନ ଚାଞ୍ଚଲ୍ୟ ଖେଳିଯାଇଛି । ଅଲ-କାଏଦା ଆତଙ୍କବାଦୀମାନେ ଏକ ସିମେଣ୍ଟ କାରଖାନାରୁ ତିନି ଜଣ ଭାରତୀୟ ଶ୍ରମିକଙ୍କୁ ଅପହରଣ କରିନେଇଛନ୍ତି । ଆଉ ତାଙ୍କ ଭିତରେ ଜଣେ ଓଡିଆ ଯୁବକ ଥିବା ସୂଚନା ରହିଛି ।…

ବାଣପୁରର ଷଷ୍ଠ ଶତାବ୍ଦୀର ସ୍ଵପ୍ନେଶ୍ଵର ମହାଦେବ ମନ୍ଦିରକୁ ଏଏସଆଇ ପକ୍ଷରୁ ସଂରକ୍ଷିତ ସ୍ମାରକୀ ଘୋଷଣା

ଭୁବନେଶ୍ୱର: ବାଣପୁର ବ୍ଲକର ନୀଳାଦ୍ରିପ୍ରସାଦ ପଞ୍ଚାୟତର ପୁଞ୍ଜିଆମା ଗ୍ରାମରେ ଥିବା ଷଷ୍ଠ ଶତାବ୍ଦୀର ସ୍ଵପ୍ନେଶ୍ଵର ମହାଦେବ ମନ୍ଦିରକୁ ଏଏସଆଇ ପକ୍ଷରୁ ସଂରକ୍ଷିତ ସ୍ମାରକୀ ଭାବେ ଘୋଷଣା କରାଯାଇଛି। ସୂଚନାଯୋଗ୍ୟ, ଶୈଳୋଭବଙ୍କ ସାମ୍ରାଜ୍ୟ ଅର୍ଥାତ ଷଷ୍ଠ ଶତାବ୍ଦୀ ସମୟରେ ବର୍ତ୍ତମାନର…

ଆର୍ଜେଣ୍ଟିନାରେ ପ୍ରଧାନମନ୍ତ୍ରୀ ମୋଦି: ୫୭ ବର୍ଷରେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଦ୍ୱିପାକ୍ଷିକ ଗସ୍ତ….

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ସନ୍ଧ୍ୟାରେ ଦୁଇ ଦିନିଆ ଗସ୍ତ ପାଇଁ ଆର୍ଜେଣ୍ଟିନାରେ ପହଞ୍ଚିଛନ୍ତି । ଯାହା ୫୭ ବର୍ଷ ମଧ୍ୟରେ ଭାରତରୁ ପ୍ରଥମ ପ୍ରଧାନମନ୍ତ୍ରୀ ସ୍ତରୀୟ ଦ୍ୱିପାକ୍ଷିକ ଗସ୍ତ। ଏଜେଇଜା ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ, ମୋଦିଙ୍କୁ ଏକ…

ପଶ୍ଚିମ ଆଫ୍ରିକୀୟ ଦେଶ ମାଲିରେ ଅପହୃତ ଭାରତୀୟଙ୍କ ମଧ୍ୟରେ ଜଣେ ଓଡ଼ିଆ

ଭୁବନେଶ୍ୱର: ପଶ୍ଚିମ ଆଫ୍ରିକୀୟ ଦେଶ ମାଲିରେ ଅପହୃତ ୩ ଭାରତୀୟଙ୍କ ମଧ୍ୟରେ ଜଣେ ଓଡ଼ିଆ ଯୁବକ ଥିବା ଜଣାପଡିଛି। ସୂଚନା ଅନୁଯାୟୀ, ଅପହୃତ ଓଡ଼ିଆ ଯୁବକ ଜଣକ ଗଞ୍ଜାମ ହିଞ୍ଜିଳିକାଟୁ ସମରଝୋଳ ଗାଁର ପି. ଭେଙ୍କଟରମଣ। ପୁଅକୁ ଫେରାଇ ଆଣିବା ପାଇଁ ହିଞ୍ଜିଳି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି…

କାହିଁକି ତ୍ରିନିଦାଦ ଏବଂ ଟୋବାଗୋ ସଂସଦରେ ଭାବପ୍ରବଣ ହୋଇଗଲେ ପ୍ରଧାନମନ୍ତ୍ରୀ ମୋଦି?

ନୂଆଦିଲ୍ଲୀ: ତ୍ରିନିଦାଦ ଏବଂ ଟୋବାଗୋ ସଂସଦରେ ଭାବପ୍ରବଣ ହୋଇଗଲେ ମୋଦି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ତ୍ରିନିଦାଦ ଏବଂ ଟୋବାଗୋ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରିଥିଲେ। ସଂସଦରେ ଭାଷଣ ଦେବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ଯେ ବାଚସ୍ପତିଙ୍କ…

‘ପାକିସ୍ତାନ ପାଖରେ ନାହିଁ ମସୁଦ୍ ଅଜହରର ଠିକଣା, ଭାରତ ଦେଲେ ଗିରଫଦାରୀ’ କହିଲେ ବିଲାଓ୍ବଲ….

ନୂଆଦିଲ୍ଲୀ: ପାକିସ୍ତାନ ଜାଣିନାହିଁ ଯେ ଜୈଶ-ଏ-ମହମ୍ମଦ ମୁଖ୍ୟ ମସୁଦ ଅଜହର କେଉଁଠି ଅଛି । ଭାରତ ପ୍ରମାଣ ଦେଉ ପାକିସ୍ତାନ ଗିରଫ କରିବ । ମସୁର ଆତଙ୍କୀ ମସୁଦ ଅଜହରର ପାକିସ୍ତାନରେ ହିଁ ଲୁଚି ରହିଥିବା ଦାବିକୁ ଖଣ୍ଡନ କରି କିଛି ଏପରି କହିଛନ୍ତି ପାକିସ୍ତାନ ପୂର୍ବ ବୈଦେଶିକ ମନ୍ତ୍ରୀ ତଥା…

୨୦ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ସତର୍କତା ଜାରି

ଭୁବନେଶ୍ୱର: ସାରା ରାଜ୍ୟରେ ଜାରି ରହିଛି ବର୍ଷା। ଆଉ ୩ ଦିନ ଯାଏଁ ଏଭଳି ସ୍ଥିତି ଜାରି ରହିବ। ଉତ୍ତର ଓଡ଼ିଶା ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି।ଆଉ ଏକ ଟର୍ଫ ଲାଇନ ଏହି ଘୂର୍ଣ୍ଣିବଳୟ ଉପର ଦେଇଯାଇଛି।…

ନିଦ୍ରାହୀନତା ସମସ୍ୟା ଦୂର କରିବ ୪-୭-୮ ନିୟମ.. !

ଭୁବନେଶ୍ବର:ସ୍କ୍ରିନରେ ଦୀର୍ଘ ସମୟ ଧରି କାମ କରିବା କିମ୍ବା ମୋବାଇଲରେ ବ୍ୟସ୍ତ ରହିବା ଭଳି ଅନେକ କାରଣ ଅଛି ଯାହା ଲୋକଙ୍କୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଜାଗ୍ରତ ରହିବାର ଅଭ୍ୟାସ କରାଇଥାଏ । କିନ୍ତୁ ଏହା ନିଦକୁ ଏମିତି ହଜେଇ ଦିଏ ଯେ, ସ୍କ୍ରିନରୁ ଦୂରରେ ରହିଲେ ମଧ୍ୟ ଶୋଇବା କଷ୍ଟକର…

ଆଜି ବାହୁଡ଼ା ଯାତ୍ରା; ଅପରାହ୍ନ ୪ଟାରୁ ରଥଟଣା

ପୁରୀ: ଜନ୍ମବେଦୀରେ ସରିଲା ମହାପ୍ରଭୁଙ୍କ ଲୀଳାଖେଳା । ନବଦିନାତ୍ମକ ଯାତ୍ରା ସାରି ଆଜି ବଡ଼ଦେଉଳ ଅଭିମୁଖେ ବାହାରିବେ ଚତୁର୍ଦ୍ଧା ମୂର୍ତ୍ତି । ପୁଣି ଥରେ ରଥ ଚଢ଼ି ବାହୁଡ଼ିବେ ଶ୍ରୀଜିଉ । ଏଥିପାଇଁ ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ନିକଟରେ ଅପେକ୍ଷାରତ ଅଛନ୍ତି ତାଳଧ୍ୱଜ, ଦେବଦଳନ ଓ…

ପ୍ରତିବର୍ଷ ରେବିଜ୍ ନେଉଛି ୫୭୦୦ ଲୋକଙ୍କ ଜୀବନ; ଦେଶରେ ୨୦୩୦ ସୁଦ୍ଧା…

ନୂଆଦିଲ୍ଲୀ:ICMR (ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ) ର ଏକ ରିପୋର୍ଟରେ ରେବିଜ୍ ବିଷୟରେ ଏକ ଚକିତ କଲା ଭଳି ତଥ୍ୟ ପ୍ରକାଶ ପାଇଛି। ରିପୋର୍ଟ ଅନୁଯାୟୀ, ପ୍ରତିବର୍ଷ ଭାରତରେ ପ୍ରାୟ ୫୭୦୦ ଲୋକ ରେବିଜ୍ ଯୋଗୁଁ ପ୍ରାଣ ହରାନ୍ତି। ତେଣୁ, ସରକାର ୨୦୩୦ ସୁଦ୍ଧା 'ଶୂନ୍ୟ ମୃତ୍ୟୁ'…