Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଶ୍ରୀ ଭାଗବତ ସାର ୮୮: କେଉଁ ତିଥିରେ ପଡେ ଭାଗବତ ଜନ୍ମ ଦିବସ?

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ଗ୍ରନ୍ଥର ଜନ୍ମ ଓ ସଂସାରରେ ଏହାର ପ୍ରଚାର ଓ ପ୍ରସାରର ଗୋଟିଏ ମୂଳ ବିବରଣୀ ଆମେ ଜାଣିଲେ। ଆଉ ଏହା ମଧ୍ୟ ଜାଣିଲେ ଶୌନକାଦି ଋଷି ମାନେ ନୈମିଷ୍ୟାରଣ୍ୟରେ ସହସ୍ର ବର୍ଷ ଯଜ୍ଞ ସମ୍ପାଦନ କରୁଥିବା ସମୟରେ ଶୁକଦେବ ଶିଷ୍ୟ…

ତ୍ରିନିଦାଦ ଏବଂ ଟୋବାଗୋର ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ଶୁକ୍ରବାର ତ୍ରିନିଦାଦ ଏବଂ ଟୋବାଗୋର ସର୍ବୋଚ୍ଚ ନାଗରିକ ସମ୍ମାନ 'ଦି ଅର୍ଡର ଅଫ୍ ଦି ରିପବ୍ଲିକ୍ ଅଫ୍ ତ୍ରିନିଦାଦ ଏବଂ ଟୋବାଗୋ' ରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପାଞ୍ଚଟି ରାଷ୍ଟ୍ର ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ କାରିବିଆଈ ଦ୍ୱୀପ ରାଷ୍ଟ୍ରକୁ ଦୁଇ ଦିନିଆ…

କୋରାପୁଟ-ଜୟପୁର ରେଳପଥରେ ଭୂସ୍ଖଳନ: ୨ ଦିନ ପରେ ସ୍ବାଭିବକ ହେଲା ରେଳ ଚଳାଚଳ

ଭୁବନେଶ୍ବର: ପୂର୍ବତଟ ରେଳପଥ ୱାଲଟିୟର ରେଳମଣ୍ଡଳ ଅନ୍ତର୍ଗତ କୋରାପୁଟ-କିରାଣ୍ଡୁଲ ରେଳ ମାର୍ଗରେ ଜରାତି ଏବଂ ମାଲିଗୁଡ଼ା ଷ୍ଟେସନ ମଧ୍ୟରେ ଗତ ୨ ତାରିଖରେ ପ୍ରବଳ ବର୍ଷା ଯୋଗୁଁ ଏକ ବଡ଼ ଭୂସ୍ଖଳନ ହୋଇଥିଲା । ଏହା ଦ୍ୱାରା ରେଳ ସେକ୍ସନକୁ ବାଧାପ୍ରାପ୍ତ କରିବାର ମାତ୍ର ଦୁଇ ଦିନ ମଧ୍ୟରେ…

ତାଲିବାନ ସରକାରଙ୍କୁ ମିଳିଲା ମାନ୍ୟତା;ଏପରି କରିବାରେ ବିଶ୍ୱର ପ୍ରଥମ ଦେଶ ହେଲା ଋଷ

ନୂଆଦିଲ୍ଲୀ:ଆଫଗାନିସ୍ତାନର ତାଲିବାନ ସରକାରଙ୍କୁ ଔପଚାରିକ ଭାବରେ ସ୍ୱୀକୃତି ଦେଲା ଋଷ । ତାଲିବାନ ସରକାରକୁ ମାନ୍ୟତା ଦେବାରେ ଋଷ ବିଶ୍ୱର ପ୍ରଥମ ଦେଶ ପାଲଟିଛି। ତାଲିବାନ ୨୦୨୧ ମସିହାରୁ ଆଫଗାନିସ୍ତାନରେ ସରକାର ଚଳାଉଛନ୍ତି । ମିଡିଆ ରିପୋର୍ଟ ଅନୁସାରେ, ଋଷ ରାଜଧାନୀ ମସ୍କୋରେ ଥିବା…

ଆଡପ ମଣ୍ଡପରେ ଶ୍ରୀଜିଉଙ୍କୁ ଶେଷ ଦର୍ଶନ କଲେ ଭକ୍ତ, କାଲି ଅପରାହ୍ନ ୪ଟାରେ ରଥ ଟଣା

ପୁରୀ: ଯଜ୍ଞବେଦୀରୁ ବାହୁଡିବେ ପ୍ରଭୁ ରତ୍ନବେଦୀକୁ । ସରିଲା ଆଡପମଣ୍ଡପରେ ପ୍ରଭୂଙ୍କ ଲୀଳା ଖେଳା । ଆସନ୍ତାକାଲି ସକାଳୁ ବାହୁଡିବେ ଶ୍ରୀଜିଉ ବାହୁଡା ଯାତ୍ରାରେ । ସେଥିପାଇଁ ଆଜି ହେଉଛି ଘୋଷଯାତ୍ରାର ନବମୀ ତିଥି । ଶ୍ରୀଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ନବମୀ ଦର୍ଶନ ବା ସଂନ୍ଧ୍ୟା ଦର୍ଶନ…

ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡା ୨୦୨୫: ଗତ ୩ଦିନରେ ଓଡିଶା ପୋଲିସର ୬ସ୍ଵର୍ଣ୍ଣ ପଦକ ହାସଲ

ଭୁବନେଶ୍ବର: ଯୁକ୍ତରାଷ୍ଟ୍ର ଆମେରିକାର ବିର୍ମିଂହାମରେ ଅନୁଷ୍ଠିତ ହୋଇଥିବା ପ୍ରତିଷ୍ଠିତ ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡା ୨୦୨୫ରେ ଓଡ଼ିଶା ପୋଲିସର କ୍ରୀଡାବିତମାନେ ନିରନ୍ତର ଭାବେ ସଫଳତା ହାସଲ କରି ଚାଲିଛନ୍ତି। ଏହିକ୍ରମରେ ଆଜି ୨ ଜଣ ଯୁବ କ୍ରୀଡାବିତ କରାଟେରେ  ରିତେଶ ରାୟ ସ୍ୱର୍ଣ୍ଣ…

ମିଲିଲା ଚୋରି ବାସନ ସାମଗ୍ରୀ, ୧୪ ଅଭିଯୁକ୍ତ ଗିରଫ

ବରଗଡ: ଚୋରି ବିଦ୍ୟୁତ୍ ତାରରେ ବାସନ ସାମଗ୍ରୀ ତିଆରି କରୁଥିବା ଚୋର ଗ୍ୟାଙ୍ଗକୁ ଧରିଛି ବରଗଡ଼ ପୋଲିସ । ୧୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି ବରଗଡ଼ ପୋଲିସ । ସୂଚନା ଅନୁସାରେ ଚୋରି ହୋଇଥିବା ବିଦ୍ୟୁତ୍ ତାରକୁ ତରଲେଇ ବାସନ ସାମଗ୍ରୀ ତିଆରି କରୁଥିଲେ । ତେବେ ଗୋଡ଼ଭଗା…

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅତିପ୍ରିୟ ପୋଡପିଠା, ଏମିତି ହୁଏ ପ୍ରସ୍ତୁତ…

ପୁରୀ: ପୁରୀ ଶ୍ରୀକ୍ଷେତ୍ରରେ ମାନବୀୟ ଲୀଳା କରୁଛନ୍ତି ମହାପ୍ରଭୁ ଜଗନ୍ନାଥ । ରଥଯାତ୍ରା ପରେ ଆଡପମଣ୍ଡପକୁ ବିଜେ କରିଛନ୍ତି କାଳିଆ ଠାକୁର । ବାହୁଡା ଯାତ୍ରାରେ ଶ୍ରୀମନ୍ଦିର ଫେରିବା ବେଳେ ମାଉସୀମାଙ୍କ ହାତରୁ ମହାପ୍ରଭୁ ପୋଡପିଠା ଖାଇବେ । ଏହି ପରମ୍ପରା କାହୁଁ କେଉଁ ଯୁଗରୁ ଚାଲି ଆସୁଛି ।…

ଜୁଲାଇ ୮ରେ ବିଜେପି ରାଜ୍ୟ ସଭାପତି ଚୟନ

ଭୁବନେଶ୍ୱର: ବିଜେପି ରାଜ୍ୟ ସଭାପତି ନିର୍ବାଚନ ପାଇଁ ପୁନଃ ପ୍ରକ୍ରିୟା ଆରମ୍ଭ । ଆସନ୍ତା ୭ରେ ନାମାଙ୍କନ ଓ ୮ରେ ରାଜ୍ୟ ସଭାପତି ନିର୍ବାଚନ ପାଇଁ ଭୋଟିଂ ହେବ । ଏହା ପରେ ଫଳାଫଳ ଘୋଷଣା ସହ ନୂଆ ସଭାପତିଙ୍କ ନାଁ ଘୋଷଣା ହେବ । ରାଷ୍ଟ୍ରୀୟ ନିର୍ବାଚନ ଅଧିକାରୀ ଡ.କେ.ଲକ୍ଷ୍ମଣଙ୍କ…

ଅନିଶ୍ଚିତତା ଭିତରେ ପୁରୀ ବିମାନବନ୍ଦର!

ପୁରୀ: ପୁରୀ ବିମାନବନ୍ଦର ଜଙ୍ଗଲ ଜମି ମଞ୍ଜୁରୀକୁ ସ୍ଥଗିତ ରଖିଲା ପରିବେଶ ମନ୍ତ୍ରଣାଳୟର ଜଙ୍ଗଲ ପରାମର୍ଶଦାତା କମିଟି (ଏଫଏସି) । ମନ୍ତ୍ରଣାଳୟ ପକ୍ଷରୁ ଅଲିଭ୍ ରିଡଲେ କଇଁଛ , ଇରାୱାଡ୍ଡି ଡଲଫିନ୍ ଏବଂ ପ୍ରବାସୀ ପକ୍ଷୀଙ୍କ ପାଇଁ ସମ୍ଭାବ୍ୟ କ୍ଷତି ଏବଂ ଘୂର୍ଣ୍ଣିଝଡ଼ରୁ ଉପକୂଳକୁ ସୁରକ୍ଷା…