Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଟ୍ରାଫିକ୍ ଜାମ୍ ପାଇଁ ଗଲା ୩ ଜୀବନ: ଏନଏଚଏଆଇ କହିଲା- ବିନା କାମରେ କାହିଁକି ଘରୁ ବାହାରୁଛନ୍ତି ଲୋକେ

ଭୋପାଳ: ମଧ୍ୟପ୍ରଦେଶର ଇନ୍ଦୋରର ଇନ୍ଦୋର-ଦେବାସ ରାସ୍ତାରେ ୪୦ ଘଣ୍ଟା ଧରି ଟ୍ରାଫିକ ଜାମ ଯୋଗୁଁ ଶୁକ୍ରବାର ଦିନ ତିନି ଜଣଙ୍କର ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କୁ ହୃଦଘାତ ହୋଇଥିଲା ଏବଂ ଜଣେ ରୋଗୀଙ୍କ ହସ୍ପିଟାଲ ପହଞ୍ଚିବା ପୂର୍ବରୁ ଅମ୍ଳଜାନ ସରିଯାଇଥିଲା। ଏହି କାରଣରୁ ଏହି…

ଶରଧାବାଲି ଦଳାଚକଟା: ହସ୍ତକ୍ଷେପ କଲେ ରାଜ୍ୟ ମାନବିଧିକାର କମିଶନ

ପୁରୀ: ଶରଧାବାଲି ଦଳଚକଟା ଘଟଣାରେ ସିଧା ହସ୍ତକ୍ଷେପ କଲେ ରାଜ୍ୟ ମାନବିଧିକାର କମିଶନ । ଦଳାଚକଟା ଘଟଣାରେ ଶ୍ରୀମନ୍ଦିର ପ୍ରଶାସକ, ପୁରୀ ଜିଲ୍ଲାପାଳ, ଏସ୍‌ପିଙ୍କୁ ରିପୋର୍ଟ ମାଗିଲେ ରାଜ୍ୟ ମାନବିଧିକାର କମିଶନ । ଏଥିସହିତ ଯେପରି ଘଟଣାର ପୁନରାବୃତ୍ତି ନ ଘଟିବ ସେନେଇ ପଦକ୍ଷେପ ନେବାକୁ ମଧ୍ୟ…

ବିଚ୍ ରାସ୍ତାରେ ଅତର୍କିତ ଆକ୍ରମଣ କଲେ ଦୁବୃର୍ତ୍ତ, ଗୁରୁତର ଯୁବକ ଡାକ୍ତରଖାନାରେ ଭର୍ତ୍ତି

ମୟୂରଭଞ୍ଜ: ବାରିପଦାରେ ବିଚ୍ ରାସ୍ତାରେ ଛୁରାମାଡ । ଟାଉନ୍‌ ଥାନା ଷ୍ଟେସନ୍ ବଜାର ନିକଟରେ ଛୁରାମାଡ଼ । ଗୁରୁତର ଅବସ୍ଥାରେ PRM ମେଡିକାଲ୍‌ରେ ଯୁବକ ଭର୍ତ୍ତି ହୋଇଛନ୍ତି । ଯୁବକ ଜଣକ ନାଁ ମୁନା ଯାଦବ । ଖବର ଅନୁଯାୟୀ,ଯୁବକ ଜଣକ ସ୍ଥାନୀୟ ଏକ ବିଦେଶୀ ମଦ ଦୋକାନର କର୍ମଚାରୀ ବୋଲି ସୂଚନା…

କିଏ ହେବେ ଦଲାଇଲାମାଙ୍କ ଉତ୍ତରାଧିକାରୀ…

ନୂଆଦିଲ୍ଲୀ: ତିବ୍ଦତୀୟ ଧର୍ମଗୁରୁ ଦଲାଇଲାମା ଖୁବ୍ ଶୀଘ୍ର ୯୦ ବର୍ଷ ବୟସରେ ପଦାର୍ପଣ କରିବାକୁ ଯାଉଛନ୍ତି। ବର୍ଦ୍ଧିତ ବୟସ ଯୋଗୁଁ ଉତ୍ତରାଧିକାରୀ ଏବଂ ତାଙ୍କ ନିର୍ବାଚନ ବିଷୟରେ ପ୍ରାୟତଃ ଆଲୋଚନା ହୋଇଥାଏ। ସେ ୧୪ ତମ ଦଲାଇଲାମା ଏବଂ ତାଙ୍କ ଉତ୍ତରାଧିକାରୀ ୧୫ ତମ ଲାମା ଭାବରେ ଜଣାଯିବେ।…

ସଂସଦ ସୁରକ୍ଷା ତ୍ରୁଟି ମାମଲା: ୨ ଅଭିଯୁକ୍ତଙ୍କୁ ଜାମିନ ଦେଲେ ହାଇକୋର୍ଟ

ନୂଆଦିଲ୍ଲୀ: ସଂସଦର ସୁରକ୍ଷାରେ ତ୍ରୁଟି ମାମଲାରେ ଅଭିଯୁକ୍ତଙ୍କୁ ମିଲିଲା ଜାମିନ୍ । ବୁଧବାର ଦିଲ୍ଲୀ ହାଇକୋର୍ଟ ଦୁଇ ଅଭିଯୁକ୍ତ ନୀଲମ ଆଜାଦ ଏବଂ ମହେଶ କୁମାୱତଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ଦିଲ୍ଲୀ ପୋଲିସ ନୀଲମ ଆଜାଦ ଏବଂ ମହେଶ କୁମାୱତଙ୍କ ଜାମିନ ଆବେଦନକୁ ବିରୋଧ କରିବା…

ତେଲେଙ୍ଗାନା କେମିକାଲ୍ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା, ୪ ଓଡ଼ିଆ ମୃତ

ହାଇଦ୍ରାବାଦ\ଭୁବନେଶ୍ୱର: ତେଲେଙ୍ଗାନାର କେମିକାଲ୍ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣାରେ ୪ ଓଡ଼ିଆ ମୃତ। ୪ ଜଣ ଆହତ। ୪ ଓଡ଼ିଆଙ୍କ ମୃତଦେହ ଚିହ୍ନଟ ହୋଇଥିବା ସ୍ପଷ୍ଟ ହୋଇଛି। ୪ ମୃତକ ହେଲେ ଗଞ୍ଜାମ, କଟକ, ବାଲେଶ୍ବର ଓ ଯାଜପୁର ଜିଲ୍ଲାର। ଏଯାଏଁ ବିସ୍ଫୋରଣ ଘଟଣାରେ ୩୭ରୁ ଊର୍ଦ୍ଧ୍ବ ଲୋକଙ୍କ…

ଜୀବନ ନେଉଛି କି କରୋନା ଟୀକା?, ସ୍ପଷ୍ଟିକରଣ ରଖିଲା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ….

ନୂଆଦିଲ୍ଲୀ: କରୋନା ଭ୍ୟାକସିନକୁ ନେଇ ଏବେ ଅନେକ କଳ୍ପନାଜଳ୍ପନା ଆରମ୍ଭ ହୋଇଛି । ବର୍ତ୍ତମାନ ଯୁବକଙ୍କଠାରେ ହୃଦଘାତର ଆଶଙ୍କା ଅଧିକ ଦେଖାଦେଇଛି । ଯାହାକି କୋଭିଡ୍ ଭ୍ୟାକସିନ୍ ନେବା ପରଠାରୁ ଅଧିକ ହେଉଥିବା କୁହାଯାଉଛି । ଏନେଇ ପୂର୍ବରୁ ଦାବି ହେଉଥିବା ବେଳେ ଏବେ କର୍ଣ୍ଣାଟକ ସରକାର…

୫ ଦେଶ ଗସ୍ତରେ ବାହାରିଲେ ପ୍ରଧାନମନ୍ତ୍ରୀ ମୋଦି: ଜାଣନ୍ତୁ କାହିଁକି ଏହା ଗୁରୁତ୍ବପୂର୍ଣ୍ଣ…..

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ୨ ରୁ ୯ ଜୁଲାଇ ପର୍ଯ୍ୟନ୍ତ ୫ ଟି ଦେଶ - ଘାନା, ତ୍ରିନିଦାଦ ଏବଂ ଟୋବାଗୋ, ଆର୍ଜେଣ୍ଟିନା, ବ୍ରାଜିଲ ଏବଂ ନାମିବିଆ ଗସ୍ତ ପାଇଁ ବାହାରି ଯାଇଛନ୍ତି । ଏହି ସମୟରେ, ସେ ଏହି ଦେଶର ନେତାମାନଙ୍କୁ ଭେଟିବେ, ଦ୍ୱିପାକ୍ଷିକ ସମ୍ପର୍କକୁ ମଜବୁତ…

ଲାଲକୃଷ୍ଣ ଆଡଭାନିଙ୍କୁ ହତ୍ୟା ଷଡଯନ୍ତ୍ର…୩୦ ବର୍ଷ ପରେ ଧରାପଡିଲା ଆତଙ୍କୀ ଅବୁବକର ସିଦ୍ଦିକି

ନୂଆଦିଲ୍ଲୀ: ୨୦୧୧ ମସିହାରେ ଭାରତର ପୂର୍ବତନ ଉପପ୍ରଧାନମନ୍ତ୍ରୀ ଏବଂ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କୁ ମିଳିଥିଲା ବୋମା ଧମକ । ତାମିଲନାଡୁର ମଦୁରାଇରେ ରଥଯାତ୍ରା ସମୟରେ ଆଡଭାନୀଙ୍କୁ ଟାର୍ଗେଟ କରି ପାଇପ୍ ବୋମା ଖଞ୍ଜିବାକୁ ଚେଷ୍ଟା କରାଯାଇଥିଲା। ବର୍ତ୍ତମାନ…

ପ୍ରବଳ ବର୍ଷା: ଫୁଲୁଛି ବ୍ରାହ୍ମଣୀ, ମନ୍ଦିରା ଡ୍ୟାମ୍‌ରେ ଖୋଲିଲା ୬ ଗେଟ୍

ରାଉରକେଲା: ଝାଡ଼ଖଣ୍ଡ ଉପର ମୁଣ୍ଡରେ ଜାରି ରହିଥିବା ଲଗାଣ ବର୍ଷା ଯୋଗୁଁ ବ୍ରାହ୍ମଣୀ ଜଳସ୍ତର ବଢୁଛି। ମନ୍ଦିରା ଡ୍ୟାମ୍‌ରେ ବିପଦ ସଙ୍କେତ ୧୭୮.୪୨୦ ମିଟର ରହିଥିବାବେଳେ ସତର୍କ ଜଳସ୍ତର ରହିଛି ୧୭୭.୫୧୦ ମିଟର। ଆଜି ସକାଳ ୮ଟା ସୁଦ୍ଧା ବ୍ରାହ୍ମଣୀର ବନ୍ୟାଜଳ ୧୭୪.୦୫ ମିଟର ଏବଂ ଅପରାହ୍ଣରେ…