Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

‘ଆମେରିକା ଅତି କମ୍ ଶୁଳ୍କରେ ଚୁକ୍ତି କରିବ’, ପୁଣି ଭାରତ ସହ ବାଣିଜ୍ୟ ନେଇ ଟ୍ରମ୍ପ ଦେଲେ ବଡ ବୟାନ….

ନୂଆଦିଲ୍ଲୀ: ପୂର୍ବରୁ ଭାରତ ସହ ଆମେରିକା ବାଣିଜ୍ୟ ଚୁକ୍ତି ନେଇ ଟ୍ରମ୍ପ ବାରମ୍ବାର ସଙ୍କେତ ଦେଉଥିବା ବେଳେ ଆଜି ପୁଣି ବଡ ବୟାନ ଦେିଛନ୍ତି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଏବଂ ଆମେରିକା ମଧ୍ୟରେ ବାଣିଜ୍ୟ ଚୁକ୍ତି ବିଷୟରେ କହିଛନ୍ତି ଯେ ଦୁଇ ଦେଶ ଖୁବ୍ ଶୀଘ୍ର ଏକ ବାଣିଜ୍ୟ…

ପହଲଗାମ ଆତଙ୍କୀ ହମଲାକୁ ନିନ୍ଦା କଲେ କ୍ବାଡ୍ ଦେଶ: କହିଲେ, ‘ବିନା ବିଳମ୍ବରେ ଦୋଷୀକୁ ଦଣ୍ଡ’

ନୂଆଦିଲ୍ଲୀ: ମଙ୍ଗଳବାର ଦିନ ୱାଶିଂଟନରେ କ୍ୱାଡ୍ ଦେଶଗୁଡ଼ିକର ବୈଦେଶିକ ମନ୍ତ୍ରୀମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ସମୟରେ କ୍ୱାଡ୍ ୨୨ ଏପ୍ରିଲରେ ଜମ୍ମୁ ଓ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ କଡ଼ା ନିନ୍ଦା କରିଛି । କ୍ୱାଡ୍ ମଧ୍ୟ ଦାବି କରିଛି…

ଯୋଡ଼ାରେ ବଡ଼ ଅଘଟଣ; ଖଣିରୁ ମାଟି ଅତଡ଼ା ଧସି ୩ ମୃତ

କେନ୍ଦୁଝର: ଯୋଡ଼ାରେ ବଡ଼ ଅଘଟଣ । ଖଣିରୁ ମାଟି ଅତଡ଼ା ଧସି ୩ ଜଣଙ୍କ ମୃତ୍ୟୁ ହୋଇଛି ଓ କିଛି ଲୋକ ଆହତ ହୋଇଥିବା ଜଣାପଡିଛି । କେନ୍ଦୁଝର ଯୋଡ଼ା ଥାନା ବିଛାକୁଣ୍ଡି ଦଲପାହାଡ଼ରେ ଘଟିଛି ଏହି ବଡ଼ ଅଘଟଣ । ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଥିବା କାରଣରୁ ମାଟି ଅତଡ଼ା ଧସିଛି । ମୃତ…

ଆଜିଠୁ ବାହୁଡ଼ା ପ୍ରସ୍ତୁତି; ସାଢ଼େ ୧୨ଟାରେ ରଥକୁ ଆଜ୍ଞାମାଳ ବିଜେ, ହେବ ୩ରଥର ଦକ୍ଷିଣ ମୋଡ଼

ପୁରୀ:ଆଜିଠୁ ବାହୁଡ଼ା ପ୍ରସ୍ତୁତି । ଜନ୍ମବେଦୀ ଗୁଣ୍ଡିଚା ମନ୍ଦିରରେ ସରି ସରି ଆସୁଛି ମହାପ୍ରଭୁଙ୍କର ଲୀଳା ଖେଳା । ପରମ୍ପରା ଅନୁଯାୟୀ ହେରା ପଞ୍ଚମୀ ପରଦିନ, ଅର୍ଥାତ୍‌ ଯାତ୍ରାର ଷଷ୍ଠ ଦିନରେ (ଆଜି) ରଥର ଦକ୍ଷିଣ ମୋଡ଼ ଅନୁଷ୍ଠିତ ହେବ। ଗୁଣ୍ଡିଚା ମନ୍ଦିରରେ ସକାଳ ଧୂପ ନୀତି ଶେଷ ହେବା…

ଆସନ୍ତା ୫ଜୁଲାଇ ଯାଏଁ ବର୍ଷା; ଆଜି ୩ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ

ଭୁବନେଶ୍ବର: ଉତ୍ତର ଓଡ଼ିଶା ଏବଂ ଏହାର ସଂଲଗ୍ନ ପଶ୍ଚିମବଙ୍ଗ-ଉତ୍ତର ବଙ୍ଗୋପସାଗର ନିକଟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଫଳରେ ୫ ଜୁଲାଇ ଯାଏଁ ରାଜ୍ୟରେ ବିଭିନ୍ନ ଜିଲ୍ଲାଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଏବଂ ବଜ୍ରପାତ ସହ ଘଡ଼ଘଡ଼ି ବର୍ଷାର ସମ୍ଭାବନା ରହିଛି । ତେବେ ଆଜି ପାଇଁ ୩…

ଶ୍ରୀ ଭାଗବତ ସାର ୮୫: ଭଗବାନ ହେଉଛନ୍ତି ସ୍ୱୟଂ ମାୟାଧର ଶ୍ରୀକୃଷ୍ଣ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତର ମୂଳ ସ୍ୱରୂପ ବା ଚତୁଶ୍ଳୋକି ଭାଗବତର ଦ୍ଵିତୀୟ ଶ୍ଳୋକ ଅର୍ଥାତ ବ୍ୟାସକୃତ ସଂସ୍କୃତ ଭାଗବତଙ୍କ ଦ୍ଵିତୀୟ ସ୍କନ୍ଦ ନବମ ଅଧ୍ୟାୟର ଶ୍ଳୋକ ସଂଖ୍ୟା ୩୨ରୁ ୩୫ ଶ୍ଳୋକଙ୍କ ଆଲୋଚନା ଜାରି ରହିଛି। ଶ୍ଳୋକ ୩୩:-ୠତେଅର୍ଥଂ…

RailOne ଆପ୍ ଉନ୍ମୋଚନ: ସମସ୍ତ ଅତ୍ୟାବଶ୍ୟକ ଯାତ୍ରୀ ସେବା ପାଇଁ ଏକ ୱାନ୍-ଷ୍ଟପ୍ ସମାଧାନ

ଭୁବନେଶ୍ବର: ଭାରତୀୟ ରେଳ ଯାତ୍ରୀ ସୁବିଧାରେ ଉନ୍ନତି ଆଣିବା ପାଇଁ ନିରନ୍ତର ପଦକ୍ଷେପ ନେଇ ଆସୁଛି । ନୂତନ ପିଢ଼ିର ଟ୍ରେନ ପ୍ରଚଳନ, ଷ୍ଟେସନଗୁଡ଼ିକର ପୁନଃବିକାଶ, ପୁରୁଣା କୋଚଗୁଡ଼ିକୁ ନୂତନ LHB କୋଚରେ ରୂପାନ୍ତରଣ ଏବଂ ଏହିପରି ଅନେକ ପଦକ୍ଷେପ ଗତ ଦଶନ୍ଧିରେ ଯାତ୍ରୀଙ୍କ ଅଭିଜ୍ଞତାକୁ ଉନ୍ନତ…

ପ୍ରଭାତୀ ଦାସଙ୍କ ପରିବାରବର୍ଗଙ୍କୁ ଭେଟି ୨୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ରାଶି ପ୍ରଦାନ କଲେ ଉପମୁଖ୍ୟମନ୍ତ୍ରୀ

ବାଲିପାଟଣା: ରଥଯାତ୍ରା ସମୟରେ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ଘଟିଥିବା ଅଭାବନୀୟ ଘଟଣାରେ ବାଲିପାଟଣା ବ୍ଲକର ଅଠାନ୍ତର ଗ୍ରାମ ନିବାସୀ ପ୍ରଭାତୀ ଦାସଙ୍କର ପରଲୋକ ଘଟିଥିଲା । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମଙ୍ଗଳବାର ସ୍ବର୍ଗତଃ ପ୍ରଭାତୀ ଦାସଙ୍କର ବାସଭବନକୁ ଯାଇ ତାଙ୍କ ପରିବାର…

୩ ବର୍ଷିଆ LLB ପାଠ୍ୟକ୍ରମ ପାଇଁ ସମୟସୀମା ଜାରି

ଭୁବନେଶ୍ୱର:  ୨୦୨୫-୨୬ ଶିକ୍ଷାବର୍ଷ ପାଇଁ SAMS ଅଧୀନରେ ୩ ବର୍ଷିଆ LLB ପାଠ୍ୟକ୍ରମରେ ଅନଲାଇନ ନାମଲେଖା ନେଇ ଉଚ୍ଚଶିକ୍ଷା ବିଭାଗ ମଙ୍ଗଳବାର ଦିନ ସମୟସୀମା ଜାରି କରିଛନ୍ତି। ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ (କଟକ), ବିଶ୍ୱବିଦ୍ୟାଳୟ ଆଇନ ମହାବିଦ୍ୟାଳୟ (ଉତ୍କଳ ବିଶ୍ୱବିଦ୍ୟାଳୟ,…

ଆଜି ହେରାପଞ୍ଚମୀ ନୀତି, ନନ୍ଦିଘୋଷ ରଥ ଭାଙ୍ଗିଲେ ମହାଲକ୍ଷ୍ମୀ

ପୁରୀ: ଶ୍ରୀଗୁଣ୍ଡିଚା ଯାତ୍ରାର ଆଜି ହେଉଛି ପଞ୍ଚମ ଦିନ l ଜନ୍ମବେଦୀ ଗୁଣ୍ଡିଚାମନ୍ଦିରରେ ଚାଲିଛି ମହାପ୍ରଭୁଙ୍କ ଲୀଳାଖେଳା । ମାଉସୀ ହାତ ପରସା ଖାଉଛନ୍ତି ଓ ଅଗଣିତ ଭକ୍ତଙ୍କ ଗୁହାରି ଶୁଣୁଛନ୍ତି l ଆଡପ ମଣ୍ଡପରେ ଦର୍ଶନ କରି ବାଭବିହ୍ଵଳ ଭକ୍ତ l ମହାପ୍ରଭୁଙ୍କ ହେରାପଞ୍ଚମୀ ନୀତି ଆଜି…