Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଫେରିଲା ମୌସୁମୀ: ୧୭ ଯାଏ ବର୍ଷା ସମ୍ଭାବନା, ୨ରୁ ୪ ଡିଗ୍ରୀ ଖସିବ ପାରଦ

ଭୁବନେଶ୍ୱର: କିଛିଦିନର ବିରତି ପରେ ପୁଣି ଫେରିଲା ମୌସୁମୀ। ତାତିରେ ଲାଗିଲା ବ୍ରେକ୍। ଆସନ୍ତା ଦୁଇଦିନ ଭିତରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାର କିଛି ଭାଗକୁ ପ୍ରବେଶ କରିବ। ରାଜ୍ୟର କିଛି ସ୍ଥାନରେ ବର୍ଷା ହୋଇଛି। ପାଣିପାଗ ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୨୪ ଘଣ୍ଟା ପରେ ତାପମାତ୍ରା…

ଶ୍ରୀ ଭାଗବତ ସାର ୬୫: ପଞ୍ଜୁରୀ ଭିତରେ ଶୁକପକ୍ଷୀ ଶ୍ରୀରାଧାଙ୍କଠାରୁ କୃଷ୍ଣ ଭକ୍ତି ଗାଥା ଶୁଣି ପକ୍ଷୀ ଜନ୍ମରୁ ମୁକ୍ତି…

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ଓ ମହାମୁନି ଶୁକଦେବଙ୍କ ସମ୍ପର୍କ ଅତ୍ୟନ୍ତ ନିବିଡ଼ ତଥାପି ଶୁକଦେବଙ୍କ ଜନ୍ମ ବୃତ୍ତାନ୍ତ ଓ ଶ୍ରୀମଦ ଭାଗବତ ପ୍ରାପ୍ତି ଆଜିବି ଗବେଷଣା ସାପେକ୍ଷ ବିଷୟ ହୋଇରହିଛି। କେବଳ କିଛି କିମ୍ବଦନ୍ତୀକୁ ଆଧାର କରି ଲୋକ ମୁଖରେ…

ଅମରନାଥ ଯାତ୍ରା ସୁରକ୍ଷା ପାଇଁ ଯାଉଥିବା ଯବାନଙ୍କୁ ମିଳିଲା ମଇଳା ବଗି ଟ୍ରେନ୍‌, କଡ଼ା କାର୍ଯ୍ୟାନୁଷ୍ଠାନ ନେଲେ…

ନୂଆଦିଲ୍ଲୀ: ଆଉ ଅଳ୍ପ ଦିନର ଅପେକ୍ଷା ଏହା ପରେ ଆରମ୍ଭହେବ ଅମରନାଥ ଯାତ୍ରା । ହେଲେ ଏହି ସମୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଏହି ଯାତ୍ରା ସମୟରେ ସୁରକ୍ଷାରେ ନିୟୋଜିତ ପାଇଁ ବିଏସଏଫ୍ ଯବାନମାନଙ୍କୁ ଆଣିବା ପାଇଁ ଏକ ଖରାପ ଏବଂ ମଇଳା କୋଚ୍ ଥିବା ଟ୍ରେନ ଯୋଗାଇବାକୁ ନେଇ ବିବାଦ…

ଗୋଷ୍ଠୀ ସଂଘର୍ଷରେ ଯୁବକଙ୍କ ମୃତ୍ୟୁ ଘଟଣା; ପରିବାରର ଜଣକୁ ମିଳିବ ନିଯୁକ୍ତି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଗତ କିଛି ଦିନ ପୂର୍ବେ ଭଦ୍ରକ ତିହିଡି ଥାନା ଅଞ୍ଚଳରେ ଦୁଇ ସଂପ୍ରଦାୟଙ୍କ ଭିତରେ କିଛି କାରଣରୁ ଗଣ୍ଡଗୋଳ ଘଟିଥିଲା ଏବଂ ସେଥିରେ ଗୁରୁତର ଆହତ ହୋଇଥିବା ଜଣେ ଯୁବକ ସନ୍ତୋଷ ପରିଡାଙ୍କ ଆଜି ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ…

ଜୁନ୍ ୨୮ରୁ ପୁଣି ଆରମ୍ଭ ହେବ ଶ୍ରୀମନ୍ଦିରର ରତ୍ନଭଣ୍ଡାର ମରାମତି କାର୍ଯ୍ୟ

ପୁରୀ: ବର୍ତ୍ତମାନ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ବନ୍ଦ ରହିଥିବାବେଳେ, ରଥଯାତ୍ରା ପରଦିନ ଅର୍ଥାତ୍‌ ଆସନ୍ତା ୨୮ ତାରିଖ ଠାରୁ ପୁଣି ଥରେ ଆରମ୍ଭ ହେବ । ତେବେ ମରାମତି କାମ କେବେ ସମ୍ପୂର୍ଣ୍ଣ ହେବ, ତାହା ଏବେ ସଠିକ ଭାବେ କହିହେବ ନାହିଁ ବୋଲି ଆଜି ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି…

ଗ୍ରାମୀଣ ଡାକ ସେବକ ଚାକିରି ପାଇଁ ଜାଲ୍‌ ସାର୍ଟିଫିକେଟ୍‌ ଦେଇ ୫ ଗିରଫ

ବଲାଙ୍ଗୀର: ଗ୍ରାମୀଣ ଡାକ ସେବକ (ଜିଡିଏସ୍) ଚାକିରି ପାଇଁ ଜାଲ୍ ସାର୍ଟିଫିକେଟ ଦେଇ ଗିରଫ ହେଲେ ପାଞ୍ଚ ଯୁବକ । ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ୍ ଏହି ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ପାଞ୍ଚ ଅଭିଯୁକ୍ତ ହେଉଛନ୍ତି ବଲାଙ୍ଗୀର ସଦର ଥାନା କୁଟମଦୋଳାର ଅଜାଉଦିନ କୁମ୍ଭାର (୨୮),…

ରାଜା ରଘୁବଂଶୀଙ୍କ ପରିବାରକୁ କ୍ଷମା ମାଗିଲେ ସୋନମଙ୍କ ଭାଇ; କହିଲେ ମୋ ଭଉଣୀ… 

ଇନ୍ଦୋର: ଇନ୍ଦୋରରେ ହନିମୁନ ମନାଇବାକୁ ଯାଇ ଦମ୍ପତି ନିଖୋଜ ମାମଲା ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଏହି ମାମଲାରେ ସୋନମ ରଘୁବଂଶୀଙ୍କ ଭାଇ ଗୋବିନ୍ଦ ବୁଧବାର ଦିନ ରାଜାଙ୍କ ପରିବାର ବର୍ଗଙ୍କୁ ଭେଟିଥିଲେ। ଗୋବିନ୍ଦ ତାଙ୍କ ଭଉଣୀର ଏପରି କାଣ୍ଡ ପାଇଁ ରାଜାଙ୍କ ପରିବାରକୁ କ୍ଷମା ମାଗିବା ସହ…

ଦୁର୍ଲଭ ହାତୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ଚତୁର୍ଦ୍ଧା ମୂରତି

ପୁରୀ: ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି ମହାପ୍ରଭୁଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଦୁର୍ଲଭ ହାତୀ ବେଶରେ ସଜ୍ଜିତ ହୋଇ ଦର୍ଶନ ଦେଲେ ଚତୁର୍ଦ୍ଧା ମୂରତି । ଏହି ସମୟରେ ଆବେଗ ମୟ ଜନ ସମୁଦ୍ର ପାଲଟିଥିଲା ବଡ଼ଦାଣ୍ଡ । ସମସ୍ତଙ୍କ ମୁହଁରୁ ଭାସି ଆସୁଥିଲା ଜୟ ଶ୍ରୀଜଗନ୍ନାଥ ଡାକ । ଘଣ୍ଟ…

ସ୍ନାନ ପୂର୍ଣ୍ଣିମାରେ ପୁରୀରେ ଜଘନ୍ୟ ହତ୍ୟାକାଣ୍ଡ

ପୁରୀ: ସ୍ନାନ ପୂର୍ଣ୍ଣିମାରେ ପୁରୀରେ ଜଘନ୍ୟ ହତ୍ୟାକାଣ୍ଡ । ଟାଉନ ଥାନା ଗୁଡିଆସାହି ରାବେଣୀ ଚଉଁରା ନିକଟରେ ଏହି ହତ୍ୟାକାଣ୍ଡ ଘଟିଛି । ହତ୍ୟାକାଣ୍ଡରେ ମୃତ ବ୍ୟକ୍ତି ଜଣକ ହେଉଛନ୍ତି ଜଗନ୍ନାଥ ଦୀକ୍ଷିତ । ତେବେ ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ହୋଇଥିବା ଅନୁମାନ କରାଯାଉଛି ।…

କାବ୍ୟାଞ୍ଜଳି କବିତା ସଂକଳନ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଉନ୍ମୋଚିତ

ପୁରୀ: ପବିତ୍ର ମହାକୁମ୍ଭ ଆଧାରରେ ପ୍ରସ୍ତୁତ ଆଧ୍ୟାତ୍ମିକ କବିତା ସଂକଳନ ବା କଫି ଟେବୁଲ ବୁକ୍ ଓଡ଼ିଆ ସାହିତ୍ୟ ଆକାଶରେ ଏକ ଜାଜୁଲ୍ୟମାନ କିର୍ତ୍ତି ହୋଇ ରହିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜି ଦେବସ୍ନାନ ପୂର୍ଣ୍ଣିମା ଅବସରରେ ମୁଖ୍ୟମନ୍ତ୍ରୀ ସ୍ନାନ ମଣ୍ଡପରେ…