Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଏହି ଦିନ ହେବ ଛାତ୍ର ସଂସଦ ନିର୍ବାଚନ…ସାମ୍ନାକୁ ଆସିଲା ତାରିଖ….

ଭୁବନେଶ୍ବର: ଖୁବଶୀଘ୍ର ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଛି । ଏନେଇ ଛାତ୍ର ନେତାଙ୍କ ମଧ୍ୟରେ ଉତ୍କଣ୍ଠା ଜାରି ରହିଥିବା ବେଳେ ଏନେଇ ଏକ ତାରିଖ ସାମ୍ନାକୁ ଆସିଛି । କୁହାଯାଉଛି ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଆଗାମୀ ସେପ୍ଟେମ୍ବର ୨୫ କିମ୍ବା ୨୬ରେ ଛାତ୍ର ସଂସଦ ନିର୍ବାଚନ କରିବାକୁ…

ବାଂଲାଦେଶୀ ସନ୍ଦେହରେ ଅଟକ ଥିବା ୧୦୧ ଜଣଙ୍କୁ ମୁକ୍ତ କଲା ଓଡିଶା, ୪୪ ଜଣଙ୍କ ଉପରେ ଏବେ ବି ଚାଲିଛି ଯାଞ୍ଚ

ଭୁବନେଶ୍ୱର: ବାଂଲାଦେଶୀ ନାଗରିକ ଏବଂ ରୋହିଙ୍ଗ୍ୟା ସନ୍ଦେହରେ ଝାରସୁଗୁଡା ଜିଲ୍ଲାର ହୋଲ୍ଡିଂ ସେଣ୍ଟରରେ ଅଟକ ଥିବା ଆଉ ୧୦୧ ଜଣ ପ୍ରବାସୀ ଶ୍ରମିକଙ୍କୁ ଓଡ଼ିଶା ମୁକ୍ତ କରିଛି। ସୋମବାର ଠାରୁ ୪୪୭ ଜଣଙ୍କୁ ବାଂଲାଦେଶୀ ସନ୍ଦେହରେ ପୋଲିସ ଗିରଫ କରିଥିଲା। ୩୦୨ ଜଣଙ୍କୁ ଭାରତୀୟ ନାଗରିକ ବୋଲି…

ବୀରମିତ୍ରପୁରରେ ଟ୍ରେନ୍‌ର ୧୧ବଗି ଲାଇନଚ୍ୟୁତ

ରାଉରକେଲା: ପୁଣି ଏକ ରେଳ ଦୁର୍ଘଟଣା । ମାଲବାହୀ ଟ୍ରେନ୍‌ର ୧୧ଟି ବଗି ଲାଇନଚ୍ୟୁତ ହୋଇଛି । ବୀରମିତ୍ରପୁର ବଜାର ନିକଟର ବଗିଗୁଡ଼ିକ ଲାଇନଚ୍ୟୁତ ହୋଇଯାଇଛି। ତେବେ କୌଣସି କ୍ଷୟକ୍ଷତି ହୋଇ ନଥିବା କୁହାଯାଉଛି। ଚୂନପଥର ବୋଝେଇ ଫେରୁଥିବା ବେଳେ ଏହି ଅଘଟଣ ଘଟିଛି । ସୂଚନାମୁତାବକ,…

xAI ଲଞ୍ଚ କଲା ନୂଆ ଏଆଇ ମଡେଲ୍‌ Grok 4; ଜାଣନ୍ତୁ ଏହାର ବିଶେଷ୍ବତ

ନୂଆଦିଲ୍ଲୀ: ଏଲନ ମସ୍କଙ୍କ ଏଆଇ କମ୍ପାନୀ 'xAI' ନୂତନ ଫ୍ଲାଗସିପ୍ ଏଆଇ ମଡେଲ୍ 'Grok 4'କୁ ଲଞ୍ଚ କରିଛି । OpenAIର ChatGPT ଏବଂ Googleର Gemini ଭଳି ମଡେଲ୍କୁ ଟକ୍କର ଦେବ xAIର Grok। ଏହା ଫଟୋ ବିଶ୍ଳେଷଣ କରିପାରିବା ସହ ୟୁଜରଙ୍କ ପ୍ରଶ୍ନର ଉତ୍ତର ଦେଇପାରିବ । ଏହା ବିଶ୍ବର ସବୁଠୁ…

ଗିରଫଦାରି ପଛରେ ବିଜେଡିର ଷଡ଼ଯନ୍ତ୍ର ରହିଛି: ଅର୍ଚ୍ଚନା ନାଗ

ଭୁବନେଶ୍ବର: ବିଜେଡି ବିରୋଧରେ ବିଷ ଓଗାଳିଲେ ଅର୍ଚ୍ଚନା ନାଗ । ତାଙ୍କ ଗିରଫଦାରି ପଛରେ ବଡ଼ ଷଡ଼ଯନ୍ତ୍ର ଥିଲା କହିଲେ ଅର୍ଚ୍ଚନା । ଏହି ସମୟରେ ସେ ବବି ଦାସ, ମାନସ ମଙ୍ଗରାଜ, ଅମରେଶ ଜେନାଙ୍କ ନାଁ ନେଇ ତାଙ୍କ ଉପରେ ବର୍ଷିଲେ । ପୋଲିସ ଅଧିକାରୀଙ୍କ ନାଁ ନେଇ ମଧ୍ୟ ଟାର୍ଗେଟ୍‌ କଲେ ଅର୍ଚ୍ଚନା…

ପରମାଣୁ ଠାରୁ ମାରାତ୍ମକ ଏହି ଅସ୍ତ୍ର….ଭାରତ ପାଖରେ ଅଛି କି?

ନୂଆଦିଲ୍ଲୀ ବିଶ୍ବର ସବୁଠାରୁ ମାରାତ୍ମକ ଏବଂ ବିପଦପୂର୍ଣ୍ଣ ଅସ୍ତ୍ର ଭାବେ ପରମାଣୁ ବୋମାକୁ ବିବେଚନା କରାଯାଏ । ଏହି ବୋମାର ଭୟବହତା ସେତେବେଳେ ଦେଖାଯାଇଥିଲା, ଯେତେବେଳେ ଏହା ହୀରାସୀମା, ନାଗାସାକୀ ଉଭୟ ସହରର ୮୦ରୁ ୯୦% ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା ଏବଂ ଏହାର ବିକିରଣର…

୨୧ ଦିନ ପରେ ଆଜି ମୁମ୍ବାଇରୁ ଘରକୁ ଫେରୁଛନ୍ତି ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ଭାଇକାଲ୍ ଆର୍ଥ୍ରାଇଟିସ୍ ପାଇଁ ତାଙ୍କର ମେରୁଦଣ୍ଡ ଅସ୍ତ୍ରୋପଚାର ହୋଇଥିଲା। ସେ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ଆଜି ଭୁବନେଶ୍ୱର ଫେରୁଛନ୍ତି। ନବୀନ ଜୁନ୍ ୨୦ ରେ ମୁମ୍ବାଇ ଅଭିମୁଖେ…

ନା ସାଂସଦ, ନା ବିଧାୟକ….ଆଉ ନିର୍ବାଚନ ଲଢିବେନି ଜୁଏଲ୍ ଓରାମ୍

ଭୁବନେଶ୍ବର: ଆଉ ନିର୍ବାଚନ ଲଢିବେନି କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ ସାଂସଦ ଜୁଏଲ୍ ଓରାମ୍ । ଆଉ ନିର୍ବାଚନ ଲଢ଼ିବିନି ପୁଣି ସ୍ପଷ୍ଟ କରିଛନ୍ତି ସୁନ୍ଦରଗଡ଼ ସାଂସଦ ଜୁଏଲ୍ ଓରାମ । ସମ୍ବଲପୁରରେ ଅନୁଷ୍ଠିତ ରୋଜଗାର ମେଳାରେ ଜୁଏଲ୍‌ କିଛି ଏପରି ବୟାନ ଦେଇଛନ୍ତି । ସେ କହିଛନ୍ତି, ଗତ…

ସୁରକ୍ଷାକର୍ମୀଙ୍କୁ ପୁଣି ସଫଳତା: ସରଣ୍ଡା ଜଙ୍ଗଲରେ ମାଓବାଦୀଙ୍କ ବଙ୍କର ଠାବ

ରାଉରକେଲା: ସୁରକ୍ଷାକର୍ମୀଙ୍କୁ ପୁଣି ସଫଳତା। ଓଡ଼ିଶା ସୀମାନ୍ତ ଝାଡ଼ଖଣ୍ଡ ସରଣ୍ଡା ଜଙ୍ଗଲରେ ମାଓବାଦୀଙ୍କ ବଙ୍କର ଠାବ ହୋଇଛି । ସର୍ଚ୍ଚ ଅପରେସନ ବେଳେ ୫ ବଙ୍କର ଠାବ ହୋଇଛି । ସରଣ୍ଡାରେ ମାଓବାଦୀ ବଙ୍କର ଭିତରେ ଗୋଳାବାରୁଦ ଗଚ୍ଛିତ ରଖିଥିବା ଗୁପ୍ତ ସୂଚନା ପାଇ ସର୍ଚ୍ଚ ଅପରେସନ୍ ଆରମ୍ଭ…

ସୁ-୩୦ ଏମକେଆଇ ଯୁଦ୍ଧ ବିମାନରେ ‘ଅସ୍ତ୍ର’ର ସଫଳ ପରୀକ୍ଷଣ; ୧୦୦ କିଲୋମିଟରରୁ ଅଧିକ…

ବାଲେଶ୍ୱର: ଶନିବାର ସୁ-୩୦ ଏମକେଆଇ ଯୁଦ୍ଧ ବିମାନରେ ‘ଅସ୍ତ୍ର’ର ସଫଳ ପରୀକ୍ଷଣ ହୋଇଛି । ଡିଆରଡିଓ ଏବଂ ଭାରତୀୟ ବାୟୁସେନାର ମିଳିତ ଉଦ୍ୟମରେ ସ୍ବଦେଶୀ ରେଡିଓ ଫ୍ରିକ୍ୱେନ୍ସି ସିକର୍‌ ଲାଗିଥିବା ଏହି କ୍ଷେପଣାସ୍ତ୍ରକୁ ସୁ-୩୦ ଏମ୍‌କେ-ଆଇ ଯୁଦ୍ଧ ବିମାନରୁ ପରୀକ୍ଷଣ କରାଯାଇଛି । ଓଡ଼ିଶା…