Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ୟୁ-ଟର୍ଣ୍ଣ ମାରିବାରେ ଡୋନାଲ୍ଡ ଟ୍ରମ୍ପ ଓସ୍ତାଦ!

ନୂଆଦିଲ୍ଲୀ: ଆଜିକାଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜ ବୟାନ ପାଇଁ ଖବରର ଶିରୋନାମାରେ ଅଛନ୍ତି। କିନ୍ତୁ ସେ ପ୍ରାୟତଃ ତାଙ୍କ ବୟାନରୁ ଓହରି ଯାଆନ୍ତି। ଏହା ବ୍ୟତୀତ ଟ୍ରମ୍ପ ପ୍ରାୟ ସବୁ ବେଳେ ଦୋମୁହାଁ ନୀତି ଆପଣେଇ ଥାନ୍ତି। କହିବାକୁ ଗଲେ ସେ ଦୁଇ ପ୍ରକାରର ବୟାନ ଦିଅନ୍ତି।…

ଏହି ସହରରେ BSNL ଲଞ୍ଚ କଲା 5G ସେବା, ୟୁଜରଙ୍କୁ ମିଳିବ ସୁପରଫାଷ୍ଟ ସ୍ପିଡ୍

ନୂଆଦିଲ୍ଲୀ:କୋଟି କୋଟି BSNL ୟୁଜର୍ସଙ୍କ ଅପେକ୍ଷାର ଅନ୍ତ ଘଟିଛି। ସରକାରୀ ଟେଲିକମ୍ କମ୍ପାନୀ ଏହାର Quantum 5G ସେବାକୁ ସଫ୍ଟ ଲଞ୍ଚ କରିଛି। BSNL ଖୁବ୍ ଶୀଘ୍ର ଦେଶର ଆହୁରି ଅନେକ ବଛାବଛା ସହରରେ ଏହାର 5G ସେବା ଆରମ୍ଭ ହେବ । ପୂର୍ବରୁ ଉପଭୋକ୍ତାଙ୍କ ପରାମର୍ଶ କ୍ରମେ,କମ୍ପାନୀ ଏହାର…

ଡାଇରିଆ ମାମଲାକୁ ଦୃଷ୍ଟିରେ ରଖି ଭଦ୍ରକରେ ୨ ଦିନ ବଢ଼ିଲା ସ୍କୁଲ ଛୁଟି

ଭଦ୍ରକ: ଭଦ୍ରକ ଜିଲ୍ଲାରେ ଡ଼ାଇରିଆ ସଂକ୍ରମଣକୁ ଦୃଷ୍ଟିରେ ରଖି ଦୁଇ ଦିନ ଅର୍ଥାତ୍ ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରହିବ । ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଓ କଲେଜଗୁଡିକୁ ୨୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ । ସ୍କୁଲ କଲେଜ ଛୁଟି ନେଇ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ…

କାନାଡାର ନୂଆ ହାଇ କମିଶନର ହୋଇପାରନ୍ତି ଦିନେଶ କେ ପଟ୍ଟନାୟକ

ନୂଆଦିଲ୍ଲୀ:ଗତ କିଛି ବର୍ଷ ଧରି ଭାରତ ଓ କାନାଡା ମଧ୍ୟ ରେ ସମ୍ପର୍କ ଭଲ ନଥିଲା।ତେବେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୀତିଜ୍ଞ ମତଭେଦର ଦୁଇ ବର୍ଷ ପରେ ଚଳିତ ବର୍ଷ  ପ୍ରଧାନମନ୍ତ୍ରୀ ଏବଂ କାନାଡା ପ୍ରତିପକ୍ଷ ମାର୍କ କାର୍ନି ସମ୍ପ୍ରତି ଜି ୭ ଶିଖର ସମ୍ମିଳନୀରେ ଦିଲ୍ଲୀ ଏବଂ ଓଟାୱାରେ ହାଇ…

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଜନତା ମଇଦାନ ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ଭୁବନେଶ୍ୱରର ଜନତା ମଇଦାନ ପରିଦର୍ଶନ କରିଛନ୍ତି। ଏଥିସହିତ ଆଗାମୀ କାର୍ଯ୍ୟକ୍ରମ ପାଇଁ ଜାରି ରହିଥିବା ପ୍ରସ୍ତୁତି ସମୀକ୍ଷା କରିଛନ୍ତି। ରାଜ୍ୟ ବିଜେପିର ୧ ବର୍ଷ ପୂର୍ତ୍ତି ଅବସରରେ ବିଶାଳ କାର୍ଯ୍ୟକ୍ରମ ଆୟୋଜିତ ହେଉଛି।…

ଇରାନର ପ୍ରଥମ ସୁପ୍ରିମ ଲିଡରଙ୍କ ଭାରତ ଲିଙ୍କ

ନୂଆଦିଲ୍ଲୀ: ଇରାନର ପ୍ରଥମ ସର୍ବୋଚ୍ଚ ଲିଡର ଆୟାତୁଲ୍ଲା ରୁହୋଲ୍ଲାହ ଖୋମେନେଇ । ଇରାନର ନୋଟରୁ ସଡ଼କ, ସବୁଠି ଖୋମେନେଇଙ୍କ ଦବଦବା । ସେ ଦେଶରେ ଇସଲାମିକ କ୍ରାନ୍ତିର ଚେହେରା। ଇରାନ ଓ ଇସ୍ରାଏଲ ମଧ୍ୟରେ ଜୋରଦାର ଯୁଦ୍ଧ ଚାଲିଥିବା ବେଳେ ଖୋମେନେଇଙ୍କ ଭାରତ ଲିଙ୍କ ନେଇ ଚର୍ଚ୍ଚା ହେଉଛି ।…

ଇରାନ ପରେ ଟାର୍ଗେଟରେ ପାକିସ୍ତାନ !

ନୂଆଦିଲ୍ଲୀ: ପାକିସ୍ତାନ ସେନାମୁଖ୍ୟ ଅସିମ ମୁନିର ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ସହ ମଧ୍ୟାହ୍ନ ଭୋଜନ କରିଛନ୍ତି । ହେଲେ ପାକିସ୍ତାନରେ ଖୁସି ଅପେକ୍ଷା ଚିନ୍ତା ବେଶୀ ଘାରିଛି । ଇସ୍ରାଏଲ୍ ଓ ଇରାନ ମଧ୍ୟରେ ଯୁଦ୍ଧ ଚାଲିଥିବା ବେଳେ, ଆଗକୁ ପଡିବ କି ପାକିସ୍ତାନର ପାଳି? ଇରାନ ପରେ…

ଯାଜପୁରରେ ହଇଜା ସମ୍ପର୍କରେ ରୋଗୀଙ୍କୁ ପଚାରି ବୁଝିଲେ ସୂର୍ଯ୍ୟାବଂଶୀ ସୂରଜ

ଯାଜପୁର: ଯାଜପୁରରେ ହଇଜା ଝାଡାବାନ୍ତି ବ୍ୟାପିବା ୧୦ଦିନରେ ପହଞ୍ଚିଲା ବେଳେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ତତ୍ପରତା ଦେଖାଦେଇଛି । ଯାଜପୁରରେ ହଇଜା ଓ ଡାଇରିଆ ସ୍ଥିତି ଅନୁଧ୍ୟାନ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଲେ ରାଜ୍ୟ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟାବଂଶୀ…

ଆସନ୍ତା ଜୁଲାଇରେ ଓଡିଶା ଆସିବେ ରାହୁଲ ଗାନ୍ଧୀ

ଭୁବନେଶ୍ବର: ଓଡିଶା ଆସିବେ ରାହୁଲ ଗାନ୍ଧୀ । ଜୁଲାଇ ଦ୍ୱିତୀୟ ସପ୍ତାହରେ ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି । ଏନେଇ ସୂଚନା ଦେଇଛନ୍ତି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ । ଏହି ଗସ୍ତ ସମୟରେ ରାହୁଲ ଗାନ୍ଧୀଙ୍କ…

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ଜାରି ହେଲା ଟ୍ରାଫିକ୍ ଆଡଭାଇଜରି, ହେଭି ସିକ୍ୟୁରିଟି ଭିତରେ ରହିବେ ମୋଦି

ଭୁବନେଶ୍ୱର: ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଓଡିଶା ଗସ୍ତରେ ଆସୁଛନ୍ତି। ଏଥିପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ଟ୍ରାଫିକ୍ କଟକଣା ଜାରି ହୋଇଛି। ମୋଦିଙ୍କ ରୋଡ୍‌ ସୋ’ ରୁଟ୍‌ ଓ ଜନତା ମଇଦାନ ସମାରୋହ ସ୍ଥଳରେ ପ୍ରାୟ ୧୩୩ ପ୍ଲାଟୁନ୍‌ ପୁଲିସ ଫୋର୍ସ ଜଗିବେ। ଆଜି ପ୍ରଧାନମନ୍ତ୍ରୀଙ୍କ କାରକେଡ୍‌…