Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ରାୟ ଆସିବା ପରେ ଏପରି କହିଲେ ଅରୁଣ ବୋଥ୍ରା

ବଲାଙ୍ଗୀର: ବଲାଙ୍ଗୀର ପଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାରେ ଆଜି ରାୟ ପ୍ରକାଶ ପାଇଥିବାବେଳେ ଏଥିରେ ଏକମାତ୍ର ଦୋଷୀ ପୁଞ୍ଜିଲାଲକୁ ଆଜୀବନ ଜେଲ୍ ଦଣ୍ଡ ହୋଇଛି । ଏହି ଘଟଣାରେ ତତକାଳୀନ କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରାନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି କୋର୍ଟଙ୍କ ରାୟ…

ରେଳ ଧାରଣାରୁ ଖସିଲା ମାଲ ବୋଝେଇ ଟ୍ରେନ, ୨୫ରୁ ଉର୍ଦ୍ଧ୍ବ ବଗି ଲାଇନଚ୍ୟୁତ

ବିଶାଖାପାଟନାମ: ରେଳ ଧାରଣାରୁ ଖସିଲା ମାଲ ବୋଝେଇ ଟ୍ରେନ। ୨୫ରୁ ଉର୍ଦ୍ଧ୍ବ ବଗି ଲାଇନଚ୍ୟୁତ। ସୁଡ଼ଙ୍ଗ ମଧ୍ୟରେ ରହିଛି ଟ୍ରେନର ଅଧା ବଗି। ଚିମିଡିପାଲି ନିକଟରେ ଘଟିଛି ଏହି ଦୁର୍ଘଟଣା। କେ କେ ଲାଇନରେ ଗାଡ଼ି ଚଳାଚଳ ବନ୍ଦ ରହିଛି। ସୂଚନା ଅନୁସାରେ ଆରୁଖୁ–କୋତୱାଲାସା ମଧ୍ୟ ଚିମିଡିପାଲି…

୬୦,୦୦୦ ଟଙ୍କା ଲାଞ୍ଚ ନେଇ ଫସିଲେ ଆରଆଇ

ଭୁବନେଶ୍ୱର: ଓଡ଼ିଶା ଭିଜିଲାନ୍ସ ଅଧିକାରୀମାନେ ବୁଧବାର ଦିନ ଢେଙ୍କାନାଳର ହିନ୍ଦୋଳ ତହସିଲର ଗଣ୍ଡାନାଳୀ ରାଜସ୍ୱ ସର୍କଲର ରାଜସ୍ୱ ନିରୀକ୍ଷକ (ଆରଆଇ) ଶଶି ଭୂଷଣ ବେହେରାଙ୍କୁ ୬୦,୦୦୦ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଅଟକ ରଖିଛନ୍ତି। ଭିଜିଲାନ୍ସ ଅଧିକାରୀଙ୍କ ସୂଚନା ଅନୁଯାୟୀ, ସେ ଚାରୋଟି…

ଆମେରିକାର ଉପସଚିବଙ୍କୁ ଭେଟିଲେ ବିକ୍ରମ ମିଶ୍ରୀ; ଜାଣନ୍ତୁ ଏହା କେତେ ଗୁରୁତ୍ବପୂର୍ଣ୍ଣ…

ନୂଆଦିଲ୍ଲୀ: ବୈଦେଶିକ ସଚିବ ବିକ୍ରମ ମିଶ୍ରୀ ୱାଶିଂଟନରେ ଆମେରିକାର ଉପସଚିବ ଜେଫ୍ରି କେସଲରଙ୍କୁ ଭେଟିଛନ୍ତି । ସେ ଗୁରୁତ୍ୱପୂର୍ଣ୍ଣ ଏବଂ ଉଦୀୟମାନ ପ୍ରଯୁକ୍ତିବିଦ୍ୟାରେ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି କରିବା ଉପରେ ଆଲୋଚନା କରିଛନ୍ତି। ୱାଶିଂଟନରେ ଥିବା ଭାରତୀୟ ଦୂତାବାସ ଏହି ସୂଚନା ଦେଇଛି।…

‘ମୋତେ ଗୁଳି କରି, ପୋତି ଦିଅ’: ଦେଶ ଛାଡିବା ପୂର୍ବରୁ କାହିଁକି ଏମିତି କହିଥିଲେ ହସିନା?

ନୂଆଦିଲ୍ଲୀ: ୨୦୨୪ ବର୍ଷ ବାଂଲାଦେଶ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ପାଇଁ ଭଲ ନଥିଲା। ଦେଶରେ ପ୍ରବଳ ବିରୋଧ ପ୍ରଦର୍ଶନ ତାଙ୍କୁ ପଦରୁ ଇସ୍ତଫା ଦେବାକୁ ବାଧ୍ୟ କରିଥିଲା । ଖାଲି ଇସ୍ତଫା ଦେଇନଥିଲେ, ସ୍ଥିତି ଏମିତି ହୋଇଥିଲା ଯେ, ଶେଷରେ ଲୁଚିକି ଦେଶ ଛାଡିଥିଲେ ହସିନା ।  କିନ୍ତୁ…

ଏଇ ଦେଶ ଦେଲା ତୃତୀୟ ବିଶ୍ବଯୁଦ୍ଧ ଧମକ !

ନୂଆଦିଲ୍ଲୀ: ଟ୍ରମ୍ପଙ୍କୁ ତୃତୀୟ ବିଶ୍ବଯୁଦ୍ଧର ଚେତାବନୀ ଦେଲେ ପୂର୍ବତନ ରୁଷ ରାଷ୍ଟ୍ରପତି । ୟୁକ୍ରେନ ସହିତ ଶାନ୍ତି ଆଲୋଚନାରେ ସାମିଲ ହେବାକୁ ମନା କରି ଭ୍ଲାଦିମିର ପୁଟିନ ନିଆଁ ସହ ଖେଳୁଛନ୍ତି ବୋଲି ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ମନ୍ତବ୍ୟ ରଖିବା ପରେ, ପୂର୍ବତନ ରୁଷ ରାଷ୍ଟ୍ରପତି ତଥା…

ଡରାଉଛି ମହାମାରୀ, ରାଜ୍ୟରେ ୫ ନୂଆ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଦିନକୁ ଦିନ କୋଭିଡ ସଂକ୍ରମଣ ବିସ୍ତାର କରୁଛି। ଡରାଉଛି ମହାମାରୀ। ଏବେ ରାଜ୍ୟରେ ଚିହ୍ନଟ ହେଲା ୫ ନୂଆ କୋଭିଡ୍‌ ଆକ୍ରାନ୍ତ। ଜଣେ ବ୍ୟକ୍ତିଙ୍କ ଆଣ୍ଟିଜେନ୍ ପରୀକ୍ଷାରୁ ସ୍ପଷ୍ଟ ହୋଇଥିବା ସୂଚନା। ତେବେ ଆଣ୍ଟିଜେନ୍‌ କିଟ୍ କେତେ କାମ କରୁଛି, ତାହା ପରୀକ୍ଷା କରିବାକୁ ଆଣ୍ଟିଜେନ୍‌…

ସୁନ୍ଦରଗଡ଼ ଖଣି ଲୁଟ୍ ମାମଲା: ତଦନ୍ତ ପାଇଁ ପହଞ୍ଚିଲା ଭିଜିଲାନ୍ସ ଏସ୍ଆଇଟି

ସୁନ୍ଦରଗଡ:ସୁନ୍ଦରଗଡ଼ ଖଣି ଚୋରି ମାମଲାର ଭିଜିଲାନ୍ସ ଏସ୍‌ଆଇଟି କରୁଛି ଖୋଳତାଡ। ଏଥିପାଇଁ ସୁନ୍ଦରଗଡ଼ରେ ପହଞ୍ଚିଛି ଭିଜିଲାନ୍ସ ଏସ୍‌ଆଇଟି ଟିମ୍। ଗୋପାଳପୁର ଫରେଷ୍ଟ ରେଞ୍ଜର ତେଲନଡିହି, ରତନସରା, ଭୋଗ୍ରାକଛାର, ଜାମକାନି ଜଙ୍ଗଲରେ ଥିବା ଚୋରା କୋଇଲା ଖଣି ଗ୍ରାଉଣ୍ଡରେ ପହଞ୍ଚି ଏସ୍‌ଆଇଟି…

ଚୀନର ଅର୍ଥନୀତିକୁ ଚକମା ଦବ ଭାରତ: ନୀତି ଆୟୋଗ ସଦସ୍ୟ କହିଲେ ଷ୍ଟ୍ରାଟେଜୀ 

ନୂଆଦିଲ୍ଲୀ: ଖୁବଶୀଘ୍ର ଚୀନ ଅର୍ଥନୀତିକୁ ଚକମା ଦେବାକୁ ଯାଉଛି ଭାରତ। ସିଧା ଚୀନର ସମକ୍ଷକରେ ପହଞ୍ଚିବ ଭାରତର ଅର୍ଥନୀତି। ଭାରତର ଅର୍ଥନୀତି କେତେ ଗତିରେ ବୃଦ୍ଧି ପାଉଛି, ଦେଶର ଅର୍ଥନୀତି ଆଗାମୀ ବର୍ଷମାନଙ୍କରେ କେଉଁଠାରେ ପହଞ୍ଚିବ ସେନେଇ ଏବେ ବଡ଼ ସୂଚନା ଦେଇଛନ୍ତି ନୀତି ଆୟୋଗର ସଦସ୍ୟ…

ମନ୍ତ୍ରୀ ଓ ଅଧିକାରୀଙ୍କ ମାସିକ ଗାଡ଼ିଭଡ଼ା ଖର୍ଚ୍ଚ ବୃଦ୍ଧି କଲେ ରାଜ୍ୟ ସରକାର

ଭୁବନେଶ୍ୱର: ଓଡ଼ିଶା ସରକାର ବୁଧବାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ମନ୍ତ୍ରୀ ଓ ଅଧିକାରୀଙ୍କ ମାସିକ ଗାଡ଼ିଭଡ଼ା ଖର୍ଚ୍ଚ ବୃଦ୍ଧି କଲେ ରାଜ୍ୟ ସରକାର। ପୂର୍ବ ନିର୍ଦ୍ଧାରିତ ଘରୋଇ ଗାଡ଼ିଭଡ଼ା ଖର୍ଚ୍ଚରେ କଲେ ସଂଶୋଧନ। ଏନେଇ ଏକ ନୋଟିସ୍‌ ପ୍ରକାଶ ପାଇଛି। ପୂର୍ବ ନିର୍ଦ୍ଧାରିତ ଖର୍ଚ୍ଚ…