Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଆମେରିକା ପ୍ରତିରକ୍ଷା ସଚିବଙ୍କ ସହ କଥା ହେଲେ ରାଜନାଥ ସିଂହ; ଏହି ପ୍ରସଙ୍ଗକୁ ନେଇ ହେଲା ଆଲୋଚନା

ନୂଆଦିଲ୍ଲୀ: ପହଲଗାମ ଆକ୍ରମଣକୁ ନେଇ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ପାକିସ୍ତାନ ଭୟରେ ଅଛି ଭାରତ ଯେକୌଣସି ସମୟରେ ଆକ୍ରମଣ କରିପାରେ। ଏହି ସମୟ ମଧ୍ୟରେ ଆଜି (ଗୁରୁବାର) ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆମେରିକା ପ୍ରତିରକ୍ଷା ସଚିବଙ୍କ ପିଟ୍ ହେଗସେଥଙ୍କ ସହ…

ସିବିଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ରେଜଲ୍ଟ ବାହାରିବା ନେଇ ମିଛ ଭାଇରାଲ; ସ୍ପଷ୍ଟ କଲା ବୋର୍ଡ

ନୂଆଦିଲ୍ଲୀ: ଆସନ୍ତାକାଲି ଅର୍ଥାତ୍ ମେ ୨ରେ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ଫଳାଫଳ ପାଇବା ନେଇ ଯେଉଁ ଖବର ସବୁ ସୋସିଆଲ ମିଡିଆ ଏବଂ ଅନ୍ୟାନ୍ୟ ଗଣମାଧ୍ୟମ ରିପୋର୍ଟରେ ଭାଇରାଲ ହେଉଛି ସେ ସବୁ ମିଥ୍ୟା ବୋଲି ସ୍ପଷ୍ଟ କରିଛନ୍ତି ବରିଷ୍ଠ ସିବିଏସଇ ଅଧିକାରୀ ଦାବି କରିଛନ୍ତି। ଫଳାଫଳ ବାହାରିବାର…

ପହଲଗାମ ଆକ୍ରମଣରେ ପ୍ରାଣ ହରାଇଥିବା ଲେଫ୍ଟନାଣ୍ଟଙ୍କ ପତ୍ନୀ କାଶ୍ମୀରୀଙ୍କୁ ନେଇ କହିଲେ ଏମିତି….

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ଲେଫ୍ଟନାଣ୍ଟ ବିନୟ ନରୱାଲଙ୍କ ପତ୍ନୀ ହିମାଂଶୀ ନରୱାଲ ମାନବତାର ଏକ ବାର୍ତ୍ତା ଦେଇଛନ୍ତି। ସ୍ୱାମୀଙ୍କୁ ହରାଇଥିବା ହିମାଂଶୀ କହିଛନ୍ତି ଯେ, ଆମେ ଚାହୁଁନାହୁଁ ଯେ ଲୋକମାନେ ମୁସଲମାନ କିମ୍ବା କାଶ୍ମୀରୀଙ୍କ ବିରୁଦ୍ଧରେ ଯାଆନ୍ତୁ।…

ଭୁବନେଶ୍ବରରେ ୨ଟି ବହୁମୁଖୀ ‘ଶ୍ରମିକ ପ୍ରତୀକ୍ଷା କେନ୍ଦ୍ର’ ଉଦ୍‌ଘାଟିତ

ଭୁବନେଶ୍ୱର: ଆଜି ଆନ୍ତର୍ଜାତିକ ଶ୍ରମିକ ଦିବସ ଅବସରରେ ଓ.ୟୁ.ଏ.ଟି କୃଷି ଶିକ୍ଷା ସଦନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଡୁମ୍‌ଡୁମା ଏବଂ କଳ୍ପନା ଛକଠାରେ ବହୁମୁଖୀ ‘ଶ୍ରମିକ ପ୍ରତୀକ୍ଷା କେନ୍ଦ୍ର’ର ଉଦ୍‌ଘାଟନ କରିଛନ୍ତି। ଏହି ପ୍ରତୀକ୍ଷା କେନ୍ଦ୍ରମାନଙ୍କରେ…

ଗର୍ଜିଲେ ଅମିତ ଶାହ: ଲଢ଼େଇ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ, ଖୋଜି ଖୋଜି ମାରିବୁ

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପହଲଗାମ ଆକ୍ରମଣରେ ସମ୍ପୃକ୍ତ ଆତଙ୍କବାଦୀମାନଙ୍କୁ ଚେତାବନୀ ଦେଇଛନ୍ତି ଯେ ସେମାନେ "ଯୁଦ୍ଧ ଜିତିଛନ୍ତି" ବୋଲି ଭାବନ୍ତୁ ନାହିଁ।ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ତାଙ୍କର ପ୍ରଥମ ସାର୍ବଜନୀନ ମନ୍ତବ୍ୟରେ ଶାହ କହିଛନ୍ତି, "ଲଢ଼େଇ ଏପର୍ଯ୍ୟନ୍ତ…

ଜାତି ଜନଗଣନାର ଅର୍ଥ କ’ଣ, ଏଥିରେ ଅଛି କି ଲାଭ?

ନୂଆଦିଲ୍ଲୀ: କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ଜାତିଗତ ଜନଗଣନା କରିବା ପାଇଁ ଦୀର୍ଘ ଦିନର ଦାବିକୁ ସବୁଜ ସଙ୍କେତ ଦେଇଛି। ଦେଶର ବିରୋଧୀ ଦଳଗୁଡ଼ିକ ଜାତିଗତ ଜନଗଣନା ଘୋଷଣାକୁ ନିଜର ବିଜୟ ବୋଲି କହୁଛନ୍ତି। ବିଶେଷକରି କଂଗ୍ରେସ ଏବଂ ସମାଜବାଦୀ ଦଳ କହିଛି…

ପାକିସ୍ତାନ ମୁଖ୍ୟ ଖଳନାୟକ!, ମିଳିଲା ବଡ ପ୍ରମାଣ…

ନୂଆଦିଲ୍ଲୀ: ପହଲଗାମ୍ ଆତଙ୍କ, ଯାହା ଏବେ ସାରା ଦେଶକୁ ସ୍ତବ୍ଧ କରିଦେଇଛି । ସ୍ମୃତି ବନାଇବାକୁ ଯାଇ ଆାତଙ୍କବାଦୀ ଗୁଳିରେ ଚିରଦିନ ପାଇଁ ସ୍ମୃତି ପାଲଟି ଯାଇଛନ୍ତି ପ୍ରାୟ ୨୬ ପର୍ଯ୍ୟଟକ । ଯାହାର ଭାରତ କଡା ଜବାବ ଦେବ । ପ୍ରସ୍ତୁତ ବି ହେଲାଣି । ଆଉ ଏ ସବୁ ପଛର ଖଳନାୟକ ହେଉଛି ଆତଙ୍କୀରେ…

ମଣିପୁରରୁ ଓଡ଼ିଶା; ୯୩ ଘଣ୍ଟାରେ ୩୮୦୦ କିମି. ନନଷ୍ଟପ୍ ଉଡାଣ କଲା ଅମୁର ଫାଲକନ୍ ଚିଉଲୁଆନ୍ ୨

ମୁମ୍ବାଇ: ୨୦୨୪ ନଭେମ୍ବରରେ ମଣିପୁରର ତାମେଙ୍ଗଲଙ୍ଗ ଜିଲ୍ଲାରେ ରେଡିଓ-ଟ୍ୟାଗ୍ ହୋଇଥିବା ପୁରୁଷ ବାଜପକ୍ଷୀ ଅମୁର ଫାଲକନ୍ ଚିଉଲୁଆନ୍ ୨ ଅବିଶ୍ରାନ୍ତ ଉଡାଣ ପରେ ଓଡ଼ିଶାରେ ପହଞ୍ଚିଛି। ସେ ଛତିଶଗଡ଼ରେ ରାତିରେ ବିଶ୍ରାମ ନେବା ପରେ ପଶ୍ଚିମ ଓଡ଼ିଶାରେ ପହଞ୍ଚିଥିବା ଜଣାପଡିଛି। ଦକ୍ଷିଣ…

କୋଇଲା ଚୋରି ଘଟଣାକୁ ନେଇ ଏସଏମସି କାରଖାନାରେ ଚଢ଼ାଉ

ଝାରସୁଗୁଡା: ସୁନ୍ଦରଗଡ଼ କୋଇଲା ଚୋରି ଘଟଣାରେ ଝାରସୁଗୁଡ଼ାରେ ଚଢ଼ାଉ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ଝାରସୁଗୁଡ଼ାରେ ପହଞ୍ଚି ଚାରି ଜଣିଆ ଟିମ୍ ତଦନ୍ତ କରୁଛି । ବଡ଼ମାଳ ସ୍ଥିତ ଏସଏମସି କାରଖାନାରେ ଚଢ଼ାଉ କରି ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରାଯାଇଛି । କୋଇଲା ଷ୍ଟକର ଯାଞ୍ଚ କରିଛି ଟିମ୍ ।…

ପାକିସ୍ତାନରେ ଚୀନର ‘ସୁରକ୍ଷା’ ଗୋଟି !

ନୂଆଦିଲ୍ଲୀ: ବଲୁଚିସ୍ତାନ ଓ ଖୈବର ପଖତୁନଖ୍ବାରେ ପାକିସ୍ତାନ ବିରୋଧୀ ବିଦ୍ରୋହ । ସିନ୍ଧରେ ପାକ୍ ସରକାର ବିରୋଧରେ ରାସ୍ତାକୁ ଓହ୍ଲାଇଛନ୍ତି ଜନତା । ସିନ୍ଧ ଅଞ୍ଚଳରେ ଚୀନ୍ ନାଗରିକଙ୍କ ଉପରେ ବି ଆକ୍ରମଣ ହୋଇଛି । ଆଉ ଏହାପରେ ପାକିସ୍ତାନରେ ଏଣ୍ଟ୍ରି କରିଛନ୍ତି ଚୀନର ସୁରକ୍ଷା କମ୍ପାନୀ ।…