Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଜାରି ହେଲା ନୂଆ ଆଇଟିଆର ଫର୍ମ, ଜାଣନ୍ତୁ କ’ଣ ପରିବର୍ତ୍ତନ ହୋଇଛି..

ନୂଆଦିଲ୍ଲୀ: ସାରା ଦେଶରେ ବେତନଭୋଗୀ କରଦାତାଙ୍କ ପାଇଁ ଏକ ବଡ଼ ଖବର। ସରକାର ଇକ୍ୱିଟି କିମ୍ବା ଇକ୍ୱିଟି ମ୍ୟୁଚୁଆଲ ଫଣ୍ଡରୁ ଦୀର୍ଘକାଳୀନ ପୁଞ୍ଜି ଲାଭ ମାଧ୍ୟମରେ ୧.୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଥିବା ଲୋକଙ୍କ ପାଇଁ ଟିକସ ଦାଖଲ କରିବା ସହଜ କରିଛନ୍ତି। ଆୟକର ବିଭାଗ ମୂଲ୍ୟାଙ୍କନ ବର୍ଷ…

ଯୁଦ୍ଧ ହେଲେ ୫୦ ବର୍ଷ ପଛକୁ ଚାଲିଯିବ ଦେଶ..

ନୂଆଦିଲ୍ଲୀ: ଯୁଦ୍ଧ ହେବା କୌଣସି ଦେଶ ପାଇଁ ଲାଭଦାୟକ ନୁହେଁ। ଏହା କେବଳ ମାନବଜାତିକୁ କ୍ଷତି ପହଞ୍ଚାଏ ନାହିଁ ବରଂ ମୃତ୍ୟୁ ଏବଂ ବିନାଶ ମଧ୍ୟ ଆଣିଥାଏ। ଯୁଦ୍ଧ ଦେଶଗୁଡ଼ିକୁ ଶାରୀରିକ ଏବଂ ମାନସିକ ଭାବରେ ମଧ୍ୟ କ୍ଷତି ପହଞ୍ଚାଏ। ବାସ୍ତବରେ, ଯୁଦ୍ଧରେ କୌଣସି ବିଜୟ କିମ୍ବା ପରାଜୟ ନଥାଏ।…

ଭୟରେ ଥରୁଛି ପାକିସ୍ତାନ!

ନୂଆଦିଲ୍ଲୀ: ଆକ୍ରମଣ ସିନା କରିଦେଲା ହେଲେ ଏବେ ଡରିମରି ବଞ୍ଚୁଛି ପାକିସ୍ତାନ । ଉପରେ ମୁହଁଟାଣ କରୁଛିଳ ହେଲେ ଭିତରେ ଅସ୍ବସ୍ତି ବୃଦ୍ଧି ପାଇଛି । ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ, ଭାରତର ଗୋଟା ପରେ ଗୋଟା ପଲଟା ବାର୍ ଏବେ ପାକିସ୍ତାନକୁ ଥରହର କରିଛି । ଜଳ, ସ୍ଥଳ ଆକାଶ ମାର୍ଗ ସବୁ…

ସକାଳୁ ଅଟାରୀ ସୀମାରେ ଗେଟ୍ ଖୋଲୁନି ପାକିସ୍ତାନ, ଉଭୟ ପାର୍ଶ୍ୱରେ ଫସି ରହିଛନ୍ତି ଲୋକେ

ନୂଆଦିଲ୍ଲୀ: ପୁଣି ଆତଙ୍କବାଦୀ ଆକ୍ରମଣକୁ ନେଇ ମୁହାଁମୁହିଁ ହୋଇଛନ୍ତି ଭାରତ ଓ ପାକିସ୍ତାନ । ଏହି ସମୟ ଭିତରେ ଭାରତ ସରକାର ଅଟାରୀ ସୀମା ଦେଇ ପାକିସ୍ତାନୀ ନାଗରିକଙ୍କୁ ଫେରିବାକୁ ଅନୁମତି ଦେଇଛନ୍ତି । ଏହା ସତ୍ତ୍ୱେ, ଆଜି ସକାଳଠାରୁ ପାକିସ୍ତାନ ପକ୍ଷରୁ ଫାଟକ ଖୋଲାଯାଇ ନାହିଁ । ପାକିସ୍ତାନ…

୧୧ ବର୍ଷ ପରେ ବିଜେପି ବାଧ୍ୟ ହୋଇ ଜାତି ଜନଗଣନା କରିବାକୁ ଘୋଷଣା କରିଛି: ଭକ୍ତ ଦାସ

ଭୁବନେଶ୍ୱର: ଶେଷରେ ୧୧ ବର୍ଷ ପରେ ବିଜେପି ବାଧ୍ୟ ହୋଇ ଜାତି ଜନଗଣନା କରିବାକୁ ଘୋଷଣା କରିଛି। ସତ୍ୟର ବିଜୟ ହୋଇଛି। ଦୀର୍ଘ ବର୍ଷ ଧରି ରାହୁଲ ଗାନ୍ଧୀ ଜାତି ଜନଗଣନା କରିବାକୁ ଦାବି କରିଆସୁଥିଲେ। ରାହୁଲ ଗାନ୍ଧୀଙ୍କ ଯୁକ୍ତିକୁ ତୁଚ୍ଛ ବୋଲି କହୁଥିଲା ବିଜେପି, କିନ୍ତୁ ଏବେ ସତ୍ୟର ବିଜୟ…

ଭାରତ ଓ ପାକିସ୍ତାନ ଯୁଦ୍ଧକୁ ନେଇ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ…

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ପହଲଗାମ ଆକ୍ରମଣ ପରେ ଭାରତୀୟ ସେନାଙ୍କୁ ଆତଙ୍କବାଦୀଙ୍କ ବିପକ୍ଷରେ ସମ୍ପୂର୍ଣ ସ୍ଵାଧୀନତା ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଭାରତୀୟ ସେନା ନିଜେ ଲକ୍ଷ୍ୟ ଓ ସ୍ଥାନ ସ୍ଥିର କରି ଆକ୍ରମଣ କରି ପାରିବ ବୋଲି କୁହା ଯାଇଛି।ତେବେ ଏହା ପରେ ପାକିସ୍ତାନରେ ଭୟର…

ସହରାଞ୍ଚଳ ଗରିବଙ୍କୁ ହାତ ପାହାନ୍ତାରେ ବିଭିନ୍ନ ଯୋଜନାର ଫାଇଦା ପହଞ୍ଚାଇବ ‘ସହଯୋଗ’

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ସୂଚନା । ସହରାଞ୍ଚଳ ଗରିବଙ୍କ ପାଇଁ ଆରମ୍ଭ ହେଲା ସ୍ବତନ୍ତ୍ର ପ୍ରୟାସ ‘ସହଯୋଗ’। ହାତ ପାଆନ୍ତାରେ ବିଭିନ୍ନ ଯୋଜନାର ଫାଇଦା ପହଞ୍ଚାଇବ ଏହି ‘ସହଯୋଗ’ । ପ୍ରାରମ୍ଭିକ ଭାବେ ୮ଟି ବିଭାଗର ୧୩ଟି ଯୋଜନା ସାମିଲ…

ଯୁଦ୍ଧ, ଆତଙ୍କୀ ଷଡ଼ଯନ୍ତ୍ର…ଆଉ କେତେ ତଳକୁ ଖସିବ ପାକିସ୍ତାନ !

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପୁଣି ପାକିସ୍ତାନର ଅସଲ ଚେହେରା ଉପରୁ ପରଦା ହଟାଇଛି । ଆତଙ୍କବାଦୀଙ୍କ ଚରାଭୂମି ପାଲଟିଥିବା ପାକିସ୍ତାନ ବର୍ଷ ବର୍ଷ ଧରି କାଶ୍ମୀର ନାଁରେ ମାନବବାଦକୁ ରକ୍ତରଞ୍ଜିତ କରିଛି । ବିଭାଜନ ପରଠୁ ହିଁ କେତେବେଳେ ଯୁଦ୍ଧ ତ କେତେବେଳେ ଆତଙ୍କବାଦୀ ଆକ୍ରମଣକୁ…

ଭାରତର ଉଡାଣ କଟକଣା…ଦୋହଲିଯିବ ପାକ୍ ଅର୍ଥନୀତି

ନୂଆଦିଲ୍ଲୀ: ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପରଠୁ ଆକ୍ସନ୍ ମୋଡରେ ଭାରତ । ଗୋଟେ ପରେ ଗୋଟେ କୁଟନୈତିକ ପଦକ୍ଷେପ ନିଆଯାଉଛି । ଜେସାକୁ ତେସା ନୀତିରେ ପାକିସ୍ତାନର ଉଡାଣ ଉପରେ କଟକଣା ଲଗାଇଛି ଭାରତ । ପୂର୍ବରୁ ପାକିସ୍ତାନ ଭାରତ ପାଇଁ ନିଜ ଏୟାରସ୍ପେସ୍ ବନ୍ଦ କରିଥିଲା । ମେ ୨୩ତାରିଖ…

ଜାତିଗତ ଜନଗଣନା: କେମିତି ରାହୁଲ ଗାନ୍ଧୀ ବନିଲେ ପୋଷ୍ଟର ବୟ?, କଟାକ୍ଷ କଲା ବିଜେପି

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଜାତିଗତ ଜନଗଣନା ଘୋଷଣାର ଗୋଟିଏ ଦିନ ପରେ, ଏହାକୁ ନେଇ ସରଗରମ ହୋଇଛି ରାଜନୀତି । ସରକାର ଏବଂ ବିରୋଧୀ ଦଳ ଏହି ଐତିହାସିକ କାର୍ଯ୍ୟର ମାଲିକାନା ଦାବି କରିବା ସହିତ ଏହାର ଶ୍ରେୟ କାହାକୁ ଯିବ, ତାକୁ ନେଇ ଲଢ଼େଇ ଜୋରଦାର ଜାରି ରଖିଛନ୍ତି । କଂଗ୍ରେସ ତା’ର…