Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଖ୍ରୀଷ୍ଟ ଧର୍ମର ସର୍ବୋଚ୍ଚ ଧର୍ମଗୁରୁ ପୋପ୍‌ ଫ୍ରାନ୍ସିସ୍‌ଙ୍କ ପରଲୋକ

ନୂଆଦିଲ୍ଲୀ: ଖ୍ରୀଷ୍ଟ ଧର୍ମର ସର୍ବୋଚ୍ଚ ଧର୍ମଗୁରୁ ପୋପ୍‌ ଫ୍ରାନ୍ସିସ୍‌ଙ୍କ ଦେହାନ୍ତ। ୮୮ ବର୍ଷ ବୟସରେ ତାଙ୍କର ପରଲୋକ ହେବା ନେଇ ଭାଟିକାନ ସିଟି ପକ୍ଷରୁ ସୂଚନା ମିଳିଛି। ନିମୋନିଆରେ ପୀଡ଼ିତ ହୋଇ ଚିକିତ୍ସାଧୀନ ଥିଲେ। ପ୍ରାୟ ୫ ସପ୍ତାହ ହେଲା ଚିକିତ୍ସାଧୀନ ଥିଲେ। ସକାଳ ୭ଟା ୩୫ ମିନି୍‌ରେ…

ଏଣିକି ମୁହଁ ଆଧାରିତ ଉପସ୍ଥାନ ଦେବା ବାଧ୍ୟତାମୂଳକ, ମେଡିକାଲ କଲେଜକୁ ଏନ୍‌ଏମ୍‌ସିର ନୋଟିସ୍‌

ଭୁବନେଶ୍ୱର: ଏଣିକି ରାଜ୍ୟର ସମସ୍ତ ମେଡିକାଲ କଲେଜରେ ମୁହଁ ଆଧାରିତ ଉପସ୍ଥାନ ଦେବା ବାଧ୍ୟତାମୂଳକ। ଆଉ ବାୟୋମେଟ୍ରିକ୍‌ରେ ଟିପ୍‌ ଚିହ୍ନ ଦେଇ ଖସି ପାରିବେ ନାହିଁ କୌଣସି ଅଧ୍ୟାପକ। ମେଡିକାଲ କଲେଜରେ ଅଧ୍ୟାପକ ମୁହଁ ଆଧାରିତ ଉପସ୍ଥାନ ଦେବେ। ସରକାରୀ ହେଉ ବା ଘରୋଇ ମେଡିକାଲ କଲେଜରେ…

ମାନସିକ ସ୍ବାସ୍ଥ୍ୟ ଉପରେ ସୋସିଆଲ ମିଡିଆର କ’ଣ ପଡୁଛ ପ୍ରଭାବ? ଭବିଷ୍ୟତ ପିଢି ପାଇଁ ସାଜୁଛି ବିପଦପୂର୍ଣ୍ଣ..

ନୂଆଦିଲ୍ଲୀ: ଆଜିର ଡିଜିଟାଲ ଦୁନିଆରେ, ସୋସିଆଲ ମିଡିଆ ଆମ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟିଛି । ରାତିରେ ଶୋଇବା ପୂର୍ବରୁ ଏବଂ ସକାଳେ ଉଠିବା ପରେ, ଆମେ ପ୍ରଥମେ ଆମର ଫୋନକୁ ହାତରେ ଧରିଥାଉ । ହ୍ୱାଟସଆପରୁ ଇନଷ୍ଟାଗ୍ରାମ ପର୍ଯ୍ୟନ୍ତ, ସୋସିଆଲ ମିଡିଆ ହ୍ୟାଣ୍ଡେଲଗୁଡ଼ିକୁ ଯାଞ୍ଚ…

କାହିଁକି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ପୁଣି ହେଲା ମହାସ୍ନାନ?

ପୁରୀ: ମହାପ୍ରଭୁଙ୍କ ମହାସ୍ନାନ। ଆଜି ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବଡ ମହାସ୍ନାନ ହୋଇଛି। ସକାଳେ ଶ୍ରୀବିଗ୍ରହଙ୍କ ଅବକାଶ ନୀତି ପରେ ବେଶ ହେଉଥିବାବେଳେ ଭିତରକାଠ ନିକଟରେ ଜଣେ ବ୍ୟକ୍ତିଙ୍କ ଗୋଡରେ କାଚ ପଶି ଯାଇଥିଲା। କର୍ମଚାରୀଙ୍କ ପାଦରେ କାଚ ପଶି ଯିବାରୁ ରକ୍ତ ପଡ଼ି ମହାସ୍ନାନ…

ନ୍ୟୁମେରୋଲଜି ବଦଳାଇଦେଲା ଜୀବନ: ମୁସଲମାନ ହୋଇ ମଧ୍ୟ ନୁଶରତ କରନ୍ତି ମାଆ ସନ୍ତୋଷୀଙ୍କ ବ୍ରତ

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ନୁସରତ ଭରୁଚା ନ୍ୟୁମେରୋଲଜିକୁ ଅଧିକ ବିଶ୍ୱାସ କରନ୍ତି। ସେଥିପାଇଁ ସେ ତାଙ୍କ ନାମର ବନାନ ପରିବର୍ତ୍ତନ କରିଛନ୍ତି। ସେ ତାଙ୍କ ନାମ ନୁସରତ ଭରୁଚା ଠାରୁ ନୁଶ୍ରତ ଭରୁଚା ନାମରେ ପରିବର୍ତ୍ତନ କରିଛନ୍ତି। ଆଉ ଏହା ପରେ ତାଙ୍କର ଜୀବନରେ ବଡ଼ ପରିବର୍ତ୍ତନ ଆସିଛି।…

ଘରେ ପହଞ୍ଚିବନି ରୋଷେଇ ଗ୍ୟାସ ସିଲିଣ୍ଡର, ସଂଘ ଦେଲା ଚେତାବନୀ

ନୂଆଦିଲ୍ଲୀ: ନିକଟରେ ସରକାର ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୫୦ ଟଙ୍କା ବୃଦ୍ଧି କରିଥିଲେ। ଏବେ ଏଲପିଜି ଡିଷ୍ଟ୍ରିବ୍ୟୁଟର୍ସ ସଂଘ ସରକାରଙ୍କୁ ଧର୍ମଘଟ କରିବା ନେଇ ଧମକ ଦେଇଛି। ରବିବାର ସଂଘ ଚେତାବନୀ ଦେଇଛି ଯେ ଯଦି ତିନି ମାସ ମଧ୍ୟରେ ଉଚ୍ଚ କମିଶନ ସମେତ ସେମାନଙ୍କର ଦାବି ପୂରଣ ନ ହୁଏ,…

ଏହି ଘାସ କଣ୍ଟ୍ରୋଲ କରେ ହାଇ ବିପି.. !

ଭୁବନେଶ୍ହର: ଆମେ ଦୁବ ଘାସ ପୂଜାରେ ବ୍ୟବହାର କରୁ । ଏହି ଘାସ ପ୍ରଭୁ ଗଣେଶଙ୍କ ଅତି ପ୍ରିୟ । ତେବେ ଜାଣିଛନ୍ତି ଏହି ଦୁବ ଘାସ ଶାରୀରିକ ଅସୁସ୍ଥତା ଓ ରୋଗ ଭଲ କରିବାରେ ମଧ୍ୟ ସାହାଯ୍ୟ କରେ । ଆୟୁର୍ବେଦରେ ମଧ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ ଏହା ଦୁବ ଘାସକୁ । ସକାଳେ…

ସମ୍ୱଲପୁରରେ ଜନତା ଦରବାର, ଲୋକଙ୍କ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀଙ୍କ ସହ ୧୦ ମନ୍ତ୍ରୀ

ସମ୍ବଲପୁର: ଆଜି ସମ୍ୱଲପୁର ମହାନଗର ନିଗମ ଦୁର୍ଗାପାଲି କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣି କାର୍ଯ୍ୟକ୍ରମ। ପଶ୍ଚିମ ଓଡ଼ିଶାବାସୀଙ୍କ ପାଖରେ ପହଞ୍ଚିଛି ଲୋକଙ୍କ ସରକାର। ସମସ୍ୟାର ସମାଧାନ ପାଇଁ ଭୁବନେଶ୍ୱର ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଦେଖା କରିବା ଆବଶ୍ୟକ ନାହିଁ।…

ଏହି ତେଲର ୨ ବୁନ୍ଦା ନାଭିରେ ପକାନ୍ତୁ, କେଶ ହେବ କଳା

ଭୁବନେଶ୍ବର: ନାଭି ହେଉଛି ଆମ ଶରୀରର କେନ୍ଦ୍ର ବିନ୍ଦୁ। ନାଭି ଆମ ଶରୀରର ସମସ୍ତ ଅଂଶ ସହିତ ଜଡିତ। ଏପରି ପରିସ୍ଥିତିରେ, ଆୟୁର୍ବେଦ ଅନୁସାରେ, ନାଭିରେ ତେଲ ଲଗେଇଲେ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ବୋଲି ବିବେଚନା କରାଯାଏ। ଆପଣ କ’ଣ ଜାଣନ୍ତି ଯେ ନାଭିରେ ତେଲ ଲଗାଇବା ଦ୍ୱାରା କେଶ ମଧ୍ୟ…

ପାଇଖାନା ଟାଙ୍କିରୁ ମିଳିଲା ମୃତଦେହ, ୭ ଦିନ ଧରି ନିଖୋଜ ଥିଲା ନାବାଳକ

ପୁରୀ: ଡେଲାଙ୍ଗ ଥାନା ସୂଜନପୁର ପଞ୍ଚାୟତ ଅନ୍ତର୍ଗତ ରତନପୁର ଗ୍ରାମର ନିଖୋଜ ୧୧ ବର୍ଷର ନାବାଳକ ଆଶୀର୍ବାଦ ସାହୁର ମିଳିଲା ମୃତଦେହ। ଗତ ୧୫ ତାରିଖ ସନ୍ଧ୍ୟାରୁ ଥିଲା ନିଖୋଜ। ତେବେ ଘର ପାଖ ପାଇଖାନା ଟାଙ୍କିରୁ ମୃତଦେହ ଉଦ୍ଧାର ହୋଇଛି। ଗଲା ୭ ଦିନ ଧରି ନିଖୋଜ ଥିଲା ରତନପୁର ଗାଁର…