Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଅସହ୍ୟ ହେଲାଣି ତାପମାତ୍ରା; ଏପ୍ରିଲ ୨୦ ସୁଦ୍ଧା ୪୯ ଜଣ ଡାକ୍ତରଖାନାରେ ଭର୍ତ୍ତି

ଭୁବନେଶ୍ବର: ପାରଦ ବୃଦ୍ଧି କାରଣରୁ ରାଜ୍ୟରେ ଅସହ୍ୟ ଗରମ ଅନୁଭୁତ ହେଉଛି । ରାଜ୍ୟରେ ତାପମାତ୍ରା ୪୩ ଡିଗ୍ରି ଅତିକ୍ରମ କରିସାରିଥିବା ବେଳେ ଆଗାମୀ ଦିନରେ ଏହା ଆହୁରି ବଢ଼ିବାର ସମ୍ଭାବନା ରହିଛି । ସେପଟେ, ସୋମବାର ଦିନ ୨.୩୦ଟା ସୁଦ୍ଧା ଝାରସୁଗୁଡାରେ ପାରଦ ୪୪.୮ ଡିଗ୍ରୀ ସେଲସିୟସକୁ ବୃଦ୍ଧି…

ନବ ଦାସ ହତ୍ୟା ମାମଲା: ଅଭିଯୁକ୍ତ ଗୋପାଳର ହେବ କଲ୍ ରେକର୍ଡ ଯାଞ୍ଚ

ଭୁବନେଶ୍ବର: ପୂର୍ବତନ ମନ୍ତ୍ରୀ ସ୍ବର୍ଗତଃ ନବଦାସ ହତ୍ୟା ମାମଲା । ଅଭିଯୁକ୍ତ ଗୋପାଳ ଦାସର ହେବ କଲ୍ ରେକର୍ଡ ଯାଞ୍ଚ । ହତ୍ୟା କାଣ୍ଡର ଦୁଇ ମାସ ପୂର୍ବରୁ କେଉଁ ମାନଙ୍କ ସହ କଲ୍ ରେ ଯୋଗାଯୋଗ କରିଥିଲା ଗୋପାଳ ସେନେଇ ଖୋଳତାଡ ଆରମ୍ଭ କରିଛି କ୍ରାଇମ୍‌ବ୍ରାଞ୍ଚ । ଆବଶ୍ୟକ ପଡିଲେ କଲ୍…

ସ୍ତ୍ରୀକୁ ମାରି ବକ୍ସ ଖଟରେ ୨ ଦିନ ଲୁଚାଇ ରଖିଲା ସଇତାନ ସ୍ବାମୀ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରି ତାଙ୍କ ମୃତଦେହକୁ ବକ୍ସଖଟରେ ଲୁଚାଇ ରଖିଥିବା ଅଭିଯୋଗ ହୋଇଛି । ଏଭଳି ଘଟଣା ନବରଙ୍ଗପୁର ଜିଲ୍ଲାର ଚନ୍ଦାହାଣ୍ଡି ପୋଲିସ ଷ୍ଟେସନ ସୀମା ଅନ୍ତର୍ଗତ ହଳଦୀ ଗାଁରେ…

ଜଳୁଛି ପଶ୍ଚିମ ଓଡ଼ିଶା; ଝାରସୁଗୁଡାରେ ତାପମାତ୍ରା ୪୪.୮°

ଭୁବନେଶ୍ୱର: ରୌଦ୍ରତାପରେ ଜଳୁଛି ପଶ୍ଚିମ ଓଡ଼ିଶା। ସୋମବାର ଦିନ ୨.୩୦ଟା ସୁଦ୍ଧା ଝାରସୁଗୁଡାରେ ପାରଦ ୪୪.୮° ସେଲସିୟସକୁ ବୃଦ୍ଧି ପାଇଥିଲା। ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ସମ୍ବଲପୁରରେ ୪୨.୬° ସେଲସିୟସ, ହୀରାକୁଦରେ ୪୧.୮° ସେଲସିୟସ ଏବଂ ରାଉରକେଲାରେ ୪୧.୨°…

ଶତ୍ରୁ ଛାତିରେ ଛନକା! ଫ୍ରାନ୍ସରୁ ଆଉ ୪୦ଟି ରାଫେଲ ଯୁଦ୍ଧ ବିମାନ କିଣିବ ଭାରତ

ନୂଆଦିଲ୍ଲୀ: ଚୀନ୍ ନିରନ୍ତର ଭାବରେ ତାର ବାୟୁସେନାକୁ ମଜବୁତ କରୁଥିବା ବେଳେ, ଭାରତୀୟ ବାୟୁସେନାରେ ଲଢ଼ୁଆ ବିମାନ ସଂଖ୍ୟା କ୍ରମାଗତ ଭାବରେ ହ୍ରାସ ପାଉଛି । ଏହି ସମୟରେ, ଏକ ପ୍ରତିରକ୍ଷା ସମ୍ପର୍କିତ ୱେବସାଇଟ୍ ତାର ରିପୋର୍ଟରେ କହିଛି ଯେ ଭାରତ ସରକାର ଫ୍ରାନ୍ସରୁ ଆଉ ୪୦ଟି ରାଫେଲ ଯୁଦ୍ଧ…

କାହିଁକି ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣି ?

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବର ନୁହେଁ ସମ୍ବଲପୁରରେ ଜନଶୁଣାଣି । ସମ୍ବଲପୁରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ୧୦ ଜଣ ମନ୍ତ୍ରୀ, ବିଭାଗୀୟ ସଚିବ ଓ ପଦାଧିକାରୀ ପହଞ୍ଚିଥିଲେ । ଜନଶୁଣାଣି ପାଇଁ ହଜାରେ ଜଣ ଅନଲାଇନରେ ପଞ୍ଜୀକରଣ କରିଥିବା ବେଳେ ୪ଶହ ଜଣଙ୍କ ଅଭିଯୋଗପତ୍ର ଅଫଲାଇନରେ ଗ୍ରହଣ…

ବିହାରରେ କଂଗ୍ରେସର ପ୍ରେସର ପଲିଟିକ୍ସ

ନୂଆଦିଲ୍ଲୀ: ଚଳିତ ବର୍ଷ ବିହାର ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏନଡିଏ ବିରୋଧରେ ରଣହୁଙ୍କାର ଭରିବାକୁ ସଜବାଜ ହେଉଛି ମହାଗଠବନ୍ଧନ । ଭଲ ସମନ୍ବୟ ପାଇଁ କମିଟି ଗଠନ କରିବା ସହ ତେଜସ୍ବୀ ଯାଦବଙ୍କୁ ଏହାର ଦାୟିତ୍ବ ଦିଆଯାଇଛି । ତେବେ ଚର୍ଚ୍ଚା ହେଉଛି, ତେଜସ୍ବୀ ଯାଦବଙ୍କୁ…

ଜେଡି ଭାନ୍ସଙ୍କ ଭାରତ କନେକ୍ସନ୍…ମିଳିବ ଟାରିଫ୍ ଆଶ୍ବସ୍ତି !

ନୂଆଦିଲ୍ଲୀ: ଭାରତରେ ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ । ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ଟାରିଫ୍ ଛାଟକୁ ନେଇ ସାରା ବିଶ୍ବରେ ବାଣିଜ୍ୟ ଯୁଦ୍ଧ ଆଶଙ୍କା ମଧ୍ୟରେ ଜେଡି ଭାନ୍ସ ଭାରତ ଗସ୍ତ କରିଛନ୍ତି । ତେବେ ଉଭୟ ରାଜନୈତିକ ଓ ବ୍ୟକ୍ତିଗତ ଦୃଷ୍ଟିରୁ ଗସ୍ତକୁ ଗୁରୁତ୍ବପୂର୍ଣ୍ଣ…

ପୂଜା ଖେଡକରଙ୍କ ସର୍ତ୍ତମୂଳକ ମଧ୍ୟବର୍ତ୍ତୀକାଳୀନ ଆଶ୍ୱସ୍ତିକୁ ବୃଦ୍ଧି କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ବହିଷ୍କୃତ ତାଲିମପ୍ରାପ୍ତ ଆଇଏଏସ୍ ଅଧିକାରୀ ପୂଜା ଖେଡକରଙ୍କ ମାମଲାରେ ସର୍ତ୍ତମୂଳକ ମଧ୍ୟବର୍ତ୍ତୀକାଳୀନ ଆଶ୍ୱସ୍ତିକୁ ବୃଦ୍ଧି କରିଛନ୍ତି । ବର୍ତ୍ତମାନ, ପୂଜା ଖେଡକରଙ୍କ ଗିରଫଦାରୀ ଉପରେ ପ୍ରତିବନ୍ଧକ ଜାରି ରହିବ । ସୁପ୍ରିମକୋର୍ଟ କହିଛନ୍ତି ଯେ ପୂଜା…

ପୁଣି ବଡ଼ ଧରଣର ଏନକାଉଣ୍ଟର: ସୁରକ୍ଷାକର୍ମୀଙ୍କ ଗୁଳିରେ ୮ ମାଓବାଦୀ ନିପାତ

ବୋକାରୋ: ଝାଡ଼ଖଣ୍ଡର ବୋକାରୋର ଲାଲପାନିଆ ଅଞ୍ଚଳର ଲୁଗୁ ପାହାଡରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଛି। ମାଓବାଦୀଙ୍କ ଉପରେ ହୋଇଛି ଆଉ ଏକ ପ୍ରହାର। ଛତିଶଗଡ଼ ପରେ ଝାଡଖଣ୍ଡରେ ମଧ୍ୟ ଜୋରଦାର ହୋଇଛି ମାଓ ଅପରେସନ। ଆଜିର ଏନକାଉଣ୍ଟରରେ ୮ ଜଣ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଛି…