Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ମହାପ୍ରଭୁଙ୍କର ପଇତାଲାଗି ନୀତି, ୫ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ପୁରୀ: ବୈଶାଖ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ସୋମବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଇତା ଲାଗି ନୀତି ଅନୁଷ୍ଠିତ ହେବ। ଏହି ନୀତି ଅପରାହ୍‌ଣରେ ହେବ ‌ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ମହାପ୍ରଭୁଙ୍କର ପଇତାଲାଗି ନୀତି ଅବସରରେ ୫ ଘଣ୍ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ…

ଏହିସବୁ କ୍ୟାରିୟର ମୂଳାଙ୍କ ୧ ଥିବା ବ୍ୟକ୍ତିଙ୍କ ପାଇଁ ବେଷ୍ଟ…

ଭୁବନେଶ୍ବର:ଅଙ୍କ ଜ୍ୟୋତିଷରେ ଜନ୍ମ ତାରିଖ ନମ୍ବର ଆଧାରରେ ଗଣନା କରାଯାଏ । ୧ ରୁ ଆରମ୍ଭ କରି ୯ ପର୍ଯ୍ୟନ୍ତ ମୋଟ ୯ ମୂଳାଙ୍କ ରହିଥାଏ । ମୂଳାଙ୍କ ନଂ ବ୍ୟକ୍ତିଙ୍କ ବ୍ୟକ୍ତିତ୍ୱ ଓ ଭବିଷ୍ୟତ ଉପରେ ଗଭୀର ପ୍ରଭାବ ପକାଇଥାଏ । ଯେଉଁଥିରେ ବ୍ୟକ୍ତିର ଜନ୍ମ ତାରିଖ ବା ମୂଳାଙ୍କରୁ ଅତୀତ…

ଶ୍ରୀ ଭାଗବତ ସାର ୧୩: ଜ୍ଞାନ ଓ ବୈରାଗ୍ୟ ପ୍ରଭାବରେ ମଣିଷ ମନରେ ନିଷ୍କାମ ଭକ୍ତି ଜାଗ୍ରତ ହୁଏ

ଲେଖକ: ଦୟାନିଧି ତ୍ରିପାଠୀ ଭୁବନେଶ୍ୱର: ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ଗ୍ରନ୍ଥର ଭକ୍ତି ମାର୍ଗ ଭଗବାନ ଶ୍ରୀକୃଷ୍ଣଙ୍କୁ ନିତ୍ୟ ସତ୍ୟ ଓ ସଂସାର ସମ୍ପୂର୍ଣ୍ଣ ଅନିତ୍ୟ ବୋଲି ଜ୍ଞାନ ପ୍ରଦାନ କରି ସଂସାର ବିଷୟ ବାସନା ପ୍ରତି ବୈରାଗ୍ୟ ସୃଷ୍ଟି କରେ। ଅତଏବ ଜ୍ଞାନ ଓ ବୈରାଗ୍ୟ…

ନୂଆ ରାସନ କାର୍ଡ ବଣ୍ଟନ ପାଇଁ ଜୋରଦାର ପ୍ରସ୍ତୁତି: ପରିବାରର ସମସ୍ତ ସଦସ୍ୟଙ୍କର ଇ-କେୱାଇସି ବାଧ୍ୟତାମୂଳକ

କଟକ: ପିଡିଏସ ବ୍ୟବସ୍ଥାକୁ ଆହୁରି ସଶକ୍ତ କରିବା ପାଇଁ ଯୋଗ୍ୟ ହିତାଧିକାରୀଙ୍କୁ ନୂଆ ରାସନ କାର୍ଡ ବଣ୍ଟନ ପାଇଁ ପ୍ରସ୍ତୁତି ଚଳାଇଛନ୍ତି ସରକାର। କଟକ ଜିଲ୍ଲା ପ୍ରଶାସନ ରବିବାର ଜଣାଇଛି ଯେ, ଆବେଦନକାରୀଙ୍କ ଯାଞ୍ଚ ଓ ସ୍ଥାନୀୟ ଅଞ୍ଚଳରେ ଭେରିଫିକେସନ ପରେ ଯୋଗ୍ୟ ହିତାଧିକାରୀଙ୍କ ପାଇଁ ନୂଆ…

୧୧ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ: ଆଗାମୀ ଦିନରେ ଆହୁରି ବଢ଼ିବ ପାରା!

ଭୁବନେଶ୍ୱର: ପ୍ରାକ୍-ମୌସୁମୀ ବର୍ଷା ପରେ କିଛି ଦିନର ଆରାମ ମିଳିଥିଲେ ମଧ୍ୟ, ଓଡ଼ିଶା ପୁଣି ଥରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଛନ୍ଦି ହୋଇଛି। ରବିବାର ରାଜ୍ୟର ଅନେକ ସହରରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଉପରେ ରହିଥିଲା, ଯେଉଁଥିରେ ଝାରସୁଗୁଡ଼ା ସର୍ବାଧିକ ୪୩.୫ ଡିଗ୍ରୀ ସହ ରାଜ୍ୟରେ…

ବିଜେଡିର କାର୍ଯ୍ୟକାରିଣୀ ଘୋଷଣାରେ ବିଳମ୍ବ, ଅସନ୍ତୁଷ୍ଟଙ୍କ ଉପରେ ସମସ୍ତଙ୍କ ନଜର

ଭୁବନେଶ୍ୱର: ବିଜୁ ଜନତା ଦଳ (ବିଜେଡି)ର ସଭାପତି ଭାବେ ନବୀନ ପଟ୍ଟନାୟକ ନବମ ଥର ପାଇଁ ନିର୍ବାଚିତ ହୋଇଛନ୍ତି। ପ୍ରଥମ ଥର ପାଇଁ ନବୀନ ଦଳର ସଭାପତି ହୋଇଛନ୍ତି ଯେଉଁ ସମୟରେ ସେ କ୍ଷମତାରେ ଆଉ ନାହାନ୍ତି । ଏହାରି ଭିତରେ ବିଭିନ୍ନ କାରଣ ପାଇଁ ଦଳ ଆଭ୍ୟନ୍ତରୀରଣ କନ୍ଦଳର ସାମ୍ନା କରୁଛି । ତେଣୁ…

ଆଇଏଏସ ନିକୁଞ୍ଜ ଧଳଙ୍କ କେନ୍ଦ୍ରୀୟ ଡେପୁଟେସନ୍‌: ସିଏମଓରେ ବଡ଼ ପ୍ରଶାସନିକ ଅଦଳବଦଳ ଚର୍ଚ୍ଚା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ (ଏସିଏସ) ଭାବେ ନିୟୋଜିତଥିବା ବରିଷ୍ଠ ଆଇଏଏସ୍ ଅଧିକାରୀ ନିକୁଞ୍ଜ ବିହାରୀ ଧଳଙ୍କ ହଠାତ୍ କେନ୍ଦ୍ରୀୟ ଡେପୁଟେସନ୍‌ ରାଜନୈତିକ ଓ ପ୍ରଶାସନିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି। ଶୁକ୍ରବାର ସରକାରୀ ସ୍ତରରେ ସ୍ପଷ୍ଟ ହୋଇଛି ଯେ…

ସ୍ୱାବଲମ୍ବୀ ହେଉଛନ୍ତି ଗାଁର ଝିଅ: ‘ଲକ୍ଷପତି ଦିଦି’ ଯୋଜନାରେ ଓଡ଼ିଶାର ମହିଳାଙ୍କ ନୂଆ ସଫଳତା

ଭୁବନେଶ୍ୱର: ଓଡ଼ିଶାର ଗ୍ରାମାଞ୍ଚଳରେ ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି)ର ମହିଳାମାନେ ‘ଲକ୍ଷପତି ଦିଦି’ ଯୋଜନା ଜରିଆରେ ସ୍ୱାବଲମ୍ବୀ ହେବାର ନୂଆ ଅଧ୍ୟାୟ ଲେଖୁଛନ୍ତି। ଓଡ଼ିଶା ସରକାର ଓ କେନ୍ଦ୍ର ସରକାରଙ୍କ ମିଳିତ ପ୍ରୟାସରେ ଓଡ଼ିଶା ଜୀବିକା ମିଶନ (ଓଏଲଏମ) ମାଧ୍ୟମରେ ଏହି କାର୍ଯ୍ୟକ୍ରମ…

ବଲାଙ୍ଗୀର ରାଜନୀତିରେ ତାତି! କଂଗ୍ରେସ ନେତାଙ୍କ ଫ୍ୟାକ୍ଟ୍ରି ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ବଲାଙ୍ଗୀର: କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଧର୍ମେନ୍ଦ୍ର ପ୍ରଧାନଙ୍କ ବଲାଙ୍ଗୀର ଗସ୍ତ ରାଜନୈତିକ ମହଲରେ ନୂଆ ଚର୍ଚ୍ଚାକୁ ଜନ୍ମ ଦେଇଛି। ରବିବାର ସେ ବଲାଙ୍ଗୀରର ପୂର୍ବତନ ବିଧାୟକ ତଥା କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ରଙ୍କ ଘରେ ପହଞ୍ଚିଥିଲେ।…

ଦୁଇ ମାସ ହେବ ଦରମା ପାଇନାହାନ୍ତି ପାର୍ବତୀ ଗଣନାଟ୍ୟର କଳାକାର, ଟିଭିରେ ମାଲିକ ପଢ଼ାଉଛନ୍ତି ଅନୁଶାସନର ପାଠ!

ଜଗତସିଂହପୁର: ଓଡ଼ିଆ ଯାତ୍ରା ଜଗତରେ ବିବାଦର ଅନ୍ତ ଘଟୁନାହିଁ। ଜଗତସିଂହପୁର ଜିଲ୍ଲାର ବିରିଡି ବ୍ଲକର ଉତ୍ତରଶାସନରେ ପାର୍ବତୀ ଗଣନାଟ୍ୟର କଳାକାର ଓ କର୍ମଚାରୀମାନେ ଦରମା ନ ମିଳିବାରୁ ଅଟକି ରହିଛନ୍ତି। ଦୁଇ ମାସରୁ ଅଧିକ ସମୟ ଧରି ପାରିଶ୍ରମିକ ନ ମିଳିବାରୁ ଅସନ୍ତୁଷ୍ଟ କଳାକାରମାନେ ଯାତ୍ରା…