Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ବ୍ୟବସାୟୀ କେତନ ଅଗ୍ରୱାଲଙ୍କ ହତ୍ୟା ଘଟଣା; ମୋ ଝିଅକୁ ବି ସେମିତି ଠେଲିଦିଅ…

ପୁଣେ: ଲୋହାଗଡ଼ ଫୋର୍ଟରେ ୨୬ ବର୍ଷୀୟ ରିଅଲ୍ ଇଷ୍ଟେଟ୍ ବ୍ୟବସାୟୀ କେତନ ଅଗ୍ରୱାଲଙ୍କ ହତ୍ୟା ଘଟଣାର ତଦନ୍ତ ଜୋରଦାର ହୋଇଛି। ଦୁଇ ଅଭିଯୁକ୍ତଙ୍କ ପରିବାର ସମ୍ପୂର୍ଣ୍ଣ ଭିନ୍ନ ଭିନ୍ନ ଦାବି କରୁଛନ୍ତି। ଏପଟେ ସିଆ ଗୋୟଲଙ୍କ ବାପାମାଆ କହିଛନ୍ତି ଯେ ଯଦି ସେମାନଙ୍କ ଝିଅ ଦୋଷୀ ସାବ୍ୟସ୍ତ ହୁଏ…

ଅଯୋଧ୍ୟା ରାମ ମନ୍ଦିର ଦାନ ବାକ୍ସ ବିବାଦ; ୮ ଜଣ ଗିରଫ

ନୂଆଦିଲ୍ଲୀ: ଦୀର୍ଘ ୨୦ ଦିନ ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶରେ ରାମ ମନ୍ଦିରର ଦାନ ବାକ୍ସରୁ ପାଣ୍ଠି ଆତ୍ମସାତ ମାମଲାରେ ଏକ ଏଫଆଇଆର ରୁଜୁ ହୋଇଛି। ଏହି ଘଟଣାରେ ୮ ଜଣଙ୍କୁ ଗିରଫ କରାଯାଇଛି। ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସଦସ୍ୟ କୃଷ୍ଣମୋହନଙ୍କ ଅଭିଯୋଗ…

ତାମିଲନାଡୁ ଗ୍ୟାସ ଲିକ୍ ଘଟଣା, ଓଡ଼ିଶାର ଆଉ ଜଣେ ମହିଳାଙ୍କ ମୃତ୍ୟୁ…

ଭୁବନେଶ୍ୱର: ତାମିଲନାଡୁର ତିରୁଭଲ୍ଲୁର ଜିଲ୍ଲାରେ ଥିବା ଏକ ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ ଏବଂ ରପ୍ତାନି ପ୍ଲାଣ୍ଟରେ ଆମୋନିଆ ଗ୍ୟାସ ଲିକ୍ ହେବା ଘଟଣାରେ ଆଉ ଜଣେ ଓଡ଼ିଶାର ମହିଳାଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ, ମୃତକ ଜଣକ ବାଂଶପାଳ ବ୍ଲକ ରାଇଡିହା ଗ୍ରାମର ବୋଲି ଚିହ୍ନଟ…

Passport Fee Hike 2026:୧୪ ବର୍ଷ ପରେ ପାସପୋର୍ଟ ଫି ହେଲା ମହଙ୍ଗା…ଜୁଲାଇ ୧ରୁ ନୂତନ ଶୁଳ୍କ ଲାଗୁ

ନୂଆଦିଲ୍ଲୀ:ପ୍ରାୟ ୧୪ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଗୁରୁବାର ଦିନ ସରକାର ପାସପୋର୍ଟ ଫି ବୃଦ୍ଧି କରିଛନ୍ତି। ଜୁଲାଇ ୧ ତାରିଖରୁ, ସାଧାରଣ ଯୋଜନାରେ ନୂତନ ପାସପୋର୍ଟର ମୂଲ୍ୟ ₹୨,୫୦୦ ଏବଂ ତତ୍କାଳ ଯୋଜନାରେ ₹୫,୦୦୦ ହେବ। ପାସପୋର୍ଟ ମୁଖ୍ୟତଃ ଏକ ଯାତ୍ରା ଡକ୍ୟୁମେଣ୍ଟ, ଭାରତୀୟ ନାଗରିକତାର…

ମରିଗଲାଣି ମାନବିକତା…ମିଳିଲାନି ୪ କାନ୍ଧ;ସାଇକେଲ୍‌ରେ ବୁହା ହେଲା ବୃଦ୍ଧାଙ୍କ ମୃତଦେହ

ବରଗଡ଼:ମିଳିଲାନି ୪ କାନ୍ଧ, ସାଇକେଲରେ ବୁହା ହେଲା ମୃତଦେହ। ଜଣେ ବୃଦ୍ଧା ଜୟନ୍ତୀ ବଛାଙ୍କ ମୃତ୍ୟୁ ପରେ ଶବ ସତ୍କାର ପାଇଁ ସାହି ଭାଇ ଆସିଲେନି। ଜାତିଭାଇମାନେ କାନ୍ଧ ନଦେବାରୁ ମୃତଦେହକୁ ସାଇକେଲରେ ନିଆଯାଇଛି। ମୃତକଙ୍କ ନାତି ବାଧ୍ୟ ହୋଇ ଆଈଙ୍କ ମୃତଦେହକୁ ସାଇକେଲରେ ବୋହି ଶ୍ମଶାନକୁ…

Amazon to invest billion in India:ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲେ ଆମାଜନ ସିଇଓ; ଭାରତରେ ₹୪.୧ ଲକ୍ଷ କୋଟି…

ନୂଆଦିଲ୍ଲୀ: Amazonର CEO ଆଣ୍ଡି ଜାସି (Andy Jassy)ଗୁରୁବାର ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଥିଲେ। ଏହି ସମୟରେ କମ୍ପାନୀ ଭାରତରେ ଏକ ବଡ଼ ନିବେଶ ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ X ରେ ଏକ ପୋଷ୍ଟରେ ଏହି ନିବେଶ ଘୋଷଣା କରିଛନ୍ତି ଏବଂ କହିଛନ୍ତି ଯେ ଏହା…

Commercial LPG: ଶିଳ୍ପ ଏବଂ ବାଣିଜ୍ୟିକ ଏଲପିଜି ଗ୍ରାହକଙ୍କ ପାଇଁ ବଡ଼ ଆଶ୍ୱସ୍ତି; ଯୋଗାଣ ହେଲା ସ୍ୱାଭାବିକ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଶିଳ୍ପ ଏବଂ ବାଣିଜ୍ୟିକ ଏଲପିଜି ଗ୍ରାହକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ଘୋଷଣା କରିଛନ୍ତି। କେନ୍ଦ୍ର ସରକାର ଅଣ-ଘରୋଇ ପ୍ୟାକ୍ ହୋଇଥିବା ଏଲପିଜି (ତରଳ ପେଟ୍ରୋଲିୟମ୍ ଗ୍ୟାସ୍) ଯୋଗାଣ ଉପରେ ଲାଗୁ ହୋଇଥିବା ସମସ୍ତ କ୍ଷେତ୍ର-ନିର୍ଦ୍ଦିଷ୍ଟ କଟକଣାକୁ ହଟାଇ…

୨୦୨୩ ପାଇଁ ‘ପୁଷ୍କରା’ ଓ ‘ମାଇଁ ସୁଇଟ୍ ହାଉସ୍‌ ୱାଇଫ୍‌’ ଶ୍ରେଷ୍ଠ ଚଳଚ୍ଚିତ୍ର

ଭୁବନେଶ୍ବର: ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି । ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ୨୦୨୩ ଓ ୨୦୨୪ ବର୍ଷ ପାଇଁ ପୁରସ୍କାର ଘୋଷଣା କରିଛନ୍ତି। ୨୦୨୩ ପାଇଁ 'ପୁଷ୍କରା' ଓ 'ମାଇଁ ସୁଇଟ୍ ହାଉସ୍‌ ୱାଇଫ୍‌'କୁ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ପୁରସ୍କାର ମିଳିବ । ଉଭୟ ବର୍ଷ…

ପୁରୀରେ ନିର୍ମାଣ ହେବ ୧୦୦୦ ଆସନ ବିଶିଷ୍ଟ ଅତ୍ୟାଧୁନିକ ବହୁମୁଖୀ ସମ୍ମିଳନୀ କେନ୍ଦ୍ର: ମନ୍ତ୍ରୀ

ଭୁବନେଶ୍ୱର: ପୁରୀର ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଏକ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣ ଚନ୍ଦ୍ର ମହାପାତ୍ର। ପୁରୀକୁ ସମ୍ମିଳନୀ, ସାଂସ୍କୃତିକ କାର୍ଯ୍ୟକ୍ରମ, ପ୍ରଦର୍ଶନୀ ଏବଂ ବୃହତ ଜନସମାବେଶ ପାଇଁ ଏକ ପ୍ରମୁଖ ସ୍ଥଳ ଭାବେ ଗଢ଼ିତୋଳିବା…

shooting in Balasore: ବଜାରରେ ବ୍ୟବସାୟୀଙ୍କୁ ଗୁଳିମାଡ଼,୮ ରାଉଣ୍ଡ ଗୁଳି ଫୁଟିଥିବା ସିସିଟିଭିରୁ ସ୍ପଷ୍ଟ

ବାଲେଶ୍ବର:ଆଜି ବାଲେଶ୍ବର ସହରର ସହଦେବଖୁଣ୍ଟା ଥାନା ଅଧୀନ ଅରଡ଼ବଜାରରେ ଗୁଳିକାଣ୍ଡ ହୋଇଛି । ବାଇକରେ ୨ ଜଣ ଦୁର୍ବୃତ୍ତ ଆସି ଗୁଳିମାଡ଼ କରିଛନ୍ତି। ଗୁଳିମାଡରେ ବ୍ୟବସାୟୀ ଶେଖ ହମିଦଙ୍କ ମୃତ୍ୟୁ ଘଟିଛି। ଦୁର୍ବୃତ୍ତମାନେ ତାଙ୍କ ଉପରକୁ ୮ ରାଉଣ୍ଡ ଗୁଳିମାଡ଼ କରିଛନ୍ତି। ଗୁଳି ଫୁଟିଥିବା…