Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ସୁନା ଓ ରୁପା ଛାଉଣି ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗେଟ୍‌

ପୁରୀ: ସୁନା ଓ ରୁପା ଛାଉଣି ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗେଟ୍‌। ଶ୍ରୀଜଗନ୍ନାଥ ମନ୍ଦିର ଭିତର ରତ୍ନଭଣ୍ଡାର ଗେଟକୁ ସୁନା ଛାଉଣି ଓ ବାହାର ରତ୍ନଭଣ୍ଡାର ଗେଟ୍‌କୁ ରୂପା ଛାଉଣି କରାଯିବାକୁ ପ୍ରସ୍ତାବ ରହିଛି। ଏହି ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି। ଖୁବ୍‌ଶୀଘ୍ର ଏହା ରୂପ ନେବ। ଏନେଇ…

ମେ’ ୨ରେ ଖୋଲିବ ବାବା କେଦାରନାଥଙ୍କ ମନ୍ଦିର ଦ୍ବାର

ଡେରାଡୁନ: ବଦ୍ରିନାଥ-କେଦାରନାଥ ମନ୍ଦିର କମିଟିର ଏକ ଟିମ୍ ଶ୍ରୀ କେଦାରନାଥ ଧାମରେ ​​ପହଞ୍ଚିଛନ୍ତି । ଏହି କମିଟିର ଜଣେ ମୁଖପାତ୍ର କହିଛନ୍ତି ଯେ ଶ୍ରୀ କେଦାରନାଥ ଧାମର ଦ୍ୱାରଗୁଡ଼ିକ ମେ ୨ ତାରିଖରେ ଆନୁଷ୍ଠାନିକ ଭାବରେ ଖୋଲିବ । ହେଲେ ଏହା ପୂର୍ବରୁ ଶ୍ରୀ ବଦ୍ରିନାଥ ଧାମର ଦ୍ୱାର ମେ ୪ରେ…

ନବୀନଙ୍କ ନବମ ଇନିଂସ୍: ସାଙ୍ଗଠନିକ ନିର୍ବାଚନରେ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ

ଭୁବନେଶ୍ଵର: ନବମଥର ପାଇଁ ବିଜେଡିର ରାଜ୍ୟ ସଭାପତି ହେଲେ ନବୀନ ପଟ୍ଟନାୟକ। ନବୀନଙ୍କ ବ୍ୟତୀତ ଦଳର ଅନ୍ୟ କେହି ନାମାଙ୍କନ ଦାଖଲ କରିନଥିବାରୁ ପୁଣି ଥରେ ନବୀନ ନିର୍ଦ୍ବନ୍ଦ୍ଵରେ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ଆଜି ବିଧିବଦ୍ଧ ଭାବେ ନାଁ ଘୋଷଣା କରିଛନ୍ତି ନିର୍ବାଚନ ଅଧିକାରୀ ପ୍ରତାପ…

ଜେଇଇ ମେନ ସେସନ୍-୨ ରେଜଲ୍ଟ ପ୍ରକାଶ, ଏପରି ଜାଣନ୍ତୁ ନିଜ ପରୀକ୍ଷା ଫଳ…

ଭୁବନେଶ୍ବର: ପ୍ରକାଶ ପାଇଲା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ ମେନ ସେସନ୍‌-୨ର) ୨୦୨୫ ପରୀକ୍ଷା ଫଳ । ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (ଏନଟିଏ) ପକ୍ଷରୁ ରେଜଲ୍ଟ ପ୍ରକାଶ ପାଇଛି । ଏହି ପରୀକ୍ଷାରେ ୨୪ ଛାତ୍ରଛାତ୍ରୀ ୧୦୦ ପର୍ସେଣ୍ଟାଇଲ ରଖି ଶୀର୍ଷ ସ୍ଥାନରେ ରହିଛନ୍ତି ।…

ବରିଷ୍ଠ ସାମ୍ବାଦିକ ରତିକାନ୍ତ ମହାନ୍ତିଙ୍କ ବିୟୋଗ; ଗଭୀର ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ବରିଷ୍ଠ ସାମ୍ବାଦିକ ରତିକାନ୍ତ ମହାନ୍ତିଙ୍କ ଦେହାନ୍ତ ଘଟିଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା । କିଡନୀ ଜନିତ ସମସ୍ୟା ଯୋଗୁଁ ସେ ଗତ କିଛି ବର୍ଷ ଧରି ଅସୁସ୍ଥ ହୋଇ ଚିକିତ୍ସାଧୀନ ଥିଲେ…

ବିଶ୍ବର ୧୦୦ ଶ୍ରେଷ୍ଠ ଡାକ୍ତରଖାନାର ତାଲିକା ଜାରି; ୯୭ତମ ସ୍ଥାନରେ ଦିଲ୍ଲୀ ଏମ୍ସ

ନୂଆଦିଲ୍ଲୀ: ଦିଲ୍ଲୀର ଏମ୍ସ ହସ୍ପିଟାଲ ଏକ ବଡ଼ ସଫଳତା ହାସଲ କରିଛି । ଆମେରିକାର ସାପ୍ତାହିକ ସମ୍ବାଦ ପତ୍ରିକା ନ୍ୟୁଜୱିକ୍ ଏବଂ ଜର୍ମାନ ସଂଗଠନ ଷ୍ଟାଟିଷ୍ଟା ୨୦୨୪ ପାଇଁ ବିଶ୍ୱର ୧୦୦ ଶ୍ରେଷ୍ଠ ହସ୍ପିଟାଲଗୁଡ଼ିକୁ ସ୍ଥାନିତ କରିଛନ୍ତି । ଏହି ରାଙ୍କିଂରେ, ଦିଲ୍ଲୀ ସ୍ଥିତ ଅଲ୍ ଇଣ୍ଡିଆ…

ପେଣ୍ଟାଗ୍ରାଫ୍ ଅଚଳ; ଅଟକିଲା ୨ଟି ଟ୍ରେନ୍

ରାୟଗଡା: ପେଣ୍ଟାଗ୍ରାଫ୍ ଅଚଳ ଯୋଗୁଁ ଅଟକିଲା ୨ଟି ଟ୍ରେନ୍ । ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକର ଲେଲିଗୁମା ଷ୍ଟେସନ୍‌ ନିକଟରେ ଅଟକି ରହିଛି ଅଟକିଛି ଇଣ୍ଟରସିଟି ଓ ହୀରାଖଣ୍ଡ ଏକ୍ସପ୍ରେସ୍ । ରାଉରକେଲାରୁ ଜଗଦଳପୁର ଯାଉଥିବା ଇଣ୍ଟରସିଟି ଏକ୍ସପ୍ରେସର ଇଞ୍ଜିନର ପେଣ୍ଟୋଗ୍ରାଫ୍ ଲେଲିଗୁମା ରାଉଳି…

କୋଠା ଭୁଶୁଡ଼ି ୬ ମୃତ, ୨୮ରୁ ଉର୍ଦ୍ଧ୍ବ ଫସି ରହିଥିବା ଆଶଙ୍କା

ନୂଆଦିଲ୍ଲୀ: ଦିଲ୍ଲୀର ମୁସ୍ତଫାବାଦ ଅଞ୍ଚଳରେ ବିଳମ୍ବିତ ରାତିରେ ଏକ ଚାରି ମହଲା କୋଠା ଭୁଶୁଡ଼ି ପଡ଼ିବାରୁ ଏହା ତଳେ ଚାପି ହୋଇ ୬ ଜଣଙ୍କର ମୃତ୍ୟୁ ହୋଇଛି । ୨୮ ଜଣ ଭଗ୍ନାବଶେଷ ତଳେ ଫସି ରହିଥିବା ଆଶଙ୍କା କରାଯାଉଛି । ଘଟଣାସ୍ଥଳରେ ଏନଡିଆରଏଫ ଏବଂ ଦିଲ୍ଲୀ ଅଗ୍ନିଶମ ସେବାର ଟିମ୍ ଅନେକ ସମୟ…

ନବମ ଥର ନବୀନ ହେବେ ସଭାପତି; ନୂଆ ରୂପ ନେବ ଦଳୀୟ ସଙ୍ଗଠନ

ଭୁବନେଶ୍ବର: ନବମ ଥର ପାଇଁ ବିଜେଡିର ରାଜ୍ୟ ସଭାପତି ହେବେ ନବୀନ ପଟ୍ଟନାୟକ । ନବୀନଙ୍କ ବ୍ୟତୀତ ଦଳର ଅନ୍ୟ କେହି ନାମାଙ୍କନ ଦାଖଲ କରି ନଥିବାରୁ ପୁଣି ନବୀନ ନିର୍ଦ୍ବନ୍ଦ୍ବରେ ସଭାପତି ହେବା ନିଶ୍ଚିତ ହୋଇଛି । ଆଜି ନବୀନଙ୍କୁ ସଭାପତି ଭାବେ ବିଧିବଦ୍ଧ ଘୋଷଣା କରାଯିବ । ଦଳର ରାଜ୍ୟ ପରିଷଦ…

ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ତାଣ୍ଡବ; ୨୪ ଘଣ୍ଟାରେ ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର: ବର୍ତ୍ତମାନ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଉଥିବା ବେଳେ ତାତିରୁ ଆଶ୍ୱସ୍ତି ଆଣିଲା କାଳବୈଶାଖୀ । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ଯୋଗୁ ଜନଜୀବନ ପ୍ରଭାବିତ ହୋଇଛି । ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ି ରାସ୍ତା ଅବରୋଧ ହୋଇଛି ।…