Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ତାଣ୍ଡବ; ୨୪ ଘଣ୍ଟାରେ ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର: ବର୍ତ୍ତମାନ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଉଥିବା ବେଳେ ତାତିରୁ ଆଶ୍ୱସ୍ତି ଆଣିଲା କାଳବୈଶାଖୀ । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ଯୋଗୁ ଜନଜୀବନ ପ୍ରଭାବିତ ହୋଇଛି । ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ି ରାସ୍ତା ଅବରୋଧ ହୋଇଛି ।…

୨୭ବର୍ଷ ପରେ ଶନିଦେବ ନିଜ ନକ୍ଷତ୍ରରେ କରୁଛନ୍ତି ପ୍ରବେଶ; ୩ ଅକ୍ଚୋବର ଯାଏଁ ରହିବ ପ୍ରଭାବ

ଭୁବନେଶ୍ବର:ରାଶି ମାନଙ୍କ ଉପରେ ନ୍ୟାୟର ଦେବତା ଶନିଙ୍କ ଚଳନ ବେଶ ପ୍ରଭାବ ପକାଏ । ଏପଟେ ଗତ ୨୭ ବର୍ଷ ପରେ ଶନିଦେବ ନିଜ ନକ୍ଷତ୍ର ଉତ୍ତରାଭାଦ୍ରପଦରେ ପ୍ରବେଶ କରିବାକୁ ଯାଉଛନ୍ତି । ଏହି ପରିବର୍ତ୍ତନ ୨୮ ଏପ୍ରିଲ ୨୦୨୫ ସକାଳ ୭ଟା୫୨ ମିନିଟରେ ହେବ ଓ ଏହାର ପ୍ରଭାବ ୩ ଅକ୍ଚୋବର ୨୦୨୫…

ଶ୍ରୀ ଭାଗବତ ସାର ୧୧: ଭଗବତ ଭାବ ବର୍ଜିତ ହେଲେ ନିଷ୍କାମ କର୍ମର ମଧ୍ୟ ମୂଲ୍ୟ ନଥାଏ

ଲେଖକ: ଦୟାନିଧି ତ୍ରିପାଠୀ ଭୁବନେଶ୍ୱର: ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ସ୍ୱୟଂ ନାରାୟଣଙ୍କ ଠାରୁ ବା ଦ୍ୱାରା ସୄଷ୍ଟ ବୋଲି ଆମେ ଅବଗତ ହେଲେ, ଏହା ମଧ୍ୟ ଜାଣିଲେ ଯେ ଏହା ବ୍ରହ୍ମା ଓ ନାରଦଙ୍କ ଦ୍ୱାରା ସଂସାରର କଲ୍ୟାଣ ଉଦ୍ୟେଶରେ ବିସ୍ତାରିତ ଓ ପ୍ରସାରିତ ହେବା ଉଦ୍ୟେଶରେ…

ଭାରତର ଶୁଭାଂଶୁ ଶୁକ୍ଳା ମେ’ରେ କରିବେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ଯାତ୍ରା

ନୂଆଦିଲ୍ଲୀ: ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା ଆସନ୍ତା ମାସରେ ଆକ୍ସିଅମ୍-୪ ମିଶନରେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ISS) ଯାତ୍ରା କରିବେ।  କେନ୍ଦ୍ରୀୟ ମହାକାଶ ଓ ପ୍ରଯୁକ୍ତି ମନ୍ତ୍ରୀ ଜିତେନ୍ଦ୍ର ସିଂହ ଶୁକ୍ରବାର ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି…

ଶ୍ରମିକଙ୍କ ଉପରେ ଖସିପଡ଼ିଲା ଲୁହା ପ୍ଲେଟ;୨ ମୃତ,୩ ଗୁରୁତର

ଢେଙ୍କାନାଳ: ଝାଡ଼ବନ୍ଧ ରୁରୁଙ୍ଗଟା ଷ୍ଟିଲ ଆଣ୍ଡ ମାଇନ୍ସ କାରଖାନାରେ ବଡ ଅଘଟଣ। ରୁଙ୍ଗଟା ମାଇନ୍ସ କମ୍ପାନୀର ୯ ନଂ କିଲନରେ ଆଇନରନ ପ୍ଲେଟ ପଡ଼ି ୨ ଶ୍ରମିକଙ୍କ ମୃତ୍ୟୁ ହୋଇଛି ଏବଂ ୩ଜଣ ଗୁରୁତର ଥିବା ସୂଚନା ମିଳିଛି। ମୃତ ଦୁଇ ଶ୍ରମିକ ହେଲେ ସ୍ଥାନୀୟ ମହାଲୁଣ୍ଡା ପଞ୍ଚାୟତ ଅନ୍ତର୍ଗତ…

ଟ୍ରାକ୍ଟର ଧକ୍କାରେ ନବମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ: ମୁଖ୍ୟମନ୍ତ୍ରୀ ପ୍ରଦାନ କଲେ ୪ଲକ୍ଷ ଅନୁକମ୍ପା ରାଶି

ଭୁବନେଶ୍ବର: ସମ୍ବଲପୁରରେ ସଡ଼କ ଦୁର୍ଘଟଣାରେ ଜଣେ ନବମ ଶ୍ରେଣୀର ଛାତ୍ର ପ୍ରାଣ ହରାଇଥିବା ବିଷୟରେ ଜାଣି ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏଥିସହ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାର ବର୍ଗଙ୍କ ନିମନ୍ତେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ଲକ୍ଷ…

ଦେଶର ସବୁଠାରୁ ଦୀର୍ଘ ରେଳ ସୁଡ଼ଙ୍ଗ ନିର୍ମାଣ; ୨ଘଣ୍ଟାରେ ଋଷିକେଶରୁ କର୍ଣ୍ଣପ୍ରୟାଗ

ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ପାହାଡ଼ି ଅଞ୍ଚଳରେ ଏହି ପ୍ରକଳ୍ପରେ TBM(Tunnel Boring Machine)ପ୍ରଯୁକ୍ତିବିଦ୍ୟା ବ୍ୟବହାର କରାଯାଇଛି । ଯୋଗ ସହର ଋଷିକେଶରୁ ତପୋ ସହର କର୍ଣ୍ଣପ୍ରୟାଗ ଯାତ୍ରା ଏବେ ମାତ୍ର ଦୁଇ ଘଣ୍ଟାରେ ସମାପ୍ତ ହେବାକୁ ଯାଉଛି । ଦେବଭୂମିରେ ଭାରତୀୟ ରେଳବାଇ ଦେଶର…

ଏଥର ଚନ୍ଦନ ଯାତ୍ରାରେ ଫୁଟିବନି ବାଣ, ରହିବ ଇନ୍‌ସୁରାନ୍ସ ବ୍ୟବସ୍ଥା

ପୁରୀ: ଏପ୍ରିଲ ୩୦ ତାରିଖ ଦିନ ପାଳନ ହେବ ପବିତ୍ର ଅକ୍ଷୟ ତୃତୀୟା । ଏହି ଦିନ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ ଅନୁକୂଳ  ହେବ , ଏଥିସହ ୨୧ ଦିନ ବ୍ୟାପି ବାହାର ଚନ୍ଦନ ଯାତ୍ରା ଆରମ୍ଭ ହେବ । ଗତବର୍ଷ ଶ୍ରୀକ୍ଷେତ୍ର ଭଉଁରୀ ଅବସରରେ ନରେନ୍ଦ୍ର ପୁଷ୍କରିଣୀରେ ବାଣ ବିସ୍ଫୋରଣକୁ…

ପୁଅ ଦେଖିଲା ମା’ର ବିବାହ, ସାରା ଦେଶରେ ଚହଳ ପକାଇଲା ବିଜେପି ନେତାଙ୍କ ବିବାହ!

କୋଲକାତା: ପଶ୍ଚିମବଙ୍ଗ ରାଜନୀତିରେ ହଟଚମଟ। ହଠାତ ମୁର୍ଶିଦାବାଦ ହିଂସା ଖବର ବଦଳରେ ବିଜେପି ନେତାଙ୍କ ବିବାହ ଖବର ଏବେ ଚର୍ଚ୍ଚାରେ । ବିଜେପିର ଜଣାଶୁଣା ନେତା ତଥା ପୂର୍ବତନ ସାଂସଦ ଦିଲୀପ ଘୋଷ (୬୦)ଙ୍କ ବାହାଘର ଖବର ବୁଧବାର ଦିନ ସାମ୍ନାକୁ ଆସିବା ପରେ ରାଜ୍ୟ ରାଜନୈତିକ ମହଲରେ ଚର୍ଚ୍ଚା…

ମେ’୧ରୁ ବନ୍ଦ ହେବ ଫାସ୍‌ଟ୍ୟାଗ୍, ଜାଣନ୍ତୁ କଣ ରହିଛି ନୂଆ ନିୟମ..

ନୂଆଦିଲ୍ଲୀ: ଆସନ୍ତା ମାସ ଅର୍ଥାତ୍‌ ମେ ’ ୧ରୁ ସାରା ଦେଶରେ ରାଜପଥରେ ଟୋଲ୍ ଆଦାୟ ପଦ୍ଧତିରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ସାଟେଲାଇଟ-ଆଧାରିତ ଟୋଲିଂ ସିଷ୍ଟମ ୧ ମଇ, ୨୦୨୫ ରୁ ଆରମ୍ଭ ହେବ। ଏହି ସିଷ୍ଟମ ପୂର୍ବରୁ ଥିବା FASTag-ଆଧାରିତ ଟୋଲ ସଂଗ୍ରହ ସିଷ୍ଟମକୁ ବଦଳାଇବ। ଏଥିରେ…