Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଭାରତରୁ ଦକ୍ଷିଣ କୋରିଆ ପର୍ଯ୍ୟନ୍ତ ୧୦,୦୦୦ କିମି ଲମ୍ବା ମେଘମାଳା: ଆଗକୁ ଆସୁଛି ‘ବମ୍ପର ମୌସୁମୀ’

ନୂଆଦିଲ୍ଲୀ: ଏସିଆ ମହାଦେଶ ଉପରେ ଏକ ବିରଳ ତଥା ଆଶ୍ଚର୍ଯ୍ୟଜନକ ପାଣିପାଗ ପ୍ରକ୍ରିୟା ଦେଖିବାକୁ ମିଳିଛି। ମହାକାଶରୁ ନିଆଯାଇଥିବା ସର୍ବଶେଷ ସାଟେଲାଇଟ୍ ଚିତ୍ରରେ ଉତ୍ତର ଭାରତରୁ ଆରମ୍ଭ କରି ହିମାଳୟ, ଚୀନ୍ ଦେଇ ସିଧା ଦକ୍ଷିଣ କୋରିଆ ପର୍ଯ୍ୟନ୍ତ ବ୍ୟାପିଥିବା ୭ ହଜାରରୁ ୧୦ ହଜାର କିଲୋମିଟର…

ଏତେ ବଡ଼ ଅବହେଳା! ଅଳିଆ ଗଦାରେ ପୁଳା ପୁଳା ନିରାମୟ ଔଷଧ

ମୋହନା: ଓଡ଼ିଶାରେ ସରକାରୀ ସ୍ୱାସ୍ଥ୍ୟସେବାକୁ ନେଇ ଅନେକ ସମୟରେ ଅନେକ ଚିନ୍ତାଜନକ ଘଟଣା ସାମ୍ନାକୁ ଆସୁଛି। ଯାହାକୁ ନେଇ ଚର୍ଚ୍ଚା ଜୋରଦାର ଚାଲେ। ରାଜ୍ୟର ବିଭିନ୍ନ ସ୍ଥାନରେ ଗରିବ ରୋଗୀଙ୍କୁ ମାଗଣା ଔଷଧ ମିଳୁନଥିବା ବେଳେ ଅଳିଆ ଗଦା କିମ୍ବା ରାସ୍ତା କଡ଼ରେ ପୁଳା ପୁଳା ସରକାରୀ ଓ ନିରାମୟ…

ପୌରସଂସ୍ଥା ଗୁଡ଼ିକର ଆର୍ଥିକ କ୍ଷମତା ବୃଦ୍ଧି, ସହର ବିକାଶକୁ ମିଳିବ ନୂଆ ଗତି

ଭୁବନେଶ୍ୱର: ଓଡ଼ିଶାର ସହରାଞ୍ଚଳ ବିକାଶକୁ ଅଧିକ ଗତିଶୀଳ କରିବା ଦିଗରେ ରାଜ୍ୟ ସରକାର ନେଇଛନ୍ତି ଏକ ବଡ଼ ନିଷ୍ପତ୍ତି। ଓଡ଼ିଶା ସରକାର ପୌରସଂସ୍ଥା ଏବଂ ସ୍ମାର୍ଟ ସିଟି ଲିମିଟେଡ୍‌ ଗୁଡ଼ିକର ଆର୍ଥିକ କ୍ଷମତା ପରିସରକୁ ସଂଶୋଧିତ କରିଛନ୍ତି। ପୌର ପ୍ରଶାସନକୁ ସଶକ୍ତ କରିବା ଦିଗରେ ନଗର ଉନ୍ନୟନ…

ପେପର ଲିକ୍ ମାମଲା: ଫାଷ୍ଟ ଟ୍ରାକ୍ କୋର୍ଟରେ ହେବ ତ୍ୱରିତ ବିଚାର, ଦୋଷୀଙ୍କୁ ମିଳିବ କଠୋର ଦଣ୍ଡ, କଣ ରହିବ ପ୍ରକ୍ରିୟା…

ନୂଆଦିଲ୍ଲୀ: ସମଗ୍ର ଦେଶରେ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ଏବଂ ଅନିୟମିତତାକୁ ନେଇ ଆନ୍ଦୋଳନ ତୀବ୍ର ହେଉଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ବଡ଼ ଘୋଷଣା କରିଛନ୍ତି। ଯୁବକମାନଙ୍କ ଭବିଷ୍ୟତ ସହ ଖେଳୁଥିବା ଦୋଷୀମାନଙ୍କୁ ଶୀଘ୍ର ଏବଂ କଠୋର ଦଣ୍ଡ ଦେବା…

ପେପର ଲିକ୍ ବିବାଦ: ଫାଷ୍ଟ ଟ୍ରାକ୍ କୋର୍ଟ ଘୋଷଣା ପରେ ମୋଦିଙ୍କ ଉପରେ ବର୍ଷିଲେ ରାହୁଲ

ନୂଆଦିଲ୍ଲୀ: ଦେଶବ୍ୟାପୀ ଚର୍ଚ୍ଚାରେ ଥିବା ପେପର ଲିକ୍ ପ୍ରସଙ୍ଗରେ ରାଜନୀତି ଏବେ ଜୋର ଧରିଛି। ପେପର ଲିକ୍ ମାମଲାର ବିଚାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଦିନ ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ କରିବା ନେଇ ଘୋଷଣା କରିଥିଲେ। ତେବେ ଏହି ଘୋଷଣା ପରେ କେନ୍ଦ୍ର ସରକାରଙ୍କ ଉପରେ କଡ଼ା…

ଭାରତୀୟ ବାୟୁସେନାକୁ ମିଳିବ ‘ଆକାଶର ଆଖି’: AEW&C Mk-II ବିମାନ ନିର୍ମାଣ ପାଇଁ DRDOର ଦୁଇଟି ବଡ଼…

ନୂଆଦିଲ୍ଲୀ: 'ଆତ୍ମନିର୍ଭର ଭାରତ' ଅଭିଯାନକୁ ଏକ ବଡ଼ ସଫଳତା ମିଳିଛି। ଦେଶର ବାୟୁ ପ୍ରତିରକ୍ଷା (ଏୟାର ଡିଫେନ୍ସ) କ୍ଷମତାକୁ ଆହୁରି ସୁଦୃଢ଼ କରିବା ଦିଗରେ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ଭାରତୀୟ ବାୟୁସେନାର ଏୟାରବୋର୍ଣ୍ଣ ସର୍ଭିଲାନ୍ସ…

ଓଡ଼ିଶାରେ ୩ କରୋନା ଆକ୍ରାନ୍ତ ଚିହ୍ନଟ, ସ୍ପଷ୍ଟ କଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ଓଡ଼ିଶାରେ ପୁଣି ଡରାଇଲାଣି କରୋନା। ଆନ୍ଧ୍ରପ୍ରଦେଶ ପରେ ଏବେ ଓଡ଼ିଶାରେ କରୋନା ବ୍ୟାପିବା ଆଶଙ୍କା ଦେଖାଦେଇଛି। ଗଞ୍ଜାମ ଜିଲ୍ଲାରେ ଜଣେ ୫୦ ବର୍ଷିୟ ମହିଳା କୋଭିଡ ପଜିଟିଭ ରହିଥିବା ବେଳେ ଆଜି ଆଉ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ସ୍ପଷ୍ଟ କଲେ ଜନସ୍ୱାସ୍ଥ୍ୟ…

ବାହୁଡ଼ାଯାତ୍ରା ଓ ସୁନାବେଶ ଲାଗି ଯାନବାହନ କଟକଣା

ପୁରୀ: ଆଜି ଆଡ଼ପ ଶେଷ ଦର୍ଶନ । ସନ୍ଧ୍ୟା ୬ଟା ଯାଏଁ ହେବ ଦର୍ଶନ । ମହାପ୍ରଭୁଙ୍କ ପବିତ୍ର ବାହୁଡ଼ା ଯାତ୍ରାର ପୂର୍ବ ପ୍ରସ୍ତୁତି ଏବଂ ନୀତି ବହୁଳତାକୁ ଦୃଷ୍ଟିରେ ରଖି,ଆଜି ସନ୍ଧ୍ୟା ୬ଟାରୁ ଶ୍ରୀଗୁଣ୍ଡିଚା ମନ୍ଦିର ସିଂହଦ୍ୱାର ଦେଇ ସର୍ବସାଧାରଣଙ୍କ ପ୍ରବେଶ ବନ୍ଦ ରହିବ। ଏହି ସମୟରେ…

ପ୍ରଧାନ ବିଚାରପତିଙ୍କ କଡ଼ା ତାଗିଦ; ଅପରାହ୍ଣ ସୁଦ୍ଧା ମେଟ୍ରୋ ଷ୍ଟେସନ୍ ଖୋଲ, ନହେଲେ..

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ମେଟ୍ରୋ ଷ୍ଟେସନ ଫାଟକ ଅପରାହ୍ଣ କିମ୍ବା ମଧ୍ୟାହ୍ନ ଭୋଜନ ସୁଦ୍ଧା ଖୋଲା ନ ଯାଏ ତେବେ ହସ୍ତକ୍ଷେପ କରାଯିବ। ଭାରତର ପ୍ରଧାନ ବିଚାରପତି (ସିଜେଆଇ) ସୂର୍ଯ୍ୟକାନ୍ତ ଗୁରୁବାର ଦିନ କଡ଼ା ତାଗିଦ କରି ଏଭଳି କହିଛନ୍ତି। ସୁପ୍ରିମକୋର୍ଟ ବାର୍ ଆସୋସିଏସନର ଅନୁରୋଧରେ…

Parliament Monsoon Session: NEET ପେପର ଲିକ୍‌ ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରସ୍ତୁତ ସରକାର, ସଂସଦରେ ଜାରି ରହିଛି…

ନୂଆଦିଲ୍ଲୀ: NEET ପେପର ଲିକ୍‌ ମାମଲାକୁ ନେଇ ସଡ଼କରୁ ସଂସଦ ପର୍ଯ୍ୟନ୍ତ ରାଜନୈତିକ ତାତି ଜାରି ରହିଛି। ଏହାରି ମଧ୍ୟରେ କେନ୍ଦ୍ର ସରକାର ବିରୋଧୀଙ୍କୁ ସଂସଦରେ ଏହି ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା ପାଇଁ ଖୋଲା ପ୍ରସ୍ତାବ ଦେଇଛନ୍ତି। କିନ୍ତୁ କଂଗ୍ରେସ ସମେତ ବିରୋଧୀ ଦଳମାନେ କେନ୍ଦ୍ର…