Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ମୟୂରଭଞ୍ଜରେ ୩୭୫ କୋଟିର ପ୍ରକଳ୍ପ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା ଉପଖଣ୍ଡରେ ୩୭୫ କୋଟି ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଉଦଳାର ପାଟପୁର ଅଞ୍ଚଳରେ ଆୟୋଜିତ 'ବିକାଶ ପଥେ ମୟୂରଭଞ୍ଜ' କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ପ୍ରାୟ ୧୦୦ କୋଟି ଟଙ୍କା…

ଆସିଗଲା 200MP କ୍ୟାମେରା ଥିବା Xiaomi 15 Ultra ସ୍ମାର୍ଟଫୋନ୍; ଜାଣନ୍ତୁ ପ୍ରାଇସ

ନୂଆଦିଲ୍ଲୀ: ସାଓମି (Xiaomi) ନିଜର ବହୁ ପ୍ରତୀକ୍ଷିତ ସ୍ମାର୍ଟଫୋନ୍ Xiaomi 15 Ultraକୁ ଲଞ୍ଚ କରିଛି । ସାଓମି ପୁଣିଥରେ ନିଜର ଲାଟେଷ୍ଟ ସ୍ମାର୍ଟଫୋନ୍ ସହିତ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । କମ୍ପାନୀ ଅନେକ ଦମଗାର ଫିଚର ସହିତ Xiaomi 15 Ultra କୁ ଲଞ୍ଚ କରିଛି । ଏହି ସ୍ମାର୍ଟଫୋନ୍…

ନୀତିଶଙ୍କ ନିଦ ହଜାଇଲା ସର୍ଭେ !

ନୂଆଦିଲ୍ଲୀ: ଆଉ କିଛି ମାସ ମଧ୍ୟରେ ହେବାକୁ ଯାଉଛି ବିହାର ବିଧାନସଭା ନିର୍ବାଚନ । ଏହାପୂର୍ବରୁ ଚମକାଇଛି ଇଣ୍ଡିଆ ଟୁଡେ ଓ ସି-ଭୋଟର୍ସ ସର୍ଭେ । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଲୋକପ୍ରିୟତା ଆଶାତୀତ ଭାବେ କମିଥିବା ସର୍ଭେରେ ଜଣାପଡିଛି । ଏହାସହ ମୁଖ୍ୟମନ୍ତ୍ରୀ ପଦ ପାଇଁ ସବୁଠୁ…

ଆରମ୍ଭରୁ ଅସମ୍ଭାଳ: ୩୭ ଡିଗ୍ରୀ ଡେଇଁଲା ଝାରସୁଗୁଡା

ଭୁବନେଶ୍ବର: ମାର୍ଚ୍ଚ ତାତି ଜଳାଇବ ବୋଲି ପୂର୍ବରୁ ଆଇଏମଡି ସତର୍କ କରିଥିବା ବେଳେ ଦିନକ ଭିତରେ ଏବେ ଅସମ୍ଭାଳ କଲାଣି ତାତି । ୩୭ ଡିଗ୍ରୀ ଟପି ଏବେ କଲବଲ କରୁଛି ସବୁଠୁ ଉତ୍ତପ୍ତ ସହର ଝାରସୁଗୁଡା । ଆଜି ଦିନ ୨ ଟା ସୁଦ୍ଧା ଝାରସୁଗୁଡା ୩୭.୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।…

କଂଗ୍ରେସ କର୍ମୀ-ପୋଲିସ ଧସ୍ତାଧସ୍ତି, ମହିଳା କର୍ମୀଙ୍କୁ ଉଠାଇ ନେଲେ ପୋଲିସ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜିଲା କଂଗ୍ରେସ। ଆଠ ମାସ ଭିତରେ ରାଜ୍ୟରେ ମହିଳା ନିର୍ଯାତନା ବୃଦ୍ଧି ପାଇଥିବାରୁ ଏହାକୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଛି କଂଗ୍ରେସ। ରାଜ୍ୟରେ ନାବାଳିକା ଗର୍ଭବତୀ ହେବାକୁ ନେଇ ପିସିସି ସଭାପତି ଭକ୍ତ ଦାସଙ୍କ ପାୱାର୍‌ ଶୋ ବେଳେ ଲୋୟର…

ନୂଆ ପିସିସିଏଫ ଭାବେ ନିଯୁକ୍ତ ହେଲେ ସୁରେଶ ପନ୍ତ

ଭୁବନେଶ୍ବର: ପିସିସିଏଫର ନୂଆ ମୁଖ୍ୟ ହେଲେ ଆଏଫଏସ ସୁଶାନ୍ତ ପନ୍ତ । ୧୯୯୦ ବ୍ୟାଚ୍‌ର ଆଇଏଫଏପ ସୁରେଶ ପନ୍ତଙ୍କୁ ନୂଆ ପିସିସିଏଫ ଭାବେ ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ଆଇଏଫଏସ ସୁରେଶ ପନ୍ତ ହେଲେ ନୂଆ ପିସିସିଏଫ…

ଏହିପରି ସହଜ ଉପାୟରେ କ୍ରେଡିଟ୍ କାର୍ଡକୁ କରନ୍ତୁ ଡିଆକ୍ଟିଭ..

ଭୁବନେଶ୍ବର:ଅନେକ ଲୋକଙ୍କ ପାଖରେ ଏକରୁ ଅଧିକ କ୍ରେଡିଟ୍ କାର୍ଡ ଥାଏ । ଏକାଧିକ କାର୍ଡ ବ୍ୟବହାର କରି ବିଲ୍ ପୈଠ କରିବା କଷ୍ଟକର ହୋଇପଡେ । ଏହା ଫଳରେ ସେମାନେ ଋଣ ଜାଲରେ ଫସି ଯାଆନ୍ତି । ଯଦି ଆପଣ ଏକରୁ ଅଧିକ କ୍ରେଡିଟ୍ କାର୍ଡ ବ୍ୟବହାର କରୁଛନ୍ତି ଓ ଏବେ ସମସ୍ତ କ୍ରେଡିଟ୍ କାର୍ଡକୁ ଠିକ୍…

ଏଇଥି ପାଇଁ ଟ୍ରମ୍ପ- ଜେଲେନସ୍କିଙ୍କ ମଧ୍ୟରେ ହେଲା ଯୁକ୍ତିତର୍କ

ନୂଆଦିଲ୍ଲୀ: ଜେଲେନସ୍କି-ଟ୍ରମ୍ପ ବାକଯୁଦ୍ଧ । ଫସିଗଲେ ଜେଲେନସ୍କି! ଟ୍ରମ୍ପଙ୍କୁ ମନାଇବାକୁ ଯାଇଥିଲେ, ହୋଇଗଲା ବାକଯୁଦ୍ଧ । ହ୍ବାଇଟ୍ ହାଉସର ଓଭାଲ ଅଫିସରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ୟୁକ୍ରେନ ରାଷ୍ଟ୍ରପତି ଭଲୋଦିମିର ଜେଲେନସ୍କିଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଛି ।…

ପାଣ୍ଡିଆନଙ୍କୁ ଉପମୁଖ୍ୟମନ୍ତ୍ରୀଙ୍କ ଟାର୍ଗେଟ! ବ୍ୟକ୍ତିକେନ୍ଦ୍ରିକ ଭାବେ ପର୍ଯ୍ୟଟନ ଟଙ୍କା ଖର୍ଚ୍ଚ କରୁଥିଲେ ପୂର୍ବ…

ଭୁବନେଶ୍ୱର: ନାଁ ନ ନେଇ ପାଣ୍ଡିଆନଙ୍କୁ ଟାର୍ଗେଟ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । କହିଲେ ବ୍ୟକ୍ତିକୈନ୍ଦ୍ରିକ ଭାବେ ଖର୍ଚ୍ଚ ଚାଲିଥିଲା ପର୍ଯ୍ୟଟନ ଟଙ୍କା। ପର୍ଯ୍ୟଟନ ବିକାଶକୁ ନେଇ ପୂର୍ବ ସରକାରଙ୍କୁ ଉପ ମୁଖ୍ୟମନ୍ତ୍ରୀ ଏପରି ଟାର୍ଗେଟ କରି କହିଛନ୍ତି। ପ୍ରଭାତୀ ପରିଡା ପୂର୍ବ…

ଉତ୍ତରାଖଣ୍ଡ ହିମସ୍ଖଳନ: ୪ ମୃତ, ଏବେ ବି ମାଟି ତଳେ ୫ ଜୀବନ

ଡେରାଡୁନ୍: ଉତ୍ତରାଖଣ୍ଡର ବଦ୍ରିନାଥର ମାନା ଗ୍ରାମ ନିକଟରେ ଥିବା ସୀମା ସଡ଼କ ସଂଗଠନ (ବିଆରଓ) ଶିବିରରେ ହିମସ୍ଖଳନରେ ଉଦ୍ଧାର ହୋଇଥିବା ୪୭ ଆହତଙ୍କ ମଧ୍ୟରୁ ୪ ଜଣଙ୍କୁ ମୃତ ଘୋଷଣା କରିଛି ସେନା ହସ୍ପିଟାଲରେ । ଗତକାଲି ଏହି ଭୂସ୍ଖଳନ ହୋଇଥିବା ବେଳେ ଏଥିରେ ୫୫ ଜଣ ଶ୍ରମିକ ଫସିରହିଥିଲେ ।…