Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଚଳିତଥର ମଧ୍ୟ ଲିଙ୍ଗରାଜ ମନ୍ଦିରରେ ହେଲାନି ହାଣ୍ଡିଭଙ୍ଗା ଯାତ୍ରା, ଉପବାସରେ ମହାପ୍ରଭୁ

ଭୁବନେଶ୍ୱର: ପୁଣି ଉପବାସରେ ରହିଲେ ମହାପ୍ରଭୁ ଶ୍ରୀଲିଙ୍ଗରାଜ । ମନ୍ଦିରରେ ବନ୍ଦ ରହିଛି ନୀତିକାନ୍ତି । ହାଣ୍ଡିଭଙ୍ଗା ଯାତ୍ରା ପାଳନ ନ ହେବାରୁ ଶ୍ରୀଜିଉଙ୍କ ନୀତିକାନ୍ତି ବନ୍ଦ ରହିଛି । ଲଗାତର ୧୧ ବର୍ଷ ହେବ ପାଳନ ହେଉନି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ଯାତ୍ରା । ଶନିବାର…

ମିଳିବ ୫ମ ପର୍ଯ୍ୟାୟ ସୁଭଦ୍ରା ଯୋଜନା ଟଙ୍କା, ଉପକୃତ ହେବେ ୧ କୋଟିରୁ ଉର୍ଦ୍ଧ୍ବ ମହିଳା

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ସୁଭଦ୍ରା ଯୋଜନାରେ ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ଟଙ୍କା ମାର୍ଚ୍ଚ ୬ରେ ମିଳିବ । ୬ ତାରିଖରେ ହିତାଧିକାରୀଙ୍କ ଆକାଉଣ୍ଟକୁ ଯିବ ଟଙ୍କା । ଏହି ପର୍ଯ୍ୟାୟରେ ରାଜ୍ୟର ପ୍ରାୟ ୧.୭ ଲକ୍ଷ ମହିଳା ପ୍ରଥମ କିସ୍ତି ପାଇବେ । ବିଭିନ୍ନ କାରଣ ପାଇଁ ଯେଉଁମାନେ…

ରେକର୍ଡ କଲା ତାତି; ରାଜ୍ୟରେ ୩୮ ଡ଼ିଗ୍ରୀ ଟପିଲା ତାପମାତ୍ରା

ଭୁବନେଶ୍ବର: ରାଜ୍ୟରେ ମାର୍ଚ୍ଚ ଆରମ୍ଭରୁ ତାଉ ଦେଖାଇଲାଣି ତାତି । ରାଜ୍ୟରେ ୩୮ ଡ଼ିଗ୍ରୀ ଟପିଲା ତାପମାତ୍ରା । ଟିଟିଲାଗଡ଼ ଓ ଝାରସୁଗୁଡ଼ା ଓ ବଲାଙ୍ଗିରେ ରେକର୍ଡ କରିଛି ତାତି । ଶନିବାର ସବୁଠୁ ଉତ୍ତପ୍ତ ସହର ଭାବେ ରେକର୍ଡ କରିଛି ଟିଟିଲାଗଡ଼ । ଟିଟିଲାଗଡ଼ରେ ୩୮.୫ ଡିଗ୍ରୀ ସେଲସିଅସ ତାପମାତ୍ରା…

ଘରୁ ଏହି ଉପାୟରେ ଦୂର କରନ୍ତୁ ମଶା..

ଭୁବନେଶ୍ବର: ସବୁ ଋତୁରେ ଘରେ ମଶା ଆସି  ଆମକୁ ହଇରାଣ କରିଥାଏ । ଏହି ଛୋଟିଆ ମଶା କାମୁଡିଲେ ମ୍ୟାଲେରିଆ, ଡେଙ୍ଗୁ ପରି ରୋଗ ହୋଇଥାଏ । ତେବେ ଏମାନଙ୍କୁ ଘରୁ ବାହାର କରିବା ପାଇଁ ରାସାୟନିକ ମଶା ଧୂପ ବ୍ୟବହାର କରିଥାଉ, ଯାହା ସ୍ବାସ୍ଥ୍ୟ ପାଇଁ ଆଦୌ ଠିକ୍ ନୁହେଁ । ତେଣୁ କିଛି ଘରୋଇ ଉପାୟରେ…

ପାଟି ପଟେ ନିଶ୍ବାସ ନେଉଛନ୍ତି କି ? ହୋଇପାରେ ଏସବୁ ସମସ୍ୟା ..

ଭୁବନେଶ୍ବର: ଆପଣ ଧ୍ୟାନ ଦେବେ ଆପଣ ନାକ ପଟେ ନିଶ୍ବାସ ନେଉଛନ୍ତି ନା ପାଟି ପଟେ । ହଁ, ଅଜ୍ଞା ପାଟି ପଟେ ନିଶ୍ବାସ ନେଉଛନ୍ତି ତେବେ ଆପଣଙ୍କ ସ୍ବାସ୍ଥ ସମସ୍ୟା ଥାଇପାରେ । ଆମ ନାକ ଓ ପାଟି ଅଲଗା ଅଲଗା ଉଦ୍ଦେଶ୍ୟ ପାଇଁ ତିଆରି ହୋଇଛି ଏବଂ ଉଭୟ ଶାରିରୀକ ପ୍ରକ୍ରିୟାରେ ଗୁରୁତ୍ବପୂର୍ଣ୍ଣ…

ଧନବୃଦ୍ଧି କରିବାକୁ ଆପଣାନ୍ତୁ ଏହି ବାସ୍ତୁ ଉପାୟ…

ଭୁବନେଶ୍ବର: ଧନ ପ୍ରାପ୍ତିର ଇଚ୍ଛା କାହାର ଅବା ନଥାଏ । ସେଥିପାଇଁ ପରିଶ୍ରମ କରିବାକୁ ପଡେ ।କିନ୍ତୁ ବେଳେ ବେଳେ ଅଧିକ ଧନ ପ୍ରାପ୍ତ ହେଉଥିଲେ ବି ଘରେ ଅର୍ଥ ରହେ ନାହିଁ । ବାସ୍ତୁଶାସ୍ତ୍ରରେ କିଛି ଉପାୟ ରହିଛି ଯାହା ଜୀବନକୁ ସରଳ କରି ଦେଇଥାଏ । କେତୋଟି ସହଜ ବାସ୍ତୁ ଉପାୟ ରହିଛି; ଯାହାକୁ…

ମୁଲେଠୀ ଚା’ ଦୂର କରେ ଶରୀରର ଅନେକ ସମସ୍ୟା !

ଭୁବନେଶ୍ବର: ମୁଲେଠୀକୁ ଆୟୁର୍ବେଦରେ ଅତ୍ୟନ୍ତ ଉପକାରୀ ଔଷଧ ଭାବରେ ବିବେଚନା କରାଯାଏ । ଏହାର ବ୍ୟବହାର ଦ୍ୱାରା ଶରୀରର ଅନେକ ସମସ୍ୟା ଦୂର ହୋଇଥାଏ । କିନ୍ତୁ ଆପଣ କେବେ ମୁଲେଠୀ ଚା ’ ପିଇଛନ୍ତି କି? ଏହାର ଚା'ପିଇଲେ ପେଟ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ମିଳିଥାଏ । ଏଥିସହ ଲିଭର, ଦାନ୍ତ…

ଡିଗ୍ରୀ ବିନା ୪୦ଲକ୍ଷ ଜବ୍! ବେଙ୍ଗାଲୁରୁ ଏଆଇ କମ୍ପାନୀର ଅନନ୍ୟ ଅଫର

ବେଙ୍ଗାଲୁରୁ: ଆଜିର ସମୟରେ, ଏକ ଭଲ ଚାକିରି ପାଇବା ପାଇଁ ଏକ ଟପ୍ କଲେଜ ଡିଗ୍ରୀ ଏବଂ ଏକ ଭଲ ରିଜ୍ୟୁମ ରହିବା ଆବଶ୍ୟକ ବୋଲି ବିବେଚନା କରାଯାଏ, କିନ୍ତୁ ବେଙ୍ଗାଲୁରୁର ଏକ କମ୍ପାନୀ ଏହି ଚିନ୍ତାଧାରାକୁ ସମ୍ପୂର୍ଣ୍ଣ ରୂପେ ବଦଳାଇ ଦେଇଛି । ବେଙ୍ଗାଲୁରୁ (ଇନ୍ଦିରାନଗର) ସ୍ଥିତ ଏକ ସ୍ମଲେଷ୍ଟ…

ମାଟ୍ରିକ ପରୀକ୍ଷାରେ କପି ଘଟଣା; ୭ ଗିରଫ

କଟକ: କଟକ ଜିଲ୍ଲାର ମାଣିଆବନ୍ଧ ଅଞ୍ଚଳର ଏକ କେନ୍ଦ୍ରରେ ମାଟ୍ରିକ ପରୀକ୍ଷା ବେଳେ ଛାତ୍ରଛାତ୍ରୀଙ୍କୁ 'କପି ସାମଗ୍ରୀ' ଯୋଗାଇବା ଅଭିଯୋଗରେ ପୋଲିସ ଶନିବାର ଦିନ ସାତ ଜଣଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ, ଗିରଫ ବ୍ୟକ୍ତିମାନେ ମାଟ୍ରିକ୍ ପରୀକ୍ଷା ଦେଉଥିବା କିଛି ଛାତ୍ରଙ୍କ ସମ୍ପର୍କୀୟ।…

ସରକାର ପାସପୋର୍ଟର ନିୟମରେ କଲେ ଏହି ପରିବର୍ତ୍ତନ …

ନୂଆଦିଲ୍ଲୀ: ପାସପୋର୍ଟ ବିଦେଶଯାତ୍ରା ନିମନ୍ତେ  ସବୁଠୁ ଜରୁରୀ । ଏହି ଡକ୍ୟୁମେଣ୍ଟ ଦ୍ବାରା କୌଣସି ବ୍ୟକ୍ତିଙ୍କ ପରିଚୟ ଓ ଜାତୀୟତା ସ୍ପଷ୍ଟ ହୋଇଥାଏ। ଏହି ପାସପୋର୍ଟ ଥିଲେ ଆପଣ ଅନ୍ୟ ଦେଶ ବୁଲିବାକୁ,ପଢିବାକୁ, ବାଣିଜ୍ୟ କରିବାକୁ ଯାଇପାରିବେ । ଏବେ ଭାରତ ସରକାରଙ୍କ ପକ୍ଷରୁ ପାସପୋର୍ଟ…