Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

କ’ଣ କରୁଛନ୍ତି ମୋନାଲିସା?

ଭୋପାଳ: ଷ୍ଟାରଡମର ମଜା ନେଉଛନ୍ତି ମୋନାଲିସା । ମଧ୍ୟପ୍ରଦେଶରୁ ମୁମ୍ବାଇ ଯାତ୍ରକୁ ଉପଭୋଗ କରୁଛନ୍ତି, ଆକ୍ଟିଙ୍ଗ୍ ଶିଖୁଛନ୍ତି, ଆଉ ପାଠ ବି ପଢୁଛନ୍ତି । ଜଣେ ସଫଳ ଅଭିନେତ୍ରୀ ହେବା ପାଇଁ ସବୁ ପ୍ରକାର ପ୍ରୟାସ ଜାରି ରଖିଛନ୍ତି ମହାକୁମ୍ଭ ଭାଇରାଲ ଗାର୍ଲ ମୋନାଲିସା । ମୁହଁରେ ମେକଅପ ଏବଂ…

ମହାକୁମ୍ଭ ଉପରେ ବିରୋଧୀଙ୍କ ଟିପ୍ପଣୀ ନେଇ ବର୍ଷିଲେ ମୋଦି: କହିଲେ, ‘ଦାସ ମାନସିକତା’

ଭୋପାଳ: ମହାକୁମ୍ଭକୁ ନେଇ ଲଗାତାର ବିରୋଧୀଙ୍କ ବିଭିନ୍ନ ଟିକ୍କାଟିପ୍ପଣୀ ପରେ, ଏବେ ଏହାକୁ ନେଇ ବିରୋଧୀ ନେତାଙ୍କ ଉପରେ ବର୍ଷିଛନ୍ତି ମୋଦି । ବିରୋଧୀମାନେ ଏପରି କହି ଧାର୍ମିକ ପରମ୍ପରାର ଉପହାସ ଏବଂ ସମାଜକୁ ବିଭାଜିତ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି…

ଲିଜ୍ଜତ ପାମ୍ପଡ: ୮୦ ଟଙ୍କାରୁ ୧୬୦୦ କୋଟି ପଛର ସେହି କାହାଣୀ

ଭୁବନେଶ୍ଵର: କଳାଧଳା ଟି.ଭି ଅମଳରେ ପିଲାଦିନେ ଦେଖିଥିବା ଲିଜ୍ଜତ ପାମ୍ପଡ଼ର ବିଜ୍ଞାପନ ନିଶ୍ଚୟ ମନେଥିବ । କୁଡୁମୁଡିଆ ପାମ୍ପଡ଼ ଧରି ଖାଉଥିବା ବଡ଼ ଠେକୁଆ ଓ ସେ ବିଜ୍ଞାପନର ଖୁରମ ଖୁରମ ଜିଙ୍ଗଲସ୍ ଏତେ ଶୀଘ୍ର ଭୁଲିହେବନି । ଆଜି ବି ସେ ଠେକୁଆର ଛବି ଲିଜ୍ଜତ ପାମ୍ପଡ଼ର ପ୍ୟାକେଟ୍ ଉପରେ ବସି…

ଆକ୍ସନ ସିନ୍ ସୁଟ୍ ବେଳେ ଆହତ ହେଲେ ଗୁରୁ ,ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ:ଗାୟକ ଗୁରୁ ରନ୍ଧାୱାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆଗାମୀ ଚଳଚ୍ଚିତ୍ର ‘ଶୌନକି ସର୍ଦ୍ଦାର’ ର ସୁଟିଂ ସମୟରେ ଗୁରୁ ରାନ୍ଧୱା ଆହତ ହୋଇଥିଲେ। ଖବର ମୁତାବକ, ଏକ ଆକ୍ସନ୍ ସିନ୍ ପାଇଁ ସୁଟିଂ କରୁଥିଲାବେଳେ ଏହି ଦୁର୍ଘଟଣା ଘଟିଥିଲା ​​। ତେବେ ଖୋଦ୍ ନିଜେ ଗୁରୁ ରନ୍ଧାୱା…

ସଙ୍ଗମ ସ୍ଥଳରେ ବୁଡ ପକାଇଲେ ମୁଖ୍ୟମନ୍ତ୍ରୀ

ପ୍ରୟାଗରାଜ: ମହାକୁମ୍ଭରେ ବୁଡ ପକାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତାଙ୍କ ପରିବାରଙ୍କ ସଙ୍ଗେ ପ୍ରୟାଗରାଜ ଯାଇଥିବା ବେଳେ, ପବିତ୍ର ମହାକୁମ୍ଭ ଅବସରରେ ସଙ୍ଗମ ଜଳରେ ମହାସ୍ନାନ କରିଛନ୍ତି । ମହାସ୍ନାନର ଶେଷ ସପ୍ତାହ । ଆଉ ଦୁଇ ତିନି ଦିନ ପରେ ଖାଁ…

ଗୁଣାବତ୍ତା ପରୀକ୍ଷାରେ ଫେଲ୍ ମାରିଲା…ଗ୍ୟାସ୍, ଡାଇବେଟିକ୍ ଏବଂ କୋଲଷ୍ଟ୍ରଲ୍ ଭଳି ୮୪ଟି ମେଡିସିନ୍

ନୂଆଦିଲ୍ଲୀ: ଗୁଣାବତ୍ତା ପରୀକ୍ଷାରେ ଫେଲ୍ ମାରିଲା ୮୪ଟି ମେଡିସିନ୍ । ଆଉ ସବୁଠୁ ରୋଚକ କଥା ହେଉଛି, ଆମେ ଦୈନନ୍ଦୀନ ଜୀବନରେ ବ୍ୟବହାର କରୁଥିବା ଆଣ୍ଟିବାଇଓଟିକ୍ସ, ଗ୍ୟାସ୍ ମେଡିସିନ୍, ଥାଇରଏଡ୍, କୋଲଷ୍ଟ୍ରଲ୍ ଭଲି ଔଷଧ ମଧ୍ୟ ଏହି ତାଲିକାରେ ସାମିଲ ରହିଛି । ଯାହାକୁ ନେଇ ଏବେ ହାଇ ଆଲର୍ଟ…

ଓସିଏ ସଭାପତି ଭାବେ ନିର୍ବାଚିତ ହେଲେ ପଙ୍କଜ ଲୋଚନ

ଭୁବନେଶ୍ଵର: ଓସିଏ ସଭାପତି ହେଲେ ପଙ୍କଜ ଲୋଚନ ମହାନ୍ତି । ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଭରିଥିଲେ ପଙ୍କଜ। ତେଣୁ ସଭାପତି ଭାବେ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି ସେ । ବବି ଦାସଙ୍କ ଇସ୍ତଫା ପରେ ଏହି ଆସନ ଖାଲିପଡିଥିଲା। ପୂର୍ବରୁ କାର୍ଯ୍ୟକାରୀ ସଭାପତି ଭାବେ ଦାଇତ୍ୱ…

ଜେଲ ଭିତରେ ରହି ମହାକୁମ୍ଭ ମହାସ୍ନାନରେ ସାମିଲ ହେଲେ କଏଦୀ

ଲକ୍ଷ୍ନୌ: ଜଲରେ ଭିତରେ ମହାକୁମ୍ଭ ସ୍ନାନ କରି ପାପ ଧୋଇଲେ କଏଦୀ । ଖୁସିରେ ନାଚିଲେ । ଉତ୍ତର ପ୍ରଦେଶରେ ଥିବା ସମସ୍ତ ଜେଲରେ କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଜେଲ ଭିତରେ ଥାଇ ମହାକୁମ୍ଭ ମହାସ୍ନାନରେ ବୁଡ ପକାଇଛନ୍ତି ପ୍ରାୟ ୯୦ ହଜାର କଏଦୀ । ଉତ୍ତରପ୍ରଦେଶରେ ଥିବା ୭୫ଟି…

ସଂକଳ୍ପ ପଦଯାତ୍ରାରେ ଭାଙ୍ଗିଥିଲା ପିସିସି ସଭାପତିଙ୍କ ହାତ: ସରିଲା ଅସ୍ତ୍ରୋପଚାର

ଭୁବନେଶ୍ବର: ନୂଆ ପିସିସି ସଭାପତି ଭାବେଯୋଗ ଦେବା ପରେ କଂଗ୍ରେସର ପଦ ଯାତ୍ରା ସମୟରେ ଆହତ ହୋଇଥିଲେ ଭକ୍ତ ଦାସ । ଭୁବନେଶ୍ଵର - ପୁରୀ ସଂକଳ୍ପ ଯାତ୍ରା ସମୟରେ ଉତ୍ସାହୀ କର୍ମୀଙ୍କ ଭିଡ଼ରେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କର ହାତରେ ଆଘାତ ଲାଗିଥିଲା । ଯାହାର ସଫଳ ଅସ୍ତ୍ରୋପଚାର…

ଆତିଶୀ ହେବେ ଦିଲ୍ଲୀ ବିଧାନସଭାର ପ୍ରଥମ ମହିଳା ବିରୋଧୀ ଦଳ ନେତା

ନୂଆଦିଲ୍ଲୀ: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆପ ନେତ୍ରୀ ଆତିଶୀ ମରଲେନ ହେବେ ଦିଲ୍ଲୀ ବିଧାନସଭାରେ ବିରୋଧୀ ଦଳ ନେତା । ରବିବାର ଦିଲ୍ଲୀ ବିଧାନସଭାରେ ବିରୋଧୀ ଦଳ ନେତା ହେବା ପାଇଁ ଦଳୀୟ ବିଧାୟକମାନେ ଆତିଶୀଙ୍କ ନାଁ ମନୋନୀତ କରିଥିଲେ । ଆଉ ଏହାପରେ ଆତିଶୀ ବନିଛନ୍ତି ଗୃହରେ ପ୍ରଥମ ମହିଳା…