Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଅନନ୍ତନାଗରେ ଅତର୍କିତ ଆତଙ୍କୀ ହମ୍‌ଲା, ଟଳିପଡ଼ିଲେ ବୀର କନଷ୍ଟେବଳ!

ଶ୍ରୀନଗର: ଜମ୍ମୁ-କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ପୁଣିଥରେ ଆତଙ୍କବାଦୀମାନେ ନିଜର ବର୍ବରତାର ପ୍ରମାଣ ଦେଇଛନ୍ତି। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି କରାଯାଇଥିବା ଏକ ଅତର୍କିତ ଆକ୍ରମଣରେ ଜଣେ ପୋଲିସ କନଷ୍ଟେବଳ ସହିଦ ହୋଇଛନ୍ତି। ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ହାଇ ଆଲର୍ଟ ଜାରି କରାଯିବା…

CJI On CJP Protest: ‘ସମୟ ନଷ୍ଟ କରନ୍ତୁ ନାହିଁ…’, ଛାତ୍ରଙ୍କ ଉପରେ ପୋଲିସ ଲାଠିଚାର୍ଜ ମାମଲାରେ…

ନୂଆଦିଲ୍ଲୀ: ନିଟ୍ ଓ ଅନ୍ୟାନ୍ୟ ପରୀକ୍ଷାରେ ପେପର ଲିକ୍ ଅଭିଯୋଗକୁ ନେଇ ସଂସଦ ଅଭିମୁଖେ ଛାତ୍ର ସଂଗଠନ ସିଜେପି (CJP) ପକ୍ଷରୁ ଜୁଲାଇ ୨୦ରେ କରାଯାଇଥିବା ପଦଯାତ୍ରା ବେଳେ ଦିଲ୍ଲୀ ପୋଲିସର ଲାଠିଚାର୍ଜ ଓ ବଳପ୍ରୟୋଗ ଘଟଣାରେ ତତ୍କାଳ ହସ୍ତକ୍ଷେପ କରିବାକୁ ସୁପ୍ରିମକୋର୍ଟ ବୁଧବାର ମନା…

MKCGରେ କରୋନା ସଂକ୍ରମଣ, ଗୁଜବ ନେଇ ସ୍ପଷ୍ଟ କଲେ ମେଡିକାଲ ଅଧୀକ୍ଷକ

ବ୍ରହ୍ମପୁର: ବ୍ରହ୍ମପୁରର MKCG ମେଡିକାଲ କଲେଜ ଏବଂ ହସ୍ପିଟାଲରେ ନୂଆ COVID-19 ମାମଲା ଚିହ୍ନଟକୁ ଗୁଜବ ବୋଲି କହିଛନ୍ତି ମେଡିକାଲ ଅଧୀକ୍ଷକ। ଏଥିସହିତ ଗଞ୍ଜାମ ଜିଲ୍ଲାରେ କୌଣସି ସଂକ୍ରମଣ ଚିହ୍ନଟ ହୋଇନଥିବା ସେ ପ୍ରକାଶ କରିଛନ୍ତି। ହସ୍ପିଟାଲର ମେଡିସିନ୍ ବିଭାଗରେ ଭର୍ତ୍ତି ହୋଇଥିବା…

ଆଖି ପିଛୁଳାକେ ଘଟିଗଲା ଅଘଟଣ: ଭୁବନେଶ୍ୱରରେ ଅଟୋକୁ ପିଟିଲା ସ୍ପିଡ୍ କାର୍, ରକ୍ତରଞ୍ଜିତ ହେଲା ରାସ୍ତା

ଭୁବନେଶ୍ୱର: ସ୍ମାର୍ଟସିଟି ଭୁବନେଶ୍ୱରର ବ୍ୟସ୍ତବହୁଳ ରାସ୍ତା ଏବେ ସାଧାରଣ ଯାତ୍ରୀଙ୍କ ପାଇଁ ମରଣଯନ୍ତା ପାଲଟିଛି। ବେପରୁଆ ଡ୍ରାଇଭିଂ ଏବଂ ଟ୍ରାଫିକ ନିୟମର ଖୋଲା ଉଲ୍ଲଂଘନ କାରଣରୁ ପଟିଆ-ଜୟଦେବ ବିହାର ରାସ୍ତାରେ ଏକ ହୃଦୟ ବିଦାରକ ସଡ଼କ ଦୁର୍ଘଟଣା ଘଟିଛି। ଗୋଟିଏ ଦ୍ରୁତଗାମୀ କାର୍…

ଏଣିକି ଏସସିବିରେ ରକ୍ତ ପରୀକ୍ଷା ଏବଂ ରିପୋର୍ଟ ସଂଗ୍ରହ ପାଇଁ ଆଉ ଲାଇନରେ ଠିଆ ହେବେନି ରୋଗୀ…

କଟକ: ଏଣିକି ରକ୍ତ ପରୀକ୍ଷା ପାଇଁ କିମ୍ବା ରିପୋର୍ଟ ସଂଗ୍ରହ ପାଇଁ ଆଉ ଲାଇନରେ ଠିଆ ହେବାକୁ ପଡିବନି । ମୋବାଇଲକୁ ଆସିବ ରିପୋର୍ଟ । ଖୁବଶୀଘ୍ର କଟକ ଏସସିବି ମେଡିକାଲର ଦ୍ୱିତୀୟ କ୍ୟାମ୍ପସରେ ଏହି ମାଗଣା ସୁବିଧା ପାଇବେ ରୋଗୀ । ଏନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ…

ପୁଣି ବର୍ଷା ଆଲର୍ଟ: ଭିଜିବ ଓଡ଼ିଶା, ଉଛୁଳିବ ନଈନାଳ; ୫ ଜିଲ୍ଲାକୁ ଅତି ସତର୍କ ରହିବାକୁ ପାଣିପାଗ ବିଭାଗର ଚେତାବନୀ

ଭୁବନେଶ୍ୱର: ରାଜ୍ୟରେ ଏବେ ଲଘୁଚାପର ବର୍ଷା ବିତ୍ପାତ। ଲଗାଣ ବର୍ଷା ଯୋଗୁଁ ଅନେକ ସ୍ଥାନରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ଏହି ସ୍ଥିତି ଲାଗିରହିବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ବିଶେଷ କରି ପଶ୍ଚିମ…

Delhi Metro shuts:ସୁରକ୍ଷା କାରଣରୁ ଦିଲ୍ଲୀର ୧୬ ମେଟ୍ରୋ ଷ୍ଟେସନ୍ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ କରାଗଲା ବନ୍ଦ

ନୂଆଦିଲ୍ଲୀ:ଦିଲ୍ଲୀରେ ଚାଲିଥିବା ବିକ୍ଷୋଭ ଯୋଗୁଁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ DMRC ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଜନ୍ତର ମନ୍ତର ଠାରେ ‘କକରୋଚ୍ ଜନତା ପାର୍ଟି’ (Cockroach Janata Party) ଦ୍ୱାରା ଚାଲିଥିବା ବିକ୍ଷୋଭ ପରିପ୍ରେକ୍ଷୀରେ ଏହି ପଦକ୍ଷେପ ନିଆଯାଇଛି।…

Rourkela ନୁହେଁ ଏଣିକି Raurkela; ବଦଳିଲା ରାଉରକେଲା ସହରର ଇଂରାଜୀ ବନାନ

ରାଉରକେଲା: ସ୍ଥାନୀୟ ଓଡ଼ିଆ ଉଚ୍ଚାରଣ ସହିତ ସ୍ଥାନ ନାମଗୁଡ଼ିକୁ ସମାନ କରିବା ପାଇଁ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ତଦନୁଯାୟୀ, ଇସ୍ପାତ ସହର ରାଉରକେଲାର ଇଂରାଜୀ ବନାନକୁ ଆନୁଷ୍ଠାନିକ ଭାବରେ "RAURKELA" ରେ ପରିବର୍ତ୍ତନ କରାଯାଇଛି। ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ…

ଆସାମରେ ବନ୍ୟା ସଙ୍କଟ: ୨୪ ଘଣ୍ଟା ମଧ୍ୟରେ ୨୧ ଜଣଙ୍କର ମୃତ୍ୟୁ, ଅନେକ ପ୍ରଭାବିତ

ଗୌହାଟି: ଆସାମରେ ବନ୍ୟାର କରାଳ ରୂପ ଦେଖିବାକୁ ମିଳିଛି । ଦିନକୁ ଦିନ ପରିସ୍ଥିତି ଖରାପ ହେବାରେ ଲାଗିଛି । ପୂର୍ବୋତ୍ତର ରାଜ୍ୟର ଅନେକ ଜିଲ୍ଲାରେ ଗୁରୁତର ଭାବରେ ପ୍ରଭାବିତ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ବନ୍ୟା କାରଣରୁ ୨୧ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏବେ ବି ମୃତ୍ୟୁ…

Bab el-Mandeb: ହର୍ମୁଜ୍ ପରେ ଏବେ ବାବ୍-ଏଲ୍-ମାଣ୍ଡେବ୍ ସଙ୍କଟ! ନିର୍ଭର କରେ ବିଶ୍ୱ ବାଣିଜ୍ୟର ୧୨%, ହୁତିଙ୍କ…

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଚାଲିଥିବା ଅଶାନ୍ତି ମଧ୍ୟରେ ବିଶ୍ୱ ବାଣିଜ୍ୟ ପାଇଁ ଆଉ ଏକ ବଡ଼ ବିପଦ ସୃଷ୍ଟି ହୋଇଛି। ହର୍ମୁଜ୍ ଜଳପଥ (Strait of Hormuz) ବନ୍ଦ ହେବା ପରେ ଯେଉଁ ବାବ୍-ଏଲ୍-ମାଣ୍ଡେବ୍ (Bab el-Mandeb) ଜଳପଥ ବିଶ୍ୱ ବାଣିଜ୍ୟର ନୂଆ ଆଶା ପାଲଟିଥିଲା, ଏବେ ସେହି ରାସ୍ତାକୁ…